ଏବେ ଏହିସବୁ ପ୍ରସଙ୍ଗରେ ରାହୁଲଙ୍କ ଠାରୁ ପରାମର୍ଶ ନେବେ ମୋଦି, ରୋଚକ ହେବାକୁ ଯାଉଛି ଜାତୀୟ ରାଜନୀତି
ନୂଆଦିଲ୍ଲୀ,୨୬।୬: ଦଶ ବର୍ଷ ପରେ ସଂସଦ ବିରୋଧୀଦଳର ନେତା ପାଇଛି। ଇର୍ଡିଆ ମେଣ୍ଟ ଲୋକ ସଭାରେ ବିରୋଧୀ ଦଳର ନେତା ଭାବେ ରାହୁଲଙ୍କ ନାଁ ଘୋଷଣା କରିଛି। ଏବେ ରାହୁଲଙ୍କୁ କ୍ୟାବିନେଟ ମନ୍ତ୍ରୀଙ୍କ ପରି ସମାନ ଦରମା ସହ ସମାନ ସୁବିଧା…
ରାହୁଲଙ୍କୁ ମିଳିବ ୧୦୦କୋଟି ଟଙ୍କାର ଘର, ଜାଣନ୍ତୁ ବିରୋଧୀ ନେତାଙ୍କ କ’ଣ ରହିଛି ସୁବିଧା
ନୂଆଦିଲ୍ଲୀ,୨୬।୬:ବିରୋଧୀ ଦଳ ନେତା ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏବେ ତାଙ୍କୁ ଲୁଟିଏନ୍ସ ଜୋନରେ ଏକ ପ୍ରଶସ୍ତ ବଙ୍ଗଳା ମିଳିବା ସହ ୪ଟି ଅନ୍ୟ କ୍ୱାଟର ମଧ୍ୟ ମିଳିବ। ଲୋକ ସଭାରେ ବିରୋଧୀଦଳର ନେତା ଭାବରେ ରାହୁଲ, ବର୍ତ୍ତମାନ ଦିଲ୍ଲୀର…
ଲୋକ ସଭାରେ ବିରୋଧୀ ଦଳ ନେତା ହୋଇଥିବା ୧୪ରୁ ୧୩ ନେତା ହୋଇପାରିନାହାନ୍ତି ପ୍ରଧାନମନ୍ତ୍ରୀ, ଅନେକଙ୍କ ରାଜନୈତିକ କ୍ୟାରିୟରରେ ଲାଗିଛି ଗ୍ରହଣ;ଏବେ…
ନୂଆଦିଲ୍ଲୀ,୨୬।୬: ଦୀର୍ଘ ୧୦ ବର୍ଷ ପରେ ଲୋକ ସଭାକୁ ବିରୋଧୀ ଦଳ ନେତା ମିଳିଛି। କଂଗ୍ରେସ ଏହି ଦାୟିତ୍ୱ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦେଇଛି। ରାହୁଲଙ୍କୁ ପୂର୍ବରୁ ତାଙ୍କ ମା’ ସୋନିଆ ଏବଂ ବାପା ରାଜୀବ ଗାନ୍ଧୀ ମଧ୍ୟ ଲୋକ…
ବିରଳ ଦୃଶ୍ୟ! ସଂସଦରେ ରାହୁଲଙ୍କୁ ଠାରରେ ଏ କ’ଣ କହିଲେ ମୋଦି, ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ,୨୬।୬: ସଂସଦରେ ବିରଳ ଦୃଶ୍ୟ। ବୁଧବାର ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ରାଜସ୍ଥାନର କୋଟାରୁ ଏମ୍ପି ଥିବା ଓମ୍ ବିର୍ଲା ଲଗାତର ଦ୍ୱିତୀୟ ଥର ଲାଗି ପଦ ଲାଗି ମନୋନୀତ ହୋଇଥିଲେ। ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ଏହି ପଦ…
ଐତିହାସିକ ମୁହୂର୍ତ୍ତ, ହାତ ମିଳାଇଲେ ମୋଦି-ରାହୁଲ, ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ,୨୬।୬: ୧୮ତମ ଲୋକ ସଭାର ବାଚସ୍ପତି ଭାବରେ ଓମ ବିର୍ଲା ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଚସ୍ପତି ଓମ ବିର୍ଲାଙ୍କ ଆସନ ପାଖକୁ ଆସି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଏକ ପରମ୍ପରା…
ସଂସଦରେ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଉ ଜଣାଉ ମଞ୍ଜ କଥା କହିଦେଲେ ଅଖିଳେଶ, ସମସ୍ତେ ହୋଇଗଲେ ତାଜୁବ
ନୂଆଦିଲ୍ଲୀ,୨୬।୬: ଲୋକସଭା ବାଚସ୍ପତି ହେବା ପରେ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏସପି ସଭାପତି ଅଖିଳେଶ ଯାଦବ। ତେବେ ଏହି ସମୟ ମଧ୍ୟରେ ଅଖିଳେଶ ତାଙ୍କୁ ଟାର୍ଗେଟ କରିବାକୁ ମଧ୍ୟ ଭୁଳି ନାହାନ୍ତି। କଥାରେ କଥାରେ ସେ ମଞ୍ଜ କଥାଟିକୁ କହି…
