Home

ଭାଇରାଲ ପୋଷ୍ଟରୁ ଗିରଫଦାରି: ବଢୁଛି ବିବାଦ

ନୂଆଦିଲ୍ଲୀ, ୨।୬: ପୁଣେ ଆଇନ ବିଶ୍ୱବିଦ୍ୟାଳୟର ୨୨ ବର୍ଷୀୟା ଛାତ୍ରୀ ତଥା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଶର୍ମିଷ୍ଠା ପନୋଲିଙ୍କୁ ଗତ ଶୁକ୍ରବାର କୋଲକାତା ପୋଲିସ ଗୁରୁଗ୍ରାମରୁ ଗିରଫ କରିଥିଲା। ଭାରତର ‘ଅପରେଶନ ସିନ୍ଦୂର’କୁ ନେଇ ବଲିଉଡ୍‌ର ଏକ ନିର୍ଦ୍ଦିଷ୍ଟ ଧର୍ମର ଅଭିନେତାମାନେ…

ଉତ୍ତରପୂର୍ବାଞ୍ଚଳ ସ୍ଥିତି ସଙ୍ଗିନ

ଗୁଆହାଟୀ,୨ା୬: ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରବଳ ବର୍ଷାଜନିତ ଅଚାନକ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୧ରେ ପହଞ୍ଚତ୍ଥିବାବେଳେ ସ୍ଥିତି ସଙ୍ଗିନ ରହିଛି। ଗତ ୪୮ ଘଣ୍ଟା ମଧ୍ୟରେ ଆସାମ ଓ ଅରୁଣାଚଳପ୍ରଦେଶରେ ୯ ଜଣ ଲେଖାଏ…

ଖାଦ୍ୟ ପାଇଁ ଯାଉଥିବାବେଳେ ଗୁଳି: ୩୨ ମୃତ

ରାଫାହ,୨ା୬: ଗାଜା ଷ୍ଟ୍ରିପ୍‌ର ଏକ ସହାୟତା କେନ୍ଦ୍ରରୁ ଭୋକିଲା ଲୋକମାନେ ରବିବାର ଖାଦ୍ୟ ସଂଗ୍ରହ କରୁଥିବାବେଳେ ଇସ୍ରାଏଲ୍‌ ସେନା ଆକ୍ରମଣ କରିବାରୁ ଅନୂ୍ୟନ ୩୨ ଜଣଙ୍କ ମୃତ୍ୟୁ ଘଟିବା ସହ ୧୭୦ ଜଣ ଆହତ ହୋଇଛନ୍ତି। ଆମେରିକାର ଏକ ଘରୋଇ ସଂଗଠନ…

ପିଲାଖେଳ ନୁହେଁ

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ କରାଯାଇଥିବା ‘ଅପରେଶନ ସିନ୍ଦୂର’କୁ ନେଇ ପ୍ରତି ଦିନ କିଛି ନା କିଛି ନୂଆ ଘଟଣା ପଦାକୁ ଆସୁଛି। ସଦ୍ୟ ବିଷୟ ଉପରେ ଦୃଷ୍ଟି ଦେଲେ ଉକ୍ତ ଅଭିଯାନ ପରେ ପ୍ରଥମ ଥର ପାଇଁ…

ହଠାତ୍‌ କାହିଁକି ହୋଇଥିଲା ଅସ୍ତ୍ରବିରତି, ସାମ୍ନାକୁ ଆସିଲା ଅସଲ ସତ, ଚାଞ୍ଚଲ୍ୟକର ଖୁଲାସା…

ନୂଆଦିଲ୍ଲୀ,୨।୬: ଅପରେଶନ ସିନ୍ଦୂର ଚରମ ସମୟରେ ଥିବାବେଳେ, ୧୦ ମଇ ସଂଧ୍ୟାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହଠାତ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ଏହି ନିଷ୍ପତ୍ତିରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ। ଲୋକଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ ଏତେ ଶୀଘ୍ର…

ଗଣ ଆନ୍ଦୋଳନ ପାଇଁ ସିପିଆଇର ନିଷ୍ପତ୍ତି: ଜାତୀୟ-ରାଜ୍ୟ ରାଜନୈତିକ ପରିସ୍ଥିତିକୁ ନେଇ ଆଗାମୀ ଦିନରେ…

ଦିଗପହଣ୍ଡି,୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ବଡ଼ଖେମୁଣ୍ଡି ଜୋନାଲ କମିଟି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ପ୍ରାରମ୍ଭରେ ବରିଷ୍ଠ କମ୍ୟୁନିଷ୍ଟ ନେତା କମ୍ରେଡ୍‌ ବୃନ୍ଦାବନ…

