Home

ମୋଦି ଦେବେ ସରପ୍ରାଇଜ୍‌ CM, ଏପଟେ ବିରୋଧୀ ଦଳ ନେତା ହେବେ…

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ର୍ନିବାଚନ ଫଳାଫଳରେ ଏକ ବଡ଼ ପରିବର୍ତ୍ତନ ଆସିଛି। ପ୍ରାୟ ଏକ ଦଶନ୍ଧି ଧରି ଦିଲ୍ଲୀରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ର୍ନିବାଚନରେ ଶୋଚନୀୟ ଭାବେ ପରାଜିତ ହୋଇଛି। ସେହି ସମୟରେ, ଭାରତୀୟ ଜନତା ପାର୍ଟିର ୨୭ବର୍ଷର…

ଦିଲ୍ଲୀ ଏବେ ମୁକ୍ତ; ସେ ଅହଂକାରୀ, ନିର୍ଲଜ, ଚରିତ୍ରହୀନ ବ୍ୟକ୍ତିଙ୍କ ପାଇଁ ସମବେଦନା ନାହିଁ: କୁମାର ବିଶ୍ୱାସ

ନୂଆଦିଲ୍ଲୀ,୮।୨:ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ଶୋଚନୀୟ ପରାଜୟ ଉପରେ ପୂର୍ବତନ ଆପ୍‌ ନେତା ତଥା କବି କୁମାର ବିଶ୍ୱାସ କଟୁ ମନ୍ତବ୍ୟ ଦେଇଛନ୍ତି। କୁମାର ବିଶ୍ୱାସ କହିଛନ୍ତି ଯେ ଏହା ଜଣେ ଅହଂକାରୀ ନେତାଙ୍କ ପରାଜୟ। ଆପ ଦଳର…

ପୂର୍ବ ବିଧାୟକ ଭାବେ କେଜରିଓ୍ବାଲଙ୍କୁ ଏବେ କେତେ ମିଳିବ Pension, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ର୍ନିବାଚନର ଫଳାଫଳ ପ୍ରକାଶ ପାଇଛି। ଏଥର ଦିଲ୍ଲୀ ବିଧାନସଭା ର୍ନିବାଚନରେ ଭାଜପାର ବମ୍ପର ବିଜୟ ଦେଖିବାକୁ ମିଳିଛି। ପ୍ରାୟ ୨୬ ବର୍ଷ ପରେ, ଏବେ ଦିଲ୍ଲୀରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ଏଥର ଦିଲ୍ଲୀରେ ବଡ଼…

ଦିଲ୍ଲୀରେ BJP ର ବମ୍ପର ବିଜୟ ପରେ ମୋଦି କଲେ ବଡ଼ ଘୋଷଣା, ଦିଲ୍ଲୀରେ ହଇଚଇ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ର୍ନିବାଚନ ଫଳାଫଳ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ମୋଦି କହିଛନ୍ତି ଯେ ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ଏବଂ ଏଠାକାର ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଆମେ କୌଣସି କସରତ ଛାଡ଼ିବୁ ନାହିଁ,…

ପିଲାଦିନର କୋଚଙ୍କୁ ନିଜ ଘର ଉପହାର ଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା ଆଜିକାଲି ଜଣେ କୋଚ ଭାବରେ ସମୟ ବିତାଉଛନ୍ତି। ସେ ଆଇପିଏଲ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟାନ୍ସର କୋଚ। ନେହେରାଙ୍କ ଗୁଜରାଟ ଏହାର ପ୍ରଥମ ସିଜିନରେ (୨୦୨୨) ଟାଇଟଲ ଜିତିଥିଲା। ସେହିପରି…

ରୋହିତ ଶର୍ମାଙ୍କ ପାଇଁ ଶୁଭ ବାରବାଟୀ ଷ୍ଟାଡିୟମ: ମାତ୍ର ୨୪ ରନ୍‌ କଲେ ଭାଙ୍ଗିବେ ରେକର୍ଡ

କଟକ,୮।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ସମସ୍ତ ପ୍ରଶଂସକଙ୍କ ନଜର ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ରହିବ। ଏହି ସିରିଜର ପ୍ରଥମ ମ୍ୟାଚ୍‌ରେ ରୋହିତ ବ୍ୟାଟ୍‌ରେ କିଛି ବିଶେଷ…

ହାରିଗଲେ AAP ମୁଖିଆ, ପୁଣି ତିହାର ଜେଲ୍‌ ଠିକଣା!

ନୂଆଦିଲ୍ଲୀ,୮।୨: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ର୍ନିବାଚନର ଫଳାଫଳର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଏହି ର୍ନିବାଚନ ଫଳାଫଳରେ, ଭାରତୀୟ ଜନତା ପାର୍ଟି ପ୍ରାୟ ବହୁମତ ସଂଖ୍ୟା ଅତିକ୍ରମ କରିସାରିଛି। ସରକାର ଗଠନ କରିବା ନେଇ ଆତ୍ମବିଶ୍ୱାସୀ BJP ର…

ଦିଲ୍ଲୀରେ ବଡ଼ ବିଜୟ: ଜିତିଲେ ଆତିଶୀ

ନୂଆଦିଲ୍ଲୀ,୮।୨: AAP ପାଇଁ ଖୁସି ଖବର। ବଡ଼ ବିଜୟ ହାସଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମର୍ଲେନା। କାଲକାଜୀ ଆସନରୁ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ Atishi Marlena। ଭାଜପାର ରମେଶ ବିଧୁରୀଙ୍କୁ ୩୫୦୦ ଭୋଟରେ ପରାସ୍ତ କଲେ ଆତିଶୀ। ପରାଜିତ ହୋଇଛନ୍ତି…

ମ୍ୟାଜିକ୍‌ ନମ୍ବର ଛୁଇଁବା ପରେ ଭାଜପା କଲା ବଡ଼ ଘୋଷଣା: ଏହି ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ, ୮।୨: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଏହି ନିର୍ବାଚନ ଫଳାଫଳରେ, ଭାରତୀୟ ଜନତା ପାର୍ଟି ପ୍ରାୟ ବହୁମତ ସଂଖ୍ୟା ଅତିକ୍ରମ କରିସାରିଛି। ସରକାର ଗଠନ କରିବା ନେଇ ଆତ୍ମବିଶ୍ୱାସୀ ଭାରତୀୟ…

Arvind Kejriwal: ଦିଲ୍ଲୀରୁ ବଡ଼ ଖବର: ହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୮।୨: ପରାଜିତ ହୋଇଛନ୍ତି ଏଏପି ସୁପ୍ରିମୋ ଅରବିନ୍ଦ କେଜରିୱାଲ। ନୂଆଦିଲ୍ଲୀ ବିଧାନସଭା ର୍ନିବାଚନମଣ୍ଡଳୀରୁ ସେ ହାରିଛନ୍ତି। କେଜରିୱାଲ ୨୦୧୩ ମସିହାରୁ ଏହି ଆସନରେ ଅଛନ୍ତି, ଯେତେବେଳେ ସେ କଂଗ୍ରେସର ବରିଷ୍ଠ ନେତା ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ପରାସ୍ତ କରି…

AAPକୁ ଶକ୍ତ ଝଟ୍‌କା, ହାରିଲେ ସିସୋଦିଆ

ନୂଆଦିଲ୍ଲୀ, ୮।୨: ଆମ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟ୍‌କା। ପରାସ୍ତ ହୋଇଛନ୍ତି ମନୀଷ ସିସୋଦିଆ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଅରବିନ୍ଦ କେଜରିୱାଲଙ୍କ ଘନିଷ୍ଠ ସହଯୋଗୀ ମନୀଷ ସିସୋଦିଆ ଜଙ୍ଗପୁରା ବିଧାନସଭା ଆସନରୁ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଭାଜପା ପ୍ରାର୍ଥୀ ତରବିନ୍ଦର…

ଭାଜପା ପୁଣିଥରେ ଜିତିବାକୁ ଯାଇଥିବାରୁ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଲେ KTR, କହିଲେ ରାହୁଲ ଥିବା ପର୍ଯ୍ୟନ୍ତ ମୋଦିଙ୍କୁ ଭୟ ନାହିଁ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ନିର୍ବାଚନ ଫଳାଫଳ ଉପରେ କଟାକ୍ଷ କରି, ତେଲଙ୍ଗାନା ରାଷ୍ଟ୍ର ସମିତି (BRS)ର ବରିଷ୍ଠ ନେତା ଏବଂ ରାଜ୍ୟ ମନ୍ତ୍ରୀ କେ. ଟି. ରାମା ରାଓ (କେଟିଆର) କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?