ଚୌକା-ଛକା ବର୍ଷା କଲେ ବୈଭବ: ଇଂଲଣ୍ଡ ଭୟଭୀତ
ନୂଆଦିଲ୍ଲୀ,୯।୬: ଭାରତୀୟ କ୍ରିକେଟର ଭବିଷ୍ୟତ କୁହାଯାଉଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ଜବରଦସ୍ତ ଫର୍ମରେ ଅଛନ୍ତି। ୨୦୨୫ରେ ରାଜସ୍ଥାନ ରୟାଲ୍ସ ପାଇଁ ଡେବ୍ୟୁ କରିଥିବା ଏହି ଯୁବ ବାମହାତୀ ଓପନର ଇଂଲଣ୍ଡ ଗସ୍ତ ପୂର୍ବରୁ ବେଙ୍ଗାଲୁରୁର ଜାତୀୟ କ୍ରିକେଟ ଏକାଡେମୀ…
ସଇଁତଳା ପେଡ଼ା: ନାଁ ଅଛି, ମିଳୁନି
କିଛି ବର୍ଷ ତଳେ ରସଗୋଲାକୁ ନେଇ କୋଲକାତା ଏବଂ ଓଡ଼ିଶା ମଧ୍ୟରେ ଦ୍ୱନ୍ଦ୍ୱ ଚାଲିଥିବା ବେଳେ ଶେଷରେ ଓଡ଼ିଶା ରାଜ୍ୟ ରସଗୋଲାର ଜିଆଇ ଟ୍ୟାଗ୍ ହାତେଇ ନିଜ ନାମରେ ରସଗୋଲା ପ୍ରସ୍ତୁତିର ଶ୍ରେୟ ନେଇଥିଲା। ବର୍ତ୍ତମାନ ରାଜ୍ୟର କେତେକ ଅଞ୍ଚଳରେ ବିଭିନ୍ନ…
ପଡ଼ିଆ ମଝିରେ ଭୋ ଭୋ ହୋଇ କାନ୍ଦିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୯।୬: ଫୁଟ୍ବଲ୍ ବାଦ୍ଶାହା କ୍ରିଷ୍ଟିଆନୋ ରୋନାଲ୍ଡୋ ଭାବପ୍ରବଣ ପଡ଼ିଆରେ ଭାବପ୍ରବଣ ହୋଇପଡ଼ିଛନ୍ତି। ଏହି ଲୁହ ଆନନ୍ଦର ଥିଲା। ପର୍ତ୍ତୁଗାଲ ନେସନ୍ସ ଲିଗର ଫାଇନାଲରେ ପେନାଲ୍ଟି ସୁଟଆଉଟରେ ସ୍ପେନକୁ ୫-୩ରେ ପରାସ୍ତ କରିଥିଲା। ଏହା ପୂର୍ବରୁ, ମ୍ୟାଚ ସମୟ ଶେଷ ହେବା ପର୍ଯ୍ୟନ୍ତ…
ଝରଣାର ନାଁ ପାପନାଶିନୀ
ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ରହିଛି ତୀର୍ଥକ୍ଷେତ୍ର ହରିଶଙ୍କର ଓ ନୃସିଂହନାଥ। ସୁଉଚ୍ଚ ପାହାଡ଼, ସଂକୀର୍ଣ୍ଣ ଗିରିପଥ, ଘଞ୍ଚ ଜଙ୍ଗଲ ଏବଂ ପ୍ରସ୍ତର ଦେହରେ ଘର୍ଘର ନାଦରେ କେଉଁ ଅନାଦି କାଳରୁ ବୋହିଯାଉଥିବା ଜୀବନଦାୟିନୀ ଝରଣାର ଅପୂର୍ବ ମନୋରମ ଦୃଶ୍ୟ…
ଭଉଣୀଙ୍କୁ ହତ୍ୟା କରିବା ପରେ ଡାକ୍ତରଖାନା ଆଣିଥିଲେ ହତ୍ୟାକାରୀ ଭାଇ, ହେଲେ…
ବଣାଇଁ,୯ା୬(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ମହୁଲପଦା ଥାନାର ଜିନକଳା ଗ୍ରାମରେ ଏକ ସାଧାରଣ ଘଟଣାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ଛି। ରବିବାର ରାତିରେ ସାନଭାଇ ବିଜୟ ମାହାନ୍ତ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିଲା। ଏଥିରେ ବିଜୟଙ୍କ ବଡ଼ବାପା ଝିଅ ବଡ଼…
କାଙ୍ଗୁଲା ଝିଅ ସମୀକ୍ଷା ସ୍ରୋତକୀର୍ତ୍ତି ହେଲେ ପାଇଲଟ
ବନ୍ତଳା,୯ା୬(ସୁଶିତ ସାହୁ): ମାତ୍ର ୨୧ ବର୍ଷ ବୟସରେ ଅନୁଗୋଳ ବ୍ଲକ କାଙ୍ଗୁଲା ବେନ୍ତପୁର ଅଞ୍ଚଳର ଝିଅ ସମୀକ୍ଷା ସ୍ରୋତକୀର୍ତ୍ତି ହୋଇଛନ୍ତି ପାଇଲଟ୍। ୨୦୨୫ ଫେବୃଆରୀରେ ତାଙ୍କୁ କମର୍ସିଆଲ ପାଇଲଟ ଲାଇସେନ୍ସ ପ୍ରଦାନ କରାଯାଇଛି। ସମୀକ୍ଷାଙ୍କ ଏପରି ସଫଳତା ସମ୍ପର୍କରେ ଜଣାପଡ଼ିବା ପରେ…
