Home

ହନିମୁନ୍‌ରେ ସ୍ବାମୀଙ୍କୁ ହତ୍ୟା କରି ପାରି ନ ଥିଲେ, ପ୍ଲାନ୍‌-ବି ପ୍ରସ୍ତୁତ କରିଥିଲେ ସୋନମ: ସେଲ୍‌ଫି ନେବାବେଳେ….

ଇନ୍ଦୋର,୧୧।୬: ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ମେଘାଳୟରେ ହନିମୁନ୍‌ ବେଳେ ସ୍ତ୍ରୀ ସୋନମ୍‌ ତାଙ୍କୁ ହତ୍ୟା କରାଇବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ସୋନମ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଗୋଟିଏ ନୁହେଁ ବରଂ ଦୁଇଟି ଯୋଜନା…

ପିଲା ଭୁଲ୍‌ କରୁଥିଲେ, କେମିତି ସମ୍ଭାଳିବେ: ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

ଅଭିଭାବକଙ୍କ ବ୍ୟବହାର ପିଲାଙ୍କ ବ୍ୟକ୍ତିତ୍ୱକୁ ଆକାର ଦେଇଥାଏ। ତେଣୁ ପିଲାଙ୍କର କୌଣସି ଭୁଲ୍‌ରେ ହଠାତ୍‌ ରାଗିଯାଇ ଗାଳିଦେବା କିମ୍ବା ମାଡ଼ ମାରିବା ପରିବର୍ତ୍ତେ ପ୍ରଥମେ ତାଙ୍କୁ ସ୍ନେହରେ ଭଲ ଭାବେ ବୁଝାଇଲେ ସେମାନେ ସହଜରେ ନିଜ ଭୁଲ୍‌ ବୁଝିପାରନ୍ତି। ଏହା ନା…

ସବୁବେଳେ ଗୁପ୍ତ ସ୍ନାନ କରୁଥିବା ମହାପ୍ରଭୁ, ଆଜି କାହିଁକି କରନ୍ତି ପ୍ରତ୍ୟକ୍ଷ ସ୍ନାନ: ଜାଣନ୍ତୁ ରୋଚକ କଥା…

ଜ୍ୟେଷ୍ଠ ମାସ ପୂର୍ଣ୍ଣିମାକୁ ଦେବସ୍ନାନ ପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ। ପରମ୍ପରା ଅନୁଯାୟୀ, ଚତୁର୍ଦ୍ଧାବିଗ୍ରହମାନେ ବର୍ଷରେ ଏହି ଗୋଟିଏ ଦିନ ପ୍ରତ୍ୟକ୍ଷ ସ୍ନାନ କରିଥାନ୍ତି। ତେଣୁ ଉକ୍ତ ଦିନକୁ ସ୍ନାନଯାତ୍ରା ବୋଲି କୁହାଯାଏ। ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ…

ରାତିରେ ଖାଆନ୍ତୁନି ଏହି ଖାଦ୍ୟ: ନଚେତ୍‌ ହୋଇପାରେ ବଡ଼ ସମସ୍ୟା

ଫଳ: ଫଳରେ ଅନେକ ପୋଷକତତ୍ତ୍ୱ ଭରି ରହିଛି। ହେଲେ ଏହାକୁ ରାତିରେ ଖାଇଲେ ହଜମ ହେବାରେ କଷ୍ଟ ହୋଇଥାଏ। ତା’ଛଡ଼ା ଏହାଦ୍ୱାରା ଛାତିରେ କଫ ଜମା ହେବାର ବି ଆଶଙ୍କା ଥାଏ। ତେଲ ମସଲାଯୁକ୍ତ ଖାଦ୍ୟ: ରାତ୍ରଭୋଜନରେ ଏଭଳି ଖାଦ୍ୟ ଖାଇଲେ…

ଫିଟୁଛି ସୋନମଙ୍କ ଗୁମର: ଘରେ ସବୁ ଜାଣିଥିଲେ, ରାଜାଙ୍କୁ ବଳି ପକାଇଲେଦେଲେ

ଇନ୍ଦୋର,୧୧ା୬:ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ମେଘାଳୟରେ ହନିମୁନ୍‌ ବେଳେ ସ୍ତ୍ରୀ ସୋନମ୍‌ ତାଙ୍କୁ ହତ୍ୟା କରାଇବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏହା ପଛର ରହସ୍ୟ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ଏକ ସୂତ୍ର ଅନୁଯାୟୀ, ସୋନମ୍‌…

