ଧୂମଧାମ୍ରେ ୭୮ତମ ସ୍ବାଧୀନତା ଦିବସ ପାଳିତ
କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ଜବାହର ଉଚ୍ଚ ବିଦ୍ୟାପୀଠ(କ)ପରିସରରେ ୭୮ତମ ସ୍ବାଧୀନତା ଦିବସ ମହା ସମାରୋହରେ ଗୁରୁବାର ପାଳିତ ହୋଇ ଯାଇଛି। ଏଥିରେ ବିଦ୍ୟାପୀଠର ବରିଷ୍ଠ ସଦସ୍ୟ ସଂକୀର୍ତ୍ତନ ସାହୁ ପତାକା ଉତ୍ତୋଳନ କରିଥିଲେ। ଉକ୍ତ…
ମୋଦିଙ୍କ ମନ୍ତବ୍ୟକୁ ନେଇ ବର୍ଷିଲେ କପିଲ ସିବଲ
ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲଗାତାର ୧୧ତମ ଥର ପାଇଁ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ସମୟରେ ସେ ଏମିତି କିଛି କଥା ଉଲ୍ଲେଖ କରିଥିଲେ ଯାହାକୁ ନେଇ ଅନେକ ହଇଚଇ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦି…
ଗାନ୍ଧୀମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପ୍ରଥମ ସମ୍ବୋଧନ, ବଡ଼ ସ୍ବପ୍ନ ଦେଖାଇବିନି…
ଭୁବନେଶ୍ୱର,୧୫।୮: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ମୋହନ ମାଝି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ ପରେ ସେ ଗାନ୍ଧୀମାର୍ଗରେ ରାଜ୍ୟବାସୀଙ୍କୁ ସମ୍ବୋଧନ…
ଗାନ୍ଧୀମାର୍ଗରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି
ଭୁବନେଶ୍ୱର,୧୫।୮: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ମୋହନ ମାଝି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ ପରେ ସେ ଗାନ୍ଧୀମାର୍ଗରେ ରାଜ୍ୟବାସୀଙ୍କୁ ସମ୍ବୋଧନ…
ବଳାତ୍କାର ଘଟଣା ଉପରେ ମୁହଁ ଖୋଲିଲେ ମୋଦି
ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲାରୁ ତାଙ୍କ ଅଭିଭାଷଣରେ ଏକ ବିକଶିତ ଭାରତର ସଂକଳ୍ପ, ଅନ୍ୟପକ୍ଷରେ ଭାଜପା ସରକାରଙ୍କ କାର୍ଯ୍ୟ ତଥା ଅନ୍ୟାନ୍ୟ ବିଷୟ ବିଷୟରେ ଆଲୋଚନା କରୁଥିବାବେଳେ ମହିଳାଙ୍କ ସୁରକ୍ଷା, ସେ ମହିଳା ଏବଂ ଝିଅମାନଙ୍କର…
କୋକୁଆ ଭୟ: ନଦୀରେ ଘୂରି ବୁଲୁଛନ୍ତି ଶତାଧିକ କୁମ୍ଭୀର
ମହାକାଳପଡ଼ା,୧୫ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ବ୍ରାହ୍ମଣୀ, ଖରସ୍ରୋତା, ମହାନଦୀ, ଗୋବରୀ, ଲୁଣା, ଚିତ୍ରୋତ୍ପଳା ଓ ପାଇକା ନଦୀ କୂଳିଆ ଅଞ୍ଚଳରେ ବଉଳା କୁମ୍ଭୀରଙ୍କ ଆତଙ୍କ ସୃଷ୍ଟି ହୋଇଛି। ଗତ ୨ଦିନ ତଳେ ବ୍ରାହ୍ମଣୀ ନଦୀରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ମହିଳାଙ୍କୁ କୁମ୍ଭୀର…
