Home

ଶୋଇବା ସମୟରେ ଶରୀରରେ ଦେଖାଯାଉଛି କି ଏହି ୬ ଲକ୍ଷଣ: ଖରାପ ହୋଇପାରେ କିଡ଼ନୀ, ହୋଇଯାନ୍ତୁ ସତର୍କ

ପ୍ରତ୍ୟେକ ବ୍ୟକ୍ତି ଦିନସାରା କ୍ଳାନ୍ତ ହେବା ପରେ ରାତିରେ ଶାନ୍ତିରେ ଶୋଇବାକୁ ଆଶା କରିଥାନ୍ତି। କିନ୍ତୁ ଯଦି ନିଦ ଆମକୁ ଆମର ସବୁଠାରୁ ବଡ଼ ରୋଗ ବିଷୟରେ ସୂଚନା ଦେଉଛି ତେବେ ଏହା ନିଶ୍ଚିନ୍ତ ଭାବେ ଚିନ୍ତାଜନକ ବିଷୟ। ଆପଣଙ୍କର କିଡନୀ,…

ରୋହିଙ୍ଗ୍ୟାଙ୍କୁ ହତିଆର କରି ବଡ଼ ଷଡ଼ଯନ୍ତ୍ର କରୁଛି ପାକିସ୍ତାନ; କଶ୍ମୀର-ଦିଲ୍ଲୀରେ ହୋଇପାରେ ବଡ଼ ଆକ୍ରମଣ

ଇସଲାମାବାଦ,୭।୬: ଭାରତର ବଡ଼ ଶତ୍ରୁମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)। ଏହା ଏବେ କେବଳ କାଶ୍ମୀରରେ ନୁହେଁ ବରଂ ଭାରତର ପଡ଼ୋଶୀ ଦେଶ ମିଆଁମାର ଅର୍ଥାତ ବର୍ମାରେ ମଧ୍ୟ ନିଜର କାୟା ବିସ୍ତାର କରିବାକୁ ଚେଷ୍ଟା କରୁଛି।…

ମଣ୍ଡିରୁ ଉଠୁନି ଧାନ, ତାଲା ପକାଇଲେ ଚାଷୀ

ଅତାବିରା,୭ା୬(ଯୁଧିଷ୍ଠିର ମହାମାତ୍ର): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ସେଠାରେ ସେହି ଧାନକୁ କ୍ରୟ ସଂସ୍ଥା କିଣୁ ନାହିଁ। ଫଳରେ ମଣ୍ଡିରେ ଧାନ ପକାଇ…

ଏବେ ତାତିରେ ସିଝୁଛି ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି, ରାସ୍ତାଘାଟ ଜନଶୂନ୍ୟ

ଦାରିଙ୍ଗବାଡ଼ି,୭ା୬(ଅରୁଣ ସାହୁ): ଓଡ଼ିଶାର ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ି ଓଡ଼ିଶାର କଶ୍ମୀର ଭାବେ ଜଣାଶୁଣା କିନ୍ତୁ ଗ୍ରୀଷ୍ମ ପ୍ରବାହରେ ଏବେ ଅସମ୍ଭାଳ ହୋଇପଡ଼ିଛି ଏହି ଥଣ୍ଡା ଅଞ୍ଚଳ। ସକାଳ ୮ଟାରୁ ଖରାର ପ୍ରଭାବ ଯୋଗୁ ଜରୁରୀକାର୍ଯ୍ୟ ନ ଥିଲେ ଲୋକମାନେ ଘରୁ ପଦାକୁ ଗୋଡ଼…

ସାମ୍ନାକୁ ଆସିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକର ଅସଲ କାରଣ, ଅଭିଯୁକ୍ତ କହିଲେ ମୋ’ ସ୍ତ୍ରୀ…

ନୂଆଦିଲ୍ଲୀ,୭ା୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଉତ୍ତର ପଶ୍ଚିମ ଜିଲାର ସ୍ବତନ୍ତ୍ର କର୍ମଚାରୀଙ୍କ ଦଳ ଗାଜିଆବାଦରୁ ଗିରଫ କରିଛି। ଅଭିଯୁକ୍ତ କହିଛନ୍ତି ଯେ, ସେ ମଦ୍ୟପାନ କରି କଲ୍‌ କରିଥିଲେ। ପୋଲିସ ସନ୍ଦେହ…