ଦୁଇଦିନ ତଳେ ଥିଲେ ଉପଜିଲାପାଳ, ଏବେ ଜେଲରେ ବିଚାରଧିନ ବନ୍ଦୀ: ଚୂଡ଼ା-ଗୁଡ଼ ଖାଇ ବିତାଇଲେ ରାତି

ଭବାନୀପାଟନା,୧୧।୬(ଉତ୍ତମ କୁମାର ଦାସ):କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକ୍‌ମା ରବିବାର ରାତିରେ ଜଣେ କ୍ରଶର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହାସହ ଭିଜିଲାନ୍ସ ଛାନ୍‌ଭିନ୍‌ ବେଳେ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ନଗଦ ୪୭…

ମଣିଷତ୍ୱ ହ୍ରାସ ପାଉଛି

ଭାରତ ଉପରେ ଯେତେବେଳେ ଇଂରେଜ ଶାସନ କରୁଥିଲେ, ସେତେବେଳେ ତାଙ୍କ ନିଜ ସୁବିଧା ଓ ଯାତାୟାତ ପାଇଁ ବମ୍ବେରୁ ଠାଣେ ପର୍ଯ୍ୟନ୍ତ ରେଳ ଲାଇନ୍‌ ପକାଇ ୧୬ ଏପ୍ରିଲ ୧୮୫୩ରେ ପ୍ରଥମେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଥିଲେ। ଏବେ ‘ଇଣ୍ଡିଆନ୍‌…

ମାସ୍କ ପିନ୍ଧି ଆପଲ ଷ୍ଟୋରରୁ ବୋହି ନେଲେ ଆଇ ଫୋନ, ଭିଡିଓ ଭାଇରାଲ

ଓ୍ବାଶିଂଟନ,୧୧।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇମିଗ୍ରେସନ ଚଢାଉ ବିରୋଧରେ ଲସ ଆଞ୍ଜେଲସରେ ପ୍ରତିବାଦ ଜାରି ରହିଛି। ସୋମବାର (ଜୁନ ୦୯, ୨୦୨୫) ରାତିରେ, ଅନେକ ମୁଖାପିନ୍ଧା ଲୋକ ସହରର ଏକ ଆପଲ ଷ୍ଟୋରକୁ ଲୁଟ କରିଥିଲେ। ସୋସିଆଲ ମିଡିଆରେ ଏକ…

ବଡ଼ ମାଇଲଖୁଣ୍ଟ ହାସଲ କଲେ ବିରାଟ କୋହଲି: କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ,୧୧।୬: ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ବିରାଟ କୋହଲି ଇନଷ୍ଟାଗ୍ରାମରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ପଡ଼ିଆରେ ତାଙ୍କ ବ୍ୟାଟିଂର ସବୁଠି ଚର୍ଚ୍ଚା ହେଉଥିବା ବେଳେ, ଏବେ ସେ ସୋସିଆଲ ମିଡିଆରେ ମଧ୍ୟ ବିଶ୍ୱର ବଡ଼ ବଡ଼ ଷ୍ଟାରମାନଙ୍କୁ ପଛରେ…

ପ୍ରଚଣ୍ଡ ରାଗ, ରାଜା ରଘୁବଂଶୀ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଅନ କ୍ୟାମେରା ମାରିଲେ ଚାପୁଡା, ଭିଡିଓ ଆସିଲା ସାମ୍ନାକୁ

ଇନ୍ଦୋର,୧୧।୬: ମଙ୍ଗଳବାର ରାତିରେ ଇନ୍ଦୋରର ଦେବୀ ଅହଲ୍ୟାବାଇ ହୋଲକର ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ରାଜା ରଘୁବଂଶୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଚାପୁଡ଼ା ମାରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ମେଘାଳୟ…

ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ମିଶନ ସ୍ଥଗିତ: ସାମ୍ନାକୁ ଆସିଲା ବଡ଼ କାରଣ

ଫ୍ଲୋରିଡା,୧୧।୬: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ମହାକାଶ ‘ଆକ୍ସିଓମ୍‌-୪’ ମିଶନର ଲଞ୍ଚତ୍ଂ’ ପୁଣି ଥରେ ସ୍ଥଗିତ ରଖାଯାଇଛି। ଏହି ମିଶନ ଅଧୀନରେ ସେମାନଙ୍କୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) କୁ ପଠାଯିବାର ଥିଲା। ସ୍ପେସଏକ୍ସ…

ପୁଣି ଦାଉ ସାଧିଲା ବର୍ଷା, ଧାନକିଣା ବାଧାପ୍ରାପ୍ତ

ଭବାନୀପାଟଣା,୧୧ା୬ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସକାଳୁ ଘଡ଼ଘଡି ସହ ପ୍ରବଳ ବର୍ଷା ହୋଇଛି। ଫଳରେ ଜିଲାରେ ଧାନ କିଣା ପ୍ରଭାବିତ ହୋଇଛି। ଅନେକ ମଣ୍ଡିରେ ଧାନକିଣା ବନ୍ଦ ହୋଇଛି। ମଣ୍ଡି ଆରମ୍ଭରେ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?