Home

କେଉଁ ଦେଶରେ ସବୁଠୁ ଅଧିକ ଗାଈ ଅଛନ୍ତି; ପ୍ରଥମ ୩ ସ୍ଥାନରେ ଅଛନ୍ତି ଏହି ଦେଶ

ବିଶ୍ୱର ସବୁଠାରୁ ଅଧିକ ଗାଈ ଭାରତରେ ଦେଖାଯାଆନ୍ତି। କେବଳ ଏତିକି ନୁହେଁ, ଭାରତରେ ସର୍ବାଧିକ କ୍ଷୀର ଉତ୍ପାଦନ ହୁଏ। ଭାରତରୁ ଅନ୍ୟ ଦେଶକୁ ମଧ୍ୟ କ୍ଷୀର ରପ୍ତାନି କରାଯାଏ। ସୂଚନା ଅନୁଯାୟୀ, ଭାରତରେ ପ୍ରାୟ ୩୦୭.୫ ନିୟୁତ ଗାଈ ଅଛନ୍ତି। ବିଶ୍ୱର…

ଟ୍ରମ୍ପଙ୍କୁ ସିଧା ବାର୍ତ୍ତା ଦେଲା ଫ୍ରାନ୍ସ, ଶାନ୍ତି ପ୍ରତିଷ୍ଠା ହେଉ, ହେଲେ ୟୁକ୍ରେନର ପରାଜୟ ଗ୍ରହଣୀୟ ନୁହେଁ…

ଓ୍ବାଶିଂଟନ,୨୫।୨: ସୋମବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ବୈଠକରେ ସେ କହିଥିଲେ ଯେ ୟୁକ୍ରେନରେ ଯେକୌଣସି ଶାନ୍ତି ଚୁକ୍ତିନାମାରେ ସୁରକ୍ଷା ଗ୍ୟାରେଣ୍ଟି ଅନ୍ତର୍ଭୁକ୍ତ ହେବା ଉଚିତ ଏବଂ ଚେତାବନୀ ଦେଇଥିଲେ ଯେ ଶାନ୍ତିର…

ମଥାରେ ତିଳକ, ମୁଣ୍ଡରେ ଓଢଣୀ; ଭକ୍ତିରେ ଲୀନ ହେଲେ କ୍ୟାଟ୍ରିନା

ଦୁବାଇ,୨୫।୨: ସାରା ଦେଶରୁ ଲୋକମାନେ ମହାକୁମ୍ଭରେ ବୁଡ଼ ପକାଉଛନ୍ତି। ବଲିଉଡ ଷ୍ଟାରମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ନିକଟରେ ଷ୍ଟାର କ୍ୟାଟ୍ରିନା କୈଫ ତାଙ୍କ ଶାଶୁ ବୀଣା କୌଶଳଙ୍କ ସହ ମହାକୁମ୍ଭରେ ପହଞ୍ଚିଥିଲେ। ଏଠାରେ କ୍ୟାଟ୍ରିନା ଭକ୍ତିରେ ଲୀନ ହୋଇଥିବାର ଦେଖାଯାଇଥିଲା।…

ପ୍ରେମିକାଙ୍କ ସହ ୬ ଜଣଙ୍କୁ ବୀଭତ୍ସ ହତ୍ୟା କଲେ ପ୍ରେମିକ

ଥିରୁଭାନନ୍ତପୁରମ୍‌,୨୫ା୨: କେରଳର ଥିରୁଭାନନ୍ତପୁରମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ପ୍ରେମିକା ସହ ନିଜ ପରିବାରର ୬ ଜଣଙ୍କୁ ହତ୍ୟା କରିଛନ୍ତି ଯୁବକ। ହାତୁଡ଼ିରେ ପିଟି ଚାପଡ଼ରେ ହାଣି ମାରିଦେଇଛନ୍ତି ୨୩ ବର୍ଷୀୟ ଯୁବକ। ନିଜ ମା’, ଜେଜେ ମା’, ନାବାଳକ ଭାଇ,…

Champions Trophy Points Table: ପାକିସ୍ତାନ-ବାଂଲାଦେଶ ବିଦା: ଜାଣନ୍ତୁ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ୍‌ ରେସ୍‌ରେ କିଏ ଆଗରେ

ଦୁବାଇ,୨୫।୨: ଚାମ୍ପିଅନ୍ସ ଟ୍ରଫିରେ ଗ୍ରୁପ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୫ ଉଇକେଟରେ ବାଂଲାଦେଶକୁ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ବାଂଲାଦେଶକୁ ପରାସ୍ତ କରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ପରେ ଏବେ ଟୁର୍ନାମେଣ୍ଟରେ ବାଂଲାଦେଶର ଯାତ୍ରା ଶେଷ ହୋଇଯାଇଛି। ସେହିପରି ବାଂଲାଦେଶର ପରାଜୟ…

