Home

ଓଲଟିଲା OSRTC ବସ୍‌

ବଣାଇଁ,୨୨ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ୧୦ ନମ୍ବର (କ) ରାଜ୍ୟ ରାଜପଥ ମୁଚୁରିନାଳି ଗ୍ରାମ ନିକଟରେ ସୁନ୍ଦରଗଡ଼ରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ପୁରୀକୁ ଯାଉଥିବା OSRTC ଜଗନ୍ନାଥ ବସ୍‌ ପ୍ରାୟ ୧୨.୩୦ରେ ଭାରସାମ୍ୟ ରାସ୍ତାର ଖାଲ…

ଅଲିଭ ରିଡ୍‌ଲେ କଇଁଛଙ୍କ ୫ ଲକ୍ଷ ୫୫ ହଜାର ୬୩୮ ଅଣ୍ଡା ଠାବ

ପାରାଦୀପ,୨୨।୨(ଶରତ ରାଉତ):ଓଡ଼ିଶା ଉପକୂଳ ଋ଼ଷିକୁଲ୍ୟା, ଦେବୀ ନଦୀ ମୁହାଣଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଅଞ୍ଚଳରେ ଅଲିଭ ରିଡ୍‌ଲେ କଇଁଛ ସମୁଦାୟ ୫ଲକ୍ଷ ୫୫ହଜାର ୬୩୮ଟି ଅଣ୍ଡା ଦେଇଛନ୍ତି। କୋଷ୍ଟଗାର୍ଡ, ବନ ବିଭାଗ ଓ ମତ୍ସ୍ୟ ବିଭାଗର ଯୁଗ୍ମ ସର୍ଭେ ରିପୋର୍ଟ ଅନୁସାରେ ଶୁକ୍ରବାର…

କେନ୍ଦ୍ରର ବାଧ୍ୟ, ତାମିଲନାଡ଼ୁର ‘ନା’

ନୂଆଦିଲ୍ଲୀ/ଚେନ୍ନାଇ,୨୨ା୨ (ପିଟି/ଏଜେନ୍ସି): କେନ୍ଦ୍ର ସରକାର ତାମିଲନାଡୁର ଶିକ୍ଷାନୁଷ୍ଠାନ, ସରକାରୀ ପରୀକ୍ଷା ଓ ଅଫିସଗୁଡ଼ିକରେ ହିନ୍ଦୀ ଭାଷା ପ୍ରଚଳନକୁ ବାଧ୍ୟତାମୂଳକ କରିବା ପାଇଁ ଉଦ୍ୟମ ଚଳାଇଥିବାବେଳେ ରାଜ୍ୟବାସୀ ଏହାକୁ ତାମିଲ ପରିଚୟ, ଅସ୍ମିତା ଓ ଭାଷାଗତ ବିବିଧତା ପାଇଁ ବିପଦ ମଣିଥାଆନ୍ତି। ରାଜ୍ୟରେ…

ଫଡନାଭିସ-ଶିନ୍ଦେଙ୍କ ମଧ୍ୟରେ ଚାଲିଛି କୋଲ୍ଡ ଓ୍ବାର!

ମୁମ୍ବାଇ,୨୧।୨: ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟର ନେତାମାନେ ସବୁକିଛି ଠିକ ଅଛି ବୋଲି ଦାବି କରିପାରନ୍ତି, କିନ୍ତୁ ବାସ୍ତବରେ ସେପରି ଦେଖାଯାଉ ନାହିଁ। ସମ୍ପ୍ରତି, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରାଜ୍ୟର ତିନୋଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ। ତାଙ୍କ…

ଜେଲେନସ୍କିଙ୍କୁ କାହିଁକି ରାଷ୍ଟ୍ରପତି ପଦରୁ ହଟାଇବାକୁ ଚାହୁଁଛନ୍ତି ଟ୍ରମ୍ପ, ଯୁଦ୍ଧ ବିରାମ ନା ଖଣିଜ ସମ୍ପଦ, କ’ଣ ରହିଛି କାରଣ

ଓ୍ବାଶିଂଟନ/କ୍ୱିଭ,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଏବଂ ବୟାନର ଧାରା ଗୋଟିଏ ପରେ ଗୋଟିଏ ଜାରି ରହିଛି। ଟ୍ରମ୍ପ ଏବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ଆରମ୍ଭ କରି ୟୁକ୍ରେନର ଲୋକଙ୍କୁ କ୍ରୋଧିତ କରିଛନ୍ତି। ପ୍ରକୃତରେ,…

ଅନଲାଇନ ପ୍ରେମ ପଡ଼ିଲା ଭାରୀ: ୪ କୋଟିରୁ ଅଧିକ ଟଙ୍କା ହରାଇଲେ ମହିଳା

ସିଡନୀ,୨୧।୨: ସାଇବର ଅପରାଧୀମାନେ ଲୋକଙ୍କ ଭାବନାର ଫାଇଦା ଉଠାଇ ସେମାନଙ୍କୁ ଠକି କିପରି ପାରନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଅଷ୍ଟ୍ରେଲିଆରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଅନଲାଇନରେ ପ୍ରକୃତ ପ୍ରେମ ଖୋଜିବା ପାଇଁ ଚେଷ୍ଟା କରି ୭,୮୦,୦୦୦ ଅଷ୍ଟ୍ରେଲିୟ…

