Home

୩୦ରୁ ଅତି ପ୍ରବଳ ବର୍ଷା:ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୮।୮(ଅନୁରାଧା ମହାରଣା):ପୂର୍ବ ମଧ୍ୟ ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗୁରୁବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାକୁ ଥିବାବେଳେ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ସୃଷ୍ଟି ହେବାକୁ ଥିବା ଲଘୁଚାପ ଆଗାମୀ ୨ଦିନରେ ପଶ୍ଚିମ- ଉତ୍ତର ଦିଗରେ…

ରାଜଧାନୀରେ ବଢୁଛି ବେଆଇନ ନିର୍ମାଣ:ଭଙ୍ଗାହେବ ୧୯୧ ଆପାର୍ଟମେଣ୍ଟ

ଭୁବନେଶ୍ୱର,୨୮ା୮(ଅନିଲ ଦାସ):ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ବେଆଇନ ଭାବେ ବହୁତଳ ଅଟ୍ଟାଳିକା ଗଢ଼ିଉଠୁଛି। ନିର୍ମାଣ ହେବା ପୂର୍ବରୁ ସମ୍ପୃକ୍ତ ଅଞ୍ଚଳ କର୍ତ୍ତୃପକ୍ଷ ଏଥିପ୍ରତି ନଜର ଦେଉ ନ ଥିବାରୁ ଦିନକୁ ଦିନ ଏହାର ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ରାଜଧାନୀ ଭୁବନେଶ୍ୱରରେ ସବୁଠୁ…

ନମିତାଙ୍କୁ ବାରଣ

ତାମିଲନାଡ଼ୁ ରାଜ୍ୟ ଭାଜପା ଶାଖାର କାର୍ଯ୍ୟକାରୀ ସଦସ୍ୟା ଏବଂ ସେହି ରାଜ୍ୟର ସୁପରିଚିତା ସିନେମା ଅଭିନେତ୍ରୀ ନମିତା ଭାଙ୍କଓ୍ବାଲା ଅଗଷ୍ଟ ୨୬ରେ ମଦୁରାଇସ୍ଥିତ ମୀନାକ୍ଷୀ ସୁନ୍ଦରେଶ୍ୱର ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ତାଙ୍କ ସହ ସ୍ବାମୀ ବୀରେନ୍ଦ୍ର ଚୌଦାରୀ ଥିଲେ। ମନ୍ଦିର…

ଆଜିଠୁ ପାରାଲିମ୍ପିକ୍ସ:୫୪୯ ପଦକ, ୪୪୦୦ ଆଥଲେଟ୍‌

ପ୍ୟାରିସ୍‌,୨୮ା୮(ପି.ଟି.):ପ୍ୟାରିସ୍‌ ୨୦୨୪ ପାରାଲିମ୍ପିକ୍ସ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଏହି କ୍ରୀଡା ମହାକୁମ୍ଭ ଆୟୋଜିତ ହେବ। ପ୍ୟାରିସ୍‌ରେ ୧୧ଦିନ ବ୍ୟାପୀ ହେବାକୁ ଥିବା ଏହି ଇଭେଣ୍ଟରେ ୨୨ଟି କ୍ରୀଡ଼ା ବର୍ଗର ସମୁଦାୟ ୫୪୯ ପଦକ…

କିଏ ସେହି ଜୁଲି ଭାଭିଲୋଭା, ଯାହାଙ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

ପ୍ୟାରିସ୍‌, ୨୮ା୮:ମେସେଜିଂ ଆପ୍‌ ଟେଲିଗ୍ରାମରେ ଆପରାଧିକ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେବା ଅଭିଯୋଗରେ ଏହାର ସିଇଓ ପାଭେଲ ଡ୍ୟୁରେଭଙ୍କୁ ରବିବାର ପ୍ୟାରିସ୍‌ର ଲେ ବୋର୍ଗେଟ ଏୟାରପୋର୍ଟରୁ ଫ୍ରାନ୍ସ ପୋଲିସ ଗିରଫ କରିଛି। ପାଭେଲଙ୍କ ଗିରଫଦାରିକୁ ନେଇ ଏକ ନୂଆ ମୋଡ଼ ଆସିଛି। ପାଭେଲ…

କେଜରିଓ୍ବାଲ-ସୋରେନଙ୍କୁ କରିଥିଲେ ଗିରଫ, ଏବେ ଓଡ଼ିଶାରେ ଖୋଳତାଡ କରିବେ ଇଡି ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୮: ଓଡ଼ିଶାରେ ପହଞ୍ଚିଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ ନବୀନ । ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ରାହୁଲ। ସେ ଗସ୍ତ ସମୟରେ ଅନେକ ଗରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ରହିଛି । ତେବେ ଇଡ଼ି ମୁଖ୍ୟଙ୍କ…

ଭବିଷ୍ୟତରେ ଆଉ ଜନ୍ମ ହେବେନି ପୁଅ, କେବଳ ଜନ୍ମ ହେବେ ଝିଅ, ଗବେଷଣାରୁ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୭।୮: ମହିଳାଙ୍କ ଗର୍ଭରେ ବଢୁଥିବା ଗର୍ଭସ୍ଥ ଶିଶୁର ଲିଙ୍ଗ କ’ଣ ହେବ। ଅର୍ଥାତ ପୁଅ ହେବ ନା ଝିଅ ହେବ, ତାହା ବାପାମାଆଙ୍କ କ୍ରୋମୋଜୋମ ଉପରେ ନିର୍ଭର କରିଥାଏ। ମହିଳାଙ୍କ ଶରୀରରେ ଦୁଇଟି ଏକ୍ସ କ୍ରୋମୋଜୋମ ଏବଂ ପୁରୁଷ ଶରୀରରେ ଗୋଟିଏ…

କୋଲକାତା ମାମଲାରେ ଚାଞ୍ଚଲ୍ୟକର ଖୁଲାସା: କମିଶନରଙ୍କ ବାଇକ୍‌, ଚଢୁଥିଲା ସଞ୍ଜୟ ରୟ

କୋଲକାତା,୨୭।୮: କୋଲକାତା ବଳାତ୍କାର ପରେ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଯାହାକୁ ନେଇ ପୁରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଘଟଣା ଦିନ ରାତିରେ ଅଭିଯୁକ୍ତ ସଞ୍ଜୟ ରୟ ଚଲାଇଥିବା ବାଇକ କୋଲକାତା ପୋଲିସ କମିଶନର ନାମରେ ପଞ୍ଜିକୃତ…

ବିଧାନସଭାରେ ପ୍ରଭାତୀ ପରିଡାଙ୍କ ବଡ଼ ଘୋଷଣା, ପରିବାରର ସବୁ ମହିଳାଙ୍କୁ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୭।୮: ବିଧାନସଭାରେ ସୁଭଦ୍ରା ଯୋଜନାନେଇ ବଡ଼ ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି, ପରିବାରର ସବୁ ମହିଳା ଏହି ଯୋଜନାରେ ସୁବିଧା ପାଇପାରିବେ। ପରିବାରରେ ୩ଜଣ କି ୪ଜଣ ମହିଳା ଥାଆନ୍ତି ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିବ।…

ସିବିଆଇ ପରେ ଇଡି ନିଶାଣରେ ଆରଜି କର ହସ୍ପିଟାଲ, ସନ୍ଦୀପ ଘୋଷଙ୍କ ବ୍ୟତୀତ ଅନେକଙ୍କ ଉପରେ ମନି ଲଣ୍ଡ୍ରିଂ ମାମଲା ରୁଜୁ

କୋଲକାତା,୨୭।୮: କୋଲକାତାର ଆର.ଜି କର ହସ୍ପିଟାଲରେ ମନି ଲଣ୍ଡ୍ରିଂକୁ ନେଇ ଇଡି (ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ) ଏକ ମାମଲା ରୁଜୁ କରିଛି। ଏନେଇ ଏଜେନ୍ସି ତଦନ୍ତ ଆରମ୍ଭ କରିଛି। ସିବିଆଇର ଏଫଆଇଆର୍‌ ଆଧାରରେ ଇଡି ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ…

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟଣା: ୩ ଗିରଫ

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ମୁକୁନ୍ଦପ୍ରସାଦର ମହମ୍ମଦ ସାଜିବ ଓରଫ ସାଜୁ ହତ୍ୟାାକାଣ୍ଡରେ ଶିଳ୍ପାଞ୍ଚଳ ପୋଲିସ ୩ ଅଭିଯୁକ୍ତଙ୍କ ଗିରଫ କରିଥିବା ଏସପି ଅବିନାଶ କୁମାର ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ମୁକୁନ୍ଦପ୍ରସାଦ ପୋଡାସାହିର ବିଶ୍ବଜିତ ମହାରଣା(୧୯) ଓରଫ ମିକିନା, ମୁକେଶ ସେଠୀ…

ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

ଗଞ୍ଜାମ,୨୭।୮(ବିଦ୍ୟାଧର ସାହୁ): ଗତ କିଛି ଦିନ ତଳେ ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ଼ ସ୍ଥିତ ବଟେଶ୍ୱର ମନ୍ଦିର ଦାନ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟିନେଇ ଥିଲେ ଦୁର୍ବୃତ୍ତ l ଉକ୍ତ ଘଟଣାରେ ପୋଲିସ କାହାରିକୁ ଧରି ପାରି ନ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri