ଶୋଇଥିବାବେଳେ ଘରେ ଲାଗିଲା ନିଆଁ, ଜଳିଗଲା ବୁଣାକାରଙ୍କ ତନ୍ତ ମେଶିନ ସହ ଲକ୍ଷାଧିକ ଟଙ୍କାର ଲୁଗାପଟା
ନିଶ୍ଚିନ୍ତକୋଇଲି,୧୩ା୬(ଅଶୋକ କୁମାର ମହାପାତ୍ର): କଟକ ଜିଲା ସାଲେପୁର ବ୍ଲକ ସୁଧୁଖଣ୍ଡ ପଞ୍ଚାୟତର କୁଳ ସମୀତଙ୍ଗା ଗାଁର ପୁରୁଷୋତ୍ତମ ସାହୁଙ୍କ ତନ୍ତ କାରଖାନାରେ ବିଳମ୍ବିତ ରାତିରେ ପରିବାର ସଦସ୍ୟ ଶୋଇଥିବା ଅବସ୍ଥାରେ ବିଦ୍ୟୁତ୍ ସର୍କିଟରୁ ନିଆଁ ଲାଗି ସମସ୍ତ ତନ୍ତ ମେଶିନ ନୂଆ…
କାହିଁକି ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ମୁମ୍ବାଇରେ କଲା ଜରୁରୀ ଅବତରଣ? ଆକାଶରେ ଚକ୍କର କାଟିଲା ୩ ଘଣ୍ଟା
ମୁମ୍ବାଇ,୧୩।୬: ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ତିନି ଘଣ୍ଟା ଧରି ଆକାଶରେ ରହିବା ପରେ ମୁମ୍ବାଇରେ ପୁନର୍ବାର ଅବତରଣ କରିଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ, ଫ୍ଲାଇଟ୍ରାଡାର୨୪ ରୁ ତଥ୍ୟ ଉଦ୍ଧୃତ କରି ରିପୋର୍ଟ କରିଛି ଯେ ବିମାନଟି…
ଭୟରେ ଦେଶ ଛାଡ଼ି ପଳାଇଲେ ନେତାନ୍ୟାହୁ! ଇରାନ ଉପରେ ଆକ୍ରମଣ ରାଡାର୍ରେ ଅଛନ୍ତି ପ୍ରଧାନମନ୍ତ୍ରୀଙ୍କ ପରିବାର
ନୂଆଦିଲ୍ଲୀ,୧୩।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଶୁକ୍ରବାର ଇସ୍ରାଏଲ ଇରାନର ଅନେକ ପରମାଣୁ ଏବଂ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା। ଏଥିମଧ୍ୟରୁ ସବୁଠାରୁ ବଡ଼ ଆଘାତ ଇରାନର ନାଟାଞ୍ଜ ଏନରିଚମେଣ୍ଟ…
ଗଞ୍ଜାମ ଏସ୍ପିଙ୍କ ଦ୍ୱାରା ଲୋକାର୍ପିତ ହେଲା ଏସ୍ଡିପିଓଙ୍କ ରଚିତ ‘ଅପାଦଯାତ୍ରା’
ପୁରୁଷୋତ୍ତମପୁର,୧୩ା୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍ଡିପିଓ ଡଃ ଦୀପକ କୁମାର ମିଶ୍ର ନିଜର କର୍ମମୟ ଜୀବନରେ ସମାଜରେ ବାସ୍ତବ ଭାବରେ ଘଟିଚାଲିଥିବା ବିଭିନ୍ନ ପ୍ରକାରର ଘଟଣାବଳୀ ଓ ପ୍ରକୃତିର ଘଟଣାବଳୀକୁ ନେଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ କବିତା ସଂକଳନ ରଚନା…
୩ ଦିନ ପୂର୍ବରୁ ମୃତ୍ୟୁର ଆଭାସ୍ ପାଇଯାଇଥିଲେ ସଞ୍ଜୟ କପୁର: ଲେଖିଥିଲେ…
ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ସଞ୍ଜୟ କପୁର ୫୩ ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ୟୁକେରେ ପୋଲୋ ଖେଳୁଥିବା ସମୟରେ, ତାଙ୍କର ହଠାତ୍ ହୃଦଘାତରେ ମୃତ୍ୟୁ ଘଟିଥିଲା। ତିନି ଦିନ ପୂର୍ବର ତାଙ୍କର ଏକ ପୂର୍ବତନ…
ବିବାହକୁ ହୋଇଥିଲା ମାତ୍ର ୫ ମାସ: ସ୍ବାମୀଙ୍କୁ ଦେଖା କରିବାକୁ ଯାଉଥିବାବେଳେ ଘଟିଲା…
ଅହମ୍ମଦାବାଦ,୧୩।୬: ଲଣ୍ଡନ ଯାଉଥିବା ସମୟରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଗୁଜରାଟର ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୨୪୨ ଜଣ ଥିଲେ, ଯେଉଁଥିରୁ ୧୨ ଜଣ ରାଜସ୍ଥାନର ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଜୋଧପୁରର…
