Home

ବଜାରକୁ ଆସିଲା ‘ରାଜନାଥ ଆମ୍ବ’: ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ଲକ୍ଷ୍ନୌ,୭ା୬:ଭାରତର ‘ମ୍ୟାଙ୍ଗୋ ମ୍ୟାନ୍‌’ ଭାବେ ପରିଚିତ ହାଜି କଲିମୁଲ୍ଲା ଖାନ୍‌ ନୂଆକରି ବିକଶିତ ଏକ ଆମ୍ବର ନାମ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନଁାରେ ରଖିଛନ୍ତି। ସେ ନିଜ ବଗିଚାରେ ଫଳାଇଥିବା ଏହି ନୂଆ କିସମ ଆମ୍ବର ନାମକରଣ କରିଛନ୍ତି ‘ରାଜନାଥ…

ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ: ଜାତିସଂଘ ଉପରେ ଭାରତ କ୍ଷୁବ୍ଧ

ନୂଆଦିଲ୍ଲୀ,୭ା୬:ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ୨ଟି ଆତଙ୍କବାଦ ନିରୋଧୀ କମିଟିରେ ପାକିସ୍ତାନକୁ ଅଧ୍ୟକ୍ଷ ଓ ସହଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାରୁ ଭାରତ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ୟୁଏନ୍‌ଏସ୍‌ସିର ତାଲିବାନ ବିରୋଧୀ କଟକଣା କମିଟିରେ ଇସ୍‌ଲାମାବାଦକୁ ଅଧ୍ୟକ୍ଷତା ମିଳିଥିବାବେଳେ ୯/୧୧ ପରବର୍ତ୍ତୀ…

ପହଲଗାମ ଆକ୍ରମଣକୁ ନେଇ ସାଂଘାତିକ ଖୁଲାସା କଲା ପାକିସ୍ତାନ, କହିଲା ମୋଦି…

କଶ୍ମୀର,୭।୬: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଥମ ଥର ପାଇଁ ଜମ୍ମୁ ଏବଂ କଶ୍ମୀର ଗସ୍ତ କରିଥିଲେ। ଏହି ସମୟରେ ସେ ବିଶ୍ୱର ସବୁଠାରୁ ଉଚ୍ଚ ରେଲଓ୍ବେ ପୋଲ ‘ଚେନାବ ସେତୁ’ ଉଦଘାଟନ କରି ଦେଶକୁ…

ସଚେତନତା ଆଗରେ ଭାରିପଡୁଛି ଅନ୍ଧ ବିଶ୍ୱାସ: ଗୁଣିଗାରେଡି ସନ୍ଦେହରେ ବଳି ପଡୁଛି ନିରୀହ ଜୀବନ

ଭବାନୀପାଟଣା,୭ା୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ଆଜି ବି ଲୋକେ ଗୁଣିଗାରେଡି ଉପରେ ବିଶ୍ବାସ କରୁଛନ୍ତି। ଏପରିକି ଏହି ଅନ୍ଧ ବିଶ୍ବାସ ନିରୀହ ଲୋକଙ୍କ ଜୀବନ ମଧ୍ୟ ନେଇଯାଉଛି। ଅନ୍ଧବିଶ୍ୱାସ ରୋକିବାକୁ ବିଭିନ୍ନ ସମୟରେ ସଚେତନତା…

ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଧାନ ସଂଗ୍ରହ: ଚାଷୀ ହେଉଛନ୍ତି ହଟହଟା

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର):ସମ୍ବଲପୁର ଜିଲାରେ ଅତ୍ୟନ୍ତ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଧାନ ସଂଗ୍ରହ। ଧାନ ସଂଗ୍ରହ ପାଇଁ ଜିଲାରେ ପ୍ରଥମ ପର୍ଯ୍ୟାୟରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ପୂରଣ ଦ୍ୱାର ଦେଶରେ। ଫଳରେ ବର୍ତ୍ତମାନ ଘୋର ଅଭାବି ବିକ୍ରିର ଶିକାର ଚାଷୀଙ୍କୁ ବ୍ୟାପକ ହଟହଟା…

ବିସିଏ ସେମିଷ୍ଟର ପରୀକ୍ଷାରେ ବିକାଶର ସଫଳତା: ଶ୍ରେଷ୍ଠ ୧୦ ତାଲିକାରେ ବିଶ୍ୱବିଦ୍ୟାଳୟର ୨୫ ଛାତ୍ରୀଛାତ୍ର

ବରଗଡ଼,୭।୬(ପ୍ରେମାନନ୍ଦ ଖମାରୀ):ଚଳିତବର୍ଷର ବିସିଏ ଷଷ୍ଠ ସେମିଷ୍ଟର-୨୦୨୫ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ବରଗଡ଼ସ୍ଥିତ ବିକାଶ ସ୍କୁଲ ଅଫ୍‌ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟ କଲେଜର ବିସିଏ ବିଭାଗର ୨୫ଜଣ ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଦଶ ତାଲିକାରେ ସ୍ଥାନ ପାଇଛନ୍ତି। ଉକ୍ତ ଶିକ୍ଷାନୁଷ୍ଠାନର ଭୂପେଶ ପାଣିଗ୍ରାହୀ ଏବଂ ସ୍ବସ୍ତି…

