Home

Champions Trophy 2025: ଭାରତ ସହ ସେମିଫାଇନାଲ ଖେଳିବାକୁ ୨ ଟିମ ପହଞ୍ଚିବେ ଦୁବାଇ, ଜାଣନ୍ତୁ ICC କାହିଁକି ନେଲା ଏହି ନିଷ୍ପତ୍ତି

ନୂଆଦିଲ୍ଲୀ,୧।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟ ଏକ ହାଇବ୍ରିଡ ମଡେଲରେ ଅନୁଷ୍ଠିତ ହେଉଛି। ଗୋଟିଏ ପଟେ, ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ ପାକିସ୍ତାନର କରାଚୀ, ଲାହୋର ଏବଂ ରାୱଲପିଣ୍ଡିରେ ଅନୁଷ୍ଠିତ ହେଉଥିବା ବେଳେ ଭାରତୀୟ ଦଳର ସମସ୍ତ ମ୍ୟାଚ UAEର ଦୁବାଇ କ୍ରିକେଟ…

ସୁଟିଂକୁ ଫେରିଲେ ‘ମମ ଟୁ ବି’

ମୁମ୍ବାଇ: ବି-ଟାଉନର ଗର୍ଜିୟସ ନାୟିକା କିଆରା ଆଡଭାନୀ ନିକଟରେ ତାଙ୍କ ପ୍ରେଗ୍ନେସିର ଜବରଦସ୍ତ ଆନାଉନ୍ସମେଣ୍ଟ କରିଛନ୍ତି, ଯାହା ପରେ ପ୍ରଶଂସକ ଏବଂ ସେଲିବ୍ରିଟି ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏହି ଖୁସି ଖବର ପରେ, କିଆରା ସୁଟିଂକୁ ଫେରିଛନ୍ତି ଏବଂ ଗର୍ଭାବସ୍ଥାରେ ମଧ୍ୟ…

ଟଙ୍କା ଫେରାଇବ ପାକିସ୍ତାନ, Champions Trophy ଅଧାରୁ ପିସିବି ନେଲା ବଡ଼ ନିଷ୍ପତ୍ତି…

ଇସଲାମାବାଦ,୧।୩: ଆଇଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଆୟୋଜକତାରେ ଖେଳାଯାଉଛି। ଏହି ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଗ୍ରୁପ୍‌ ପର୍ଯ୍ୟାୟରୁ ହିଁ ବାଦ ପଡ଼ିଥିଲା। ଏହି ସମୟରେ ପାକିସ୍ତାନ କ୍ରିକେଟ ବୋର୍ଡ ଏକ ବଡ଼ ନିଷ୍ପତ୍ତି ନେଇଛି। ବୋର୍ଡ ଏହାର ପ୍ରଶଂସକମାନଙ୍କୁ କିଛି…

Champions Trophyର ସେମିଫାଇନାଲକୁ ଗଲେ ଏହି ୪ ଟିମ୍‌, ଏବେ କାହା ସହ କାହାର ହେବ ଟକ୍କର?

କରାଚି,୧।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ପାଇଁ ଲାଇନ-ଅପ୍‌ ସ୍ଥିର ହୋଇଛି। ପୂର୍ବରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପହଞ୍ଚି ସାରିଥିବାବେଳେ ଅଷ୍ଟ୍ରେଲିଆ ମଧ୍ୟ ଗୋଟିଏ ଦିନ ପୂର୍ବରୁ ଯୋଗ୍ୟତା ହାସଲ କରିଥିଲା। ଏବେ ଦକ୍ଷିଣ ଆଫ୍ରିକା ଚତୁର୍ଥ ଦଳ ଭାବରେ…

ମନ୍ଥର ଗତିରେ ଚାଲିଛି ନିମ୍ନମାନର ବ୍ରିଜ କାମ, ଜଳବନ୍ଦୀ ଆଶଙ୍କାରେ ପୁଣି ୩୫୦ ପରିବାର

ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ବିଜେପୁର ପ୍ରଧାନୀପଡ଼ା ଛକରୁ ସାହାଜପଡ଼ା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ କଲ୍ୟାଣୀ ନଦୀରେ ବ୍ରିଜ ନିର୍ମାଣ ୨୦୨୩ରେ ମେ’ ମାସରେ କାମ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା…

ବିନା ବିଜୟରେ ସେମିଫାଇନାଲରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା

କରାଚି,୧।୩: ଦକ୍ଷିଣ ଆଫ୍ରିକା ଇଂଲଣ୍ଡ ବିପକ୍ଷରେ ବିଜୟୀ ନହୋଇ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି। ଶନିବାର ଆଫ୍ରିକୀୟ ବୋଲରମାନେ ଇଂଲଣ୍ଡକୁ ୧୭୯ ରନରେ ଅଲଆଉଟ କରିଥିଲେ। ଏବେ ଖେଳ ବ୍ୟାଟସମ୍ୟାନଙ୍କ ହାତରେ। ଏବେ ଯଦି ଦକ୍ଷିଣ ଆଫ୍ରିକାର ବ୍ୟାଟସମ୍ୟାନମାନେ ଭୁଲ…

SA vs ENG: ୪୦ ଓଭର ବି ଖେଳି ପାରିଲା ନାହିଁ ଇଂଲଣ୍ଡ ସାଉଥ ଆଫ୍ରିକାକୁ ମିଳିଲା ୧୮୦ ରନର ଲକ୍ଷ୍ୟ

କରାଚି,୧।୩: ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ୧୧ତମ ମ୍ୟାଚ କରାଚିରେ ଖେଳାଯାଉଛି। ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଇଂଲଣ୍ଡ କ୍ରିକେଟ ଟିମ୍‌ ମାତ୍ର ୩୮.୧ ଓଭରରେ ଅଲଆଉଟ ହୋଇଯାଇଥିଲା। ଏବେ…

ମଣିପୁର ସ୍ଥିତିକୁ ନେଇ ଉଚ୍ଚ ସ୍ତରୀୟ ବୈଠକ କଲେ ଶାହା

ନୂଆଦିଲ୍ଲୀ,୧।୩: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ମଣିପୁରର ପରିସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, ଯେଉଁଥିରେ ସେ ରାଜ୍ୟର ସମସ୍ତ ରାସ୍ତାରେ ଟ୍ରାଫିକ ଚଳାଚଳ ସମ୍ପର୍କରେ…

ପୁଣି ଜଣେ ଛାତ୍ରୀ ଗର୍ଭବତୀ ଅଭିଯୋଗ: ଦୁଇ ମେଡିକାଲ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ଦିନକୁ ଦିନ ଲଜ୍ଜାକର ଘଟଣା ସବୁ ଘଟୁଥିବାର ନଜର ଆସୁଛି। ଏହି କିଛିଦିନ ତଳେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପରେ ଯାଜପୁରର ବରୀ ଅଞ୍ଚଳ ଏବଂ ପୁଣି କେନ୍ଦୁଝର ଜିଲାରେ ଜଣେ ଛାତ୍ରୀ ଗର୍ଭବତୀ ହେବା…

GOOGLEରେ ଭୁଲ୍‌ରେ ବି ସର୍ଚ୍ଚ କରନ୍ତୁ ନାହିଁ ଏସବୁ, ନଚେତ ଯିବାକୁ ପଡ଼ିବ ଜେଲ୍‌…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗୁଗୁଲ୍‌ର ଚାହିଦା ଢେର ବୃଦ୍ଧି ପାଇଛି। କହିବାକୁ ଗଲେ ଏହା ପ୍ରତ୍ୟେକ ମଣିଷର ଅଭିନ୍ନ ଅଙ୍ଗ ପାଲଟିଛି। କୌଣସି ଅଜଣା ସ୍ଥାନକୁ ଯିବା ହେଉ ଅବା କିଛି ଜାଣିବା ହେଉ, ଅଧିକାଂଶ ଲୋକେ ଗୁଗଲ୍‌ରେ ହିଁ ସର୍ଚ୍ଚ…

ହ୍ବାଇଟ ହାଉସରେ ଟ୍ରମ୍ପ-ଜେଲେନସ୍କିଙ୍କ ମଧ୍ୟରେ ମାଡପିଟ, ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ଓ୍ବାଶିଂଟନ,୧।୩: ଶୁକ୍ରବାର ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିିଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଏକ ଉଷ୍ମ ବିତର୍କରେ ପରିଣତ ହୋଇଥିଲା। ଓଭାଲ ଅଫିସରେ ଏହି ଆଲୋଚନା ସମୟରେ, ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ…

୨ ମାସରୁ ଊର୍ଦ୍ଧ୍ୱ ହେବ ଏଟିଏମ୍‌ରେ ନାହିଁ ଟଙ୍କା, ଗ୍ରାହକ ହନ୍ତସନ୍ତ

ଥୁଆମୂଳ ରାମପୁର,୧ା୩(ଦୁର୍ଗାକୀର୍ତ୍ତି): କଳାହାଣ୍ଡି ଜିଲା ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ଥିବା ଗୋଟିଏ ମାତ୍ର ସାହା ଭରସା ସାଜିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ର ଏଟିଏମ୍‌ ଗତ ୨ମାସ ରୁ ଊର୍ଦ୍ଧ୍ୱ ହେଲା ଅଚଳ ହୋଇପଡ଼ିଛି। ଏମିତି କି ମାସ ମାସ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?