ଦୟାର ଦୟନୀୟ ଅବସ୍ଥା
ଯେଉଁ ନଦୀଜଳରେ କପିଳମୁନି ସ୍ନାନକରିବା ସହ ତପସ୍ୟାକରି ମୋକ୍ଷପ୍ରାପ୍ତି ହୋଇଥିଲେ,ଉକ୍ତ ନଦୀରେ ଅବଗାହନକରି ପଞ୍ଚପାଣ୍ଡବ ପାପମୁକ୍ତ ହୋଇଥିଲେ ଏବଂ ଯେଉଁ ନଦୀ ଦିନେ ଦୟାପରବଶ ହୋଇ କଳିଙ୍ଗ ଯୁଦ୍ଧରେ ନିହତ ଲୋକଙ୍କୁ କୋଳେଇନେଇ ନିଜେ ରକ୍ତରଞ୍ଜିତ ହୋଇଥିଲା,ଯେଉଁ ନଦୀ ମଗଧର କ୍ରୂର…
ଦକ୍ଷତା ବିକାଶରେ ପାଠାଗାର
ନିକଟରେ ପ୍ରାଥମିକ ଶିକ୍ଷକଙ୍କ ନିମନ୍ତେ ପାଠାଗାରର ବ୍ୟବହାର ସମ୍ପର୍କରେ ଏକ ତାଲିମରେ ଯୋଗଦାନ କରିବାର ସୁଯୋଗ ପାଇଥିଲି। ତାଲିମ ଥିଲା ବିଦ୍ୟାଳୟରେ ପାଠାଗାରର ସୃଜନାତ୍ମକ ବ୍ୟବହାରକୁ ନେଇ। ତାଲିମ ପୂର୍ବରୁ ମୋର ଧାରଣା ଥିଲା, ଲାଇବ୍ରେରୀକୁ ନେଇ ଏକ ତାଲିମର ଆବଶ୍ୟକତା…
ମେଳା ବି ଡିଜି
ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭମେଳାର ସେକ୍ଟର ୧୯ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୧୮ଟି ତମ୍ବୁ ପୋଡ଼ି ପାଉଁଶ ହୋଇଯାଇଛି। ଦେଖିବାକୁ ଗଲେ ଏହି ଘଟଣାକୁ ଏକ ମାରାତ୍ମକ ଘଟଣା ବୋଲି କହିହେବ ନାହିଁ। କିନ୍ତୁ ଆବଶ୍ୟକତାଠାରୁ ଅଧିକ ପ୍ରଚାର ହୋଇଛି ଏହି…
ଏଇ ଭାରତରେ
ଆଇଏଏସ୍ ଅଧିକାରୀ ସୁଶାନ୍ତ ଗୌରବଙ୍କ ଉଦ୍ୟମରେ ଝାଡ଼ଖଣ୍ଡର ଏକ ଜିଲାରେ ମାଣ୍ଡିଆ ଉପତ୍ାଦନ ୩୦୦ ପ୍ରତିଶତ ବୃଦ୍ଧି ହୋଇପାରିଛି। ଆଇଏଏସ୍ ଅଧିକାରୀ ଗୌରବ ଝାଡ଼ଖଣ୍ଡର ଗୁମଲା ଜିଲାକୁ ସେ ମାଣ୍ଡିଆ ରାଜଧାନୀରେ ପରିଣତ କରିଦେଇଛନ୍ତି। ୨୦୧୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସୁଶାନ୍ତ…
ପାକିସ୍ତାନର ନିଦ ହଜାଇଲେ ଡୋନାଲ୍ଡ ଟ୍ରମ୍ପ: ଶପଥ ଗ୍ରହଣବେଳେ କହିଦେଲେ ଏମିତି କଥା
ଓ୍ବାଶିଂଟନ୍,୨୧।୧: ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ପୁଣି ଶପଥ ନେଇଛନ୍ତି। ସେ ତାଙ୍କ ବକ୍ତବ୍ୟରେ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ମଧ୍ୟ ଦେଇଛନ୍ତି। ଆତଙ୍କବାଦୀ ସଂଗଠନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଇଙ୍ଗିତ ଦେଇଛନ୍ତି। ସେ କହିଛନ୍ତି, ଆମେରିକା ଏବେ…
ଅସହ୍ୟ ଜାଡ଼,କମୁନି ତୁଷାରପାତ: ଜନଜୀବନ ଅସ୍ତବ୍ୟସ୍ତ
ଦାରିଙ୍ଗବାଡି, ୨୧।୧ (ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଜାଡ଼ ଜାରି ରହିଛି। ତାପମାପକ ଯନ୍ତ୍ରରେ ତାପମାତ୍ରା ବୃଦ୍ଧି ହୋଇଥିବା ରେକର୍ଡ ସଂଗ୍ରହ କରାଯାଇଛି। ମଙ୍ଗଳବାର ସକାଳ ସମୟରେ ୧୧.୫ ରହିଥିବା ବ୍ଲକ ପ୍ରଶାସନ ସୂତ୍ର ରୁ ଜଣାପଡିଛି ଯାହାକି…
ଆଜି ବରଗଡ଼ରେ ୧୨ଘଣ୍ଟିଆ ବନ୍ଦ ପାଳନ: ପୀଡ଼ିତାଙ୍କୁ ନ୍ୟାୟ ଦାବି
ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ୪୮ ଘଣ୍ଟା ପରେ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୀଡ଼ିତା ଏବେ ମଧ୍ୟ ଭୀମସାର୍, ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।ଏହି ଘଟଣାର ପ୍ରତିବାଦରେ ଆଜି ୧୨…
ଡିଇଓଙ୍କ ଅଫିସ ଆଗରେ ପଢ଼ିଲେ ଛାତ୍ରୀଛାତ୍ର
ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। କେତେବେଳେ ଜିଲାରେ ନକଲୀ ଶିକ୍ଷକକୁ ନେଇ ଚର୍ଚ୍ଚା ଜୋର୍ ଧରି ଥିବାବେଳେ ଆଉକେବେ ସ୍କୁଲରେ ଛାତ୍ରୀଛାତ୍ରଙ୍କ ଅନୁପାତରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଅଭାବ ନେଇ ଅସନ୍ତୋଷ ଦେଖାଯାଇଛି। ଏଭଳି ଅସନ୍ତୋଷ ଆନ୍ଦୋଳନ ରୂପ…
ତାଇଓ୍ବାନରେ ବଡ଼ ଧରଣର ଭୂକମ୍ପ, ଅଧିକାଂଶ କୋଠା ଭାଙ୍ଗି ଚୁରମାର
ତାଇପେଇ ସିଟି,୨୧।୧: ସୋମବାର ରାତିରେ ଦକ୍ଷିଣ ତାଇୱାନରେ ୬.୪ ତୀବ୍ରତାର ଏକ ଭୂମିକମ୍ପ ଲୋକଙ୍କୁ ଥରାଇ ଦେଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ସ୍ଥାନୀୟ ସମୟ ରାତି ପ୍ରାୟ ୧୨ଟା ୧୭ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ୟୁଜିଙ୍ଗ ଠାରୁ…
ଆଜିଠାରୁ ୬ ଗ୍ରହଙ୍କ ବିରଳ ମହାଜାଗତିକ ଦୃଶ୍ୟ
ଭୁବନେଶ୍ୱର,୨୧ା୧(ସୁଚିସ୍ମିତା ସାହୁ):ଆକାଶରେ ମଙ୍ଗଳବାରଠାରୁ ଦେଖିବାକୁ ମିଳିବ ୬ଟି ଗ୍ରହଙ୍କ ବିରଳ ମହାଜାଗତିକ ଦୃଶ୍ୟ। ସୌରଜଗତର ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପ୍ଚୁନ୍ ଓ ୟୁରେନ୍ସ ୩୧ ତାରିଖ ପର୍ଯ୍ୟନ୍ତ ଏକ ସରଳ ରେଖାରେ ଦୃଶ୍ୟମାନ ହେବେ। ମଙ୍ଗଳ, ଶୁକ୍ର, ବୃହସ୍ପତି ଓ…
ରାଷ୍ଟ୍ରପତି ହେଉ ହେଉ ବଢିଲା ଟ୍ରମ୍ପଙ୍କ ଅଡୁଆ, ଦାୟର ହେଲା ମାମଲା
ଓ୍ବାଶିଂଟନ,୨୧।୧: ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ନେବାର ମାତ୍ର କିଛି ମିନିଟ ପରେ ବିଚାରର ସମ୍ମୁଖୀନ ହେଉଛନ୍ତି। ଆମେରିକୀୟ ସରକାରୀ କର୍ମଚାରୀ ଫେଡେରେସନ (AFGE) ଏବଂ ଅଣ-ଲାଭକାରୀ ପବ୍ଲିକ ସିଟିଜେନ ଏହି ଯୋଜନାକୁ ନେଇ ସରକାରୀ ଦକ୍ଷତା ବିଭାଗ…
ବଜାରରେ ଅଲ୍ ନ୍ୟୁ ହ୍ୟୁଣ୍ଡାଇ କ୍ରେଟା ଇଲେକ୍ଟ୍ରିକ୍
ଭୁବନେଶ୍ୱର,୨୧।୧ (ଅଭୟ ଦାଶ): ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ (ଏଚ୍ଏମ୍ଆଇଏଲ) ର ବହୁ ପ୍ରତୀକ୍ଷିତ ମଡେଲ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଇଲେକଟ୍ରିକ ଭେହିକଲ (ଇଭି) ‘ଇ-କ୍ରେଟା’ର ଅନାବରଣ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ-୨୦୨୫ରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଚ୍ଏମ୍ଆଇଏଲ୍ର ସ୍ବୀକୃତିପ୍ରାପ୍ତ…
Archives


