ବିଶ୍ବର ସବୁଠୁ ଧନୀ ପରିବାର: ୪୦୦୦ କୋଟିର ଘର, କାର୍ ସଂଖ୍ୟା ଜାରିଲେ ଉଡିଯିବ ହୋଶ୍
ଆବୁଧାବି:ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ସ୍ଥିତ ଆବୁଧାବିର ଅଲ୍ ନାହୟାନ ରାଜ ପରିବାର ହେଉଛି ବିଶ୍ବର ସବୁଠାରୁ ଧନୀ ପରିବାର। ଏହି ପରିବାରର ସମୁଦାୟ ସମ୍ପତ୍ତିର ମୂଲ୍ୟ ୩୦୦ ବିଲିୟନ ଡଲାରରୁ ଅଧିକ। ଅନେକ ଘରୋଇ ଜେଟ୍, ଫୁଟ୍ବଲ୍ କ୍ଲବ୍, ତୈଳ ଭଣ୍ଡାର…
ଏମିତି ଦେଶ, ଯେଉଁଠି ଦୋଷୀଙ୍କୁ ମିଳିଥାଏ ସର୍ବାଧିକ ମୃତ୍ୟୁଦଣ୍ଡ ସାଉଦିଆରବ ବି ପଡ଼ିଯିବ ପଛରେ…
ଇସଲାମାବାଦ,୧୧ା୧୦: ବିଶ୍ୱରେ ଏମିତି ଏକ ଦେଶ ଅଛି, ଯେଉଁଠି ଦୋଷୀମାନଙ୍କୁ ସର୍ବାଧିକ ମୃତ୍ୟୁଦଣ୍ଡ ମିଳିଥାଏ। ସେହି ଦେଶ ହେଲା ପାକିସ୍ତାନ। ବିଶ୍ୱବ୍ୟାପୀ ମୃତ୍ୟୁଦଣ୍ଡ ଭୋଗୁଥିବା ୨୬ ପ୍ରତିଶତ କଏଦୀ କେବଳ ପାକିସ୍ତାନରେ ଅଛନ୍ତି। ଗୁରୁବାର ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା…
ନାଁ ବଦଳାଇ ଦେଇଥିଲେ ଅମିତାଭ ବଚ୍ଚନ: ପ୍ରକୃତ ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ମେଗାଷ୍ଟାର ଅମିତାଭ ବଚ୍ଚନ ବର୍ଷ ବର୍ଷ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହି ପ୍ରଶଂସକଙ୍କୁ ମନୋରଞ୍ଜନ କରୁଛନ୍ତି। ଅମିତାଭ ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ଏକ ଭଲ ସନ୍ତୁଳନ ବଜାୟ ରଖନ୍ତି। ପ୍ରଶଂସକମାନେ ତାଙ୍କୁ ସ୍ନେହରେ ବିଗ ବି ବୋଲି…
କୋଇଲା ଖଣି ଉପରେ ଅତର୍କିତ ଆକ୍ରମଣ: ଚାଳିଗଲା ୨୦ ଜୀବନ
ବାଲୁଚିସ୍ତାନ,୧୧।୧୦: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ଏକ କୋଇଲା ଖଣି ଉପରେ ଅଜ୍ଞାତ ବନ୍ଧୁକଧାରୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୨୦ ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇଥିଲେ। ଡୁକି ଜିଲାରେ ଏହି ଆକ୍ରମଣ…
ଖୋଲିଲା ହାଟ: ଏଣିକି ମିଳିବ ହଳଦୀ, ଦେଶୀ ଛେଳି ଆଉ କୁକୁଡ଼ା
ଦାରିଙ୍ଗବାଡ଼ି,୧୧ା୧୦(ଅରୁଣ ସାହୁ): କନ୍ଧମାଳ ଜିଲାରେ ଜୈବିକ ହଳଦୀଚାଷ ସହ କ୍ଷୁଦ୍ରଦାନା ଶସ୍ୟ, ଡାଲି ଜାତୀୟ ଫସଲ, ସୋରିଷ, ଜଙ୍ଗଲଜାତ ଦ୍ରବ୍ୟ ପାଳୁଅ, ମହୁ, ଝୁଣା, ମହୁଲ, ତେନ୍ତୁଳି ଭଳି ସାମଗ୍ରୀର ବହୁତ ଚାହିଦା ରହିଛି। ସେହିପରି ଛେଳି, ଦେଶୀ କୁକୁଡ଼ାର ଚାହିଦା…
କଂଗ୍ରେସ ସହିପାରୁନି ହରିୟାଣା ପରାଜୟ, ରାଗିଲେ ରାହୁଲ, ସମୀକ୍ଷା ବୈଠକ ଅଧାରୁ…
ନୂଆଦିଲ୍ଲୀ,୧୧।୧୦: ହରିୟାଣାରେ ନିଶ୍ଚିତ ବିଜୟ ପାଇଁ ସବୁଠାରୁ ବଡ ଦାବିଦାର ବିବେଚିତ ହୋଇଥିଲେ ମଧ୍ୟ କଂଗ୍ରେସ ଦଳ ରାଜ୍ୟରେ କ୍ଷମତା ହରାଇଛି। ହରିୟାଣାରେ ଦଳ କାହିଁକି ହାରିଲା ଏନେଇ ନିର୍ବାଚନ ପରେ ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ତେବେ ହରିୟାଣାରେ…
