Home

୧୨ ହଜାର କୋଟିର ରାଖୀ ବ୍ୟବସାୟ

ଭୁବନେଶ୍ୱର, ୧୯।୮ (ଅନୁରାଧା ମହାରଣା): ରାଖୀପୂର୍ଣ୍ଣିମାକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଥିବାବେଳେ ରାଖୀ ଚୟନରେ ଲୋକଙ୍କ ପସନ୍ଦ ବଦଳିଛି। ଚଳିତ ବର୍ଷ ଚାଇନା ରାଖୀ ବିକ୍ରୟ ଅନେକାଂଶରେ କମ୍‌ ହୋଇଥିବାବେଳେ ସ୍ବଦେଶ ରାଖୀ ପ୍ରତି ଗ୍ରାହକଙ୍କ ରୁଚି ବଢ଼ିଛି।…

ବଜାରରେ ଜେଲିଓର ନୂତନ ମଡେଲ

ଭୁବନେଶ୍ୱର,୧୯।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଇ-ବାଇକ ନିର୍ମାତା (କମ୍ପାନୀ) ‘ଜେଲିଓ’ର ନୂତନ ମଡେଲ ‘ଅଲ ନ୍ୟୁ ମିଷ୍ଟ୍ରି’ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହି ହାଇସ୍ପିଡ ତଥା ସର୍ବାଧିକ ମାଇଲେଜ ବିଶିଷ୍ଟ ‘ଇ-ବାଇକ ମିଷ୍ଟ୍ରି’ର ବଜାର ପ୍ରବେଶ ସମ୍ପର୍କରେ…

ଭିଏଏସ୍‌ପିଏଲ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୯।୮: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଭିଟା ଆଲକାଲି ସଲ୍ୟୁସନ୍‌ ପ୍ରାଇଭେଟ ଲିମିଟେଡ (ଭିଏଏସ୍‌ପିଏଲ୍‌)ର ନୂତନ ଉତ୍ପାଦ ‘ଆକ୍ୱା ଭିଟା’ର ଅନାବରଣ (ପ୍ରଡକ୍ଟ ଲଞ୍ଚ) ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହାର ଅନାବରଣ…

ଭୁବନେଶ୍ୱର ପରେ କଟକରେ ସିମ୍‌ ବକ୍ସ

ଭୁବନେଶ୍ୱର,୧୯ା୮(ସତ୍ୟଜିତ୍‌ ରାଉତ): ଓଡ଼ିଶାରେ ବାଂଲାଦେଶୀ ଆତଙ୍କୀଙ୍କ ଗୁମର ଖୋଲିବାରେ ଲାଗିଛି। ଭୁବନେଶ୍ୱର ପରେ କଟକରୁ ମଧ୍ୟ ସିମ୍‌ ବକ୍ସ ମିଳିଛି। ଏହି ଘଟଣାରେ ବିଦେଶୀ ଲିଙ୍କ୍‌ ମିଳିଥିବାରୁ କମିଶନରେଟ୍‌ ପୋଲିସ ଗୁରୁତ୍ୱର ସହ ନେଇ ଅଧିକ ତନାଘନା ଚଳାଇଛି। ଗିରଫ ହୋଇ…

ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସର ନୂତନ ଅଭିଯାନ

ନୂଆଦିଲ୍ଲୀ,୧୯।୮: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସର ନୂତନ ଅଭିଯାନ ଏବଂ ଟିଭି କମର୍ସିଆଲ (ଟିଭିସି)ର ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଏକ ସିନେମା ଜରିଆରେ ଭାରତର ସ୍ବାଧୀନତା ଦିବସକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଇଛି, ଯେଉଁଥିରେ ଭାରତୀୟ…

ବେଆଇନ କାରବାରରୁ ରାଜସ୍ବ ହ୍ରାସ

ନୂଆଦିଲ୍ଲୀ,୧୯।୮: କ୍ରମାଗତ ଭାବେ ଉଭୟ ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ ବଜାରରେ ବେଆଇନ ସିଗାରେଟ କାରବାର ପାଇଁ ସରକାର ମୋଟା ଅଙ୍କର ରାଜସ୍ବ ହରାଉଛନ୍ତି। ଏପରିକି ବେଆଇନ ତମାଖୁ କାରବାର ବିଶ୍ୱବ୍ୟାପୀ ଏକ ପ୍ରମୁଖ ବିପଦ ଓ ବର୍ଦ୍ଧିତ ଆହ୍ବାନ ପାଲଟିଛି। ଉଲ୍ଲେଖଯୋଗ୍ୟ,…

