ରାସ୍ତା ଉପରେ ଉଠା ଦୋକାନୀଙ୍କ ଭିଡ: ବଢୁଛି ବିପଦ
ଦାରିଙ୍ଗବାଡି,୨୦।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡି ବୁଲିବାକୁ ଆସୁଥିବା ବେଳେ ଚାରିଛକଠାରୁ ବ୍ଲକ ରାସ୍ତା ଟ୍ରାଫିକ ସମସ୍ୟା ଦେଖାଯାଉଛି। ଯେଉଁଠି ସର୍ବାଧିକ ପର୍ଯ୍ୟଟକଙ୍କ ଭିଡ଼…
ହତ୍ୟା ଅଭିଯୋଗରେ ରାତିରେ ଜେଲକୁ ଗଲେ, ସକାଳେ ମୃତଦେହ ଉଦ୍ଧାର
ବଡବିଲ,୨୦।୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ଉପ-କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଓଏମସି (ଓଡିଶା ଖଣି ନିଗମ)ର ଗୃପ-୪ ସିକ୍ୟୁରିଟୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଯାଜପୁର ଜିଲା ବିଞ୍ଝାରପୁରର ତୁଷାର କାନ୍ତ ମଲ୍ଲିକ(୨୯)। ସ୍ତ୍ରୀ…
ଦଙ୍ଗା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ: ଲୋକଙ୍କୁ ନିବେଦନ କଲେ ଏସଡିପିଓ
ରାଇକିଆ,୨୦।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲାରେ ଗତ କିଛି ଦିନ ହେଲା ଦଙ୍ଗାକୁ ନେଇ ଗୁଜବ ଜୋର୍ ଧରିଛି । ବିଭିନ୍ନ ସୋସିଆଲ ମିଡ଼ିଆରେ ଏ ନେଇ ପ୍ରଚାର ହେବା ଫଳରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏପରିକି ଭୟରେ କିଛି…
ମୋଦି ଚାହୁଁଛନ୍ତି SC-ST ସମାଜ ସଚିବାଳୟରେ ନୁହେଁ,ଶୌଚାଳୟରେ ବସନ୍ତୁ: ତେଜସ୍ବୀ ଯାଦବ
ପାଟନା,୨୦।୮: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ ଟାର୍ଗେଟ୍ କରିଛନ୍ତି। ଉପରେ ଆକ୍ରମଣ କରିଛନ୍ତି। ମଙ୍ଗଳବାର ଲାଟେରାଲ ଏଣ୍ଟ୍ରି ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି, ଏମାନେ(ଭାଜପା…
ଭାଜପାକୁ ଟେନ୍ସନ୍ ଦେବାକୁ ଯୋଜନା କରୁଛନ୍ତି ରାଜଭର: ଜାଣନ୍ତୁ କ’ଣ ରହିଛି ରଣନୀତି
ଲକ୍ଷ୍ନୌ,୨୦।୮: ଉତ୍ତରପ୍ରଦେଶର ପ୍ରସିଦ୍ଧ ସୁହେଲଦେବ ଭାରତ ସମାଜ ପାର୍ଟି ଜାତୀୟ ସ୍ତରରେ ନିଜର ଉପସ୍ଥିତି ବଢାଇବା ଆରମ୍ଭ କରିଛି। ଯଦିଓ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ୧୩ଟି ରାଜ୍ୟରେ ସଂଗଠନ ଅଛି, କିନ୍ତୁ ବର୍ତ୍ତମାନ ପ୍ରଥମ ଥର ପାଇଁ ମହାରାଷ୍ଟ୍ରର ମୁମ୍ବାଇରେ…
ବୁଧବାର ଓଡ଼ିଶା ଆସିବେ ଅଲିମ୍ପିକ୍ସ ପଦକ ବିଜେତା ହକି ଟିମ: ଦିଆଯିବ ପୁରସ୍କାର ରାଶି
ଭୁବନେଶ୍ୱର,୨୦।୮: ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ୍ ବୁଧବାର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ହକି ଦଳ ଆସିବା ନେଇ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା ଦେଇଛନ୍ତି। ଦିନ ସାଢ଼େ ୧୨ଟାରେ ବିମାନ ବନ୍ଦରରେ…
ଆଉ ଟିମ୍ ଇଣ୍ଡିଆକୁ ଫେରିପାରିବେନି ଇଶାନ କିଶନ, କାହିଁକି ଏମିତି କହିଲେ ପାକିସ୍ତାନ କ୍ରିକେଟର୍
ନୂଆଦିଲ୍ଲୀ,୨୦।୮: ପାକିସ୍ତାନରୁ ଭାରତୀୟ କ୍ରିକେଟର୍ ଇଶାନ କିଶନଙ୍କ ପାଇଁ ଏକ ସ୍ବତନ୍ତ୍ର ବାର୍ତ୍ତା ଆସିଛି। ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଖେଳାଳି ବାସିଟ ଅଲି ଇଶାନ କିଶନଙ୍କ ବିଷୟରେ କହିଛନ୍ତି, ତାଙ୍କୁ ଟିମ ଇଣ୍ଡିଆକୁ ଫେରିବାର କୌଣସି ସୁଯୋଗ ନାହିଁ। ଆଜିକାଲି…
ଦିଗବିଜୟ ସିଂ କରୋନା ପଜିଟିଭ
ଭୋପାଳ,୨୦।୮: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଦେଇଛନ୍ତି। ରାଜ୍ୟ ସଭା ଏମପି ଶ୍ରୀ…
ସଂରକ୍ଷିତ ହେବ ‘ରାମୁ’ ହାତୀର କଙ୍କାଳ
ଭୁବନେଶ୍ୱର, ୨୦।୮(ଅସମାପିକା ସାହୁ)- ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ସୋମବାର ବିଦ୍ୟୁତ ତାର ଆଘାତ ମୃତ୍ୟୁ ଘଟିଥିବା ‘ରାମୁ’ ହାତୀ କଙ୍କାଳକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରାଯିବ। ତାହାକୁ ଚନ୍ଦକା ସ୍ଥିତ ଗୋଡ଼ିବାରୀଠାରେ ଦର୍ଶକଙ୍କ ପାଇଁ ରଖାଯିବ। ଏନେଇ ଖୋର୍ଦ୍ଧା…
ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ଯୋଗୁ ୧୨ ଜଣଙ୍କର ହେଲାଣି ମୃତ୍ୟୁ, ପପୁ ଯାଦବଙ୍କ ବିବାଦୀୟ ବୟାନ
ପାଟନା,୨୦।୮: କୋଲକାତା ଡାକ୍ତର ହତ୍ୟା ମାମଲା ବିରୋଧରେ ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ସେମାନଙ୍କ ସହକର୍ମୀଙ୍କୁ ନ୍ୟାୟ ଦୋବକୁ ଏବଂ ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଗତ ୮ ଦିନ ଧରି ସାରା ଦେଶରେ ଡାକ୍ତରମାନେ ବିରୋଧ ପ୍ରଦର୍ଶନ…
ସୁପ୍ରିମକୋର୍ଟରେ ଜାରି ରହିଛି କୋଲକାତା ବଳାତ୍କାର ମାମଲାର ଶୁଣାଣି, ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗଦେବାକୁ କୋର୍ଟଙ୍କ ନିବେଦନ
ନୂଆଦିଲ୍ଲୀ,୨୦।୮: କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷାକୁ ନେଇ…
ଉଦ୍ବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ: ଗୁରୁବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
କୋଲକାତା,୨୦।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ଗୁରୁବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ…
Archives