ଶିଶମହଲ ଯିବେନାହିଁ, କେଉଁଠି ରହିବେ ରେଖା ଗୁପ୍ତା? PWD ଦେଲା ୩ ସ୍ଥାନର ସର୍ଟଲିଷ୍ଟ

ନୂଆଦିଲ୍ଲୀ,୨୧।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପାଇଁ ତିନୋଟି ବଙ୍ଗଳା ଉପରେ ନିଷ୍ପତ୍ତି ନିଆଯାଇପାରେ। ଏହି ଆବାସିକ ବଙ୍ଗଳା ମଧ୍ୟରୁ ଦୁଇଟି କେନ୍ଦ୍ରୀୟ ଦିଲ୍ଲୀର ଡିଡିୟୁ ମାର୍ଗରେ ଅବସ୍ଥିତ ଏବଂ ତୃତୀୟଟି ଉତ୍ତର ଦିଲ୍ଲୀର ସିଭିଲ ଲାଇନ୍ସର ରାଜପୁର ରୋଡରେ ଅବସ୍ଥିତ।…

ମୁଁ ମୋ ସ୍ବାମୀଙ୍କ ସହ ରହିବାକୁ ଚାହୁଁଛି…ଫସିଲେ ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣ

ମୁମ୍ବାଇ,୨୧।୨: ବଲିଉଡର ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣ ଝା ଶୁକ୍ରବାର ସୁପୌଲ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ତାଙ୍କ ପ୍ରଥମ ସ୍ତ୍ରୀ ରଞ୍ଜନା ନାରାୟଣ ଝା ୨୦୨୨ରେ ବୈବାହିକ ଜୀବନ ପୁଣି ଆରମ୍ଭ ପାଇଁ ମାମଲା ଦାୟର କରିଥିଲେ। ଏହା ପୂର୍ବରୁ…

Kickback Scheme: ‘ଭାରତକୁ ନିର୍ବାଚନବେଳେ ଦିଆଯାଇଛି ୧୮୨କୋଟି ଟଙ୍କା’ ଟ୍ରମ୍ପଙ୍କ ବୟାନକୁ ନେଇ ଭାରତରେ ଚହଳ

ଓ୍ବାଶିଂଟନ୍‌,୨୧।୨: ର୍ନିବାଚନରେ ଭାରତକୁ ସାହାଯ୍ୟ କରିବା ପାଇଁ ଆମେରିକାରୁ ପାଣ୍ଠି ଦିଆଯାଉଥିବା ବିବାଦ ଏବେ ଜାତୀୟ ରାଜନୀତିକୁ ସରଗରମ କରିଛି। ଏହାରି ଭିତରେ ପୁଣି ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିର୍ବାଚନ ପାଇଁ ଭାରତକୁ ପାଣ୍ଠି ଦିଆଯାଉଥିବାକୁ ସେ Kickback…

ବ୍ରଶ-ଟୁଥପେଷ୍ଟ ଧରି କାହିଁକି ଥାନାରେ ପହଞ୍ଚିଲେ ଗୋଆ ଆପ ମୁଖ୍ୟ

ପଣଜି,୨୧।୨: ଆମ ଆଦମୀ ପାର୍ଟି (ଆପ) ଗୋଆ ୟୁନିଟ ସଭାପତି ଅମିତ ପାଲକରଙ୍କୁ ଶୁକ୍ରବାର (୨୧ ଫେବୃଆରୀ, ୨୦୨୫) ତୃତୀୟ ଥର ପାଇଁ ପୋଲିସ ପଚରାଉଚରା କରିଥିଲା, ଯାହା ପରେ ସେ ପୋଲିସ ଉପରେ ହଇରାଣ କରୁଥିବାର ଅଭିଯୋଗ କରିଥିଲେ। ଅନେକ…

୧୪ ବର୍ଷ ପରେ ଭାରତ ଆସିବେ ଲିଓନେଲ ମେସି: ଏହିଠାରେ ଖେଳିବେ ୨ ମ୍ୟାଚ୍‌

ଥିରୁଭାନନ୍ତପୁରମ,୨୧।୨: ସୁପରଷ୍ଟାର ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଜାତୀୟ ଫୁଟବଲ ଦଳ ଆସନ୍ତା ବର୍ଷ କେରଳ ଆସିବ। ଏନେଇ ବୋଲି କେରଳ ସରକାର ଘୋଷଣା କରିଛନ୍ତି। କେରଳର କ୍ରୀଡ଼ା ମନ୍ତ୍ରୀ ଭି ଅବ୍ଦୁରାହୀମାନ କହିଛନ୍ତି, ବିଶ୍ୱପ୍ରସିଦ୍ଧ ଆର୍ଜେଣ୍ଟିନା ଦଳ କେରଳରେ ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?