ରୋମାଞ୍ଚ ବଢ଼ାଇବ ୭ ରେଳ ସୁଡ଼ଙ୍ଗ
ରାଜ୍ୟର ଉପକୂଳ ଅଞ୍ଚଳରୁ ପଶ୍ଚିମାଞ୍ଚଳକୁ ସଂଯୋଗ କରିବ ୩୦୧ କିଲୋମିଟର ବିଶିଷ୍ଟ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ଲାଇନ। ଏହି ପ୍ରକଳ୍ପ ରାଜଧାନୀ ଭୁବନେଶ୍ୱରର ଅନତି ଦୂରରେ ଖୋର୍ଦ୍ଧାରୋଡ୍ ଜଙ୍କଶନ ସହ ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର ଆଦି ଜିଲାକୁ ଏହି ପ୍ରକଳ୍ପ ସଂଯୋଗ କରିବାକୁ…
ଧରିତ୍ରୀରେ ଖବର ପ୍ରକାଶ ପରେ ଉପରଉଡ଼ା ଗାଁରେ ଖନନ ହେଲା ନଳକୂପ
ଲୋଇସିଂହା,୯ା୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ତଲିଉଡ଼ାର ଗ୍ରାମରେ ୪ ମାସ ହେଲା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ି ଥିବାବେଳେ ୩ଟି ନଳକୂପ ମଧ୍ୟରୁ ୨ଟି ଅକାମୀ ହୋଇଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ‘ଉପରଉଡ଼ାର ଗାଁରେ ଉତ୍କଟ…
DGPଙ୍କ ବଡ଼ ଖୁଲାସା: ହନିମୁନ୍ରେ ହିଁ ସୋନମ କରିଛନ୍ତି ସ୍ବାମୀ ରାଜାଙ୍କୁ ହତ୍ୟା, ଜାଣନ୍ତୁ ପୂରା ମାମଲା…
ଶିଲଂ,୯ା୬: ମେଘାଳୟରେ ହନିମୁନ୍ରେ ଯାଇଥିବା ଇନ୍ଦୋର ଦମ୍ପତି ନିଖୋଜ ହୋଇ ନ ଥିଲେ, ସ୍ତ୍ରୀ ସୋନମ ହିଁ ତାଙ୍କ ସ୍ବାମୀ ରାଜାଙ୍କୁ ହତ୍ୟା କରିଥିଲେ। ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ମେଘାଳୟ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ…
୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ
ଓ୍ବାଶିଂଟନ,୯ା୬: ଆମେରିକାର ଟେନେସି ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଗୁରୁତର ହୋଇଥିବାବେଳେ ଅନେକଙ୍କ…
ଅନନ୍ୟା ନନ୍ଦିନୀ
ନନ୍ଦିନୀ ଶତପଥୀ, କେବଳ ଓଡ଼ିଶା ନୁହେଁ ଭାରତୀୟ ରାଜନୀତିର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଜନନାୟିକା। ଯାହାଙ୍କ ଅବଦାନରେ ଉଭୟ ରାଜନୀତି ଏବଂ ସାହିତ୍ୟ ବିଭିନ୍ନ ଭାବେ ପରିପୁଷ୍ଟ। ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀଙ୍କର ସ୍ବପ୍ନ ଥିଲା ରାଜ୍ୟର ସାମଗ୍ରିକ ବିକାଶ। ସ୍ବପ୍ନକୁ…
ଏଇ ଭାରତରେ
ସ୍ବାର୍ଥ ପାଇଁ ବେଳେବେଳେ ରକ୍ତସମ୍ପର୍କୀୟମାନେ ବି ବିଶ୍ୱାସଘାତକତା କରିବାକୁ ପଛାନ୍ତି ନାହିଁ। ହେଲେ ବିଶ୍ୱସ୍ତ ପ୍ରାଣୀ କୁକୁର କିନ୍ତୁ ଆବଶ୍ୟକସ୍ଥଳେ ମାଲିକର ଜୀବନ ରକ୍ଷା କରିବା ପାଇଁ ନିଜ ଜୀବନକୁ ବି ବାଜି ଲଗାଇ ଦେଇଥାଏ। ଠିକ୍ ଏମିତି ଏକ ଉଦାହରଣ…

