ବିକାଶ ବାହନ ଯାତ୍ରାର ଶୁଭାରମ୍ଭ: ଘରେ ଘରେ ପହଞ୍ଚିବ ବିକାଶର ବାର୍ତ୍ତା
ଭଞ୍ଜନଗର,୧୨ା୬(ବାବୁଲା ପ୍ରଧାନ): ରାଜ୍ୟରେ ଭାଜପା ସରକାରଙ୍କ ଶାସନର ଏକ ବର୍ଷ ପୂର୍ତ୍ତି ହୋଇଛି। ତେଣୁ ଗୁରୁବାର ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟରୁ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା…
ଏୟାର ଇଣ୍ଡିଆରେ ଯାତ୍ରା କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ହେଉଛି ଭାଇରାଲ, ଜାଣନ୍ତୁ ଏହା ପଛର ସତ୍ୟତା
ଅହମଦାବାଦ,୧୨।୬: ଗୁରୁବାର ଅପରାହ୍ନରେ ଗୁଜୁରାଟର ଅହମଦାବାଦରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦାବି କରାଯାଉଛି ଯେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟି ନେତା ବିଜୟ ରୂପାନୀ ଉକ୍ତ ବିମାନରେ ଥିଲେ। ଏକ…
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ମନେ ପକାଇଦେଲା ବିଶ୍ୱର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା, ଏତିକି ଲୋକଙ୍କର ହୋଇଥିଲା ମୃତ୍ୟୁ!
ନୂଆଦିଲ୍ଲୀ,୧୨।୬: ଅହମ୍ମଦାବାଦର ମେଘାନିରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ଉଡ଼ାଣ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନଟି ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିଲା ଏବଂ ଏଥିରେ ପ୍ରାୟ ୨୪୨ ଜଣ ଯାତ୍ରୀ ଥିଲେ। ଏହି…
ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଆସିଲା ପାକିସ୍ତାନର ପ୍ରତିକ୍ରିୟା: କହୁ କହୁ କହିଦେଲା ସବୁକିଛି
ଇସଲାମାବାଦ୍,୧୨।୫: ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ବିମାନରେ ଦୁଇଜଣ ପାଇଲଟ ଏବଂ ୧୦ ଜଣ କ୍ୟାବିନ କ୍ରୁ ସମେତ ୨୪୨ ଜଣ ଥିଲେ। ବିମାନ ଦୁର୍ଘଟଣା ପରେ ଅନେକ…
କେଇ ସେକେଣ୍ଡରେ ହୁତୁହୁତୁ ହୋଇ ଜଳିଗଲା ବିମାନ…ଜାଣନ୍ତୁ କେଉଁ ଦେଶର କେତେ ଯାତ୍ରୀ ଥିଲେ? ହେଲ୍ପଲାଇନ୍ ନଂ ଜାରି
ଅହମ୍ମଦାବାଦ,୧୨।୬: ଗୁଜୁରାଟର ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନରେ ମୋଟ ୨୪୨ ଜଣ ଯାତ୍ରୀ ଥିଲେ। ବିମାନଟି ଲଣ୍ଡନ ପାଇଁ ଉଡ଼ାଣ ଭରିବା ଆରମ୍ଭ କରିଥିଲା। କିନ୍ତୁ ହଠାତ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ…
୧୨ ଜୁନ, କଳାଦିନ: ୭୫ ବର୍ଷ ପୂର୍ବେ ଆଜିର ଦିନରେ ଘଟିଥିଲା ବଡ଼ ବିମାନ ଦୁର୍ଘଟଣା, ଏତିକି ଲୋକଙ୍କ ଯାଇଥିଲା ଜୀବନ
ନୂଆଦିଲ୍ଲୀ,୧୨।୬: ୧୨ ଜୁନ ୨୦୨୫, ଏହି ତାରିଖ ଏବେ ଭାରତରେ କଳା ଦିନ ଭାବେ ଗଣାହେବ। ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ, ଏୟାର ଇଣ୍ଡିଆର ଲଣ୍ଡନ ଯାଉଥିବା ବିମାନ AI171 (ବୋଇଂ ୭୮୭-୮ ଡ୍ରିମଲାଇନର) ଗୁଜରାଟର ଅହମ୍ମଦାବାଦ ବିମାନବନ୍ଦର ନିକଟବର୍ତ୍ତୀ…