PF ଆକାଉଣ୍ଟରୁ କେଉଁ କାମ ପାଇଁ କେତେ ଟଙ୍କା ଉଠାଇ ପାରିବେ ଜାଣନ୍ତୁ ସବିଶେଷ ତଥ୍ୟ…

ଦେଶର ପ୍ରାୟ ସମସ୍ତ ନିଯୁକ୍ତିପ୍ରାପ୍ତ ଲୋକଙ୍କର PF ଆକାଉଣ୍ଟ ଅଛି। କର୍ମଚାରୀଙ୍କ ଦରମାର ୧୨% PF ଆକାଉଣ୍ଟରେ ଜମା କରାଯାଏ ଏବଂ କମ୍ପାନୀ ମଧ୍ୟ ସମାନ ଅବଦାନ ଦିଏ। ପିଏଫ ଆକାଉଣ୍ଟକୁ ସଞ୍ଚୟ ଆକାଉଣ୍ଟ ଭାବରେ ମଧ୍ୟ ବ୍ୟବହାର କରାଯାଏ। ଏଥିରେ…

ଟଙ୍କା ବଣ୍ଡଲରେ ପେପର କଟିଂ ରଖି ଲୋକଙ୍କୁ ଚକ୍‌ମା ଦେଇ ଠକୁଥିଲେ, ବନ୍ଧା ହେଲେ ୫

ଭୁବନେଶ୍ୱର,୧।୬: ଭୁବନେଶ୍ୱର କମିଶନରେଟ୍‌ ପୋଲିସ ରବିବାର ଏକ ଠକେଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଗ୍ୟାଙ୍ଗର ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ସମ୍ପୃକ୍ତ ଗ୍ୟାଙ୍ଗ ନୟାପଲ୍ଲୀ ଏବଂ ଭରତପୁର ଅଞ୍ଚଳରୁ ୧୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଠକେଇ…

ସଂରକ୍ଷିତ ଜଙ୍ଗଲରେ ୨୮ ବେଆଇନ ନିର୍ମାଣ ଘର ଭାଙ୍ଗିଲା ବନ ବିଭାଗ

ଝରିଗାଁ,୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ବହୁ ଅସାଧୁ ବେଆଇନ ଘର କରୁଥିବା ସହ ବହୁ ପୁରୁଣା ଜଙ୍ଗଲ ନଷ୍ଟ କରି ସେଠାରେ ଅବାଧ ଭାବେ ମକାଚାଷ କରୁଥିବା ବେଳେ ଏବେ ଜିଲା ବନ…

ଫରେଷ୍ଟ କମିଶନ ଗଠନ ଦାବି ନେଇ ଏକାଠି ହେଲେ ବନ କର୍ମଚାରୀ

ଭଞ୍ଜନଗର,୧ା୬(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍‌ ବନ ସେବା ସଂଘ ବ୍ରହ୍ମପୁର ଜୋନ୍‌ ପକ୍ଷରୁ ରବିବାର ଭଞ୍ଜନଗର ଲାଲସିଂ ନର୍ସରୀ ପରିସରରେ ଏକ ବୈଠକ ହୋଇଥିଲା। ସଭା ପ୍ରାରମ୍ଭରେ ଶିକାରୀ ମାନକ ଗୁଳିରେ ନିହତ ହୋଇଥିବା ଢେଙ୍କାନାଳ ବନଖଣ୍ଡର ବନରକ୍ଷୀ ପ୍ରହଲ୍ଲାଦ…

ନରେଗା କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଲେ ବିଡିଓ

ଖଜୁରୀପଡ଼ା,୧ା୬(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକରେ ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି ଯୋଗ ଦେବା ଦିନ ଠାରୁ ବିକାଶ କାର୍ଯ୍ୟ ଅଗ୍ରସର ଭାବେ ଚାଲିଛି। ସେ ଛୁଟି ଦିନରେ ମଧ୍ୟ ବିଭିନ୍ନ ପଞ୍ଚାୟତକ୍ଷେତ୍ର ପରିଦର୍ଶନ କରି ଉନ୍ନୟନ ମୂଳକ କାର୍ଯ୍ୟଗୁଡିକର ସମୀକ୍ଷା କରୁଛନ୍ତି।…

ପରଲୋକରେ ‘ଜରି ମାଉସୀ’, ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ରେ କଥା ହୋଇ ଚର୍ଚ୍ଚାରେ ଥିଲେ…

କେନ୍ଦ୍ରାପଡ଼ା,୧ା୬(ଜଗନ୍ନାଥ ଧଳ): ସୁସ୍ଥ ପରିବେଶ ଓ ଅଳିଆ ସାମଗ୍ରୀରୁ ହସ୍ତକଳାକୁ ଗୁରୁତ୍ୱ ଦେଇଥିବା କେନ୍ଦ୍ରାପଡ଼ା ଜିଲାର ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ କମଳା ମହାରଣା (୬୬)ଙ୍କର ଶନିବାର ରାତିରେ ମୃତ୍ୟୁ ହୋଇଛି। ଗତ ମେ’ ୨୮ରେ ଘରେ ଗୋଡ଼ ଖସିଯିବାରୁ ଆହତ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?