Home

ଅଣ୍ଡାଦେଲେ ୧୧ ହଜାର ଅଲିଭ୍‌ରିଡ୍‌ଲେ

ବ୍ରହ୍ମପୁର,୧୭ା୨(ଅଶୋକ କୁମାର ସାହୁ): ପ୍ରତ୍ୟେକ ବର୍ଷ ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିକୁ ବିରଳ ଅଲିଭ୍‌ରିଡ୍‌ଲେ କଇଁଛ ଗଣଅଣ୍ଡାଦାନ କରିବାକୁ ଆସନ୍ତି। ଡିସେମ୍ବରରୁ ଆରମ୍ଭ ହେଉଥିବା ସେମାନଙ୍କ ପ୍ରଜନନ ଋତୁ ଜାନୁଆରୀ ମାସରେ ସରିବା ପରେ ସେମାନେ ଉତ୍ତାପ ପାଇଁ…

କାର୍ତ୍ତିକଙ୍କ ବିପକ୍ଷରେ ଶ୍ରୀଲୀଲା

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ୍‌ ଭୁଲୈୟା ୩’ ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ ମଚାଇବା ପରେ ଏବେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅନୁରାଗ ବାସୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ଏକ ଚଳଚ୍ଚିତ୍ରରେ କାର୍ତ୍ତିକ…

ପରୀକ୍ଷା ଦେବା ପାଇଁ ପାରାଚୁଟ୍‌ରେ ଉଡ଼ିଲେ

ସତାରା: ସାଧାରଣତଃ ପରୀକ୍ଷା କେନ୍ଦ୍ରରେ ଠିକ୍‌ ସମୟରେ ପହଞ୍ଚିବା ପାଇଁ ପରୀକ୍ଷାର୍ଥୀ ମାନେ ଘରୁ ଶୀଘ୍ର ବାହାରିଥାନ୍ତି କିମ୍ବା ପବ୍ଲିକ ଟ୍ରାନ୍ସପୋର୍ଟ ବଦଳରେ ବ୍ୟକ୍ତିଗତ ଗାଡ଼ିର ସାହାଯ୍ୟ ନେଇଥାନ୍ତି। ତେବେ ମହାରାଷ୍ଟ୍ର ସତାରା ଜିଲା ପାସାରାନି ଗ୍ରାମରେ ସମର୍ଥ ମହାନ୍‌ଗାଡେ ନାମକ…

ବନ୍ଧାପଡ଼ିଛନ୍ତି ନାବାଳିକା, ଉଦ୍ଧାର କରିବାକୁ ମା’ବାପାଙ୍କ ନିବେଦନ

କଲମପୁର, ୧୭।୨(ଗଣେଶରାମ ବାଗ): କଳାହାଣ୍ଡି ଜିଲା କଲମପୁର ଥାନା ଅଞ୍ଚଳର ଜଣେ ନାବାଳିକା ଦାଦନ ସର୍ଦ୍ଦାର ନିକଟରେ ବନ୍ଧା ପଡ଼ିଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ମା’ବାପା ନିବେଦନ କରି ରବିବାର କଲମପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମିନଗୁର ମଣ୍ଡିପଡ଼ାରେ ବଟକୃଷ୍ଣ ଗୋପାଳ,…

ଏଇ ଭାରତରେ

ଅର୍ଥର ଲାଳସା ବେଳେବେଳେ ମଣିଷକୁ ଏଭଳି ଅନ୍ଧ କରିଦିଏ ଯେ, ସେ ନିଜ ବିବେକ ହରାଇବସେ। ସେଥିପାଇଁ ତ ଟଙ୍କା ଲୋଭରେ ମୃତ ପିତାଙ୍କୁ କାଗଜପତ୍ରରେ ୧୬ ବର୍ଷ ଧରି ଜୀବିତ ରଖି ପାରିଛନ୍ତି ଜଣେ ପୁତ୍ର। ଏଭଳି ଏକ ଘଟଣା…

ଡର ପ୍ରସଙ୍ଗ

ଦୈନନ୍ଦିନ ଜୀବନରେ ଊଣାଅଧିକେ ଡର ରହୁଛି, ଆମ ସମସ୍ତଙ୍କ ଭିତରେ। ବସିଲେ ଡର,ଚାଲିଲେ ଡର, ପାଟି ଖୋଲିଲେ ଡର, ନୀରବ ରହିଲେ ଡର! ସୃଷ୍ଟିର ନିୟମ କହୁଛି, ଜୀବନ ସହଜ ସରଳ ସୁସଂଗତ ଢଙ୍ଗରେ ଗତିକରିବା କଥା। ଜୀବନକୁ କେନ୍ଦ୍ର କରି…

