Home

ପରିଚୟ ହଜାଇବାକୁ ବସିଲାଣି ଗୋଲମରିଚ: ଅମଳ କରି ପ୍ରସ୍ତୁତି ଅପେକ୍ଷାରେ ଚାଷୀ

ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ଓ ତା’ ପରିସର ମଧ୍ୟରେ ରହିଥିବା ଗୋଲମରିଚ ଏବେ ନିଜ ପରିଚୟ ହଜାଇବାକୁ ବସିଲାଣି। ବଗିଚା ଯେଉଁଭଳି ଅସୁରକ୍ଷିତ ସେଠାକୁ ଦୈନିକ ଆସୁଥିବା ପର୍ଯ୍ୟଟକ ମଧ୍ୟ ଅସୁରକ୍ଷିତ।…

ପାକିସ୍ତାନକୁ ରାଜନାଥଙ୍କ କଡ଼ା ଚେତାବନୀ: କୌଣସି ଅପ୍ରୀତିକର କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଲେ କଥା ବହୁତ ଆଗକୁ ଯିବ

ଶ୍ରୀଗନର,୧୫ା୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜମ୍ମୁ-କଶ୍ମୀରରେ ପହଞ୍ଚିଛନ୍ତି। ସେ ‘ଅପରେଶନ ସିନ୍ଦୂର’ ପରେ ପ୍ରଥମଥର ଏଠାରେ ସେନା କର୍ମଚାରୀଙ୍କୁ ଭେଟିଛନ୍ତି। ରାଜନାଥ ସେନା କର୍ମଚାରୀଙ୍କୁ ଭେଟିବା ପରେ କହିଛନ୍ତି, ପାକିସ୍ତାନର ପରମାଣୁ ବୋମାକୁ IAEA(ଅନ୍ତର୍ଜାତୀୟ ଆଣିବକ ଶକ୍ତି ସଂସ୍ଥା)ର…

ପୁଣି ଝଟ୍‌କା ଦେଲେ ପୁଟିନ୍‌, ଜେଲେନସ୍କିଙ୍କୁ ଭେଟିବାକୁ ଯିବେନାହିଁ ତୁର୍କୀ

ମସ୍କୋ,୧୫।୫: ପୁଣି ୟୁକ୍ରେନ୍‌କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନଙ୍କ ଝଟ୍‌କା। ସେ ଗୁରୁବାର ତାଙ୍କ ୟୁକ୍ରେନୀୟ ପ୍ରତିପକ୍ଷ ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବା ପାଇଁ ଇସ୍ତାନବୁଲ ଯାତ୍ରା କରିବେ ନାହିଁ। ବୁଧବାର ବିଳମ୍ବିତ ରାତିରେ କ୍ରେମଲିନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ୟୁକ୍ରେନ…

ପୂର୍ବତନ ଆତଙ୍କବାଦୀଙ୍କ ସହ ହାତ ମିଳାଇଲେ ଟ୍ରମ୍ପ: ସାରା ବିଶ୍ୱରେ ଖେଳିଗଲା ହଇଚଇ

ଓ୍ବାଶିଂଟନ,୧୫।୫: ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବେ ପୂର୍ବରୁ ଘୋଷିତ ଆତଙ୍କବାଦୀ ନେତାଙ୍କୁ ସାର୍ବଜନୀନ ଭାବରେ ଭେଟିଛନ୍ତି। ସେ ସିରିଆର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଅହମଦ ଅଲ-ଶାରାଙ୍କୁ ଭେଟିଥିଲେ। ସେ ପୂର୍ବରୁ ଆବୁ ମହମ୍ମଦ ଅଲ-ଜୋଲାନି ଭାବରେ ଜଣାଶୁଣା ଥିଲା। ସେ…

କର୍ଣ୍ଣେଲ ସୋଫିଆଙ୍କୁ ଆପତ୍ତିଜନକ ମନ୍ତବ୍ୟ ପଡ଼ିଲା ମହଙ୍ଗା: ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି

ଭୋପାଳ,୧୫ା୫: ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିନାନି। ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ଗୁରୁବାର ନୂତନ ମୁଖ୍ୟ ବିଚାରପତି ଭୂଷଣ…

ବୟଫ୍ରେଣ୍ଡଙ୍କ ଆଗରେ ଯୁବତୀଙ୍କୁ ଗଣବଳାତ୍କାର: ଭିଡିଓ ଭାଇରାଲ ହେବାପରେ ଘଟିଲା…

ଲକ୍ଷ୍ନୌ,୧୫।୫: ଉତ୍ତର ପ୍ରଦେଶର ବିଜନୌର ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜିଲାର କିରତପୁର ଥାନା ଅଞ୍ଚଳର ଏକ ଗାଁରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୮ ବର୍ଷୀୟା ଯୁବତୀ ସେହି ଗାଁର ୬…

ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଆମେରିକାର ପୂର୍ବତନ ସେନା ଅଧିକାରୀ, କହିଲେ ମୋଦି…

ନୂଆଦିଲ୍ଲୀ, ୧୫।୫: ପୂର୍ବତନ ପେଣ୍ଟାଗନ ଅଧିକାରୀ ତଥା ଆମେରିକୀୟ ଏଣ୍ଟରପ୍ରାଇଜ ଇନଷ୍ଟିଟ୍ୟୁଟର ବରିଷ୍ଠ ଫେଲୋ ମାଇକେଲ ରୁବିନ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ହୋଇଥିବା ଯୁଦ୍ଧବିରତି ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ…

ରାଜନୀତି କରିବେ ହିଟ୍‌ମ୍ୟାନ! ଫଡନଭିସଙ୍କୁ ଭେଟିବା ପରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୫।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ତାଙ୍କ ସରକାରୀ ବାସଭବନ ‘ବର୍ଷା’ରେ ଭେଟିଛନ୍ତି। ଗତ ୧୧ ମାସ ମଧ୍ୟରେ ଏହି ବୈଠକ ଦ୍ୱିତୀୟ…

ମନ୍ଦିର ଦର୍ଶନବେଳେ ଘେରିଗଲେ ବାଘୁଆ ମହୁମାଛି: ୪ ଭକ୍ତ ଗୁରୁତର

ଗଜପତି,୧୫।୫:ବାଘୁଆ ମହୁ ମାଛି ଆକ୍ରମଣରେ ଚାରି ଭକ୍ତ ଗୁରୁତର। ଚନ୍ଦ୍ରଗିରି ଶିବ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିବାବେଳେ ଘଟିଛି ଏପରି ଅଘଟଣ। ପୂର୍ବରୁ ମଧ୍ୟ ହନୁମାନ ଜୟନ୍ତୀ ଦିନ ମନ୍ଦିରରେ ହୋଇଥିଲା ମହୁମାଛି ଆକ୍ରମଣ। ଗଜପତି ଜିଲା ମୋହନା ଥାନା…

ସୁପ୍ରିମକୋର୍ଟଙ୍କୁ ୧୪ ପ୍ରଶ୍ନ ପଚାରିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ: ଜାଣନ୍ତୁ କ’ଣ କ’ଣ କହିଲେ..

ନୂଆଦିଲ୍ଲୀ,୧୫।୫: ସୁପ୍ରିମକୋର୍ଟଙ୍କୁ ୧୪ ପ୍ରଶ୍ନ ପଚାରିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ରାଷ୍ଟ୍ରପତି ବିଧାନସଭାଗୁଡ଼ିକ ଦ୍ୱାରା ଗୃହୀତ ବିଲ ଉପରେ ନିଷ୍ପତ୍ତି ନେବା ପାଇଁ ରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କ ପାଇଁ ଏକ ସମୟ ସୀମା ଧାର୍ଯ୍ୟ କରିବାର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।…

ମନସୁର-ଶିଶିରଙ୍କୁ ସଫଳତା: କନିଷ୍ଠ ଯନ୍ତ୍ରୀ ପାଇଁ ଯୋଗ୍ୟ ବିବେଚିତ

କର୍ଲାମୁଣ୍ଡା/ରିଷିଡା:୧୫।୫(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ କନିଷ୍ଠ ଯନ୍ତ୍ରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି। ସଦ୍ୟ ପ୍ରକାଶିତ ଜୁନିୟର ଇଂଜିନିୟର ସିଭିଲ ବିଭାଗରେ ଏହି ବ୍ଲକର ପୌରକେଲା ପଂଚାୟତ କୁନ୍ଦେଇପାଲି ଗ୍ରାମ ର…

ଏଠାରେ ଅଛି ‘ନର୍କ ଦ୍ୱାର’… ଯିଏ ଯାଏ ସେ ଆଉ ଜୀବିତ ଫେରେ ନାହିଁ

ତୁର୍କିର ପ୍ରାଚୀନ ସହର ହିରାପୋଲିସରେ ଏକ ମନ୍ଦିର ଅଛି। ସେଠାକୁ ଯିଏ ବି ଯାଏ, ତାଙ୍କର ମୃତ୍ୟୁ ନିଶ୍ଚିତ, ସେଥିପାଇଁ ଏହି ମନ୍ଦିରକୁ ନର୍କ ଦ୍ୱାର ମଧ୍ୟ କୁହାଯାଏ। ଯଦି କେହି ସେଠାକୁ ଯାଆନ୍ତି, ସେ ଜୀବିତ ଫେରି ପାରନ୍ତି ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?