ରାହୁଲ ଗାନ୍ଧୀଙ୍କ ଅଡୁଆ ବଢିଲା
ନୂଆଦିଲ୍ଲୀ,୨୬।୬: ଉତ୍ତରପ୍ରଦେଶର ସୁଲତାନପୁରର ଏମ୍ପି /ଏମ୍ଏଲେ କୋର୍ଟ ଜୁଲାଇ ୨ ରେ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ଡକାଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ରାହୁଲଙ୍କ ବିରୋଧରେ ଏକ ମାମଲା ଚାଲିଛି। ପ୍ରାୟ…
ବିରୋଧୀ ଦଳ ନେତା ହେବା ପରେ ବଦଳିଗଲା ଅନ୍ଦାଜ, ଦେଶୀ ଲୁକ୍ରେ ନଜର ଆସିିଲେ ରାହୁଲ
ନୂଆଦିଲ୍ଲୀ,୨୬।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭାରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ସେ ବିରୋଧୀ ଦଳର ନେତା ହୋଇଛନ୍ତି। ତେବେ ମଙ୍ଗଳବାର ଏନେଇ ଘୋଷଣା ହେବା ପରେ ଆଜି ତାଙ୍କୁ କିଛି ଅଲଗା…
ଓମ ବିର୍ଲାଙ୍କୁ ନେଇ ଯେତେବେଳେ ବାଚସ୍ପତି ଆସନ ପାଖରେ ପହଞ୍ଚିଲେ ମୋଦି-ରାହୁଲ, ପୋଡିୟମ ଉପରେ ହେଲା ଏମିତି କିଛି…
ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ପଦବୀକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି। ଭାଜପା ଏମପି ଓମ ବିର୍ଲା ୧୮ତମ ଲୋକ ସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିରୋଧରେ କେ ସୁରେଶଙ୍କୁ…
ଓମ ବିର୍ଲା ବାଚସ୍ପତି ହେବା ପରେ ଜାଣନ୍ତୁ କ’ଣ କହିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୨୬।୬: ପୁଣି ଲୋକ ସଭା ବାଚସ୍ପତି ହେଲେ ଓମ ବିର୍ଲା। ବାଚନିକ ଭୋଟରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ୧୮ ତମ ବାଚସ୍ପତି ଭାବେ ଓମ ବିର୍ଲା ନିର୍ବାଚିତ ହୋଇଛନ୍ତି। ଏହି ସମୟରେ ବିରୋଧୀ ଦଳର ନେତା ରାହୁଲ…
ଲୋକ ସଭା ବାଚସ୍ପତି ଭାବରେ ରେକର୍ଡ କଲେ ଓମ ବିର୍ଲା, ସଂସଦ ଇତିହାସରେ ଦ୍ୱିତୀୟ ଥର ହୋଇଛି ଏପରି ଘଟଣା
ନୂଆଦିଲ୍ଲୀ,୨୬।୬: ଭାରତୀୟ ଜନତା ପାର୍ଟି ଭାଜପା ଏମପି ଓମ ବିର୍ଲା ବୁଧବାର ଭଏସ ଭୋଟ ଦ୍ପାରା ଲୋକ ସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଦ୍ୱିତୀୟ ଥର ପାଇଁ ଏହି ଦାୟିତ୍ୱ ତୁଲାଉଛନ୍ତି। ଅଧ୍ୟକ୍ଷ ପଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
କେଜ୍ରିୱାଲଙ୍କୁ ଗିରଫ କଲା ସିବିଆଇ
ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ବୁଧବାର ମଦ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ହେରଫେର୍ ଅଭିଯୋଗରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ…
Archives