ଈଶ୍ୱର ଧର୍ମମତ ଓ ରାଷ୍ଟ୍ର

ବିଶ୍ୱ ଜନ ସମସ୍ୟା ମଧ୍ୟରେ ସଂଘର୍ଷ ଓ ବିସ୍ଥାପନ ଘଟଣା ବଡ଼ କରୁଣଦାୟକ। ବହୁ ହଜାର ଲୋକ ସଂଘର୍ଷରେ ନିହତ ହେବା ବି ଦେଖାଯାଏ। ବହୁ ଲୋକ ବିନା ଦୋଷରେ ମୃତ୍ୟୁର ଶିକାର ହୁଅନ୍ତି। ବହୁ ଲୋକ ବିଭ୍ରାନ୍ତି କାରଣରୁ ଖରାପ…

ବିନା ବାନ୍ଧବୀରେ ଚିଡ଼ିଆଖାନା ମନା

ଟୋକିଓ,୧୭।୨: ପୂର୍ବ ଜାପାନର ଟୋଚିଗି ଅଞ୍ଚଳସ୍ଥିତ ହିଲିଙ୍ଗ ପାଭିଲିଅନ ଚିଡ଼ିଆଖାନାରେ କୌଣସି ପୁରୁଷ ଏକାକୀ ଭ୍ରମଣ କରିପାରିବେ ନାହିଁ। ଚିଡ଼ିଆଖାନା ମଧ୍ୟରେ ମହିଳାଙ୍କୁ ଦୁର୍ବ୍ୟବହାର, ଅସଦାଚରଣ, ଉତ୍ପୀଡ଼ନ ଆଦି ମାମଲା ବଢ଼ୁଥିବାରୁ କର୍ତ୍ତୃପକ୍ଷ ପୁରୁଷଙ୍କ ଉପରେ ଏପରି କଟକଣା ଲଗାଇଛନ୍ତି। ଏଠାରେ…

ସର୍ବୋଚ୍ଚରେ ଲୋକଙ୍କ ପାଗଳାମି

କିଛିମାସ ହେବ ମନେହେଉଛି ଯେପରି ଭାରତ ଏକ ଦଳାଚକଟା ଦେଶରେ ପରିଣତ ହେଲାଣି। ଆମେ ଜଗନ୍ନାଥ ମନ୍ଦିର ଦଳାଚକଟାକୁ ଦେଖି ବ୍ୟସ୍ତ ହେଉଥିବା ବେଳେ ତାହାଠାରୁ କାହିଁ ଅଧିକ ହାଥ୍‌ରାସ ଏବଂ ପ୍ରୟାଗରାଜଠାରେ ମାସେବ୍ୟାପୀ ଚାଲିଥିବା ମହାକୁମ୍ଭ ଏବଂ ନୂଆଦିଲ୍ଲୀ ରେଳ…

ଲଭ୍‌ ଜିହାଦ ବିରୋଧରେ ମହାରାଷ୍ଟ୍ର ଆଣିବ ଆଇନ

ମୁମ୍ବାଇ,୧୭।୨: ବଳପୂର୍ବକ ଧର୍ମ ପରିବର୍ତ୍ତନ ଏବଂ ଲଭ୍‌ ଜିହାଦ ବିରୋଧରେ ଖୁବ୍‌ଶୀଘ୍ର ମହାରାଷ୍ଟ୍ର ସରକାର ଆଇନ ଆଣିବାକୁ ଯାଉଛନ୍ତି। ଏଥିପାଇଁ ରହିଥିବା ଦିଗଗୁଡ଼ିକୁ ଅଧ୍ୟୟନ କରିବା ଲାଗି ଶନିବାର ମହାରାଷ୍ଟ୍ର ସରକାର ରାଜ୍ୟ ଡିଜିପି ସଞ୍ଜୟ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ୭…

ରାଜଧାନୀରେ ଭୂକମ୍ପ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ରହିଛି…

ନୂଆଦିଲ୍ଲୀ,୧୭ା୨: ରାଜଧାନୀ ଦିଲ୍ଲୀର ଏନ୍‌ସିଆର୍‌ ସମତେ ଉତ୍ତର ଭାରତରେ ସୋମବାର ସକାଳ ୫.୩୬ ମିନିଟ୍‌ରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୦ ଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ,ଏହି…

ନେତ୍ରଦାନ କରିବାକୁ ସଂକଳ୍ପ ନେଲା ପୂରା ଗାଁ

ହାଇଦ୍ରାବାଦ, ୧୭।୨: ବିଶ୍ୱରେ ସବୁଠାରୁ କମ୍‌ ଅଙ୍ଗଦାନ ହେଉଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତରେ ପ୍ରତି ଲକ୍ଷେ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ମଧ୍ୟ ଅଙ୍ଗଦାନ କରନ୍ତି ନାହିଁ। ତେବେ ତେଲଙ୍ଗାନାର ହନୁମାକୋଣ୍ଡା ଜିଲା ମୁଚେରିଲା ଗ୍ରାମରେ ଏହାର ବିପରୀତ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?