କାହିଁକି ପଡିଗଲେ ବଡ଼ ଠାକୁର ବଳଭଦ୍ର, ଜଗନ୍ନାଥଙ୍କ ବାଡଗ୍ରାହୀ କହିଦେଲେ…
ଭୁବନେଶ୍ୱର,୧୦।୭: ଗତକାଲି ପୁରୀରେ ଘଟି ଯାଇଛି ବଡ଼ ଅଘଟଣ। ଆଡପ ପହଣ୍ଡିବେଳେ ଚାରମାଳ ଉପରେ ମୁହଁ ମାଡି ଖସି ପଡିଛନ୍ତି ବଡ଼ ଠାକୁର ବଳଭଦ୍ର। ଯାହାକୁ ନେଇ ଭକ୍ତମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଭିନ୍ନ ଭିନ୍ନ ଆଡୁ ମତ…
ବଡ଼ଠାକୁର ପଡ଼ିଯିବା ନେଇ ଏମିତି କହିଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୧୦।୭: ଶ୍ରୀବିଗ୍ରହମାନଙ୍କ ଆଡ଼ପ ମଣ୍ଡପ ପହଣ୍ଡି ଏକ ବଡ଼ଧରଣର ଅଘଟଣ ଘଟିଛି। ବଡ଼ଠାକୁର ବଳଭଦ୍ରଙ୍କୁ ରଥରୁ ପହଣ୍ଡି କରି ଅଣାଯାଉଥିବାବେଳେ ଚାରମାଳ ଉପରେ ସେବାୟତମାନେ ପକାଇ ଦେଇଥିଲେ। କିଛି ସମୟ ପରେ ଠାକୁରଙ୍କୁ ଉଠାଯାଇ ପୁଣି ପହଣ୍ଡି କରି ଜନ୍ମବେଦୀ ବା…
କ୍ୟାପ୍ଟେନ୍ ଅଂଶୁମାନ ସିଂ କିଏ? ଯିଏ ଶହୀଦ ହେବା ପରେ ଅଗ୍ନିବୀର ଯୋଜନାକୁ ବନ୍ଦ କରିବାକୁ ଦାବି କରୁଛନ୍ତି ମା’…
ନୂଆଦିଲ୍ଲୀ,୧୦।୭: ୨୦୨୩ ଜୁଲାଇ ୧୯ରେ ସିଆଚିନ୍ରେ ଏକ ଦୁର୍ଘଟଣାରେ କ୍ୟାପ୍ଟେନ୍ ଅଂଶୁମାନ ସିଂ ଶହୀଦ ହୋଇଥିଲେ। ନିକଟରେ ତାଙ୍କୁ ମରୋଣତ୍ତର କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯେତେବେଳେ ଅଂଶୁମାନଙ୍କ ସାହସିକତାର କାହାଣୀ ବର୍ଣ୍ଣନା କରାଯାଇଥିଲା,…
ବାହାଘର ପ୍ରୋସେଶନ ଚାଲିଥିବା ବେଳେ ବରପିତାଙ୍କୁ ଚାପିଦେଲା ବରଯାତ୍ରୀ ବସ୍
ନରସିଂହପୁର,୧୦ା୭: ମୃତ୍ୟୁ କାହାକୁ କେମିତି କେତେବେଳେ ନେବ କେହି କହିପାରିବେ ନାହିଁ। ପୁଅ ବାହାଘର ପାଇଁ ଖୁସିରେ ଘରୁ ବାହାରି ଯାଇଥିବା ବେଳେ ପ୍ରୋସେଶନ ବେଳେ ଘଟିଛି ଅଘଟଣ। ବରଯାତ୍ରୀ ବସ୍ ବରପିତାଙ୍କ ଉପରେ ମାଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି।…
ମୋଦି-ପୁଟିନଙ୍କ ଆଲିଙ୍ଗନ ଫଟୋ ଦେଖି ରାଗରେ ନିଆଁବାଣ ଚାଇନା: କହିଲା ଏମିତି….