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…
ନୂଆଦିଲ୍ଲୀ,୧୨।୬: ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ମର୍ମାହତ ଏବଂ ଦୁଃଖିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପୋଷ୍ଟରେ ଏହି ଦୁଃଖଦ ଘଟଣାଟିକୁ ହୃଦୟବିଦାରକ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ପ୍ରଭାବିତ ଲୋକଙ୍କ ପ୍ରତି ମୋର…
BJ ମେଡିକାଲ କଲେଜ ହଷ୍ଟେଲ ଉପରେ ଖସିପଡ଼ିଥିଲା ବିମାନ, ୨୦ ଛାତ୍ରଙ୍କ ମୃତ୍ୟୁ ଆଶଙ୍କା; ଫଟୋରେ ଦେଖନ୍ତୁ…
ଅହମ୍ମଦାବାଦ,୧୨।୬: ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୁରୁବାର ଏୟାର ଇଣ୍ଡିଆର B-୭୮୭ ଡ୍ରିମଲାଇନର ବିମାନ, ଯାହା AI-୧୭୧ ଫ୍ଲାଇଟ ଯୋଗେ ଅହମ୍ମଦାବାଦରୁ ଲଣ୍ଡନର ଗାଟୱିକ ଯାତ୍ରା କରୁଥିଲା, ମେଘନାନୀ ନଗରର ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ବିଜେ…
ତୁମୁଡିବନ୍ଧରେ ସଚେତନ ରଥ ବିକାଶ ବାହାନ
ତୁମୁଡିବନ୍ଧ,୧୨।୬,(ଦିପକ କୁମାର ପରାସେଠ): ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜନହିତ କାର୍ଯ୍ୟ କରାଯାଇଛି ସେହି କାର୍ଯ୍ୟ ଗୁଡିକକୁ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ପହଞ୍ଚି ଲୋକଙ୍କୁ ସଚେତନ କରିବା ମୂଳ ଲକ୍ଷ ଅଟେ। ସେହି ପରି…
ଝାଡ଼ାବାନ୍ତି ସ୍ଥିତି ଅଣାୟତ୍ତ:ଧର୍ମଶାଳାରେ ପହଞ୍ଚିଲେ ସ୍ବାସ୍ଥ୍ୟ ସଚିବ
ଧର୍ମଶାଳା,୧୨।୬(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକେ ଚିକିତ୍ସିତ ହେଉଛନ୍ତି। ଏହା ମଧ୍ୟରୁ ଧର୍ମଶାଳାରେ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ୨୦୦ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି…
ବ୍ଲାକ୍ ବକ୍ସ କ’ଣ? ଯିଏ ଖୋଲିବ ଅହମ୍ମଦାବାଦ ବିମାନ ଦୁର୍ଘଟଣା ପଛର ରହସ୍ୟ
ଅହମ୍ମଦାବାଦ,୧୨।୬: ଗୁରୁବାର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଏୟାର ଇଣ୍ଡିଆ ବିମାନଟି ଲଣ୍ଡନ ପାଇଁ ଉଡ଼ାଣ ଭରିିଥିଲା।ଏହାର କିଛି ମୁହୂର୍ତ୍ତ ପରେ,…
Ahmedabad Plane Crash LIVE: ହସ୍ପିଟାଲରେ ପହଞ୍ଚିଲାଣି ୩୦ ମୃତଦେହ, ଡାକ୍ତର ରହୁଥିବା ଘର ଉପରେ ପଡ଼ିଲା ବିମାନ
ନୂଆଦିଲ୍ଲୀ,୧୨।୬: ଗୁଜୁରାଟର ଅହମ୍ମଦାବାଦରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅହମ୍ମଦାବାଦର ମେଘନଗର ଆଇଜି କ୍ୟାମ୍ପସରେ ଏହି ଦୁର୍ଘଟଣା ଘଟିଛି। ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। କୁହାଯାଉଛି ଯେ ଏହି ଅଞ୍ଚଳ ବିମାନବନ୍ଦର ନିକଟରେ ଅବସ୍ଥିତ। ସୂଚନା ଅନୁଯାୟୀ, ଉଡ଼ାଣ ସମୟରେ…

