Home

Champions Trophyକୁ ନେଇ ଦୁବାଇରେ ଟ୍ୟାକ୍ସି ଡ୍ରାଇଭରଙ୍କ ଦାବିକୁ ନେଇ ହଇଚଇ, ସତ ହୋଇଗଲେ ଫସିଯିବ ଟିମ୍‌ ଇଣ୍ଡିଆ!

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଖେଳିବା ଲାଗି ଦୁବାଇରେ ପହଞ୍ଚିଛି। ଦଳ ଫେବୃଆରୀ ୨୦ ରୁ ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିରେ ତା’ର ଅଭିଯାନ ଆରମ୍ଭ କରିବ। କିନ୍ତୁ ଏହା ପୂର୍ବରୁ ଦୁବାଇର ଜଣେ ଟ୍ୟାକ୍ସି ଡ୍ରାଇଭର ଏକ ବଡ଼…

Delhi Platform Stampede: ଜାଣନ୍ତି କି ପ୍ଲାଟ୍‌ଫର୍ମ ପରିବର୍ତ୍ତନ କରିବାର ନିଷ୍ପତ୍ତି କିଏ ନେଇଥାଏ

ନୂଆଦିଲ୍ଲୀ,୧୬ା୨: ଭାରତୀୟ ରେଳବାଇ ଏବେ ସ୍ବୟଂଚାଳିତ ବ୍ଲକ ସିଗନାଲିଂ ସିଷ୍ଟମ ବ୍ୟବହାର କରୁଛି। ଏହାର ଅର୍ଥ ହେଉଛି ଯେ ଟ୍ରେନ୍‌କୁ ପରବର୍ତ୍ତୀ ଷ୍ଟେଶନରେ ପହଞ୍ଚିବା ପାଇଁ ଆଗକୁ ଥିବା ଟ୍ରେନ୍‌କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସେମାନଙ୍କ ମଧ୍ୟରେ ଗୋଟିଏ କିଲୋମିଟର…

ପୂର୍ବତନ ପ୍ରେମିକଙ୍କ ଠିକଣା ଦେଇ ଯୁବତୀ ପଠାଇଲେ ୧୦୦ ପିଜା, ଡେଲିଭରି ବେଳେ ଯାହା ଘଟିଲା ଜାଣିଲେ…

କଥାରେ ଅଛି ପ୍ରେମ ଏବଂ ଯୁଦ୍ଧରେ ସବୁ ସମ୍ଭବ। ଗୁରୁଗାଓଁର ଜଣେ ମହିଳା ଭ୍ୟାଲେଣ୍ଟାଇନ୍‌ ଡେ’ରେ ସେଭଳି କିଛି କରିଛନ୍ତି। ୨୪ ବର୍ଷୀୟ ଆୟୁଷୀ ରାଓ୍ବତ କ୍ୟାଶ-ଅନ୍‌-ଡେଲିଭରି ଅପ୍‌ଶନ ସହ ୧୦୦ ପିଜା ଅର୍ଡର କରିଥିଲେ। ହେଲେ ଡେଲିଭରି ଲାଗି ସେ…

CM Mohan Majhi: ‘୨୪ବର୍ଷର କାର୍ଯ୍ୟକାଳ ସହ ୮ମାସର କାର୍ଯ୍ୟକୁ ତୁଳନା କରୁଛନ୍ତି ବିରୋଧୀ’

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ): ବିଧାନସଭା ବଜେଟ ଅଧିବେଶନ ପ୍ରାରମ୍ଭରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଦେଇଥିବା ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତ୍ୟେକ…

ଅନ୍ଧାରରେ ୩୧,୪୫୬ ଅଙ୍ଗନଓ୍ବାଡି କେନ୍ଦ୍ର

ଭୁବନେଶ୍ୱର,୧୬।୨(ବନ୍ଦନା ସେଠୀ): ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡୁଛି। ରାଜ୍ୟର ୬୮.୫% ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଫେଡାଣ ଆସୁ ନ ଥିବାବେଳେ ୪୮.୫% ପିଲା ଗୁଣନ ଓ ହରଣ ଜାଣି ନ ଥିବା ଶୁକ୍ରବାର ବିଧାନସଭାରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ…

ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ ଯୁବକ, ପଛରୁ ଆସି ପିଟିଦେଲା ଟ୍ରକ୍‌

କେସିଙ୍ଗା,୧୬ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଟ୍ରାଫିକ୍‌ ପୋଷ୍ଟ ପାଖରେ ଏକ ଦୁର୍ଘଟଣା ଘଟି ଜଣେ ୩୫ ବର୍ଷ ଯୁବକଙ୍କ ଜୀବନ ଚାଲିଯାଇଛି। ସୂଚନା ଅନୁଯାୟୀ, କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଟ୍ରାଫିକ୍‌ ପୋଷ୍ଟ ପାଖରେ ଶନିବାର…

