Home

୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ,୧୧ା୬: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ମହାସ୍ନାନ କରିଛନ୍ତି। ଏହି ଦିବ୍ୟ ସ୍ନାନକୁ ବଡ଼ଦାଣ୍ଡରେ ଥାଇ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ନୀତି ନିର୍ଘଣ୍ଟ ଅନୁଯାୟୀ, ଭୋର ୪.୩୦ରେ ମଙ୍ଗଳାର୍ପଣ, ଭୋର ୫ଟାରେ…

ଅବସରର ଗୋଟିଏ ଦିନ ପରେ ପୁରନଙ୍କୁ ବଡ଼ ଦାୟିତ୍ୱ ଦେଲା ଅମ୍ବାନୀ ପରିବାର

ମୁମ୍ବାଇ,୧୧।୬: ୱେଷ୍ଟଇଣ୍ଡିଜ ବିସ୍ଫୋରକ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ତାଙ୍କ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କୁ ମାତ୍ର ୨୯ ବର୍ଷ। ଏତେ କମ ବୟସରେ ସେ ଲିଗ କ୍ରିକେଟକୁ ପ୍ରାଥମିକତା ଦେଇ ଅନ୍ତର୍ଜାତୀୟ କ୍ରିକେଟ ଛାଡି ଦେଇଥିବାରୁ ପ୍ରଶଂସକମାନେ…

ଭାଇ ରାଜା ରଘୁବଂଶୀଙ୍କ ମୃତ୍ୟୁ ପରେ ଇନଷ୍ଟା ରିଲ୍ସରେ ଫଲୋଅର୍ସ ବଢାଉଛନ୍ତି ଭଉଣୀ, ମାସକରେ କମାଉଛନ୍ତି ପୁଳାପୁଳା ଟଙ୍କା

ଇନ୍ଦୋର,୧୧।୬: ନିକଟରେ ହନିମୁନ ମର୍ଡର ମିଷ୍ଟ୍ରିକୁ ନେଇ ସାରା ଦେଶ ଉଠୁଛି ପଡୁଛି। ତେବେ ଏହାରି ଭିତରେ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ରାଜା ରଘୁବଂଶୀଙ୍କ ଭଉଣୀ ସୃଷ୍ଟି ରଘୁବଂଶୀ ସୋସିଆଲ ମିଡିଆ ପ୍ରଭାବଶାଳୀ ଇନଫ୍ଲୁଏସର ଏବଂ ଅନେକ ବ୍ରାଣ୍ଡର ପ୍ରଚାର…

ଶେଷରେ ଟ୍ରମ୍ପଙ୍କୁ କ୍ଷମା ମାଗିଲେ ଏଲନ ମସ୍କ: କହିଲେ, ମୁଁ ଦୁଃଖିତ

ଓ୍ବାଶିଂଟନ,୧୧।୬:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲାର ସିଇଓ ଏଲନ ମସ୍କ ଗତ କିଛି ଦିନ ଧରି ପରସ୍ପର ବିରୋଧରେ ଖୋଲାଖୋଲି କଥା କହୁଛନ୍ତି। ମସ୍କ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ସୋସିଆଲ ମିଡିଆ ପୋଷ୍ଟ ଶେୟାର କରିଥିଲେ, କିନ୍ତୁ ଏବେ ସେ…

ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ପାଖରେ ପହଞ୍ଚିଲା ସ୍ବାସ୍ଥ୍ୟ ଟିମ୍‌

ଧର୍ମଶାଳା,୧୧ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଦୁଇ ଦିନ ମଧ୍ୟରେ ୧୫୦ରୁ ଅଧିକ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଏକ ଡାକ୍ତରୀ ଟିମ୍‌ ରୋଗୀଙ୍କ ପାଖରେ ପହଞ୍ଚିଛି। ଧର୍ମଶାଳା ଅଞ୍ଚଳରେ ଅନେକ…

୮ ଦିନ ହେଲା ପୁରୁଷୋତ୍ତମପୁରରେ ମୋବାଇଲ ସେବା ବନ୍ଦ, ଆନ୍ଦୋଳନକୁ ଓହ୍ଲାଇବେ ଉପଭୋକ୍ତା

ପୁରୁଷୋତ୍ତମପୁର,୧୧ା୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦିନକୁ ଦିନ ବିଏସ୍‌ଏସ୍‌ଏଲ ମୋବାଇଲ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ବିୁଦ୍ୟତ୍‌ ଚାଲିଗଲେ ମୋବାଇଲ ନେଟ୍‌ଓ୍ବର୍କ ମଧ୍ୟ ଚାଲିଯାଉଛି। ଏ ପରିସ୍ଥିତି ଏଠାରେ ଦୀର୍ଘଦିନ ହେଲା ଲାଗି ରହିଥିବା ବେଳେ ଗତ ୪ରୁ ସମ୍ପୂର୍ଣ୍ଣ…

