Home

‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇ ଫସିଲେ ଯୁବକ: ଦୋକାନରେ ଚଢିଲା ବୁଲଡୋଜର

ପୁଣେ,୨୫।୨: ୨୩ ଫେବୃଆରୀରେ ଅନୁଷ୍ଠିତ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଭାରତ ଏକ ଚମତ୍କାର ବିଜୟ ହାସଲ କରିଥିଲା। କିନ୍ତୁ ମ୍ୟାଚ ଦିନ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାର ମାଲଭାନରେ କିଛି ମୁସଲମାନ ଯୁବକ ଦେଶ ବିରୋଧୀ ସ୍ଲୋଗାନ ଦେଇ ଦଙ୍ଗା ଉସୁକାଇବାକୁ ଚେଷ୍ଟା କରୁଥିବା…

ରାଜ୍ୟ ବାହାରେ କନ୍ଧମାଳ ହଳଦୀ-ମସଲାର ବଢୁଛି ଚାହିଦା: ଲକ୍ଷପତି ଦିଦିଙ୍କଠାରୁ ଜିନିଷ କିଣି ଉତ୍ସାହିତ କଲେ କେନ୍ଦ୍ରମନ୍ତ୍ରୀ

ଦାରିଙ୍ଗବାଡି, ୨୫।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିର ଲକ୍ଷପତି ଦିଦି ଝରଣା ସାହୁଙ୍କଠାରୁ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ବିଶ୍ୱବିଖ୍ୟାତ କନ୍ଧମାଳ ହଳଦୀ ଗୁଣ୍ଡ ଓ କିଛି ମସଲା କିଣିଛନ୍ତି । ପ୍ରକାଶ ଯେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ…

କାମ କରିବା ବେଳେ ଧସିଲା ମାଟି ଅତଡ଼ା, ଚାପି ହୋଇଗଲେ ୩ ଶ୍ରମିକ

ବଣାଇଁ,୨୫ା୨(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଖଣି ନିଗମ କୁର୍ମିତାର ଲୌହ ଖଣିରେ ଖଣି ଖନନ ପାଇଁ ନୂଆ ଠିକା ପାଇଥିବା କମ୍ପାନୀ ଏବେ ଖଣି ଖନନ ପରେ ଉତ୍ତୋଳିତ ଲୁହାପଥରକୁ କନଭେୟର ବେଲ୍ଟ ସାହାଯ୍ୟରେ ରପ୍ତାନୀ ପାଇଁ କାମ ଚଳାଇଛି। ଏହି କାମ…

ଓଜନ ହ୍ରାସ କରେ ଭେଣ୍ଡି

ଭେଣ୍ଡି ଏମିତି ଏକ ପରିବା ଯାହା ଅଧିକାଂଶ ଲୋକଙ୍କୁ ପସନ୍ଦ ଆସିଥାଏ। ଭେଣ୍ଡିରେ କାର୍ବୋହାଇଡ୍ରେଟ୍‌, ଭିଟାମିନ୍‌ ଓ ପ୍ରୋଟିନ୍‌ ରହିଥାଏ। ଏଥିରେ ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, କ୍ୟାଲୋରିର ମାତ୍ରା ମଧ୍ୟ ଅଧିକ ରହିଥାଏ। ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଭେଣ୍ଡି…

Mahashivratri 2025: ମହାଶିବରାତ୍ରି ଉପବାସ କିଏ ରଖିବା ଉଚିତ୍‌ ନୁହେଁ, ଜାଣନ୍ତୁ ନିୟମ

ଆସନ୍ତାକାଲି ମହାଶିବରାତ୍ରୀ। ଶିବ ପୁରାଣରେ କୁହାଯାଇଛି ଯେ, ଯେଉଁ ଶିବଭକ୍ତମାନେ ମହାଶିବରାତ୍ରିରେ ଉପବାସ ରଖନ୍ତି ଏବଂ ଭକ୍ତିର ସହିତ ଭଗବାନ ଭୋଲେନାଥଙ୍କ ପୂଜା କରନ୍ତି। ସେମାନଙ୍କ ମନସ୍କାମନା ପୂରଣ ହୁଏ। ମହାଶିବରାତ୍ରି ଦିନ କରାଯାଇଥିବା ଉପବାସ ଏବଂ ଜଳାଭିଷେକ ଦ୍ୱାରା ଭୋଲେନାଥ…

ମଝି ରାସ୍ତାରେ ଅଟକିଲେ ହାତୀପଲ

କେନ୍ଦୁଝର,୨୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ପୁତୁଲୁପାଣି ରାସ୍ତାରେ ମଙ୍ଗଳବାର ସକାଳେ ଏକ ହାତୀ ଦଳ ରାସ୍ତା ପାର ହୋଇ ପାରି ନ ଥିବାରୁ ରାସ୍ତା କଡ଼ରେ ଥିବା ଜଙ୍ଗଲରେ ଅଟକି ଯାଇଥିଲେ। ବହୁ ସଂଖ୍ୟାରେ…

