Home

ତିନି ବର୍ଷ ପରେ ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ପୁଣି ସମ୍ବୋଧିତ କରିପାରନ୍ତି ମୋଦି

ନୂଆଦିଲ୍ଲୀ/କାଲିଫର୍ନିଆ,୧୬।୭: ସେପ୍ଟେମ୍ବର ୨୬ରେ ମିଳିତ ଜାତିସଂଘ ସାଧାରଣ ସଭାର ଉଚ୍ଚ ସ୍ତରୀୟ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିପାରନ୍ତି। ସୋମବାର ପ୍ରକାଶିତ ତାଲିକା ଅନୁଯାୟୀ, ଭାରତର ପ୍ରଧାନମନ୍ତ୍ରୀ ମୋଦି ୨୬ ସେପ୍ଟେମ୍ବର ଅପରାହ୍ନରେ ଏହି ସମାବେଶକୁ ସମ୍ବୋଧିତ କରିପାରନ୍ତି। ମିଳିତ…

୨ ଓଭରରେ ମ୍ୟାଚ୍‌ ଜିତିବାକୁ ଆବଶ୍ୟକ ଥିଲା ୬୧ ରନ୍‌: ଗୋଟିଏ ବଲ୍‌ ବାକି ଥାଇ ମ୍ୟାଚ୍‌ ଜିତିଗଲା ଏହି ଟିମ୍‌

ନୂଆଦିଲ୍ଲୀ,୧୬।୭: କ୍ରିକେଟରେ କ’ଣ ହେବ, ତାହା କେହି ଜାଣନ୍ତି ନାହିଁ। ସମୟ ସହିତ କ୍ରିକେଟ ଦ୍ରୁତ ଗତିରେ ଗତି କରୁଛି। ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ମଧ୍ୟ ବ୍ୟାଟ୍ସମ୍ୟାନ୍‌ମାନେ ବିସ୍ଫୋରକ ବ୍ୟାଟିଂ କରିବାକୁ ପସନ୍ଦ କରୁଛନ୍ତି। କ୍ରିକେଟର ସମ୍ପ୍ରସାରଣ ସହିତ ଫର୍ମାଟ ମଧ୍ୟ…

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୭: ଭାରତୀୟ ଦ୍ରୁତ ବୋଲର ଚେତନ ସାକରିଆ ବିବାହ କରିଛନ୍ତି। ଚେତନଙ୍କ ବିବାହ ଫଟୋ ଭାଇରାଲ ହୋଇଛି। ଚେତନଙ୍କ ସ୍ତ୍ରୀଙ୍କ ନାମ ମେଘନା ଜାମ୍ବୁଚା। ଚେତନ ଆଇପିଏଲରେ ଚେତନ କୋଲକାତା ନାଇଟ ରାଇଡର୍ସର ଏକ ଅଂଶ ଥିଲେ। ସେ ସିଜନରେ ଗୋଟିଏ…

ରୁଷିଆ ସହ ମଜଭୁତ ସମ୍ପର୍କକୁ ବ୍ୟବହାର କରି ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିପାରିବ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୭: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ରୁଷିଆ ସହିତ ଐତିହାସିକ ସମ୍ପର୍କ ବ୍ୟବହାର କରିବାକୁ ଭାରତକୁ ନିବେଦନ କରିଛି ଏବଂ ୟୁକ୍ରେନ ବିରୋଧରେ ଯୁଦ୍ଧ ବନ୍ଦ କରିବାକୁ ରାଷ୍ଟ୍ରପତି ପୁଟିନଙ୍କୁ କହିଛି। ଆମେରିକାର ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର ଏହି…

‘ସିଧା ଆଙ୍ଗୁଠିରେ ଘିଅ ଉଠେ ନାହିଁ…’, ଏମିତି କାହିଁକି କହିଲେ ମାଧବୀ ଲତା

ହାଇଦ୍ରାବାଦ,୧୬।୭: ହାଇଦ୍ରାବାଦ ଲୋକ ସଭା ଆସନରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଭାଜପାର ମାଧବୀ ଲତା ତାଙ୍କ ପରାଜୟକୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ ଗତ ନିର୍ବାଚନରୁ ଆମେ ଏକ ଶିକ୍ଷା…

ପାଲେଷ୍ଟାଇନ ଶରଣାର୍ଥୀଙ୍କ ପାଇଁ ସହଯୋଗର ହାତ ବଢାଇଲା ଭାରତ

ନୂଆଦିଲ୍ଲୀ/ରାମଲ୍ଲାହ,୧୬।୭: ପାଲେଷ୍ଟାଇନ ଶରଣାର୍ଥୀଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ସରକାର ୨୦୨୪-୨୫ ବର୍ଷ ପାଇଁ ପ୍ରଥମ କିସ୍ତି ଜାରି କରିଛନ୍ତି। ମିଳିତ ଜାତିସଂଘର ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ (ୟୁଏନଆରଡବ୍ଲୁଏ) କୁ ସରକାର ୨.୫ମିଲିୟନ ଆମେରିକୀୟ ଡଲାରର…

