Home

ରୌପ୍ୟ ଜିତିବା ପଛର ପ୍ରକୃତ ଗୁମର ଖୋଲିଲେ ନୀରଜ ଚୋପ୍ରା

ପ୍ୟାରିସ,୯।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିଲେ। ନୀରଜ ସ୍ବର୍ଣ୍ଣ ଜିତିବାରେ ବିଫଳ ହୋଇଥିଲେ। ୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ନୀରଜ ଇତିହାସ ସୃଷ୍ଟି କରିଥିଲେ। ଏଥର ମଧ୍ୟ ନୀରଜଙ୍କଠାରୁ ସ୍ବର୍ଣ୍ଣ…

ଗୋରୁ ମାଫିଆ ମାରିଲେ ସାଇଡ୍‌, ଗଛରେ ପିଟି ହେଲା ପିସିଆର ଭ୍ୟାନ୍‌, ୬ ପୋଲିସ ଆହତ

ଢେଙ୍କାନାଳ,୯ା୮: ପୋଲିସ ଗାଡ଼ିକୁ ଗୋରୁ ମାଫିଆ ସାଇଡ୍‌ ମାରିବାରୁ ଭାରସାମ୍ୟ ହରାଇ ଗଛରେ ପିଟିହୋଇଗଲା ପିସିଆର୍‌ ଭ୍ୟାନ୍‌। ଫଳରେ ୬ ପୋଲିସ ଆହତ ହୋଇଛନ୍ତି। ସଦର ଥାନା ବେଲଟିକିରି ଗାଁ ନିକଟରେ ପିସିଆରକୁ ସାଇଡ ମାରିଥିଲେ ମାଫିଆ। ୬ ଆହତଙ୍କ ମଧ୍ୟରୁ…

ଭୂକମ୍ପରେ ଥରିଲା ସିକିମ୍‌: ଲୋକେ ଭୟଭୀତ

ଗ୍ୟାଙ୍ଗଟକ୍‌,୯।୮: ସିକ୍କିମରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଆକଳନ କରାଯାଇଥିଲା। ଯଦିଓ ଭୂକମ୍ପର କେନ୍ଦ୍ର ସିକ୍କିମରେ ଥିଲା, ବିହାରରେ ମଧ୍ୟ ଏହାର କମ୍ପନ ଅନୁଭୂତ ହୋଇଥିଲା। ବିହାରର କିଶାନଗଞ୍ଜରେ ଅନେକ ଲୋକ ଭୂକମ୍ପ…

ଦିଲ୍ଲୀରୁ ଧରାପଡ଼ିଲେ ଆତଙ୍କବାଦୀ

ନୂଆଦିଲ୍ଲୀ,୯ା୮: ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରୁ ଜଣେ ଆତଙ୍କବାଦୀଙ୍କୁ ଗିରଫ କରି ଦିଲ୍ଲୀ ପୋଲିସ। ଆତଙ୍କବାଦୀ ଜଣକ ହେଲେ ଇସ୍‌ଲାମିକ ଷ୍ଟେଟ୍‌ ଆତଙ୍କୀ ରିଜଓ୍ବାନ ଅଲ୍ଲୀ। ସୂଚନାଯୋଗ୍ୟ, ୨୦୨୩ରେ ପୁଣେ ପୋଲିସ ହେପାଜତରୁ ରିଜଓ୍ବାନ ଖସି ପଳାଇଥିଲେ। ତାଙ୍କ ପାଇଁ…

ବିଜେଡିର ପରାଜୟ ପାଇଁ ୩ ନେତା ଦାୟୀ: ମୁହଁ ଖୋଲିଲେ ବରିଷ୍ଠ ନେତା

ଭୁବନେଶ୍ୱର,୯।୮(ଅନିଲ ଦାସ):ଗତ ନିର୍ବାଚନରେ ବିଜେଡିର ପରାଜୟର ପ୍ରାୟ ୨ମାସ ପରେ ଦଳୀୟ କାର୍ଯ୍ୟକ୍ରମର ତଦାରଖ ପାଇଁ ଦେବୀ ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନଙ୍କୁ ନେଇ ୧୫ ଜଣିଆ ସମନ୍ବୟ କମିଟି ଗଠନ କରାଯାଇଛି। ଗୁରୁବାର ଶଙ୍ଖଭବନଠାରେ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି…

ଘରେ ପଶିଲା ବନ୍ୟାପାଣି: ଧାନ, ପରିବା ଫସଲ ଜଳମଗ୍ନ

ବାଙ୍କୀ,୯ା୮(ଜ୍ଞାନେନ୍ଦ୍ର ମୋହନ ମିଶ୍ର ): ଲଗାଣ ବର୍ଷା ଯୋଗୁ ବାଙ୍କୀ ଉପଖଣ୍ଡର ବହୁ ସ୍ଥାନ ଜଳମଗ୍ନ ହେଇଛି। ବାଙ୍କୀ କଚେରି ପଡ଼ିଆରେ ୩/୪ଫୁଟ ପାଣି ଥିବାବେଳେ କଲେଜ ପଡ଼ିଆରେ ପାଣି ଭର୍ତ୍ତି ହୋଇ ରହିଛି । ବାଙ୍କୀ ଏନ୍‌ଏସିର ଜଳ ନିଷ୍କାସନ…

କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି:ଉପତ୍ୟକାରେ ଇସି ଟିମ୍‌

ଶ୍ରୀନଗର,୯ା୮(ପି.ଟି.):ଭାରତର ନିର୍ବାଚନ କମିଶନ୍‌ର ଏକ ଟିମ୍‌ ଗୁରୁବାର ଜମ୍ମୁ-କଶ୍ମୀର ଗସ୍ତ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ୩ ସଦସ୍ୟ ବିଶିଷ୍ଟ ଇସି ଟିମ୍‌ ଗୁରୁବାର ସକାଳେ କଶ୍ମୀରରେ ପହଞ୍ଚତ୍ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଉକ୍ତ କେନ୍ଦ୍ରଶାସିତ…

ଡକାୟତି, ଲୁଟ୍‌ ଭୟ: ରାତିରେ ଶୋଉନାହାନ୍ତି ଦେଶବାସୀ

ଢାକା,୮ା୮:ବାଂଲାଦେଶରେ ଶେଖ୍‌ ହାସିନା ସରକାରର ପତନ ପରେ ଅରାଜକତା ଲାଗିରହିଛି। ଲୁଟ୍‌ପାଟ ଓ ଡକାୟତି ଭୟରେ ଲୋକମାନେ ରାତିରେ ନ ଶୋଇ ଦଳବଦ୍ଧ ହୋଇ ରାସ୍ତାଘାଟ ଓ ଗଳିଗୁଡ଼ିକରେ ପହରା ଦେଉଛନ୍ତି। ସୋମବାର ଶେଖ୍‌ ହାସିନା ଦେଶ ଛାଡ଼ି ପଳାଇବା ପରେ…

ଫୁଲୁଛି ମହାନଦୀ, ୧୦ ଜିଲାକୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୯ା୮: ଉପରମୁଣ୍ଡରେ ବର୍ଷା ହେବାରୁ ହୀରାକୁଦ ଡ୍ୟାମ୍‌ର ୧୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଫଳରେ ମହାନଦୀ ଫୁଲି ଚାଲିଛି। ମୁଣ୍ଡୁଳିଠାରେ ୫.୭୮ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଛି। ଏନେଇ ୧୦ ଜିଲାର ଜିଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର…

୨୦ ଲକ୍ଷ ଲାଞ୍ଚ ନେଇଥିଲେ ଇଡି ଅଫିସର: ଧରିଲା ସିବିଆଇ

ନୂଆଦିଲ୍ଲୀ,୯ା୮(ପି.ଟି.):ମୁମ୍ବାଇର ଜଣେ ଜୁଏଲେରଙ୍କଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସହକାରୀ ନିର୍ଦ୍ଦେଶକଙ୍କୁ ସିବିଆଇ ଗିରଫ କରିଛି। ଇଡି ପକ୍ଷରୁ ଗତ ୩ ଓ ୪ ତାରିଖରେ ଉକ୍ତ ଜୁଏଲେରୀ ପରିସରରେ ଚଢ଼ାଉ କରାଯାଇଥିଲା। ଜୁଏଲରଙ୍କ…

ଓ୍ବକ୍‌ଫ ଆଇନ କ’ଣ, ଯାହାକୁ ନେଇ ସଂସଦରେ ଚାଲିଛି ଝଡ଼

ମୋଦି ୩.୦ ସରକାର କ୍ଷମତାସୀନ ହେବା ପରେ ଲୋକ ସଭାରେ ଆଗତ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଓ୍ବକ୍‌ଫ (ସଂଶୋଧନ) ବିଲ୍‌କୁ ନେଇ ବିବାଦ ମୁଣ୍ଡ ଟେକିଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ଦ୍ୱାରା ଆଗତ ଉକ୍ତ ବିଲ୍‌ରେ ଥିବା…

ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ କାମୁଡ଼ିଲା ସାପ

ଆନନ୍ଦପୁର(ଉମେଶ ଚନ୍ଦ୍ର ପାଢ଼ୀ/ସୁଶାନ୍ତ କୁମାର ସାହୁ)/ରାମଚନ୍ଦ୍ରପୁର(ଗଣେଶ୍ୱର ସା), ୯ା୮:କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଘଟିଯାଇଛି। ବୁଧବାର ବିଳମ୍ବିତ ରାତିରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଚିତି ସାପ କାମୁଡ଼ି ଥିବା ଜଣାପଡ଼ିଛି। ଆହତ ଯୁବକ ଆନନ୍ଦପୁର ଥାନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri