Home

କିଏ ସେ ମେଘା ବେମୁରୀ? ଯାହାଙ୍କ ଭାଷଣକୁ ନେଇ ଆମେରିକାରେ ହଇଚଇ!

ଓ୍ବାଶିଂଟନ,୧।୬: ଜଣେ ଭାରତୀୟ-ଆମେରିକୀୟ ଛାତ୍ରୀଙ୍କୁ ଆମେରିକୀୟ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେବାରୁ ବାରଣ କରାଯାଇଛି। ଛାତ୍ରୀଙ୍କ ନାମ ମେଘା ଭେମୁରି। ତାଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାରୁ ବାରଣ କରାଯିବା ପଛରେ ପାଲେଷ୍ଟାଇନ ସହିତ ସମ୍ପର୍କ ରହିଛି। କାରଣ ମେଘା ନିକଟରେ ପାଲେଷ୍ଟାଇନ…

ଯୁଦ୍ଧବେଳେ ଖସିଥିଲା ଭାରତର ଯୁଦ୍ଧବିମାନ, ସାଂଘାତିକ ଖୁଲାସା

ପହଲଗାମ୍‌ ଆକ୍ରମଣ ପରେ ଭାରତୀୟ ସଶସ୍ତ୍ର ବଳ ପକ୍ଷରୁ କରାଯାଇଥିବା ‘ଅପରେଶନ ସିନ୍ଦୂର’କୁ କେନ୍ଦ୍ର ସରକାର ନିଜର ଏକ ବଡ଼ ସଫଳତା ବୋଲି ଦାବି କରୁଥିବାବେଳେ ପାକିସ୍ତାନୀ ସେନା ଭାରତର ୬ଟି ରାଫାଲ ଫାଇଟର ଜେଟ୍‌କୁ ଖସାଇଦେଇଥିବା କହିଥିଲା। ଅନ୍ୟପକ୍ଷେ ସରକାରଙ୍କ…

କିଏ ସେ ଓପାଲ ସୁଚତା? ଯିଏ ପିନ୍ଧିଲେ ବିଶ୍ୱ ସୁନ୍ଦରୀ ୨୦୨୫ ମୁକୁଟ

ନୂଆଦିଲ୍ଲୀ,୩୧।୫: ମିସ୍‌ ୱାଲର୍‌ଡ ୨୦୨୫ ଜିତିଛନ୍ତି ଥାଇଲାଣ୍ଡର ସୁନ୍ଦରୀ ଓପାଲ ସୁଚତା ଚୁଆଙ୍ଗଶ୍ରୀ। ପ୍ରାୟ ୧୧୦ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ, ଓପାଲ ସୁଚତା ଏହି ଟାଇଟଲ ଜିତିଛନ୍ତି। ଏହି ଇଭେଣ୍ଟ ହାଇଦ୍ରାବାଦରେ ଆୟୋଜିତ ହୋଇଥିଲା, ଯେଉଁଠାରେ ତାଙ୍କୁ ମିସ ୱାଲର୍‌ଡ…

ଥରୁର୍‌ଙ୍କ ପାଇଁ ସାବାଡ ହେଲା କଲମ୍ବିଆ, ପ୍ରତ୍ୟାହାର କଲା ପାକିସ୍ତାନକୁ ଦେଇଥିବା…

ବୋଗୋଟା,୩୧ା୫: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ପାକିସ୍ତାନରେ ଲୋକଙ୍କ ମୃତ୍ୟୁ ପାଇଁ କଲମ୍ବିଆ ଇସ୍‌ଲାମାବାଦକୁ ହୃଦୟଭରା ସାନ୍ତ୍ୱନା ଜଣାଇଥିଲା। କଂଗ୍ରେସ ଏମ୍‌ପି ଶଶୀ ଥରୁରଙ୍କ ନେତୃତ୍ୱରେ ବହୁଦଳୀୟ ସଂସଦୀୟ ପ୍ରତିନିଧି ମଣ୍ଡଳୀ ପାକିସ୍ତାନର ସୀମାପାର ଆତଙ୍କବାଦୀ…

ମହମ୍ମଦ ସିରାଜ କହିଲେ ‘ଗୁଡ୍‌ ବାଏ’; ଟିମ୍‌ ଇଣ୍ଡିଆରୁ ଶେଷ ହେଲା ଏହି କିମ୍ବଦନ୍ତୀଙ୍କ ଯାତ୍ରା

ନୂଆଦିଲ୍ଲୀ,୩୧।୫: ନିକଟରେ ଭାରତୀୟ କ୍ରିକେଟରେ ରବିଚନ୍ଦ୍ରନ ଅଶ୍ୱିନ, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି କିମ୍ବଦନ୍ତୀ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଏବେ ଟିମ ଇଣ୍ଡିଆ ସହିତ ଆଉ ଜଣେ କିମ୍ବଦନ୍ତୀଙ୍କ ଯାତ୍ରା ଶେଷ ହୋଇଛି। ଗତ ୫ ବର୍ଷ…

ରାଗି ଯାଇ ବଡ଼ ପଦକ୍ଷେପ ନେଲେ ଚହଲଙ୍କ କଥିତ ପ୍ରେମିକା! ଏବେ ଆଉ …

ନୂଆଦିଲ୍ଲୀ,୩୧।୫: ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ୟୁଜଭେନ୍ଦ୍ର ଚହଲ ଆଘାତ ଯୋଗୁ IPL ୨୦୨୫ର ଶେଷ କିଛି ମ୍ୟାଚ୍‌ ଖେଳିନାହାନ୍ତି। କିନ୍ତୁ ସେ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି। ଧନଶ୍ରୀ ବର୍ମାଙ୍କଠାରୁ ଅଲଗା ହେବା ପରେ,…

