Home

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା

ଭୁବନେଶ୍ୱର,୨୭ା୨ : ୨୮ ତାରିଖ ଅର୍ଥାତ୍‌ ଆସନ୍ତାକାଲି ପ୍ରଥମଥର ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ପୁରୀରେ ଆୟୋଜନ କରାଯାଉଛି। ଏଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ୍‌ ପ୍ରକାଶ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ…

ଭାରତର ମୁଣ୍ଡବିନ୍ଧା ବଢାଇଲେ ରୋହିତ ଶର୍ମା: ସେମିଫାଇନାଲ୍‌ ପୂର୍ବରୁ…

ଦୁବାଇ,୨୭।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ପୂର୍ବରୁ ଭାରତର ମୁଣ୍ଡବିନ୍ଧା ବଢିଛି। ଦଳର ଅଦତ୍ନାୟକ ରୋହିତ ଶର୍ମା ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ସେ ଏବେ ସୁସ୍ଥ ହୋଇନାହାନ୍ତି। ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଅଧିନାୟକ ରୋହିତ ଶର୍ମାଙ୍କ ମାଂସପେଶୀରେ ଆଘାତ…

ଇଡ୍‌ଲି ଖାଉଥିଲେ ସାବଧାନ! ହୋଇପାରେ କ୍ୟାନ୍‌ସର, କଡ଼ା ଚେତାବନୀ ଦେଲେ ବିଶେଷଜ୍ଞ

ବିଶେଷକରି ଇଡ୍‌ଲିର ମଜା ନେବାକୁ ହୋଟେଲ ଯାଉଥିବା ଗ୍ରାହକମାନଙ୍କୁ ଏବେ ବହୁତ ସତର୍କ ରହିବାକୁ ପଡ଼ିବ। ଏହା ପଛର କାରଣ ହେଉଛି ଖାଦ୍ୟ ବିଭାଗ ଦ୍ୱାରା କରାଯାଇଥିବା ପରୀକ୍ଷାରେ ମିଳିଥିବା ଭୟଙ୍କର ତଥ୍ୟ। ଖାଦ୍ୟ ବିଭାଗର କଡ଼ାକଡ଼ି ଯାଞ୍ଚରୁ ନିଶ୍ଚିତ ହୋଇଛି…

ପୃଥ୍ବୀ ଶ’ ହେଲେ ଅଧିନାୟକ, ଫିଟ୍‌ ହେଉ ହେଉ ମାରିଲେ ୨୭ ଚୌକା

ନୂଆଦିଲ୍ଲୀ,୨୭।୨: ପୁଣି ଥରେ ଫର୍ମକୁ ଫେରିଛନ୍ତି ପୃଥ୍ବୀ ଶ’। ଏହି ବିସ୍ଫୋରକ ଡାହାଣହାତୀ ବ୍ୟାଟ୍ସମ୍ୟାନ ତାଙ୍କର ଖରାପ ଫିଟନେସ ଯୋଗୁ ରଣଜୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରୁ ବାହାର ହୋଇଯାଇଥିଲେ। କିନ୍ତୁ ଏବେ ଏହି ଖେଳାଳି ଫେରି ନିଜ ବ୍ୟାଟିଂର…

ମହାରାଷ୍ଟ୍ର-ଦିଲ୍ଲୀରେ ଭାଜପା ଜିତିବା ନେଇ ମମତା ଆଣିଲେ ବଡ଼ ଅଭିଯୋଗ, କହିଲେ ନିର୍ବାଚନ କମିଶନ ନିରପେକ୍ଷ…

କୋଲକାତା,୨୭ା୨: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସକ୍ରିୟ ହୋଇ ଉଠିଛନ୍ତି। ସେ ଗୁରୁବାର କୋଲକାତାର ନେତାଜୀ ଷ୍ଟାଡିୟମରେ ସମସ୍ତ ଏମ୍‌ପି ଏବଂ ବିଧାୟକଙ୍କ ସହିତ…

Changes From 1st March: ମାର୍ଚ୍ଚ ପହିଲାରୁ ବଦଳିଯିବ ଏସବୁ ନିୟମ, ଖାଲି କରିବ ଆପଣଙ୍କ ପକେଟ!ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ଫେବୃଆରୀ ମାସ ଶେଷ ହେବାକୁ ଯାଉଛି। ମାର୍ଚ୍ଚ ମାସ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ନୂତନ ମାସ ଆରମ୍ଭରୁ ଅନେକ ନିୟମ ପରିବର୍ତ୍ତନ ହୁଏ। ଏମିତିରେ ୨୦୨୫ ମାର୍ଚ୍ଚ ପହିଲାରୁ ଅନେକ ବଡ଼ ନିୟମ…