ବେଜିଂ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ରୁଷିଆ ଗସ୍ତ ବିଶ୍ୱ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। କିଛି ଲୋକ କହୁଛନ୍ତି ଯେ, ଏହି ଗସ୍ତ ଆମେରିକା ପାଇଁ ଚିନ୍ତାଜନକ ଏବଂ ଆଉ କେହି କହୁଛନ୍ତି ଚାଇନା ପାଇଁ ବିପଜ୍ଜନକ। ଉଲ୍ଲେଖଯୋଗ୍ୟ, ଗତ…
ଗମ୍ଭୀରଙ୍କ ଆଗରେ ଏହି ୫ ବଡ଼ ଚ୍ୟାଲେଞ୍ଜ୍
ନୂଆଦିଲ୍ଲୀ,୧୦।୭: ଭାରତ ବର୍ତ୍ତମାନ ଜିମ୍ବାୱେ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ଏହା ପରେ ଭାରତର ପରବର୍ତ୍ତୀ ଗସ୍ତ ହେଉଛି ଶ୍ରୀଲଙ୍କା, ଯେଉଁଠାରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ୩ ଟି-୨୦ ଏବଂ ୨ଟି ଦିନିକିଆ ମ୍ୟାଚ ଖେଳିବ। ଟିମ…
ପହଣ୍ଡି ଅଘଟଣ ନେଇ ଗଜପତି ମହାରାଜ କହିଲେ ଏହି ବଡ଼ କାରଣ…
ପୁରୀ,୧୦ା୭: ପହଣ୍ଡିରେ ଅଘଟଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ବୁଧବାର ବସିଥିବା ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଗଜପତି କହିଛନ୍ତି, ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି,…
କେତେ ଟଙ୍କା ଦରମା ପାଇବେ ଗୌତମ ଗମ୍ଭୀର
ନୂଆଦିଲ୍ଲୀ,୧୦।୭: ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟ କୋଚ ହୋଇଛନ୍ତି। ଗମ୍ଭୀର ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ୨୦୨୪ ଟି-୨୦ ବିଶ୍ୱକପ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ବର୍ତ୍ତମାନ ଅନେକ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠିପାରେ…
ପହଣ୍ଡି ଅଘଟଣ: ପରିଚାଳନା କମିଟି ନେଲା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ…
ପୁରୀ,୧୦ା୭: ଆଡ଼ପ ପହଣ୍ଡିରେ ଅଘଟଣ ନେଇ ପରିଚାଳନା କମିଟିରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୁଧବାର ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଘଟଣାର ତଦନ୍ତ କରିବା ପାଇଁ ୩ ଜଣିଆ ଏକ…
ଆଇଏଏସ ଅଧିକାରୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ନୀତୀଶ କୁମାର
ପାଟନା,୧୦।୭: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ପାଟନାରେ ଜେପି ଗଙ୍ଗା ପଥର ପାଟନା ସିଟିର କଙ୍ଗନାଘାଟ ପର୍ଯ୍ୟନ୍ତ ବିସ୍ତାରର ଉଦ୍ଘାଟନ ପାଇଁପହଞ୍ଚିଥିଲେ। ଗଙ୍ଗା ପଥ ଆହୁରି ଆଗକୁ ଯିବାକୁ ପଡିବ, ତେଣୁ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ବିଷୟରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ତାଗିଦ୍…
୫ ପ୍ରସ୍ତାବକୁ କ୍ୟାବିନେଟ ମୋହର, ବଢିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ
ଭୁବନେଶ୍ୱର,୧୦।୭: ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସର୍ବନିମ୍ନ ମଜୁରୀ ସଂଶୋଧନ ପ୍ରସ୍ତାବରେ ମୋହର ବାଜିଛି ।…
ପହଣ୍ଡିବେଳେ ବଡ଼ ଅଘଟଣ: ଆଇନ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ…
ଭୁବନେଶ୍ୱର,୧୦।୭: ଗତକାଲି ଆଡପ ପହଣ୍ଡି ସମୟରେ ବଡଠାକୁର ଖସି ପଡ଼ିବା ଘଟଣାକୁ ନେଇ ରାଜ୍ୟ ଉଠୁଛି ପଡୁଛି। ଘଟଣାକୁ ନେଇ ଭକ୍ତଙ୍କ ମହଳରେ ଅସନ୍ତୋଷ ଦେଖା ଦେଇଥିବାବେଳେ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରାଯାଇଛି। ତେବେ ଏହାକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…
Archives