ଅଫିସ୍ ସମୟକୁ ଆଉ କେହି ଠକିପାରିବେନି: ଏଆଇ କ୍ୟାମେରା ଧରାଇବ ସରକାରୀ ବାବୁଙ୍କ ଆଟେଣ୍ଡାନ୍ସ
ଭୁବନେଶ୍ୱର, ୧୩ା୬(ସୁନିତ୍ ମିଶ୍ର):ସରକାରୀ ଅଧିକାରୀମାନଙ୍କ ଅଫିସ୍ ଆସିବା ଏବଂ ଯିବା ସମୟକୁ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ଅଫିସ୍ ଯିବା ଆଉ ଆସିବା ସମୟରେ ଅଧିକାରୀମାନେ ଯେପରି ଠକି ନ ପାରିବେ ତାହା ଉପରେ ସରକାର…
ଖତ ଖାଉଛି ଭ୍ରାମ୍ୟମାଣ ପ୍ରସବ ଯାନ: ଦୁର୍ଗମ ଅଞ୍ଚଳରେ ବଢୁଛି ଜନନୀ ଯନ୍ତ୍ରଣା
ଦାରିଙ୍ଗବାଡି, ୧୩।୬ (ଅରୁଣ ସାହୁ)- ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା। ବଢୁଛି ଶିଶୁ ଓ ପ୍ରସୂତିଙ୍କ ମୃତ୍ୟୁ ହାର। ନୀରବି ଯାଇଛି ଜିଲା ପ୍ରଶାସନ। ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ। ପ୍ରକାଶ…
ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ମୋଦି: ଆହତଙ୍କୁ ଭେଟିଲେ
ଅହମଦାବାଦ,୧୩।୬: ଅହମଦାବାଦର ବିମାନ ଦୁର୍ଘଟଣାସ୍ଥଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତ କରିଛନ୍ତି। ସେ ଘଟଣାସ୍ଥଳର ସମୀକ୍ଷା କରିବା ପରେ ହସ୍ପିଟାଲ୍କୁ ଯାଇ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବୋଇଂ ସିଇଓ ପ୍ୟାରିସ ଏୟାରଶୋ’କୁ ତାଙ୍କର…
ଆଉ ୧୨ ଘଣ୍ଟା ବନ୍ଦ ରହିଲା ଇଣ୍ଟରନେଟ୍ ସେବା
ଭଦ୍ରକ, ୧୩।୬(ସନାତନ ରାଉତ): ଗୋ’ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଭଦ୍ରକ ଜିଲା ତିହିଡି ବ୍ଲକ କଷଟି ଗ୍ରାମର ଗୋ ରକ୍ଷକ ସନ୍ତୋଷ ପରିଡାଙ୍କ ମୃତ୍ୟୁ ପରେ ଉତ୍ତେଜନା ଆଶଙ୍କା କରି ଜିଲାର ୫ଟି ସ୍ଥାନରେ ଗୁରୁବାର ସକାଳ ୬ରୁ ଶୁକ୍ରବାର ସକାଳ ୬…
ଖାଉଥିବାବେଳେ ଉପରୁ ଆସିଲା ମୃତ୍ୟୁ: ଆଉ ତା’ପରେ ଘଟିଗଲା…
ନୂଆଦିଲ୍ଲୀ/ଅହମଦାବାଦ,୧୩ା୬:ଅହମଦାବାଦର ବି.ଜେ. ମେଡିକାଲ କଲେଜ ହଷ୍ଟେଲରେ ଡାକ୍ତରୀ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ କରୁଥିବାବେଳେ ଆସିଥିଲା ମୃତ୍ୟୁ। ଗୁରୁବାର ଅପରାହ୍ନ ୧ଟା ୩୯ ମିନିଟ୍ ସମୟରେ ଏୟାର ଇଣ୍ଡିଆ ବିମାନ ଉକ୍ତ ହଷ୍ଟେଲ ଉପରେ ଖସିଥିଲା। ସେତେବେଳେ ମଧ୍ୟାହ୍ନ ଭୋଜନ ପାଇଁ କ୍ୟାଣ୍ଟିନ୍ରେ…
ସେହି ୩୨ ସେକେଣ୍ଡର ଭୟଙ୍କର ଦୃଶ୍ୟ ବିଶ୍ୱବାସୀଙ୍କୁ କରିଦେଇଛି ସ୍ତବ୍ଧ
ନୂଆଦିଲ୍ଲୀ/ଅହମଦାବାଦ,୧୩ା୬:ଲଣ୍ଡନ ଅଭିମୁଖେ ୨୪୨ ଜଣଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମ୍ଲାଇନର ଗୁରୁବାର ଅପରାହ୍ନରେ ଗୁଜରାଟର ଅହମଦାବାଦ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୩୦ ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରିଉ ସଦସ୍ୟ ଥିଲେ। ୧୧ଏ…