ନଗଡ଼ା ପିଲାଙ୍କୁ ପଢ଼ାଇଲେ ଜିଲାପାଳ
କାଳିଆପାଣି,୧୫ା୮(ଅସିତ ମହାନ୍ତ):ଯାଜପୁର ନୂତନ ଜିଲାପାଳ ପି. ଅନ୍ବେଷା ରେଡ୍ଡି ବୁଧବାର ସୁକିନ୍ଦା ବ୍ଲକ୍ର ନଗଡ଼ା ଅଞ୍ଚଳ ଗସ୍ତ କରିଛନ୍ତି। ଏହି ସମୟରେ ନଗଡ଼ା ଜୁଆଙ୍ଗଙ୍କ ପାଇଁ ହୋଇଥିବା ବିଭିନ୍ନ କାର୍ଯ୍ୟ ତଦାରଖ କରିବା ସହ ଜୁଆଙ୍ଗଙ୍କୁ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି।…
ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍କୁ ନେଇ ଏମିତି କହିଦେଲେ ମୋଦି
ନୂଆଦିଲ୍ଲୀ,୧୫।୮: ଆଜି ସାରା ଦେଶରେ ସ୍ବାଧୀନତା ଦିବସ ପାଳନ କରାଯାଉଛି। ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ସେ ଦେଶକୁ ସମ୍ବୋଧିତ କରିଥିଲେ। ମୋଦି ତାଙ୍କ ସମ୍ବୋଧନରେ କରୋନା ମହାମାରୀ ଏବଂ…
ଲାଲକିଲ୍ଲାରୁ ବଡ଼ ଘୋଷଣା କଲେ ମୋଦି: ୫ ବର୍ଷରେ ବଢିବ ୭୫ ହଜାର ମେଡିକାଲ ସିଟ୍
ନୂଆଦିଲ୍ଲୀ,୧୫।୮: ଆଜି ସାରା ଦେଶରେ ୭୮ତମ ସ୍ବାଧୀନତା ଦିବସ ବେଶ୍ ଧୂମ୍ଧାମରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଲଗାତର ୧୧ଥର ପାଇଁ ପତାକା ଉଲ୍ଲୋଳନ କରିଛନ୍ତି। ଏଥର ୧୧ ବର୍ଗରୁ ୧୮ ହଜାର ଅତିଥି ଆକର୍ଷଣର…
ସ୍ବତନ୍ତ୍ର ପଗଡ଼ି ପିନ୍ଧିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ଏହାର ବିଶେଷତ୍ୱ କ’ଣ
ନୂଆଦିଲ୍ଲୀ,୧୫।୮:ଭାରତ ଆଜି ୭୮ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାଦଶ ଥର ପାଇଁ ରେଡ ଦୁର୍ଗରୁ ତ୍ରିରଙ୍ଗା ଉଡାଇ ରେକର୍ଡ କରିଛନ୍ତି। ପ୍ରତିବର୍ଷ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପୋଷାକ ଏବଂ ପଗଡି ପାଇଁ ଚର୍ଚ୍ଚାରେ…
ଜେଏସ୍ଏଲ୍ର ନୂତନ ଅଭିଯାନ
ନୂଆଦିଲ୍ଲୀ,୧୫।୮:ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ନୂତନ ଅଭିଯାନ ‘ସ୍ବାଧୀନତା ଦିବସ ସଙ୍ଗୀତ’ ଭିଡିଓର ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ସଙ୍ଗୀତ ବିଶେଷକରି ଭାରତର ପ୍ରଗତିଶୀଳ ତଥା ସହଯୋଗୀଙ୍କ ବପାଳନ କରିବା ପାଇଁ ସ୍ବାଧୀନତା ଦିବସ ଅବସରରେ ଏକ ଗୀତ ଆରମ୍ଭ କରିଥିଲେ।…
ଲୁକା ଜିପୋନି ବେଦାନ୍ତର ନୂଆ ସିଇଓ
ନୂଆଦିଲ୍ଲୀ,୧୫।୮:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଲୁକା ଜିପୋନିଙ୍କୁ ନିଯୁକ୍ତ କରାଯାଇଛି। ସେ କମ୍ପାନୀର ରୋଲ୍ଡ ପ୍ରଡକ୍ଟର ସିଇଓ ଭାବେ ନିଯୁକ୍ତ ହୋଇଥିବାବେଳେ ଏ କ୍ଷେତ୍ରରେ…
Archives