କିଏ ସେହି ଜେଡି ଭାନ୍ସ, ଯାହାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୬।୭: ଚଳିତ ବର୍ଷ ନଭେମ୍ବରରେ ଆମେରିକାରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଓହିଓ ସିନେଟର ଜେଡି ଭାନ୍ସ ମଧ୍ୟ ତାଙ୍କ ଭାଗ୍ୟ ପରୀକ୍ଷା କରିବେ। ରିପବ୍ଲିକାନ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାନ୍ସଙ୍କୁ ତାଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ…

ଦିନେ ଟ୍ରମ୍ପଙ୍କୁ ଘୃଣା କରୁଥିବା ଭାନ୍ସଙ୍କୁ ରନିଂ ମେଟ କହିଲେ ପୂର୍ବତନ ରାଷ୍ଟ୍ରପତି

ଓ୍ବାଶିଂଟନ,୧୬।୭: ଚଳିତ ବର୍ଷ ନଭେମ୍ବରରେ ଆମେରିକାରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଓହିଓ ସିନେଟର ଜେଡି ଭାନ୍ସ ମଧ୍ୟ ତାଙ୍କ ଭାଗ୍ୟ ପରୀକ୍ଷା କରିବେ। ରିପବ୍ଲିକାନ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେଡି ଭାନ୍ସଙ୍କୁ ତାଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ…

ମୋଦିଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ନେପାଳ ପ୍ରଧାନମନ୍ତ୍ରୀ: ଚାଇନାକୁ ଲାଗିପାରେ ଝଟ୍‌କା

କାଠମାଣ୍ଡୁ/ନୂଆଦିଲ୍ଲୀ,୧୬।୭: ନେପାଳର ନୂତନ ଭାବେ ନିଯୁକ୍ତ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭାରତକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ସେ କହିଛନ୍ତି, ନେପାଳ-ଭାରତ ସମ୍ପର୍କକୁ ମଜଭୁତ କରିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ…

ଟଙ୍କା-ଖ୍ୟାତି ଦେଖି ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି କୋହଲି: ସାଥୀ କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୬।୭: ଭାରତୀୟ ଦଳର ଅଭିଜ୍ଞ ଲେଗ ସ୍ପିନର ଅମିତ ମିଶ୍ର ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଖ୍ୟାତି ଏବଂ ଟଙ୍କା କୋହଲିଙ୍କୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଛି ବୋଲି ବିଶ୍ର କହିଛନ୍ତି। କୋହଲିଙ୍କ ସହ ଅନେକ ଅନ୍ତର୍ଜାତୀୟ କ୍ରିକେଟ…

ଭିଭିଆଇପି ମୁଖ୍ୟ ମୁକେଶ ସାହାଣିଙ୍କ ପିତାଙ୍କୁ ନିର୍ମମ ହତ୍ୟା

ପାଟନା,୧୬।୭: ବିହାରର ପୂର୍ବତନ ସରକାରୀ ମନ୍ତ୍ରୀ ତଥା ଭିଭିଆଇପି ମୁଖ୍ୟ ମୁକେଶ ସାହାଣିଙ୍କ ପିତା ଜିତନ ସାହାଣିଙ୍କୁ ଦରଭଙ୍ଗାଠାରେ ହତ୍ୟା କରାଯାଇଛି। ମଙ୍ଗଳବାର ସକାଳେ ଘରେ ମୃତଦେହ ମିଳିବା ମାତ୍ରେ ଉତ୍ତେଜନା ଦେଖାଦେଇଥିଲା। ଏହି ହତ୍ୟାକାଣ୍ଡକୁ ଦରଭଙ୍ଗା ଏସଏସପି ଜଗୁନାଥ ରେଡ୍ଡୀ…

ଆଇଏଏସ୍‌ ପୂଜା ଖେଡ୍‌କରଙ୍କ କୌଣସି ଅକ୍ଷମତା ନାହିଁ

ପୁଣେ, ୧୬।୭:କ୍ଷମତାର ଅପବ୍ୟବହାର ସହ ୟୁପିଏସ୍‌ସି ନିଯୁକ୍ତି ନିୟମର ଉଲ୍ଲଂଘନ ମାମଲାକୁ ନେଇ ବିବାଦରେ ଘେରି ହୋଇ ରହିଥିବା ଟ୍ରେନି ଆଇଏଏସ୍‌ ଅଫିସର ପୂଜା ଖେଡ୍‌କରଙ୍କ ସମସ୍ୟା କମ୍‌ ହେବାର ନାଁ ନେଉନାହିଁ। ସୋମବାର ପୂଜାଙ୍କୁ ନେଇ ଏକ ନୂଆ ତଥ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri