Home

ଦାରିଙ୍ଗବାଡିରେ ଗଡ଼ିଲା ବିକାଶ ବାହନ: ୨୫ ପଞ୍ଚାୟତରେ ସରକାରଙ୍କ ଯୋଜନା ପହଞ୍ଚାଇବାକୁ ଲକ୍ଷ୍ୟ

ଦାରିଙ୍ଗବାଡି, ୧୨।୬(ଅରୁଣ ସାହୁ): ଗୁରୁବାର ରାଜ୍ୟରେ ବିକାଶ ବାହନ ଗଡିଛି। ଏହାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାାଟନ କରିଛନ୍ତି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ବିକାଶ ବାହନ ଗଡିଛି। ଏହାକୁ ବିଡ଼ିଓ ପ୍ରୀତିରଞ୍ଜନ ରଥ,…

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଠିକ୍‌ ପୂର୍ବରୁ ପାଇଲଟ କରିଥିଲେ Mayday call, ଜାଣନ୍ତୁ ଏହା କ’ଣ? କିଭଳି…

ଅହମ୍ମଦାବାଦ,୧୨।୬: ଆଜି ଅପରାହ୍ନରେ ଗୁଜୁରାଟର ଅହମ୍ମଦାବାଦ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏୟାର ଇଣ୍ଡିଆର ଲଣ୍ଡନ ଯାଉଥିବା ବିମାନ AI-୧୭୧ ଉଡ଼ାଣ କରିବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନଟି ଏକ ବୋଇଂ ୭୮୭ ଡ୍ରିମଲାଇନର…

ଜନଗହଳିପୂର୍ଣ୍ଣ ପଡ଼ିଆରେ ପଡ଼ିଛି ଅର୍ଦ୍ଧଦଗ୍ଧ ମୃତଦେହ

ରାଉରକେଲା,୧୨ା୬(ସଙ୍ଗୀତା ଜେନା): ସେକ୍ଟର ୧୫ଥାନା ଅନ୍ତର୍ଗତ ସେକ୍ଟର ୭/୧୭ଛକ ପଛରେ ଗୁରୁବାର ପୂର୍ବାହ୍ନରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ଏହାର ସୂଚନା ପାଇ ପୋଲିସ ଓ ଫରେନ୍‌ସିକ୍‌ ଟିମ୍‌ ପହଞ୍ଚି ମୃତଦେହ ଜବତ କରିବା ସହ ଅନୁଧ୍ୟାନ…

ବିମାନରେ କେଉଁଠି ଥାଏ ଇନ୍ଧନ ଟାଙ୍କି, ଦୁର୍ଘଟଣା ପରେ ଏଥିରେ କେମିତି ଲାଗେ ନିଆଁ, ଜାଣନ୍ତୁ…

ଅହମ୍ମଦାବାଦ,୧୨ା୬: ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳରେ ଘଟିଛି। କୁହାଯାଉଛି,ବିମାନଟି ଉଡ଼ାଣ ଆରମ୍ଭ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହା ପରେ ଲୋକମାନେ ଆକାଶରେ ଧୂଆଁ ଉଠୁଥିବାର ଦେଖିଥିଲେ।…

ଅହମଦାବାଦ ବିମାନ ଦୁର୍ଘଟଣାର ଲୋମଟାଙ୍କୁରା ଭିଡିଓ ଆସିଲା ସାମ୍ନାକୁ

ଅହମଦାବାଦ,୧୨।୬: ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଦୁର୍ଘଟଣାସ୍ଥଳରୁ ଆକାଶରେ ଘନ କଳା ଧୂଆଁ ଉଡ଼ୁଥିବା ଦେଖାଯାଇଥିଲା, ଯାହା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏୟାର ଇଣ୍ଡିଆର ବିମାନ AI-171 ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଟାଟା ଗ୍ରୁପ୍‌ର ଶେୟାର ଧରାଶାୟୀ, ଗୋଟିଏ ପରେ ଗୋଟିଏ…

ଗୁଜରାଟ,୧୨।୬: ଗୁରୁବାର ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ୨୪୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଅହମ୍ମଦାବାଦର ମେଘାନୀ ଅଞ୍ଚଳରେ ଘଟିଛି। ବିମାନ ଦୁର୍ଘଟଣା ନେଇ ଖବର ଆସିବା…

୧.୧୦ରେ ବୋର୍ଡିଂ, ୧:୧୭ରେ ଉଡ଼ାଣ: ମାତ୍ର କିଛି ମିନିଟ ମଧ୍ୟରେ ଛାରଖାର୍‌ ହୋଇଗଲା ବିମାନ: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଅହମ୍ମଦାବାଦ,୧୨।୬: ଗୁଜରାଟର ଅହମ୍ମଦାବାଦରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଏୟାର ଇଣ୍ଡିଆ ବିମାନ AI-171 ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିବାକୁ ଯାଉଥିଲା। ସମସ୍ତ ୨୪୨ ଜଣ ଯାତ୍ରୀ ଚଢ଼ି ସାରିଥିଲେ…

କିଏ ସେହି କ୍ୟାପ୍ଟେନ ସୁମିତ ସବରୱାଲ, ଯିଏ ଉଡାଉଥିଲେ ଏୟାର ଇଣ୍ଡିଆ ବିମାନ

ଅହମ୍ମଦାବାଦ,୧୨।୬: ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନର ପାଇଲଟଙ୍କ ନାମ କ୍ୟାପ୍ଟେନ ସୁମିତ ସବରୱାଲ। ଦୁର୍ଘଟଣାଗ୍ରସ୍ତ ବିମାନଟି କ୍ୟାପ୍ଟେନ ସୁମିତ ସବରୱାଲ ଉଡ଼ାଉଥିଲେ। ସେ…

କେମିତି ହେଲା ବିମାନ ଦୁର୍ଘଟଣା: ଏୟାର ଇଣ୍ଡିଆର ଆସିଲା ପ୍ରଥମ ବୟାନ

ଅହମ୍ମଦାବାଦ,୧୨।୬:ଗୁଜରାଟର ଅହମ୍ମଦାବାଦ ବିମାନବନ୍ଦର ନିକଟବର୍ତ୍ତୀ ମେଘନାନୀ ନଗର ଅଞ୍ଚଳରେ ଗୁରୁବାର ଅପରାହ୍ନରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ସମ୍ପର୍କରେ ଏୟାର ଇଣ୍ଡିଆର ପ୍ରଥମ ବୟାନ ଆସିଛି। ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି, ଅହମ୍ମଦାବାଦ-ଲଣ୍ଡନ ଉଡ଼ାଣ କରୁଥିବା ବିମାନ AI171…

ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ,୧୨।୬: ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ଆସିଛି। ଏହି ବିମାନରେ ୨୪୨ ଯାତ୍ରୀ ଥିଲେ। ସବୁଠୁ ବଡ଼ କଥା ହେଉଛି, ଏହି ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିବା କୁହାଯାଉଛି। ସେ…

ଗୃହ ନିର୍ମାଣ ପାଇଁ ଗଛ ବଳି, ଜବତ କଲା ବନ ବିଭାଗ

ନିଶ୍ଚିନ୍ତକୋଇଲି,୧୨ା୬(ଅଶୋକ କୁମାର ମହାପାତ୍ର): ସମସ୍ତ ସରକାରୀ ନୀତି ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ସୁଭଦ୍ରା ମହତାବ ମହାବିଦ୍ୟାଳୟ ପରିସରରେ ଗୃହ ନିର୍ମାଣ ନିମନ୍ତେ ଛୁଟି ଦିନରେ ଠିକାଦାର ତିନୋଟି ଜୀବନ୍ତ ଶାଗୁଆନ ଗଛ କାଟି ଦେଇଥିବାର…

ଚାଇନାର ସ୍ବପ୍ନକୁ ଛାରଖାର କରିଦେବ ଭାରତ: ମୋଦି କରୁଛନ୍ତି ବଡ଼ ପ୍ଲାନ୍‌

ବେଜିଂ,୧୨।୬:ଭାରତର ପଡ଼ୋଶୀ ଦେଶ ଚାଇନା ଏକ ବିସ୍ତାରବାଦୀ ନୀତିରେ କାମ କରେ। ମଧ୍ୟ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ ମଙ୍ଗୋଲିଆ ଏହାର ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷାର ଲକ୍ଷ୍ୟସ୍ଥଳ। ଡ୍ରାଗନ ଏହା ଉପରେ ନଜର ରଖେ। ଏହା ଯେକୌଣସି ଉପାୟରେ ମଙ୍ଗୋଲିଆକୁ କବଜା କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?