୫ ବର୍ଷରେ ୧୫,୦୦୦କୋଟିର ଋଣ ବଣ୍ଟନ
ନୂଆଦିଲ୍ଲୀ,୨୩।୮:ଘରୋଇ ବଜାରରେ ବର୍ତ୍ତମାନ ଋଣ ବଣ୍ଟନ ଓ ପ୍ରଦାନକୁ ନେଇ ଡିଜିଟାଲ ପ୍ଲାଟ୍ଫର୍ମଗୁଡିକ ପ୍ରତିଯୋଗିତାମୂଳକ ସୁଧ ହାରରେ ଋଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏପରିକି ଦେଶର ପ୍ରମୁଖ ଡିଜିଟାଲ ଆର୍ଥିକ ନେଣଦେଣକାରୀ ସଂସ୍ଥା ଭାରତ ପେ ମଧ୍ୟ ତା’ର ମର୍ଚ୍ଚାଣ୍ଟ…
୪ଜଣଙ୍କୁ ବିବାହ କରିଛନ୍ତି ସଞ୍ଜୟ, ପୁଅଝିଅ ଥିବା…କୋଲକାତା ଅଭିଯୁକ୍ତଙ୍କ ଫ୍ୟାମିଲ ଲାଇଫ୍ ଜାଣି ସିବିଆଇ ତାଜୁବ
କୋଲକାତା,୨୩।୮: କୋଲକାତାର ବିଭତ୍ସ ଘଟଣାକୁ ନେଇ ସାରା ଦେଶରେ ବିରୋଧ କରାଯାଉଛି। ଜନତା ସୋସିଆଲ ମିଡିଆରେ ବିରୋଧ କରିବା ସହ ରାଜରାସ୍ଥାକୁ ମଧ୍ୟ ଓହ୍ଲାଇଛନ୍ତି। ତେବେ ଏହାରି ଭିତରେ କୋଲକାତା ଅଭିଯୁକ୍ତଙ୍କର ପାରାବାରିକ ଜୀବନ ଉପରେ ଏମିତି କିଛି ଜଣାପଡିଛି ଯାହାକୁ…
ଓଡ଼ିଶାରେ ଜିଓ ୧ ନମ୍ବର: ପଛରେ ପଡିଲା ବିଏସ୍ଏନ୍ଏଲ୍
ଭୁବନେଶ୍ୱର,୨୩।୮:ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ‘ରିଲାଏନ୍ସ ଜିଓ’ ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଉଭା ହୋଇଛି। ଏପରିକି ରାଜ୍ୟରେ ଜିଓ ତା’ର ୧ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି। ଉଲ୍ଲେଖଯୋଗ୍ୟ, ଟେଲିକମ୍ ରେଗୁଲେଟୋରି ଅଥରିଟି…
OSRTC ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର,୨୩ା୮: ଓଏସ୍ଆର୍ଟିସି ଚିଫ୍ ଆକାଉଣ୍ଟ ଅଫିସର(ସିଏଓ)ଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ସିଏଓ ବିଜୟ ମଙ୍ଗରାଜଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ ଚାଲିଛି।…
୧୭ ପୁରୁଷଙ୍କୁ ଆକ୍ରମଣ କରିଛି ହଣ୍ଟେଡ୍ ଡଲ୍
ଲଣ୍ଡନ: ବ୍ରିଟେନ୍ର ଏଲିଜାବେଥ୍ ନାମକ ଏକ କଣ୍ଢେଇକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କଣ୍ଢେଇଟି ଏକ ହଣ୍ଟେଡ୍ ଡଲ୍ ହୋଇଥିବା ନେଇ ଏହାର ମାଲିକ ଲି ଷ୍ଟୀର ଦାବି କରିଛନ୍ତି। ସାଉଥ୍ ୟାର୍କସାୟରସ୍ଥିତ ରଦରହମଠାରେ ରହୁଥିବା ପାରାନର୍ମାଲ ଇନ୍ଭେଷ୍ଟିଗେଟର ଲି…
ଦିନେ ଭିକିଙ୍କୁ ଧମକ ଦେଇଥିଲେ କ୍ୟାଟ୍ରିନା: ଜାଣନ୍ତୁ କାହିଁକି
ମୁମ୍ବାଇ: ବଲିଉଡ୍ର ଷ୍ଟାର ଦମ୍ପତିଙ୍କ ମଧ୍ୟରେ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଯୋଡ଼ି ଅନ୍ୟତମ। ବିବାହ ନ ହେବା ଯାଏ ଏହି ୨ ଷ୍ଟାର ଯୋଡି ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରି ନ ଥିଲେ। ସେପର୍ଯ୍ୟନ୍ତ ଉଭୟଙ୍କ…
ୟୁଟ୍ୟୁବ ଚ୍ୟାନେଲ ଖୋଲିଲେ କ୍ରିଷ୍ଟିଆନୋ ରୋନାଲଡୋ: ପ୍ରଥମ ଦିନରେ ହେଲେ ଏତିକି ସବ୍ସ୍ରାଇବର୍