ଉଠାଦୋକାନୀଙ୍କୁ ଉଚ୍ଛେଦ, ଥିଲାବାଲାଙ୍କୁ ନା: ପୋଲିସ ସହ ମୁହାଁମୁହିଁ

ବରଗଡ଼,୭।୬(ପ୍ରେମାନନ୍ଦ ଖମାରୀ):ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବରଗଡ଼ ସବୁବେଳେ ଚର୍ଚ୍ଚାର ବିଷୟ ହୋଇ ପଡୁଛି। କେବଳ ଡାକବାଜି ଯନ୍ତ୍ରରେ ସୂଚନା ଦେଇ ଏଠାରେ ଗରୀବ ଲୋକଙ୍କୁ ଉଚ୍ଛେଦ କରାଯାଉଛି। ମାତ୍ର ଥିଲାବାଲାଙ୍କ ଜବରଦଖଲକୁ ବିଭାଗୀୟ ଅଧିକାରୀଙ୍କ ହାତ ପାଉ ନାହିଁ। ଏଭଳିସ୍ଥଳେ…

ପାର୍କକୁ ଆସ ବୋଲି ପ୍ରେମିକା ଡାକିଲେ, ଲୁଚିଥିବା ବାପା-ଭାଇ ପିଟି ପିଟି ମାରିଦେଲେ; ରକ୍ତରଞ୍ଜିତ ହେଲା…

ଲକ୍ଷ୍ନୌ,୬।୬: ଉତ୍ତରପ୍ରଦେଶର ବସ୍ତି ଜିଲାର ୱାଲଟରଗଞ୍ଜ ଥାନା ଅଞ୍ଚଳର ପାଦ୍ରି ଗାଁରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକକୁ ତାଙ୍କ ପ୍ରେମିକାର ବାପା ଏବଂ ଭାଇ ପିଟି ପିଟି ହତ୍ୟା କରିଛନ୍ତି। ପ୍ରେମିକା ତାଙ୍କ ପ୍ରେମିକକୁ ରାତିରେ…

ଅବିଶ୍ୱସନୀୟ! ୬ ବର୍ଷର ଝିଅ ଆତଙ୍କବାଦୀ, ସେନା ମୁଖ୍ୟଙ୍କୁ ହତ୍ୟା ଅଭିଯୋଗରେ ଗିରଫ

ୟାଙ୍ଗନ,୬।୬: ମିଆଁମାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୬ ବର୍ଷର ଝିଅକୁ ଆତଙ୍କବାଦୀ ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ ଏହି ଝିଅଟି ସେହି ସଂଗଠନ ସହିତ ଜଡିତ, ଯିଏ ନିକଟରେ ଜଣେ ଅବସରପ୍ରାପ୍ତ ସେନା…

ଗିରଫ ହେବେ କିଙ୍ଗ୍‌ କୋହଲି! ବେଙ୍ଗାଲୁରୁ ଘଟଣାକୁ ନେଇ…

ନୂଆଦିଲ୍ଲୀ,୬।୬: ବେଙ୍ଗାଲୁରୁରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ପରେଡ ସମୟରେ ଦଳାଚକଟା ମାମଲାରେ ଷ୍ଟାର ଖେଳାଳି ବିରାଟ କୋହଲି ମଧ୍ୟ ସମାଲୋଚନାର ଶିକାର ହୋଇଛନ୍ତି। ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକେ…

ଧ୍ୱଂସ  ହୋଇଯିବ ୟୁକ୍ରେନ! ରୁଷିଆକୁ ୨୦୦ ବର୍ଷର ପୁରୁଣା ଅସ୍ତ୍ର ଦେଲା ଉତ୍ତର କୋରିଆ  

ମସ୍କୋ,୬।୬: ୟୁକ୍ରେନ ଯୁଦ୍ଧରେ ରୁଷିଆକୁ ସାହାଯ୍ୟ କରିବା ପାଇଁ ଉତ୍ତର କୋରିଆ ଏବେ ସାଂଘାତିକ ଅସ୍ତ୍ର ପଠାଉଛି। ସେସବୁ କେବଳ ଆଧୁନିକ କିମ୍ବା ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ନୁହେଁ ବରଂ ସେଗୁଡ଼ିକ ୧୯୮୦ ଦଶକ ପୂର୍ବରୁ ତିଆରି ହୋଇଥିଲା। ଅସ୍ତ୍ରଗୁଡ଼ିକ କେବଳ…

ବାଂଲାଦେଶରେ ନିର୍ବାଚନ ତାରିଖ ଘୋଷଣା କଲେ ୟୁନୁସ ସରକାର, ଏଇ ତାରିଖରେ ହେବ…

ଢାକା,୬।୬: ବାଂଲାଦେଶରେ ଶେଖ ହାସିନାଙ୍କ ବିଦ୍ରୋହ ପରେ ଆନ୍ତରୀଣ ସରକାରଙ୍କ ଶାସନ ଜାରି ରହିଛି। ମାତ୍ର ଏହାରି ଭିତରେ ବାଂଲାଦେଶ ୟୁନୁସ ସରକାର ନିର୍ବାଚନ ନେଇ ବଡ଼ ଘୋଷଣା କରିଛନ୍ତି। ଦେଶକୁ ସମ୍ବୋଧିତ କରି ୮୪ ବର୍ଷୀୟ ନୋବେଲ ଶାନ୍ତି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?