Home

ଦୁଇ ବିରୋଧୀଙ୍କ ମେଣ୍ଟ

ୟୁରୋପ ମହାଦେଶର ଅନ୍ୟତମ ପ୍ରଭାବଶାଳୀ ରାଷ୍ଟ୍ର ଜର୍ମାନୀ ଏବେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବେ ପରିଚିତ। ପୃଥିବୀର ଅନେକ ଦେଶ ଭଳି ସେଠାରେ ମଧ୍ୟ ରାଜନୈତିକ ସଙ୍କଟ ଲାଗି ରହିଛି। ୨୦୨୫ ସେପ୍ଟେମ୍ବରରେ ଜର୍ମାନୀର ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବାକୁ…

ପଟ୍ଟାମୁଣ୍ଡାଇରେ ବଢୁଛି ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା

ପଟ୍ଟାମୁଣ୍ଡାଇ, ୨୫ା୨(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଞ୍ଚଳରେ ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଅସହାୟ ବୃଦ୍ଧାବୃଦ୍ଧ ଓ ଅଚିହ୍ନା ଅଜଣା ରୋଗୀ ଉପେକ୍ଷିତ ହୋଇ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ…

ବାଂଲାଦେଶ, ପଶ୍ଚିମବଙ୍ଗ ଢାଞ୍ଚାରେ ବଢୁଛି ବାଲ୍ୟବିବାହ

ମହାକାଳପଡ଼ା, ୨୫ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ଦିନକୁଦିନ ବାଲ୍ୟବିବାହ ବୃଦ୍ଧିପାଉଛି। ଏଥିପ୍ରତି ବିଭାଗ ଲୋକଙ୍କୁ ସଚେତନ କରୁନାହିଁ। ଫଳରେ ସଚେତନା ଅଭାବ, ନିରକ୍ଷର ଓ ଦାରିଦ୍ର୍ୟ ବାଲ୍ୟବିବାହର କାରଣ ସାଜିଛି। ବିଶେଷକରି ଅଞ୍ଚଳର ମଠ,…

ଓଡ଼ିଶାରେ ଭୂକମ୍ପର ଝଟ୍‌କା, ତୀବ୍ରତା ରହିଛି…

ଭୁବନେଶ୍ୱର,୨୫ା୨: ଓଡ଼ିଶାରେ ମଙ୍ଗଳବାର ମୃଦୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆଜି ସକାଳ ୬ଟା ୧୦ରେ ରାଜଧାନୀ ଭୁବନେଶ୍ୱର, ବାଲେଶ୍ୱର, ପାରାଦୀପରେ ଭୂକମ୍ପ ଅନୁଭୂତ ହୋଇଛି। ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳର ରହିଥିବାବେଳେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ରହିଛି। ପୁରୀରୁ…

୧୨.୭୯ କୋଟି ଟଙ୍କାରେ ହେବ ରଙ୍ଗମହଲ: ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ନୂତନ ରଙ୍ଗ ମହଲ ନିର୍ମାଣ ହେବ। ୧୨.୭୯ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପକୁ ସରକାରୀ ଅନୁମୋଦନ ମିଳିସାରିଛି। ସ୍ଥାନୀୟ ନିଶାମଣି ସ୍କୁଲ ପଡ଼ିଆ ପଛପଟ ସରକାରୀ ବସଷ୍ଟାଣ୍ଡ ପରିସରରେ…

୪୦ ଟ୍ରାଭେଲ୍‌ ଏଜେଣ୍ଟଙ୍କ ଲାଇସେନ୍ସ ରଦ୍ଦ କଲା ପଞ୍ଜାବ: ଭାରତୀୟଙ୍କୁ ବେଆଇନ ଭାବେ ଆମେରିକା ପଠାଉଥିଲେ

ଚଣ୍ଡିଗଡ଼,୨୪।୨: ପଞ୍ଜାବର କେତେକ ଟ୍ରାଭେଲ୍‌ ଏଜେଣ୍ଟ ଲୋକଙ୍କୁ ବେଆଇନ ଭାବେ ଡଙ୍କି ରୁଟ୍‌ ଦେଇ ଆମେରିକା ଓ ଅନ୍ୟ ଦେଶକୁ ପଠାଇ କୋଟି କୋଟି ଟଙ୍କା ରୋଜଗାର କରୁଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଅମୃତସରର ୪୦ଟି…

ଡବ୍ଲୁପିଏଲ୍ ଇତିହାସରେ ପ୍ରଥମ ସୁପର ଓଭର୍: ଜାଣନ୍ତୁ କେଉଁ ଦଳ ମାରିଲା ବାଜି 

ବେଙ୍ଗାଲୁରୁ,୨୪/୨:ମହିଳା ପ୍ରିମିୟର ଲିଗ୍(ଡବ୍ଲୁପିଏଲ୍) ଇତିହାସରେ ପ୍ରଥମ ସୁପର ଓଭର ଦେଖିବାକୁ ମିଳିଛି। ୟୁପି ୱାରିୟର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଟାଇରେ ଶେଷ ହୋଇଥିଲା। ଉଭୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୮୦ ରନ୍ କରିଥିଲେ। ଏହି…

କାନାଡା ସରକାର ନେଲେ ବଡ଼ ନିଷ୍ପତି: ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୨୪।୨:କାନାଡା ଏହାର ଆପ୍ରବାସ ନିୟମାବଳୀରେ ବଡ଼ ପରିବର୍ତ୍ତନ କରିଛି। ଜାନୁଆରୀ ୩୧ରୁ କାର୍ଯ୍ୟକାରୀ ହୋଇଥିବା ନୂଆ ଇମିଗ୍ରେଶନ ଆଣ୍ଡ ରିଫ୍ୟୁଜି ପ୍ରୋଟେକ୍ସନ ରେଗୁଲେଶନ ଅଧିକାରୀମାନଙ୍କୁ ଅସ୍ଥାୟୀ ଆବାସିକ ଦସ୍ତାବିଜ୍‌ ଯଥା ଇଲେକ୍ଟ୍ରୋନିକ୍‌ ଟ୍ରାଭେଲ ଅଥରାଇଜେଶନ ଏବଂ ଟେମ୍ପରାରି ରେସିଡେଣ୍ଟ ଭିଜା ରଦ୍ଦ…

ପୌର ପରିଷଦ ବୈଠକକୁ ଆସିଲେନି ୧୪ ବିଭାଗର ଅଧିକାରୀ: ଶାସକ ଭାଜପା ନେତାଙ୍କ ଚାପ ଚର୍ଚ୍ଚା

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ପୌର ପରିଷଦର କାଉନସିଲ ବୈଠକ ସୋମବାର ରହିଥିଲା। ନିର୍ଦ୍ଧାରିତ ସମୟରେ ବୈଠକକୁ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲଙ୍କ ସମେତ ସମସ୍ତ କାଉନସିଲରବୃନ୍ଦ ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ପହଞ୍ଚିଥିଲେ। କିନ୍ତୁ ଉକ୍ତ ବୈଠକରେ…

ଧୂଳିସାତ୍‌ ହେଲା ପାକିସ୍ତାନର ଚାମ୍ପିଅନ୍ସ ଟ୍ରଫି ଆଶା, ଟୁର୍ନାମେଣ୍ଟରୁ ପଡ଼ିଲା ବାଦ୍‌

ନୂଆଦିଲ୍ଲୀ,୨୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ପାକିସ୍ତାନ ଏବେ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛି। ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ଆୟୋଜକ ପାକିସ୍ତାନକୁ ଚାମ୍ପିଅନ୍ସ ଟ୍ରଫିରୁ ବାହାର କରିଦେଇଛି। ପାକିସ୍ତାନକୁ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା।…

କ୍ରିକେଟ୍‌ ଇତିହାସରେ ପ୍ରଥମ: ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ରାଚିନ ରବିନ୍ଦ୍ର

ରାଉଲପିଣ୍ଡି,୨୪।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ନ୍ୟୁଜିଲାଣ୍ଡର ବ୍ୟାଟସମ୍ୟାନ ରାଚିନ ରବିନ୍ଦ୍ର ଇତିହାସ ରଚିଛନ୍ତି। ସେ ବିଶ୍ୱକପ ଏବଂ ଚାମ୍ପିଅନ୍ସ ଟ୍ରଫି ଡେବ୍ୟୁ ମ୍ୟାଚ୍‌ରେ ଶତକ ମାରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ରବିନ୍ଦ୍ର ୧୧୨…

ଜଙ୍ଗଲରେ ମୟୂର ଶିକାର: ଜଣଙ୍କୁ ମାଡ଼ିବସିଲା ବନବିଭାଗ

ବଣାଇଁ,୨୪ା୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମଡା ରେଞ୍ଜର ରୁଷିମଠ ସଂରକ୍ଷିତ ଜଙ୍ଗଲରେ ସୋମବାର ମୟୂର ଶିକାର କରୁଥିବା ସମ୍ପର୍କରେ ଖବର ପାଇ ବନ ବିଭାଗ ଚଢାଉ କରିଥିଲା। ତାମଡା ରେଞ୍ଜ କଣ୍ଟାପାଲି ବିଟର କର୍ମଚାରୀଙ୍କ ସମେତ ବନ ବିଭାଗ ଫ୍ଳାଇଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?