ମିଳିଗଲା କୋହଲି-ରୋହିତଙ୍କ ରିପ୍ଲେସମେଣ୍ଟ! ଜଣେ ମାରିଲେ ଦ୍ୱିଶତକ, ଅନ୍ୟଜଣେ ବିସ୍ଫୋରକ ଶତକ

ଲଣ୍ଡନ,୭।୬: ରୋହିତ ଶର୍ମା ଏବଂ ବିରାଟ କୋହଲି ଗତ ମାସରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ସେବେଠାରୁ ଦଳ ସେମାନଙ୍କ ବଦଳ ଖୋଜୁଥିଲା। ଏବେ ଦେଖାଯାଉଛି ଯେ ଦଳରେ ସେମାନଙ୍କ ସ୍ଥାନ ନେବା ପାଇଁ ଖେଳାଳି ମିଳିଗଲେଣି। ଇଂଲଣ୍ଡ ଟେଷ୍ଟ ପୂର୍ବରୁ,…

ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଏହି ଭାରତୀୟ କ୍ରିକେଟର୍‌ଙ୍କ ଜୀବନ

ରାୟପୁର,୭।୬: ଛତିଶଗଡ଼ ଏକ୍ସପ୍ରେସରେ ଏକ ଭୟଙ୍କର ଘଟଣା ଘଟିଛି। ପଞ୍ଜାବର ୩୮ ବର୍ଷୀୟ ଦିବ୍ୟାଙ୍ଗ କ୍ରିକେଟର ବିକ୍ରମ ସିଂହ ହ୍ବିଲଚେୟାର କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଦିଲ୍ଲୀରୁ ଗ୍ବାଲିୟର ଯାଉଥିବା ସମୟରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଯାତ୍ରା ସମୟରେ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌…

ଫୁଲବାଣୀ ମେଡିକାଲ କଲେଜ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ,୭ା୬(ରାକେଶ କୁମାର ରାଉତ): କନ୍ଧମାଳବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହୋଇଛି। ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହୁ ପ୍ରତୀକ୍ଷିତ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ଉଦଘାଟନ କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ମାଦିକୁନ୍ଦା ସ୍ଥିତ…

ଏଣିକି ଆବାସ ଘର ତିଆରି ପାଇଁ ମାଗଣା ବାଲି ଦେବେ ସରକାର

ଭୁବନେଶ୍ୱର,୭ା୬: ପିଏମ୍‌ ଆବାସ ଯୋଜନାରେ ଘର ପାଇଁ ମାଗଣା ବାଲି ମିଳିବ। ଘର ତିଆରି ପାଇଁ ରାଜ୍ୟ ସରକାର ୨ ଟ୍ରାକ୍ଟର୍‌ ବାଲି ଦେବେ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏନେଇ ପରମିଟ…

୫ ପୋଲିସ ବାବୁ ସସ୍‌ପେଣ୍ଡ୍‌

ବାଲେଶ୍ୱର,୭ା୬: ବାଲେଶ୍ୱରରେ ୫ ଜଣ ପୋଲିସ ବାବୁଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ଜଣେ ହାବିଲଦାରଙ୍କ ସହିତ ୪ କନଷ୍ଟେବଳ ସସ୍‌ପେଣ୍ଡ୍‌ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ବାଲେଶ୍ୱର ଏସ୍‌ପି ଏମାନଙ୍କୁ ସସ୍‌ପେଣ୍ଡ୍‌ କରିଛନ୍ତି। କାର୍ଯ୍ୟ ସମ୍ପାଦନରେ ଅବହେଳା ଅଭିଯୋଗ ଆସିବା ପରେ ଏସ୍‌ପି…

ସୀମାନ୍ତରେ ଆଉ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

ମାଲକାନଗିରି,୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଗତ ତିନିଦିନ ଧରି ପୋଲିସ ଓ ସୁରକ୍ଷାକର୍ମୀଙ୍କ ଅପରେଶନ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉକ୍ତ ଅଞ୍ଚଳରେ ୪ ମାଓବାଦୀ ନିହତ ହୋଇଛନ୍ତି। ବିଜାପୁର ଏସ୍‌.ପି. ସୁନ୍ଦରରାଜ ପି…

ଟ୍ରଲରକୁ ପିଟିଲା ତୀର୍ଥଯାତ୍ରୀ ବସ୍‌: ୫ ଆହତ

ବାଲେଶ୍ୱର,୭/୬(ବାଞ୍ଛାନିଧି ଦେ/ହରିଶଙ୍କର ପାଢୀ): ରାଜପଥ ପାର୍ଶରେ ଛିଡା ହୋଇଥିବା ଏକ ଟ୍ରଲରର ପଛପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ l ୫ ଜଣ ତୀର୍ଥ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡିଛି l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?