୩୪ ମଣ୍ଡପରେ ମା’ଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
କଟକ,୧୧ା୧୦(ଶିଳ୍ପା ପ୍ରିୟଦର୍ଶିନୀ):ମହାନବମୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କଟକର ୩୪ଟି ପୂଜା ମଣ୍ଡପ ବୁଲି ମା’ଦୁର୍ଗାଙ୍କୁ ଦର୍ଶନ କରିବେ। ସଡ଼କ ପଥରେ ସକାଳ ସାଢେ ୯ଟାରେ ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରତାପନଗରୀ ପୂଜା ମଣ୍ଡପରେ ପହଞ୍ଚି ମା’ଙ୍କୁ ଦର୍ଶନ କରିବେ।…
ସରକାରୀ ବସ୍ଷ୍ଟାଣ୍ଡ: ସେବାଠୁ ଦୂରରେ
ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ସରକାରୀ ବସ୍ଷ୍ଟାଣ୍ଡ ସର୍ବ ପୁରାତନ। ଅନ୍ୟ ବସ୍ଷ୍ଟାଣ୍ଡଗୁଡ଼ିକର ନବୀକରଣ, ରୂପାନ୍ତରୀକରଣ ହେଉଛି। କିନ୍ତୁ ବରଗଡ଼ ସହରର ମୁଖ୍ୟ ପେଣ୍ଠସ୍ଥଳୀରେ ରହିଥିବା ଏହି ବସ୍ଷ୍ଟାଣ୍ଡରେ ତାହା ହେଉନାହିଁ। ଅପରପକ୍ଷେ ରାଜ୍ୟର ଏହି ପ୍ରମୁଖ ବସ୍ଷ୍ଟାଣ୍ଡ ଦିନକୁ ଦିନ ତା’ର ଅସ୍ତିତ୍ୱ…
ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ
ପାଟଣାଗଡ଼,୧୧ା୧୦(ସଚ୍ଚିଦାନନ୍ଦ ମହାକୁଡ଼): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଧୁବଲପଡ଼ା ପଞ୍ଚାୟତ ମୁଦଘାଟସ୍ଥିତ କୃଷିଫାର୍ମଠାରେ ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବିହନ…
ଚିରାଗ ପାସଓ୍ବାନଙ୍କ ପରେ ଭାଜପାକୁ ପାନେ ଦେଲେ ଜିତନ ରାମ ମାନ୍ଝୀ
ପାଟନା,୧୧।୧୦: କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାନ୍ଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହମ) ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅତି କମରେ ୧୦ଟି ଆସନରେ ପ୍ରାର୍ଥୀ ଦେବ। ହମ (ଧର୍ମନିରପେକ୍ଷ) କେନ୍ଦ୍ରରେ ଶାସକ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ର…
କଂଗ୍ରେସକୁ ଓମାର ଅବଦୁଲ୍ଲାଙ୍କ ଅଲ୍ଟିମେଟମ:ଗୋଟିଏ ଦିନ ସମୟ ଦେଲୁ…ନଚେତ୍
ନୂଆଦିଲ୍ଳୀ,୧୧।୧୦: ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ଓମାର ଅବଦୁଲ୍ଲା ପ୍ରସ୍ତୁତ ଅଛନ୍ତି। ଏହାପୂର୍ବରୁ ସେ କହିଛନ୍ତି, ଜମ୍ମୁ କଶ୍ମୀରରେ ନ୍ୟାଶନାଲ୍ କନଫରେନ୍ସ(ଏନ୍ସି)ର ଆସନ ୪୬ରେ ପହଞ୍ଚିଛି। କାରଣ ୪ଟି ସ୍ବାଧୀନ ବିଧାୟକ ଦଳକୁ ସମର୍ଥନ କରିଛନ୍ତି। ବର୍ତ୍ତମାନ ସରକାର…
ଲେବାନନ ଉପରେ ଇସ୍ରାଏଲର ରକେଟ୍ ମାଡ଼: ୨୨ ମୃତ, ଶତାଧିକ ଆହତ
ଜେରୁଜେଲମ୍,୧୧ା୧୦: ଥମୁନି ଇସ୍ରାଏଲ-ଇରାନ ଯୁଦ୍ଧ। ଲେବାନନ ଉପରେ ଇସ୍ରାଏଲ ଘନଘନ ରକେଟ୍ ମାଡ଼ କରିଛି। ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ଼ କରିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି। ବିନା ସତର୍କ…
Archives