ସମ୍ପତ୍ତି ଲୋଭରେ ବାପାଙ୍କୁ ହତ୍ୟା

ବ୍ରହ୍ମପୁର,୧୯।୮(ସୁବାସ ଚନ୍ଦ୍ର ପାଢ଼ୀ): ସମ୍ପତ୍ତି ଲୋଭରେ ଜଣେ ବୃଦ୍ଧଙ୍କୁ ତାଙ୍କ ପୁଅ ଓ କିନ୍ନର ବୋହୂ ମିଶି ହତ୍ୟା କରିଥିବା ଘଟଣା ବ୍ରହ୍ମପୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ବ୍ରହ୍ମପୁର ଅଯୋଧ୍ୟାନଗର ୩ୟ ଲେନ୍‌ର ତଥା ରାଜସ୍ବ ବିଭାଗର…

ଆଜି ଦୃଶ୍ୟମାନ ହେବ ବିରଳ ‘ସୁପର ବ୍ଲ୍ୟୁ ମୁନ୍‌’

ୱାଶିଂଟନ,୧୯।୮: ଚଳିତ ବର୍ଷ ରାଖୀ ପୂର୍ଣ୍ଣିମା ଅବସରରେ ଭାରତରେ ବିରଳ ‘ସୁପର ବ୍ଲ୍ୟୁ ମୁନ୍‌’ ଦୃଶ୍ୟମାନ ହେବ। ସୋମବାର ଭାରତରେ ସୁପର ମୁନ୍‌ ଏବଂ ବ୍ଲ୍ୟୁ ମୁନ୍‌ର ବିରଳ ମିଶ୍ରଣ ଦେଖିବାକୁ ମିଳିବ, ଯାହା ଏକ ଅସାଧାରଣ ଜ୍ୟୋତିର୍ବିଜ୍ଞାନ ଘଟଣା ବୋଲି…

ବଲିଉଡ୍‌ ତାରକାଙ୍କୁ ମୂର୍ଖ କହିଲେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତ ରବିବାର ପୁଣିଥରେ ବଲିଉଡ୍‌ ତାରକାମାନଙ୍କୁ ଟାର୍ଗେଟ କରିଛନ୍ତି। ମୋଟିଭେଶ୍‌ନାଲ ସ୍ପିକର ରାଜ ଶାମନୀଙ୍କ ପୋଡ୍‌କାଷ୍ଟ ପ୍ରୋଗ୍ରାମରେ ଯୋଗଦେଇ କଙ୍ଗନା ବଲିଉଡ୍‌ ତାରକାମାନଙ୍କର ଜୀବନଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ବଲିଉଡ୍‌ରେ ଚଳିପାରିବା ଭଳି ବ୍ୟକ୍ତି…

ସାପ ପାଇଁ ୧୧ ହଜାର ଘରେ ବିଜୁଳି କାଟ

ୱାଶିଂଟନ: ଆମେରିକାର ଭର୍ଜିନିଆରେ ଏକ ସାପ ଯୋଗୁ ଶନିବାର ୧୧ ହଜାର ଲୋକଙ୍କ ଘରେ ପ୍ରାୟ ଦେଢ଼ ଘଣ୍ଟା ଧରି ବିଜୁଳି କାଟ କରାଯାଇଥିଲା। ଭର୍ଜିନିଆ ସହରର ବିଭିନ୍ନ ଅଞ୍ଚଳରେ ଶନିବାର ହଠାତ ବିଦ୍ୟୁତ କାଟ ଘଟିଥିଲା। ଏନେଇ ସ୍ଥାନୀୟ ବିଦ୍ୟୁତ ବିଭାଗ…

ମାଉଣ୍ଟ ଏଲ୍‌ବ୍ରୁସ୍‌ ଚଢ଼ିଲେ କଳାହାଣ୍ଡିର ଯୁବକ

ଭବାନୀପାଟଣା,୧୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ଯୁବ ପର୍ବତାରୋହୀ ରାହୁଲ ପଧାନ ଇଉରୋପ ମହାଦେଶର ୫୬୪୨ ମିଟର ବିଶିଷ୍ଟ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରୁସ୍‌ ଚଢି ଜିଲା ପାଇଁ ଗୌରବ ଆଣିଛନ୍ତି। ଗତ ୧୪…

୧.୮ କି.ମି. ଯିବାକୁ ୭୦୦ ଟଙ୍କା ଭଡ଼ା

ନୂଆଦିଲ୍ଲୀ: ସମ୍ପତି ଭାରତର ଅନେକ ସହରରେ ଯାତାୟତ ପାଇଁ ବିଭିନ୍ନ ରାଇଡିଂ ଆପ୍‌କୁ ବହୁଳ ଭାବେ ବ୍ୟବହାର କରାଯାଉଛି। ଏହାଦ୍ୱାରା ଯାତ୍ରୀ ଅତି ସହଜରେ ଗାଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିପାରୁଛନ୍ତି। ଯାତାୟତର ଉକ୍ତ ମାଧ୍ୟମ ଅନ୍ୟ ମାଧ୍ୟମଗୁଡ଼ିକଠାରୁ ସାମାନ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri