Home

IND vs PAK: ୧୪,୦୦୦ ରନ୍‌ ପୂରଣ କଲେ କୋହଲି

ଦୁବାଇ,୨୩।୨: ପାକିସ୍ତାନ ବିପକ୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍‌ରେ ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ଏକାଧିକ ବ୍ୟକ୍ତିଗତ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦିନିକିଆ କ୍ରିକେଟରେ ୧୪,୦୦୦ ରନ୍‌ ପୂରଣ କରିଛନ୍ତି। ୧୨.୨ ଓଭରରେ ପାକିସ୍ତାନ ବୋଲର ହାରିସ୍‌…

ଟାଇମ୍‌ ପାସର ମାଧ୍ୟମ ନୁହେଁ Gossips,ଏହାର ଲାଭ ଜାଣିଲେ ଗପିବେ ଘଣ୍ଟା ଘଣ୍ଟା

ବହୁତ କମ ଲୋକ ଅଛନ୍ତି ଯିଏ କେବେ ଗସିପ କରିନାହାଁନ୍ତି। ଜାଣତରେ ହେଉ ବା ଅଜାଣତରେ ଆମେ ସମସ୍ତେ ପ୍ରତିଦିନ କିଛି ନା କିଛି ଜିନିଷ କିମ୍ବା ବ୍ୟକ୍ତି ବିଷୟରେ ଗପସପ କରିଚାଲିଛୁ। ବିଭିନ୍ନ ବିଷୟରେ ଗପ କରୁଥିବା ଏହି ଲୋକମାନଙ୍କୁ…

ଭାରତ ଆଗରେ ୨୪୨ ରନ୍‌ର ବିଜୟ ଟାର୍ଗେଟ

ଦୁବାଇ,୨୩।୨: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପଞ୍ଚମ ମ୍ୟାଚ୍‌ ଦୁବାଇ ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମରେ ରବିବାର ଭାରତ-ପାକିସ୍ତାନ ମହାମୁକାବିଲାରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଭାରତର ଦମ୍‌ଦାର ବୋଲିଂ ଯୋଗୁ ପାକିସ୍ତାନ ୪୯.୪ ଓଭରରେ ସମସ୍ତ ଉଇକେଟ…

OMG! ୪୩ ବର୍ଷ ବୟସରେ ଯୁବରାଜ ସିଂଙ୍କ ଫିଟନେସ ଦେଖି ପ୍ରଶଂସା କଲେ ସଚିନ

ନୂଆଦିଲ୍ଲୀ,୨୩।୨: ୨୨ ଫେବୃଆରୀ, ୨୦୨୫ରେ ଅନ୍ତର୍ଜାତୀୟ ମାଷ୍ଟର୍ସ ଲିଗ ଟି-୨୦ ୨୦୨୫ର ଉଦଘାଟନୀ ମ୍ୟାଚରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଏକ ଚମତ୍କାର କ୍ୟାଚ ନେଇଥିଲେ। ଶ୍ରୀଲଙ୍କା ମାଷ୍ଟର୍ସ ଇନିଂସର ଅଷ୍ଟମ ଓଭରରେ, ଲାହିରୁ ଥିରିମାନେ ଇରଫାନ ପଠାନଙ୍କ ବଲରେ…

ବଜାରକୁ ଆସିଲା Jawa 350ର ଲିଗାସୀ ଏଡିସନ୍‌, ୧.୯୯ ଲକ୍ଷ ଟଙ୍କାରେ ମିଳିବ…

ନୂଆଦିଲ୍ଲୀ,୨୩।୨: ଭାରତ ବିଶ୍ୱର ସର୍ବବୃହତ ଦୁଇଚକିଆ ଯାନ ବଜାର। ବର୍ତ୍ତମାନ ଭାରତୀୟ ଦୁଇଚକିଆ ଯାନ ବଜାର ଦ୍ରୁତ ଗତିରେ କ୍ରୁଜର ଏବଂ ଆଡଭେଞ୍ଚର ବାଇକ୍‌ ଆଡକୁ ଗତି କରୁଛି। ଜାୱା ୩୫୦ ଭାରତର ସବୁଠାରୁ ଲୋକପ୍ରିୟ କ୍ରୁଜର ବାଇକ ମଧ୍ୟରୁ ଗୋଟିଏ।…

ପ୍ରତି ଘଣ୍ଟାରେ ୬.୬୩ କୋଟି ଟଙ୍କାର ଟିକସ ଦେଇ ଇତିହାସ ରଚିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୨୩।୨: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ଗ୍ରୁପ୍‌ ଟିକସ ଦେବା କ୍ଷେତ୍ରରେ ଏକ ବଡ଼ ଇତିହାସ ସୃଷ୍ଟି କରିଛି। ଆଦାନୀ ଗ୍ରୁପ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୪ ଆର୍ଥିକ ବର୍ଷରେ ୫୮ ହଜାର କୋଟି ଟଙ୍କାରୁ ଅଧିକ…