Mahakumbh Mahashivratri Snan: ମହାକୁମ୍ଭରେ ମହାଶିବରାତ୍ରିରେ ହେବ ଅନ୍ତିମ ରାଜକୀୟ ସ୍ନାନ; ଜାଣନ୍ତୁ ତାରିଖ ଏବଂ ଶୁଭ ମୂହୁର୍ତ୍ତ… 

ପ୍ରୟାଗରାଜ,୧୬।୨: ପ୍ରୟାଗରାଜରେ ମହାକୁମ୍ଭ ଚାଲିଛି। ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୫୦ କୋଟି ଅତିକ୍ରମ କଲାଣି। ଏବେ ମଧ୍ୟ ଭକ୍ତମାନେ ମହାକୁମ୍ଭକୁ ଆସିବା ଜାରି ରଖିଛନ୍ତି। ମହାକୁମ୍ଭରେ ପୌଷ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ମୌନୀ ଅମାବାସ୍ୟା, ବସନ୍ତ ପଞ୍ଚମୀ…

Shree Mandir: ଶ୍ରୀମନ୍ଦିରରେ ରକ୍ତ ଛିଟା, ଶ୍ରୀଜିଉଙ୍କର ହେବ ମହାସ୍ନାନ

ପୁରୀ,୧୬ା୨: ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ଦେଖିବାକୁ ମିଳିଥିଲା। ରକ୍ତ ଛିଟା ପଡ଼ିଥିବାର ଦେଖି ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି ହେବ। ଏବେ ମହାସ୍ନାନ ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି। ଅବକାଶ ନୀତି ପରେ ଭିତର…

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଶେଷ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

ପାଟଣାଗଡ଼,୧୬ା୨(ସଚ୍ଚିଦାନନ୍ଦ ମହାକୁର): ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଶନିବାର ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଶେଷ ସାକ୍ଷୀ ଭାବେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ତଥା ତଦନ୍ତକାରୀ ଅଧିକାରୀ ଅନିଲ କୁମାର ଦାସଙ୍କ ଶନିବାର ରାତିରେ ସାକ୍ଷ୍ୟ ଗ୍ରହଣ…

ଏଇ ଭାରତରେ

ସେବା କରିବାର ଦୃଢ଼ ଇଚ୍ଛାଶକ୍ତି ଥିଲେ ତାହା ଯେକୌଣସି ସ୍ଥାନରେ କରାଯାଇପାରିବ, ଏହା ପ୍ରମାଣ କରିଛନ୍ତି ଇତି ପାଣ୍ଡେ । ମହାରାଷ୍ଟ୍ରର ଭୁସଓ୍ବାଲରେ ଡିଭିଜନାଲ ରେଲ୍‌ଓ୍ବେ ମ୍ୟାନେଜର ଥିବା ଏହି ଅଧିକାରୀ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଗୋଟିଏ ଟ୍ରେନ୍‌ କୋଚ୍‌କୁ ହସ୍ପିଟାଲରେ…

ଏକ ରାଷ୍ଟ୍ର, ଏକ ଶିକ୍ଷା ବ୍ୟବସ୍ଥା

କୌଣସି ରାଷ୍ଟ୍ରର ପ୍ରଗତିର ମୂଳଦୁଆ ହେଉଛି ଶିକ୍ଷା ବ୍ୟବସ୍ଥା। ଏହା ଦେଶର ନାଗରିକମାନଙ୍କ ମନ ଓ ଭବିଷ୍ୟତକୁ ଗଠନ କରିଥାଏ। ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ଦେଶରେ, ଯେଉଁଠାରେ ଶିକ୍ଷା ଗୁଣବତ୍ତା ଏବଂ ଅଭିଗମ୍ୟତାରେ ଅସମାନତା ଦେଖିବାକୁ ମିଳେ, ସେଠାରେ ଏକ…

ଏଇ ସମାଜରେ ଏଇ ମଣିଷ

ଏକ ସମୃଦ୍ଧ ରାଷ୍ଟ୍ର ଗଠନ କରିବାକୁ ହେଲେ ଏକ ମାନବୀୟ ଶୃଙ୍ଖଳାରେ ନିବଦ୍ଧ ସମାଜ ଗଠନ କରିବାକୁ ପଡ଼ିଥାଏ, ଯେଉଁଥିରେ ଥାଏ ବିବେକର ମର୍ଯ୍ୟାଦା। ଦେବାନେବା ସମାଜରେ ବ୍ୟକ୍ତିର ସମାଜ ପ୍ରତି କିଛି ଦାୟିତ୍ୱ ଓ କର୍ତ୍ତବ୍ୟ ଥାଏ, ସମାଜର ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?