ବହୁ ପ୍ରତୀକ୍ଷାର ଅନ୍ତ, ବ୍ରହ୍ମପୁର ଏମ୍‌ପି ପ୍ରତିନିଧି ଭାବେ ମନୋନୀତ ହେଲେ ରଞ୍ଜନ

ଗଞ୍ଜାମ,୧୧ା୬(ବିଦ୍ୟାଧର ସାହୁ): ସାଧାରଣ ନିର୍ବାଚନକୁ ପୂରିଛି ଏକ ବର୍ଷ। ନିର୍ବାଚନ ପରଠାରୁ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ଏମ୍‌ପିଙ୍କ ପ୍ରତିନିଧି ଆଶାୟୀ ଥିବା ବେଳେ ରାମଗଡ଼ ପଞ୍ଚାୟତ ପ୍ରାୟଗି ଗ୍ରାମର ରଞ୍ଜନ କୁମାର ତରାଇ ବ୍ରହ୍ମପୁର ଲୋକ ସଭା ଏମ୍‌ପିଙ୍କ ଗଞ୍ଜାମ…

ଲୀଳାମୟଙ୍କ ଦର୍ଶନ କରି ଭାବବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ

ପୁରୀ,୧୧ା୬: ଆଜି ଅର୍ଥାତ୍‌ ବୁଧବାର ସ୍ନାନପୂର୍ଣ୍ଣିମା। ଭକ୍ତିମୟ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡ ଏକପ୍ରକାର ଲୋକାରଣ୍ୟ ହୋଇଛି। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦିରେ ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ମହାପ୍ରଭୁଙ୍କ ଏହି ଦିବ୍ୟ ଦର୍ଶନ…

କାମ ଛାଡ଼, ଛୁଆ ଜନ୍ମ କର: ବିବାହ ଛୁଟି ୩ ଦିନରୁ ୩୦ ଦିନକୁ ବୃଦ୍ଧି

ବେଜିଂ,୧୧।୬: ଚାଇନା ସରକାର ଏବେ ଖୋଲାଖୋଲି ଭାବରେ ଏହାର ନାଗରିକମାନଙ୍କୁ କାମ ଛାଡି ପିଲା ଜନ୍ମ କରିବାକୁ କହୁଛନ୍ତି। ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ଚିନ୍ତିତ ଚାଇନା ଏବେ ଯୁବକମାନଙ୍କୁ ବିବାହ କରିବା ଏବଂ ପିଲା ଜନ୍ମ କରିବା ପାଇଁ ବିଭିନ୍ନ…

ବୈଷ୍ଣୋ ଦେବୀଙ୍କ ଦର୍ଶନ କଲେ ଫାରୁକ ଅବଦୁଲ୍ଲା: ମା’ଙ୍କୁ ମାଗିଲେ ଏମିତି ଜିନିଷ

ନୂଆଦିଲ୍ଲୀ,୧୧।୬: ନ୍ୟାଶନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଥିଲେ। ଫାରୁକ ଅବଦୁଲ୍ଲା ସେହି ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରିଥିଲେ। ସେ ଏହି ଟ୍ରେନରେ ତାଙ୍କର ପ୍ରଥମ ଯାତ୍ରା କରିଥିଲେ ଏବଂ ବୈଷ୍ଣୋ ଦେବୀରେ ପହଞ୍ଚିଥିଲେ। ମାତାଙ୍କ…

ଭାରତ ସହିତ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନେଲା ବଡ଼ ନିଷ୍ପତ୍ତି: ମିଶାଇଲ୍‌ ଟ୍ୟାଙ୍କ୍‌କୁ ନେଇ,,,

ନୂଆଦିଲ୍ଲୀ,୧୧।୬: ଭାରତ ସହିତ ଉତ୍ତେଜନା ମଧ୍ୟରେ, ପାକିସ୍ତାନ ତାର ପ୍ରତିରକ୍ଷା ବଜେଟରେ ୨୦ ପ୍ରତିଶତ ବୃଦ୍ଧି କରିଛି ଏବଂ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨୫୫୦ ବିଲିୟନ ପାକିସ୍ତାନୀ ଟଙ୍କା (୯ ବିଲିୟନ ଆମେରିକୀୟ ଡଲାର) ଆବଣ୍ଟନ କରିଛି। ଅର୍ଥମନ୍ତ୍ରୀ ମହମ୍ମଦ…

ହନିମୁନ୍‌ରେ ସ୍ବାମୀଙ୍କୁ ହତ୍ୟା କରି ପାରି ନ ଥିଲେ, ପ୍ଲାନ୍‌-ବି ପ୍ରସ୍ତୁତ କରିଥିଲେ ସୋନମ: ସେଲ୍‌ଫି ନେବାବେଳେ….

ଇନ୍ଦୋର,୧୧।୬: ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ମେଘାଳୟରେ ହନିମୁନ୍‌ ବେଳେ ସ୍ତ୍ରୀ ସୋନମ୍‌ ତାଙ୍କୁ ହତ୍ୟା କରାଇବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ସୋନମ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଗୋଟିଏ ନୁହେଁ ବରଂ ଦୁଇଟି ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?