ଭାରତୀୟ ଟିମକୁ ମିଳିଲା କ୍ୟାପଟେନ କୁଲଙ୍କ ସପୋର୍ଟ, ଦାରା ସିଂଙ୍କୁ ଦେଖି ପାକିସ୍ତାନ ଛାନିଆ! ଦେଖନ୍ତୁ ଭିଡିଓ

ଦୁବାଇ,୨୩।୨: ଭାରତୀୟ କ୍ରିକେଟ ଟିମ୍‌ ଏବଂ ପାକିସ୍ତାନ କ୍ରିକେଟ ଟିମ୍‌ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ୫ମ ମ୍ୟାଚ ଦୁବାଇରେ ଖେଳାଯାଉଛି। ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏକ୍ସାଇଟମେଣ୍ଟ ଅଧିକ ରହିଛି। ଏବେ ଭାରତୀୟ ଦଳକୁ କ୍ୟାପଟେନ…

IND vs PAK: ଭାରତ ଜିତୁ କି ପାକିସ୍ତାନ, ଫଳାଫଳ ପୂର୍ବରୁ ବଡ଼ ରେକର୍ଡ କଲେ Mukesh Ambani

ନୂଆଦିଲ୍ଲୀ,୨୩।୨: ଭାରତରେ କ୍ରିକେଟ ପ୍ରତି ଲୋକଙ୍କ କ୍ରେଜ୍‌ ବହୁତ ଅଧିକ। ହେଲେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ କଥା ଆସେ, ଏହା ଦ୍ୱିଗୁଣିତ ହୋଇଯାଏ। ରବିବାର ଉଭୟ ଦଳ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ମୁକାବିଲା ଖେଳାଯାଉଛି। ଦୁଇ…

ପାକିସ୍ତାନର ନିକଟତର ହେବାକୁ ଚାହୁଁଛି ବାଂଲାଦେଶ, ଆରମ୍ଭ ହେଲା ସିଧାସଳଖ ବାଣିଜ୍ୟ

ଇସଲାମାବାଦ,୨୩।୨: ୧୯୭୧ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବାଣିଜ୍ୟ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ, ସରକାରୀ ସାମଗ୍ରୀ ବୋଝେଇ ଏକ ପାକିସ୍ତାନୀ ଜାହାଜ ବାଂଲାଦେଶ ଅଭିମୁଖେ ଯାତ୍ରା କରିଛି। ଏହି ସରକାରୀ ସାମଗ୍ରୀ…

ପ୍ରତିଶୋଧ ନେଇ ବାବର ଆଜମ୍‌ଙ୍କୁ ଏଭଳି ଇଙ୍ଗିତ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଭାଇରାଲ ହେଉଛି Video

ଦୁବାଇ,୨୩।୨: ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବାବର ଆଜମ ପୁଣି ଥରେ ଟିମ ଇଣ୍ଡିଆ ବିପକ୍ଷରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି। ଦୁବାଇରେ ଖେଳାଯାଉଥିବା ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଆୟୋଜକ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଟୁର୍ନାମେଣ୍ଟରେ ରହିବାକୁ ହେଲେ ତାଙ୍କୁ ଯେକୌଣସି…

PM Modiଙ୍କୁ ରିଟର୍ଣ୍ଣ ଗିପ୍ଟ ଦେଲା ବାଗେଶ୍ୱର ଧାମ

ଛତରପୁର,୨୩।୨: ମଧ୍ୟପ୍ରଦେଶର ଛତରପୁର ଜିଲାର ବାଗେଶ୍ୱର ଧାମରେ କର୍କଟ ହସ୍ପିଟାଲର ଶିଳାନ୍ୟାସ ସମାରୋହ ଅବସରରେ, ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଘୋଷଣା କରିଛନ୍ତି ଯେ ଏହି ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆଙ୍କ ନାମରେ ଏକ ୱାର୍ଡ ରହିବ। ବାଗେଶ୍ୱର ଧାମରେ…

ଦୁବାଇ ମଇଦାନରେ ଜସପ୍ରିତ ବୁମ୍‌ରାଙ୍କୁ ମିଳିଲା ବଡ଼ ସମ୍ମାନ

ଦୁବାଇ,୨୩।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ରବିବାର ଏଠାରେ ଖେଳାଯାଉଛି। ମ୍ୟାଚ୍‌ ଦେଖିବା ପାଇଁ ଦୁବାଇ ଗ୍ରାଉଣ୍ଡରେ ଅନେକ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଅଛନ୍ତି। ଏହି କ୍ରମରେ ଭାରତର କିମ୍ବଦନ୍ତୀ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ମଧ୍ୟ ପହଞ୍ଚିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?