Home

ମୁଁ ହେବି ମୁଖ୍ୟମନ୍ତ୍ରୀ, ସବୁ ଠିକ କରିଦେବି…, ହଠାତ୍‌ ଟେବୁଲ ବାଡ଼େଇ ଏମିତି କହିଲେ ନୀତୀଶ, ଖବରଦାତା ଆଶ୍ଚର୍ଯ୍ୟ

ପାଟନା,୧।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତ ୧୯ବର୍ଷ ଧରି ବିହାର ରାଜନୀତିର କେନ୍ଦ୍ରରେ ରହିଛନ୍ତି। ନୀତୀଶ କୁମାରଙ୍କୁ ରାଜନୀତିର ଚାଣକ୍ୟ ମଧ୍ୟ କୁହାଯାଏ ଏବଂ ଗତ ଦୁଇ ଦଶନ୍ଧି ଧରି ରାଜ୍ୟ ରାଜନୀତିର ନେତା ରହିଆସିଛନ୍ତି…ଏହା ରାଜନୈତିକ ବିଶେଷଜ୍ଞମାନେ କୁହନ୍ତି। ମୁଖ୍ୟମନ୍ତ୍ରୀ…

କୋହଲିଙ୍କ ଟାର୍ଗେଟରେ ୭ ମହାରେକର୍ଡ; ୩୦୦ତମ ଦିନିକିଆରେ ସଚିଲ-ଗିଲଙ୍କୁ ପଛରେ ପକାଇ ରଚିବେ ଇତହାସ!

ନୂଆଦିଲ୍ଲୀ,୧।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ୍‌ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନ୍ତିମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବ। ଟୁର୍ନାମେଣ୍ଟ ଦୃଷ୍ଟିରୁ ଏହି ମ୍ୟାଚ୍‌ର କୌଣସି ବିଶେଷ ଗୁରୁତ୍ୱ ନାହିଁ। କିନ୍ତୁ…

ମାର୍ଚ୍ଚ ଆରମ୍ଭରୁ ସ୍ତିତି ଅସମ୍ଭାଳ: ୩୭ ଡିଗ୍ରୀ ଟପିଲା ଝାରସୁଗୁଡ଼ା

ଭୁବନେଶ୍ୱର,୧।୩: ମାର୍ଚ୍ଚ ଆରମ୍ଭରୁ ସ୍ତିତି ଅସମ୍ଭାଳ । ଉପର ମୁହାଁ ହେଲାଣି ପାରଦ। ସକାଳୁ ସକାଳୁ ତାତି ବଢ଼ୁଛି। ଶନିବାର ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ୩୭.୪ ଡିଗ୍ରୀ ଛୁଇଁଛି ପାରଦ। ସମ୍ବଲପୁର ତାପମାତ୍ରା ମଧ୍ୟ ୩୬.୮ ଡିଗ୍ରୀ ରହିଛି। ସାରା…

Champions Trophy ସେମିଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଟିମ୍‌ ଇଣ୍ଡିଆ, ସମୀକରଣ କିଛି ଏଭଳି…

ନୂଆଦିଲ୍ଲୀ,୧।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ରବିବାର ଭାରତ-ନ୍ୟୁଜିଲାଣ୍ଡୁ ମୁକାବିଲା ସହ ସମାପ୍ତ ହେବ। ଏହାପରେ ମାର୍ଚ୍ଚ ୪ରେ ପ୍ରଥମ ଏବଂ ମାର୍ଚ୍ଚ ୫ରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ହେଲେ ଏଯାବତ ସେମିଫାଇନାଲକୁ କେବଳ ୩ ଦଳ ଯାଇଛନ୍ତି।…

ଗ୍ରାମ୍ୟ ଜଳଯୋଗାଣ କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ଗ୍ରାମାଞ୍ଚଳରେ ସପ୍ତାହେ ହେଲା ଜଳଯୋଗାଣ ବାଧାପ୍ରାପ୍ତ ହୋଇଥିବାବେଳେ ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଲେ ବ୍ଲକ ପ୍ରଶାସନ। ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ଦରମା, ଭତ୍ତା, ସ୍ଥାୟୀ ନିଯୁକ୍ତି…

ଭାଜପାର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନେଇ ଆସିଲା ଏହି ନିଷ୍ପତ୍ତି, ଜାଣନ୍ତୁ କିଏ ହେବେ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧।୩: ଭାରତୀୟ ଜନତା ପାର୍ଟି (ଭାଜପା) ମାର୍ଚ୍ଚ ରେ ଏହାର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ କରିବ। ରାଜ୍ୟ ୟୁନିଟଗୁଡ଼ିକ ସେମାନଙ୍କର ନିର୍ବାଚନ ଶେଷ କରିବା ପରେ ଭାଜପା ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନିର୍ବାଚିତ କରିବ। ପ୍ରକୃତରେ, ଭାଜପାକୁ ଜାନୁଆରୀରେ ଏହାର…

