୭ ରାଜ୍ୟର ଉପ ନିର୍ବାଚନରେ ଏନଡିଏକୁ ଝଟ୍କା! ସଞ୍ଜୟ ସିଂ କହିଲେ ଭାଜପା ବୁଝିବା ଦରକାର…
ନୂଆଦିଲ୍ଲୀ,୧୩।୭: ଦେଶର ୭ ଟି ରାଜ୍ୟର ୧୩ ଟି ଆସନରେ ଉପ-ନିର୍ବାଚନରେ ଏନଡିଏ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଜଣାପଡିଛି। ୧୩ଟି ସିଟ ମଧ୍ୟରୁ କଂଗ୍ରେସ ୨ଟି ଜିତିଥିବାବେଳେ ଆମ ଆଦମୀ ପାର୍ଟି ପ୍ରାର୍ଥୀ ଗୋଟିଏରେ ଜିତିଛି। ଏଥି ସହ…
ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣା: ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର,୧୩।୭: ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିଥିବା ଅଭିଯୋଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ। ଘଟଣାକୁ ନେଇ ଶନିବାର ରାଜଭବନକୁ ଘେରାଉ କରିଛି କଂଗ୍ରେସ। ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି ଆରମ୍ଭ କରଛି କଂଗ୍ରେସ । ଏହା ସହିତ ଏଭଳି ଘଟଣା…
ମୁସଲମାନ୍ ବୋଲି ଲୋକେ ଆତଙ୍କବାଦୀ ଭାବନ୍ତି, ଲକି ଅଲିଙ୍କ ପୋଷ୍ଟକୁ ନେଇ ବଢୁଛି ଚର୍ଚ୍ଚା…
ବମ୍ବେ: ବଲିଉଡ୍ ଗାୟକ ଲକି ଅଲିଙ୍କୁ କିଏ ବା ନଜାଣେ। ସେ ନିଜର ସ୍ବରର ଯାଦୁଗରୀରେ ଶ୍ରୋତାଙ୍କୁ ବାନ୍ଧି ରଖନ୍ତି। ଆଜି ବି ତାଙ୍କ ଗୀତ ସତେଜ ରହିଛି, ଆଖି ଓଦା କରୁଛି। ହେଲେ ଏବେ ସୋସିଆଲ ମିଡିଆରେ ସେ ନିଜର…
ଯଦି ଅମ୍ବାନୀ ପ୍ରତିଦିନ ୩କୋଟି ଟଙ୍କା ଖର୍ଚ୍ଚ କରନ୍ତି, ଏତିକି ଦିନରେ ଶେଷ ହୋଇଯିବ ତାଙ୍କର ପୁରା ସମ୍ପତ୍ତି
ନୂଆଦିଲ୍ଲୀ,୧୩।୭: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ସବୁବେଳେ ଲାମଲାଇଟରେ ରହିଥା’ନ୍ତି। ସମ୍ପ୍ରତି, ଆଜିକାଲି ସେ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ ବିଷୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ବିବାହ ଦେଶର ସବୁଠାରୁ ମହଙ୍ଗା…
ନୀତୀଶ ସରକାରଙ୍କୁ ଟେନସନ ଦେଲା ନୀତି ଆୟୋଗ
ନୂଆଦିଲ୍ଲୀ,୧୩।୭: ଉତ୍ତରପ୍ରଦେଶ ଏବଂ କେରଳ ନୀତି ଆୟୋଗର ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ୨୦୨୩-୨୪ ଅର୍ଥାତ୍ ସ୍ଥାୟୀ ବିକାଶ ସୂଚକାଙ୍କରେ ଶୀର୍ଷ ସ୍ଥାନ ହାସଲ କରିଛି। ଏହି ସୂଚକାଙ୍କ ସାହାଯ୍ୟରେ, ନୀତି ଆୟୋଗ ସାମାଜିକ, ଅଥନୈତିକ ଏବଂ ପରିବେଶ ପାରାମିଟର ଉପରେ ବିକାଶର…
‘ଆପ୍ଟର ମି’ ଫୋଲ୍ଡରରେ ଶହୀଦ ଅଂଶୁମାନ କହିଛନ୍ତି ମା’-ସ୍ତ୍ରୀଙ୍କର କ’ଣ ରହିଛି ଅଧିକାର
ନୂଆଦିଲ୍ଲୀ,୧୩।୭: ସିଆଚେନରେ ତାଙ୍କର ସାହସିକତା ଏବଂ ସାହସ ପାଇଁ କ୍ୟାପଟେନ ଅଂଶୁମାନ ସିଂଙ୍କୁ ପରବର୍ତ୍ତୀ ସମୟରେ ର୍କିତ୍ତୀ ଚକ୍ର ପ୍ରଦାନ କରାଯାଇଥିଲା। ଶହୀଦ କ୍ୟାପଟେନ ଅଂଶୁମାନ ସିଂଙ୍କ ମା’ ମଞ୍ଜୁ ସିଂ ଏବଂ ତାଙ୍କ ପତ୍ନୀ ସ୍ମୃତି ସିଂ ଦୁହେଁ ଏହି…
Anant Radhika wedding: ଡ୍ୟାନ୍ସରେ ମଜି ଯାଇଥିଲେ ପ୍ରିୟଙ୍କା, ନିକ୍ଙ୍କ ସହ ଅନନ୍ୟା କଲେ ଏମିତି କିଛି ଦେଖି ତାଜୁବ ହୋଇଗଲେ ସମସ୍ତେ
ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅନନ୍ତ ଅମ୍ବାନୀ ଏବଂ ରାଧିକା। ତେବେ ଅମ୍ବାନୀ ପରବାରର ଶେଷ ବିବାହ ବହୁ ଧୁମଧାମ୍ରେ ପାଳନ ହୋଇଛି। ଯାହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବହୁ ବଡ଼ ବଡ଼…
ବଜେଟ ୨୦୨୪: ବିହାର-ଆନ୍ଧ୍ର ପାଇଁ ହେବ ବଡ ଘୋଷଣା? ନାଇଡୁ-ନୀତୀଶଙ୍କ ଆଗରେ ନଇଁବେ ମୋଦି ସରକାର!