ନାମ ବଦଳିଲା, ପୂରଣ ହେଲାନି ପଦବୀ

ଭବାନୀପାଟଣା,୨୫।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ବିଶ୍ୱ ବିଦ୍ୟାଳୟରୁ ନାମ ପରିବର୍ତ୍ତନ ହୋଇ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ହେଲା। ତଥାପି ପୂରଣ ହେଲାନି ପଦବୀ। ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଏବେ ଅନେକ ପଦବୀ ଖାଲିପଡିଛି। ଯାହାକୁ ନେଇ ଜିଲାର ଶିକ୍ଷାବିତ୍‌, ବୁଦ୍ଧିଜୀବୀଙ୍କ…

Odisha 10th Exam: ପରୀକ୍ଷା ଦେଇ ଫେରିବା ପରେ ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ

ମାଲକାନଗିରି,୨୫ା୨(ଦୁର୍ଯ୍ୟୋଧନ ପାତ୍ର): ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଦଶମ ଶ୍ରେଣୀର ଛାତ୍ରୀ ଜଣକ ସୋମବାର ସକାଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିଥିଲେ।…

ପାରାଦୀପରେ ଭୂକମ୍ପ, ସମୁଦ୍ରର ଦୃଶ୍ୟ ଦେଖି ଲୋକେ…

ପାରାଦୀପ,୨୫ା୨(ଶରତ ରାଉତ): ଉପକୂଳ ଓଡ଼ିଶାର ପାରାଦୀପ ଓ ଆଖପାଖ ଅଞ୍ଚଳରେ ମଙ୍ଗଳବାର ସକାଳ ୬.୦୯ରେ ମୃଦୁ ଭୂକମ୍ପ ଘଟିଥିବା ଜଣାପଡ଼ିଛି। କେତେକ ଲୋକ ଏହା ଅନୁଭବ କରିଛନ୍ତି ବୋଲି କହିଛନ୍ତି। ରିକ୍ଟର ସ୍କେଲରେ ଏହା ୪.୦୯ପ୍ରତିଶତ ବୋଲି କୁହାଯାଇଛି। ଭୂକମ୍ପ ଘଟଣାରେ…

୪ ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ,୨୫ା୨: ଇରାନକୁ ଦୁର୍ବଳ କରିବା ପାଇଁ ଆମେରିକା ଏହାର ପେଟ୍ରୋଲିୟମ ଏବଂ ପେଟ୍ରୋକେମିକାଲ ଶିଳ୍ପ ସହିତ ଜଡ଼ିତ ୧୬ଟି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ତାଲିକାରେ ଚାରୋଟି ଭାରତୀୟ କମ୍ପାନୀ ମଧ୍ୟ ସାମିଲ ଅଛନ୍ତି। ଏହି ପଦକ୍ଷେପ ଇରାନ ଉପରେ…

ଏଇ ଭାରତରେ

ପଞ୍ଜାବର ଗ୍ରାମାଞ୍ଚଳରେ ପିଲା ଓ ମହିଳାଙ୍କ ପାଇଁ ନୂଆ ସୃଷ୍ଟି କରିଛନ୍ତି ଆଇଏଏସ୍‌ ଅଧିକାରୀ ଜିତେନ୍ଦ୍ର ଜୋରଓ୍ବାଲ। ସଙ୍ଗ୍ରୁର ଜିଲାର ଡିଷ୍ଟ୍ରିକ୍ଟ କମିଶନର ଭାବେ ନିଯୁକ୍ତ ଜୋରଓ୍ବାଲ ବସ୍ତିର ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ‘ସ୍କୁଲ୍ସ ଅନ୍‌ ହ୍ବିଲ୍ସ’…

ପୂଜା ଓ ବୟସ

ବାର ମାସରେ ତେର ପର୍ବର ଦେଶ ଭାରତ ହୋଇଥିବାରୁ ପର୍ବପର୍ବାଣି ଆମ ସମସ୍ତଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପର୍ବପର୍ବାଣି କଥା ଉଠିଲା ମାତ୍ରେ ପୂଜା କଥା ଆପଣାଛାଏଁ ମନକୁ ଆସିଥାଏ। ବିନା ପୂଜାରେ ଭାରତରେ ପର୍ବ ପାଳନ ଏକରକମ ଅସମ୍ଭବ।…

ଅଶ୍ଳୀଳତାର ମାୟାଜାଲ

ଅଭିବ୍ୟକ୍ତିର ସ୍ବାଧୀନତା ନାମରେ ଇଣ୍ଟରନେଟ୍‌ର ମାୟାଜାଲ ଅଭଦ୍ରତା, ଅସଭ୍ୟତା ଓ ଅଶ୍ଳୀଳତାର ଭଣ୍ଡାର ପାଲଟି ଗଲାଣି। ବିଶେଷକରି ଦେଶର କିଶୋର ଓ ଯୁବ ଗୋଷ୍ଠୀଙ୍କୁ ପଥଭ୍ରଷ୍ଟ କରିବା ପାଇଁ ଏହି ମାୟାଜାଲ ମାଧ୍ୟମରେ ସତେଯେମିତି ନିତି କସରତ ଓ ଷଡଯନ୍ତ୍ର ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?