ସବୁ ସୀମା ଟପିଗଲା ପାକିସ୍ତାନ! ଆତଙ୍କବାଦୀଙ୍କ ସହ ନଜର ଆସିଲେ ଶହବାଜଙ୍କ ମନ୍ତ୍ରୀ, ଖୋଲିଲା ପାକ୍‌ର ପୋଲ୍‌

ଇସଲାମାବାଦ,୩୧।୫: ସମସ୍ତେ ଜାଣନ୍ତି ଯେ ପାକିସ୍ତାନରେ ଆତଙ୍କବାଦୀମାନେ ବଢୁଛନ୍ତି। କିନ୍ତୁ, ଅପରେଶନ ସିନ୍ଦୁର ସମୟରେ ସାରା ବିଶ୍ୱରୁ ଉପହାସ ପରେ ମଧ୍ୟ ପାକିସ୍ତାନ ପଛକୁ ହଟି ନାହଁି। ପୁଣି ଥରେ ପାକିସ୍ତାନ ସରକାରଙ୍କ ସହିତ ଆତଙ୍କବାଦୀଙ୍କ ସମ୍ପର୍କର ପର୍ଦ୍ଦାଫାଶ ହୋଇଛି। ମେ…

ଆମେରିକାରୁ ବିଦା ହେବେ କି ଜିନପିଙ୍ଗଙ୍କ ଝିଅ? କିଏ ସେହି ସି ମିଙ୍ଗଜେ, ଯିଏ ମନ ପଢିବାରେ ଓସ୍ତାଦ

ଓ୍ବାଶିଂଟନ/ବେଜିଂ,୩୧।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ହାର୍ଭାର୍ଡର ନିୟମ ପାଳନ ନକରିବା ପାଇଁ ଟ୍ରମ୍ପ ଏହାର ପାଣ୍ଠି ହ୍ରାସ କରିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ମଧ୍ୟ କହିଛନ୍ତି…

ଟିମ୍‌ ଇଣ୍ଡିଆର ପୂର୍ବତନ କୋଚ୍‌ ଧରିଲେ ଶ୍ରୀଲଙ୍କା ହାତ, ହୋଇଗଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୫: ସାତ ବର୍ଷ ଧରି ଟିମ୍‌ ଇଣ୍ଡିଆର ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେଇଥିବା ପୂର୍ବତନ ଭାରତୀୟ ପ୍ରଶିକ୍ଷକ ଏବେ ଶ୍ରୀଲଙ୍କାରେ ଯୋଗ ଦେଇଛନ୍ତି। ସେ ଏବେ ଶ୍ରୀଲଙ୍କା କ୍ରିକେଟରମାନଙ୍କୁ ତାଲିମ ଦେବେ। ମୁଖ୍ୟ ପ୍ରଶିକ୍ଷକ ସନଥ ଜୟସୁରିଆ ଶ୍ରୀଲଙ୍କା କ୍ରିକେଟକୁ ଶୀର୍ଷରେ ପହଞ୍ଚାଇବା…

‘ଯେଉଁ ଦେଶ ପାଖରେ ପାଣି ନାହିଁ ସେ କ’ଣ ଯୁଦ୍ଧ ଲଢିବ?’, କାହିଁକି ଏମିତି କହି ପାକିସ୍ତାନକୁ ଟାର୍ଗେଟ କଲେ ନିଜ ଦେଶର ଅଭିନେତ୍ରୀ…

ଇସଲାମାବାଦ,୩୧।୫: ପାକିସ୍ତାନର ଅବସ୍ଥା କାହାପାଖରେ ଲୁଚି ନାହିଁ। ପାକିସ୍ତାନୀ ନାଗରିକମାନେ ନିଜେ ପ୍ରତିଦିନ ସମାଲୋଚନା କରୁଥିବାର ଦେଖାଯାଉଛି। ଏହି ସମୟରେ, ଜଣେ ପ୍ରସିଦ୍ଧ ପାକିସ୍ତାନୀ ଅଭିନେତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ପାକିସ୍ତାନକୁ ତୀବ୍ର ସମାଲୋଚନା…

ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି

ଛତ୍ରପୁର,୩୧।୫(ଦିଲ୍ଲୀପ ସାମଲ): ରାଜ୍ୟ ବିଧାନସଭାର ନବମ ଷ୍ଟାଣ୍ଡିଂ କମିଟି ଶନିବାର ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଗ୍ରସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି । ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଷ୍ଟାଣ୍ଡିଂ କମିଟିର ସଦସ୍ୟ ବିଧାୟକ…

ଶଶି ଥରୁର ଭାଜପାରେ ଯୋଗ ଦେବା ଉଚିତ, କାହିଁକି ଏମିତି କହିଲେ ଭାଜପା ନେତା

ନୂଆଦିଲ୍ଲୀ,୩୧।୫: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଭାଜପା ନେତା ଡିୱାଇ ସଦାନନ୍ଦ ଗୌଡା କଂଗ୍ରେସ ନେତା ଶଶି ଥରୁର ଏବଂ ସଲମାନ ଖୁର୍ସିଦଙ୍କ ବୟାନକୁ ସମର୍ଥନ କରିଛନ୍ତି। କଂଗ୍ରେସ ନେତା ସଲମାନ ଖୁର୍ସିଦ କଶ୍ମୀରରୁ ଧାରା ୩୭୦ ହଟାଇବା ଉଚିତ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?