ନୂଆଦିଲ୍ଲୀ,୧୩।୭: ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ତୃତୀୟ ଥର ପାଇଁ କ୍ଷମତାରେ ଅଛି। ଗତ ଦୁଇଟି କାର୍ଯ୍ୟକାଳ ତୁଳନାରେ ତାଙ୍କ ପାଇଁ ପରିସ୍ଥିତି ଭିନ୍ନ ରହିଛି, କାରଣ ଏଥର ଏହା ଭାଜପା ସରକାର ନୁହେଁ ବରଂ…
ଜିତିବେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ, କାମ ଦେଲାନି ଭାଜପାର ଗୁପ୍ତଚର ନୀତି
ଦେହେରା,୧୩।୬: ହିମାଚଳ ପ୍ରଦେଶରେ ଦେହରା ଉପ-ନିର୍ବାଚନ (ଦେହରା ଉପ ନିର୍ବାଚନ -୨୦୨୪)ରୁ ଏକ ବଡ଼ ଖବର ଆସିଛି। ଭାଜପା ପ୍ରାର୍ଥୀ ହୋଶିୟାର ସିଂ ଏଠାରୁ ହାରିଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂଙ୍କ ପତ୍ନୀ କମଲେଶ ଠାକୁର ତାଙ୍କୁ ପରାସ୍ତ କରିଛନ୍ତି। ତେବେ ଏପର୍ଯ୍ୟନ୍ତ…
ରତ୍ନଭଣ୍ଡାର ଖୋଲିବା ନେଇ ସେବାୟତଙ୍କ ବଡ଼ ବୟାନ, ଘରେ ସାଆନ୍ତ ନାହାନ୍ତି ଖୋଲନି ନହେଲେ..
ଭୁବନେଶ୍ୱର,୧୩।୭: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ସେ କହିଛନ୍ତି, ୧୪ ନୁହେଁ ୨୪ରେ ରତ୍ନଭଣ୍ଡାର ଖୋଲିବା ଉଚିତ। ମହାପ୍ରଭୁଙ୍କ ଫେରିବା ବାଟକୁ ଅପେକ୍ଷା କର । କାରଣ ଘରେ ମୁରବୀ…
ଉପ ରାଜ୍ୟପାଳ ହେଲେ ଆହୁରି ଶକ୍ତିଶାଳୀ
ଜମ୍ମୁ,୧୩।୭: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଶନିବାର ଜମ୍ମୁ କଶ୍ମୀର ପୁନର୍ଗଠନ ଆଇନରେ ସଂଶୋଧନ କରିଛି। ଏହା ସହ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବର୍ତ୍ତମାନ ଅଧିକ କ୍ଷମତା ପାଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସରକାର ମଧ୍ୟ ବିଜ୍ଞପ୍ତି ଜାରି କରିଛନ୍ତି। ଜମ୍ମୁ…
୨୦୬୦ ପରେ କମିବାକୁ ଲାଗିବ ଭାରତର ଜନସଂଖ୍ୟା, ରିପୋର୍ଟରେ ଚମକାଇବା ଭଳି ତଥ୍ୟ
ନୂଆଦିଲ୍ଲୀ,୧୩।୭: ୨୦୬୦ ପରେ ଭାରତରେ ଜନସଂଖ୍ୟା କମିବା ଆରମ୍ଭ କରିବ। ମିଳିତ ଜାତିସଂଘ ବା ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ଜନସଂଖ୍ୟା ରିପୋର୍ଟ ଅନୁଯାୟୀ ୨୦୬୦ରେ ଭାରତର ଜନସଂଖ୍ୟା ସର୍ବାଧିକ ହେବ, କିନ୍ତୁ ଏହା ପରେ ଜନସଂଖ୍ୟା ହ୍ରାସ ପାଇବା ଆରମ୍ଭ କରିବ।…
Archives