ଭାରତକୁ ଟ୍ରମ୍ପ ଦେଲେ ଜୋରଦାର ଝଟ୍‌କା, ଫଣ୍ଡିଂ ରୋକିଦେବାରୁ ବନ୍ଦ ହୋଇଗଲା…

ଓ୍ବାଶିଂଟନ୍‌,୧।୩: ଆମେରିକା ସରକାର USAID ପାଣ୍ଠି ବନ୍ଦ କରିବାର ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ କରିଛି। ଗତ ମାସରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଭାରତର ପ୍ରଥମ ତିନୋଟି କ୍ଲିନିକ ବନ୍ଦ ହୋଇଯାଇଛି। ଏହି କ୍ଲିନିକ ଆମେରିକାର ଆନ୍ତର୍ଜାତୀୟ ବିକାଶ ସଂସ୍ଥା…

ଟ୍ରମ୍ପ-ଜେଲେନସ୍କିଙ୍କ ଲଢେଇ ଦେଖି ମଜା ନେଉଛି ରୁଷିଆ!

ଓ୍ବାଶିଂଟନ,୧।୩: ଆମେରିକାରେ ପହଞ୍ଚିଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କ୍ୟାମେରା ସାମ୍ନାରେ ଏକ ଉଷ୍ମ ବିତର୍କ ଦେଖିବାକୁ ମିଳିଥିଲା। ରୁଷିଆ ସହିତ ଯୁଦ୍ଧ ଶେଷ କରିବା ବିଷୟରେ ଆଲୋଚନା କରିବାକୁ ଆସିଥିବା ଜେଲେନସ୍କି ଟ୍ରମ୍ପଙ୍କ ସହ…

ମୋହନ ସରକାରଙ୍କ ବଡ଼ ହୋଲି ଭେଟି, ପାଚିକାଙ୍କୁ ମିଳିବ ଲକ୍ଷେ ଟଙ୍କା…

ଭୁବନେଶ୍ୱର,୧।୩: ହୋଲି ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟର ପାଚିକା ତଥା ସହାୟିକାଙ୍କ ମାସିକ ପାରିତୋଷିକକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ର୍ନିମାଣ ଯୋଜନା ଅଧୀନସ୍ଥ କାର୍ଯ୍ୟରତ ପାଚିକା ତଥା ସହାୟିକାଙ୍କ…

ଆପଣଙ୍କ ମୁଣ୍ଡରେ ଯଦି ବୋମା ପଡେ ତା’ହେଲେ କ’ଣ ହେବ, ଜେଲେନସ୍କିଙ୍କ ସହ ପ୍ରେସ କନଫରେନ୍ସ ସମୟରେ କାହିଁକି ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୧।୩: ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତକୁ ନେଇ ଏବେ ସାରା ବିଶ୍ୱରେ ଆଲୋଚନା ହେଉଛି। ପ୍ରକୃତରେ, ଆମେରିକାରେ ପହଞ୍ଚିଥିବା ଜେଲେନସ୍କି ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପଙ୍କ ସହ ଖୁବ୍‌ ବିତର୍କ କରିଥିଲେ। ରୁଷିଆ ସହିତ ଯୁଦ୍ଧ…

Chamoli Glacier Burst: ଚମୋଲି ଦୁର୍ଘଟଣାରେ ୪ ଶ୍ରମିକଙ୍କ ମୃତ୍ୟୁ, ୪୯ ଜଣଙ୍କର ଚାଲିଛି ଚିକିତ୍ସା, ୫ ଏବେବି ନିଖୋଜ

ଡେରାଡୁନ,୧।୩: ଉତ୍ତରାଖଣ୍ଡର ଚାମୋଲି ହିମସ୍ଖଳନ ଦୁର୍ଘଟଣାରେ ୫୦ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ୫୦ ଜଣ ଶ୍ରମିକଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ହୋଇଛି। ବାକି ସମସ୍ତ ଶ୍ରମିକଙ୍କ ଚିକିତ୍ସା ଜାରି ରହିଛି। ଅନ୍ୟ ୫ଜଣଙ୍କୁ ଖୋଜା ଚାଲିଛି। ଶୁକ୍ରବାର ଉତ୍ତରାଖଣ୍ଡର ମାନାରେ…

ଇଂଲିଶ ଆମେରିକାର ସରକାରୀ ଭାଷା ହେବ

ଓ୍ବାଶିଂଟନ,୧।୩:ଆମେରିକାରେ ସଂଘୀୟ ସ୍ତରରେ କୌଣସି ଭାଷାକୁ ସରକାରୀ ମାନ୍ୟତା ଦିଆଯାଇ ନାହିଁ। ଇଂଲିଶକୁ ବହୁଳ ଭାବେ ବ୍ୟବହାର କରାଯାଉଥିବାବେଳେ ଏହାକୁ ସରକାରୀ ଭାଷା ମାନ୍ୟତା ଦେବା ପାଇଁ ଅନେକ ରାଜ୍ୟରେ ଦାବି ଉଠୁଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?