ନୂଆଦିଲ୍ଲୀ,୨୩।୮:ପର୍ତ୍ତୁଗାଲର କିମ୍ବଦନ୍ତୀ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ୟୁଟ୍ୟୁବ ଜଗତରେ ପ୍ରବେଶ କରିଛନ୍ତି। ସେ ନିକଟରେ ଏକ ନୂତନ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି। ଏହାସହ ସେ ଏକ ନୂଆ ରେକର୍ଡ ମଧ୍ୟ କରିଛନ୍ତି। କ୍ରିଷ୍ଟିଆନୋ ରୋନାଲଡୋଙ୍କ ୟୁଟ୍ୟୁବ ଚ୍ୟାନେଲ ସୃଷ୍ଟି କରିବାର…
ଟଙ୍କରାମ ହତ୍ୟା ମାମଲା: ୨ ପୁଅଙ୍କ ସହ ବାପାଙ୍କୁ ଆଜୀବନ କାରାଦଣ୍ଡ
ଲୋଇସିଂହା,୨୩ା୮(ସୁଶାନ୍ତ ବାରିକ): ବଲାଙ୍ଗୀର ସଦର ଥାନା ତଥା ଲୋଇସିଂହା ବ୍ଲକ କୁଶଙ୍ଗ ପଞ୍ଚାୟତ ବଞ୍ଜାରି ଗ୍ରାମର ଟଙ୍କରାମ ପାଣ୍ଡେ ହତ୍ୟା ମାମଲାର ବଲାଙ୍ଗୀର ସେସନ କୋର୍ଟ ବିଚାର ପତି ଡ. ପବିତ୍ରମୋହନ ସାମଲ ଗୁରୁବାର ଶୁଣାଣି କରି ୩ ଅଭିଯୁକ୍ତଙ୍କୁ ଆଜୀବନ…
ଜେଲ୍ରେ ବଡ଼ ଧରଣର ଚଢ଼ାଉ, ଜେଲର୍ଙ୍କ ସହ ମିଶି ବନ୍ଦୀମାନେ କରୁଛନ୍ତି…
ବଲାଙ୍ଗୀର,୨୩ା୮(ସୁନୀଲ କୁମାର ମହାନ୍ତି): ଶୁକ୍ରବାର ସକାଳୁ ବଲାଙ୍ଗୀର ଜିଲା କାରାଗାରରେ ପୋଲିସ ପକ୍ଷରୁ ବଡ଼ଧରଣର ଚଢ଼ାଉ କରଯାଇଛି। ଜେଲ୍ ଭିତରେ ବନ୍ଦୀମାନେ ଗ୍ୟାଙ୍ଗଓ୍ବାର କରୁଥିବା ଓ ବିଭିନ୍ନ ଅପରାଧ ପାଇଁ ଯୋଜନା କରୁଥିବା ଖବର ଆସିବା ପରେ ଶୁକ୍ରବାର ବଲାଙ୍ଗୀର ଏସ୍ପି…
ହତ୍ୟା କରିବାର ଗୋଟିଏ ଦିନ ପୂର୍ବରୁ ମହିଳା ଡାକ୍ତରଙ୍କ ଉପରେ କେମିତି ନଜର ରଖୁଥିଲେ ଅଭିଯୁକ୍ତ ସଞ୍ଜୟ, ସିସିଟିଭି ଫୁଟେଜ ଖୋଲିଲା ବଡ଼ ରହସ୍ୟ
କୋଲକାତା,୨୩।୮: ଆରଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଉପରେ ସିବିଆଇ କଡ଼ା ନର ରଖିଛି। ଏହାରି ଭିତରେ ସିସିଟିଭି ଫୁଟେଜ, ତାଙ୍କ ସ୍ବୀକାରୋକ୍ତି ଏବଂ ଫରେନସିକ ପ୍ରମାଣରୁ ଜଣାପଡିଛି ଯେ ଅପରାଧର…
ଛାତ୍ରୀଙ୍କୁ ସଂସ୍କୃତ ଶିକ୍ଷକଙ୍କ ମାଡ଼, ଅସଦାଚରଣ ଅଭିଯୋଗ, ଥାନାରେ ପହଞ୍ଚିଲା ମାମଲା
ଦେବଗଡ଼,୨୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ତଥା ବାରକୋଟ ବ୍ଲକ ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ସମ୍ପୃକ୍ତ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ମାଡ଼ ମାରିବା ସହ ଅସଦାଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଏନେଇ…
ଇଂଲଣ୍ଡ କ୍ରିକେଟ୍ରେ ରାଜ୍ କରୁଛନ୍ତି ଏହି ଭାରତୀୟ କ୍ରିକେଟର୍ଙ୍କ ପୁଅ
ମାଞ୍ଚେଷ୍ଟର,୨୩।୮: ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମାଞ୍ଚେଷ୍ଟରରେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୩୬ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଦ୍ୱିତୀୟ ଦିନର ଖେଳ ଶେଷ ହେବା ପୂର୍ବରୁ…
Archives