ପୁଣି ମା’ ହେଲେ ଆଉ ଜଣେ ଦଶମ ଶ୍ରେଣୀ ଛାତ୍ରୀ, ଶିଶୁକନ୍ୟାଙ୍କୁ ଦେଲେ ଜନ୍ମ 

ବରୀ,୨୭।୨(ମହେନ୍ଦ୍ର କୁମାର ସ୍ବାଇଁ): ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ପଞ୍ଚାୟତ ହାଇସ୍କୁଲ ରାମପୁରର ଜନୈକ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ପ୍ରସବ କରିଛନ୍ତି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା…

ଅଫିସରେ ଅଧିକ ସମୟ ବସି ରହିଲେ ଦେଖାଦିଏ ଏହି ମାରାତ୍ମକ ସମସ୍ୟା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆଳସ୍ୟ ସମସ୍ୟା ବଢ଼ି ଚାଲିଛି। ଅନେକ ଥର ଦେଖାଯାଇଛି ଯେ, କାମ କରିବା ସମୟରେ ଲୋକମାନଙ୍କୁ ବହୁତ ନିଦ ଆସେ ଏବଂ ଏହି ସମସ୍ୟା ଯୋଗୁ ବହୁତ କଷ୍ଟ ପାଆନ୍ତି। ଏହା ଯୋଗୁ କାମ ବହୁତ ପ୍ରଭାବିତ…

ସର୍ଦ୍ଦାର ପଟେଲଙ୍କ ସହ ଅମିତ ଶାହାଙ୍କ ତୁଳନା କଲେ ସଦ୍‌ଗୁରୁ

ନୂଆଦିଲ୍ଲୀ,୨୭।୨: ଇଶା ଫାଉଣ୍ଡେଶନର ପ୍ରତିଷ୍ଠାତା ସଦ୍‌ଗୁରୁ ଜଗ୍ଗି ବାସୁଦେବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶଂସାରେ ପୋତିଛନ୍ତି। ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଶାହାଙ୍କ ପ୍ରୟାସ ପ୍ରଶଂସନୀୟ। କିଛି କ୍ଷେତ୍ରରେ ସେ ସର୍ଦ୍ଦାର ପଟେଲ ଯାହା କରିଥିଲେ, ସେହି କାମ କରିଛନ୍ତି।…

ଜଳୁଛି ଜଙ୍ଗଲ: ଗାଁରେ ସଚେତନତା, ସହରରେ ନିଆଁ

ରାଇକିଆ,୨୭ା୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ରେଞ୍ଜରେ ଗତକିଛି ଦିନ ହେଲା ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ନାଁରେ ଗ୍ରାମାଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ମାତ୍ର ଏହାର କୌଣସି ପ୍ରଭାବ ପଡୁନାହିଁ। ଗୁରୁବାର ରାଇକିଆ ସହର ଉପକଣ୍ଠ…

ମହିଳାଙ୍କୁ ଭୁଜାଲିଲେ ହାଣି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ସାବରଙ୍ଗ,୨୭ା୨(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନୟାକଣୀଡ଼ିହି ଗ୍ରାମରେ ବୁଧବାର ବିଳମ୍ବିତ ରାତ୍ରିରେ ପରମେଶ୍ୱର ସାହୁଙ୍କ ବୋହୂଙ୍କୁ ଭୁଜାଲିରେ ହାଣି ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌ କରିଛନ୍ତି। ମହିଳା ବାଧା ଦେବାରୁ ତାଙ୍କ ମୁଣ୍ଡକୁ ଭୁଜାଲିର ହାଣି…

ଛାତ୍ରଙ୍କ ଉପରେ ମାଡ଼ିଗଲା ଛତୁଆ ବୋଝେଇ ଟ୍ରକ୍‌, ଚାଲିଗଲା ଜୀବନ

ହାଟଡିହୀ,୨୭ା୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ହଦଗଡ଼ ଚେତନା କେନ୍ଦ୍ର ନିକଟରେ ଏକ ଛତୁଆ ବୋଝେଇ ଟ୍ରକ୍‌ ଚଢ଼ିଯିବାରୁ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍‌ ଏବଂ ଡ୍ରାଇଭରଙ୍କୁ ଅଟକ ରଖାଯାଇଥିବା ବେଳେ କ୍ଷତିପୂରଣ ଦାବିରେ ପରିବାର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?