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ମାତ୍ର ୨ ଗୁଜୁରାତି: ପାଇବେ ଚମତ୍କାର ଲାଭ

ଆୟୁର୍ବେଦରେ ଗୁଜୁରାତିକୁ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା କେବଳ ଏକ ମସଲା ନୁହେଁ ବରଂ ଏକ ପ୍ରାକୃତିକ ଔଷଧ, ଯାହା ଅନେକ ସ୍ବାସ୍ଥ୍ୟ ସମସ୍ୟାର ଚିକିତ୍ସାରେ ସାହାଯ୍ୟ କରେ। ରାତିରେ ଶୋଇବା ପୂର୍ବରୁ ୨ଟି ଗୁଜୁରାତି…

ଅଜବ ଗାଁ: ଯେଉଁଠି ଯମରାଜାଙ୍କ ପାଇଁ No Entry, ୧୦୦ ବର୍ଷ ଭିତରେ କେହି ବି ଜଣେ ମରିନାହାନ୍ତି

ଦୁନିଆରେ ଏପରି ଅନେକ ସ୍ଥାନ ଅଛି , ଯାହା ବିଷୟରେ ଜାଣି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୁଅନ୍ତି। ଏପରି ଏକ ଅନନ୍ୟ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଗତ ୧୦୦ ବର୍ଷ ମଧ୍ୟରେ ଜଣେ ହେଲେ ବି ବ୍ୟକ୍ତି ମୃତ୍ୟୁବରଣ…

Canada Visa Rules: ଭିଜା ନିୟମରେ ପରିବର୍ତ୍ତନ କଲା କାନାଡା, ଭୟରେ ୪.୨୭ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ,୨୫।୨: କାନାଡା ଫେବୃଆରୀ ୨୦୨୫ଠାରୁ ତାର ଭିଜା ନିୟମରେ ବଡ଼ ପରିବର୍ତ୍ତନ କରିଛି, ଯାହା ହଜାର ହଜାର ଛାତ୍ର, ଶ୍ରମିକ ଏବଂ ପ୍ରବାସୀ, ବିଶେଷକରି ଭାରତୀୟଙ୍କୁ ପ୍ରଭାବିତ କରିବ। ନୂତନ ନିୟମ କାନାଡିୟ ସୀମା ଅଧିକାରୀମାନଙ୍କୁ ଛାତ୍ର, ଶ୍ରମିକ ଏବଂ ଅନ୍ୟାନ୍ୟ…

୩୦ ବର୍ଷ ବୟସ ପରେ ବିବାହ କରୁଥିଲେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ଜୀବନର ଏକ ବଡ଼ ନିଷ୍ପତ୍ତି, ବିଶେଷକରି ଯେତେବେଳେ ଆପଣ ୩୦ ବର୍ଷ ବୟସର ଶେଷ ଭାଗରେ ଥାଆନ୍ତି। ଏହି ବୟସ ସୁଦ୍ଧା, କ୍ୟାରିଅର, ଜୀବନଶୈଳୀ ଏବଂ ଚିନ୍ତାଧାରାରେ ବହୁତ ପରିବର୍ତ୍ତନ ଆସେ। ଏହି ସମୟରେ, ସଠିକ ଜୀବନସାଥୀ ବାଛିବା ପୂର୍ବ…

ପୀୟୁଷ ଗୋଏଲଙ୍କ ସହ ଫଟୋ ଶେୟାର କରି କ’ଣ ବାର୍ତ୍ତା ଦେଲେ ଥରୁର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୫।୨: କଂଗ୍ରେସରେ ଚାଲିଥିବା ଭିତିରି କଳି ମଧ୍ୟରେ, କଂଗ୍ରେସ ଏମପି ଶଶି ଥରୁର କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି। ତାଙ୍କର ଏହି ଫଟୋ ଭାରତ-ୟୁକେ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ପରେ ଆସିଛି। ପୋଷ୍ଟରେ ଶଶି…

ହଠାତ୍‌ ଥରିଲା ଘରର ଝରକା-କବାଟ, ଆଉ ତା’ ପରେ…

ବାଲେଶ୍ୱର,୨୫ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସିମୁଳିଆ, ଔପଦା, ସୋର, ଖଇରା, ବାହାନଗା, ରେମୁଣା, ନୀଳଗିରି ସମେତ ବାଲେଶ୍ୱର ସହରର କିଛି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୬ଟାରୁ ୬.୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?