ମ୍ୟାଚ ଫିକ୍ସିଂ କରି ବନ୍ଧା ହେଲେ ୩ କ୍ରିକେଟର୍
ନୂଆଦିଲ୍ଲୀ,୩୦।୧୧: କ୍ରିକେଟ ଭଳି ଖେଳରେ ମ୍ୟାଚ ଫିକ୍ସିଂ ଏକ ବଡ ଅପରାଧ। ଏହା ପ୍ରକାଶ ପାଇବା ପରେ ଏହି ଅପରାଧ କରୁଥିବା ଖେଳାଳିମାନେ ମଧ୍ୟ ଜେଲକୁ ଯାଆନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ୮…
ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍କା
ସିଡନୀ,୩୦।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପିଙ୍କ୍ ବଲ ଟେଷ୍ଟ ଡିସେମ୍ବର ୬ରୁ ଖେଳାଯିବ। ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ଏହା ଦ୍ୱିତୀୟ ମ୍ୟାଚ ହେବ। ଏହି ଟେଷ୍ଟ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ଏକ ବଡ଼ ଝଟ୍କା ଲାଗିଛି। ଆହତ…
ମହରାଷ୍ଟ୍ର ରାଜନୀତିରେ ବଡ଼ ବିସ୍ଫୋରଣ: ଶିନ୍ଦେ-ଫଡନ୍ଭିସ୍ କି ଅଜିତ୍ ପାଓ୍ବାର ନୁହଁନ୍ତି, ଏହି ହେବେ ଆଗାମୀ ମୁଖ୍ୟମନ୍ତ୍ରୀ!
ମୁମ୍ବାଇ,୩୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ଏକ ସପ୍ତାହ ବିତିଗଲାଣି । ହେଲେ ମୁଖ୍ୟମନ୍ତ୍ରୀଙ୍କ ନାମ ଏ ପର୍ଯ୍ୟନ୍ତ ଚୟନ ହୋଇନାହିଁ। ଭାଜପାର ଦେବେନ୍ଦ୍ର ଫଡନ୍ଭିସ ଏବଂ ଶିବସେନାର ଏକନାଥ ଶିନ୍ଦେ ଏହି ଦୌଡ଼ର ମୁଖ୍ୟ ନାମ, କିନ୍ତୁ ବର୍ତ୍ତମାନ…
କଠୋର ହୁଅନ୍ତୁ ଖାର୍ଗେ, ଉପଦେଶ ଦେଲେ ରାହୁଲ
ନୂଆଦିଲ୍ଲୀ,୩୦।୧୧: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସର ଶୀର୍ଷ ନେତାମାନେ ବିଚାରବିମର୍ଶ କରିଛନ୍ତି। କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା ଏବଂ ନିର୍ବାଚନ ଆୟୋଗର ଭୂମିକା ଉପରେ ପ୍ରଶ୍ନ ଉଠିଥିଲା। ଇଭିଏମ ସମେତ ସମଗ୍ର…
ଡିଜିପି ସମ୍ମିଳନୀ:ଲୋକସେବା ଭବନରେ ପହଞ୍ଚିଲେ ମୋଦି, ଶାହା
ଭୁବନେଶ୍ୱର,୩୦।୧୧: ପୋଲିସ ମହାନିର୍ଦ୍ଦେଶକ / ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଶନିବାର ରାଜଭବନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ୍ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଲୋକସେବା ଭବନରେ ପହଞ୍ଚିଛନ୍ତି। ଶୁକ୍ରବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍ଭେନ୍ଶନ…
‘ପେଙ୍ଗଲ’ ପ୍ରଭାବରେ ବର୍ଷା, ଫସଲ ନଷ୍ଟ
ପୁରୁଷୋତ୍ତମପୁର,୩୦ା୧୧(ସିମାଞ୍ଚଳ ମିଶ୍ର):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୁତ ହୋଇ ଶୁକ୍ରବାର ମଧ୍ୟରାତି ଶନିବାର ଭୋର ବାତ୍ୟାର ରୂପ ନେଇ କାକାଇକାଲ ଓ ମହାବଳିପୁରମ ଉପକୂଳ ଦେଇ ସ୍ଥଳ ଭାଗ ଦେଇ ଅତିକ୍ରମ କରିବ ବୋଲି ପାଣିପାଗ ପୂର୍ବାନୁମାନ କରିଛି।…
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୩୦୬ପଞ୍ଜିକୃତ, ୧୫୮ ଜଣଙ୍କୁ ପ୍ରମାଣ ପତ୍ର ବଣ୍ଟନ
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୯ା୧୧(ଅରୁଣ ସାହୁ/ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ…
ସଜେଇ ହେଉଛି ହିଲ୍ଭିୟୁ ପାର୍କ: ବଦଳିଲା ଫାଟକର ରଙ୍ଗ
ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ):ଦାରିଙ୍ଗବାଡ଼ି ବ୍ଲକର ଅନେକ ପର୍ଯ୍ୟଟନକ୍ଷେତ୍ର ରହିଛି ତା ମଧ୍ୟରେ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ହିଲ୍ଭିୟୁ ପାର୍କ ଏବେ ସଜେଇ ହେଉଛି। ଜାତୀୟ ରାଜପଥ ଠାରୁ ପାର୍କ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କରାଯିବା ସହ ପେଭେର ବ୍ଲକ ପକେଇ ଓସାରିଆ କରାଯାଉଛି।…
ଗୁରୁମନ୍ତ୍ର ଦେଉ ଦେଉ ବିଳମ୍ବ କରିଦେଲେ ମୋଦି: ୨ ଘଣ୍ଟାର କାର୍ଯ୍ୟସୂଚୀ ଥିଲା, ସାଢେ ୩ ଘଣ୍ଟା ରହିଲେ
ଭୁବନେଶ୍ୱର, ୩୦ା୧୧(ସୁନିତ୍ ମିଶ୍ର):୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନ୍ଭେନଶନ୍ ସେଣ୍ଟରଠାରେ ଅନୁଷ୍ଠିତ ଡିଜିପି ସମ୍ମିଳନୀରେ ଯୋଗଦେବେ। ଏହା ପୂର୍ବରୁ ଶୁକ୍ରବାର ଅପରାହ୍ନରେ ମୋଦି ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବା…
ନନ୍ଦନକାନନ ଆସିଲେ ୫ ଲକ୍ଷ୍ମୀପେଚା
ତ୍ରିଶୂଳିଆ,୩୦ା୧୧(ତୁଷାରକାନ୍ତ ବେହେରା):ସିଟି ଫରେଷ୍ଟ ଡିଭିଜନର ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ ଲକ୍ଷ୍ମୀପେଚାଙ୍କୁ ବନ ବିଭାଗ ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ହସ୍ତାନ୍ତର କରିଛି। ଏହି ଉଦ୍ଧାର ପେଚାଙ୍କ ମଧ୍ୟରେ ୩ ବଡ଼ ଓ ୨ ଛୁଆ…
ମାଡ଼ିଆସୁଛି ବାତ୍ୟା ‘ଫେଙ୍ଗାଲ’: ଆଜି ୧୭ ଜିଲାରେ ବର୍ଷିବ
ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା):ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହେଉଥିବାବେଳେ କ୍ରମଶଃ ବାତ୍ୟାର ରୂପ ନେବାକୁ ଯାଉଛି। ବାତ୍ୟାର ନାଁ ‘ଫେଙ୍ଗାଲ’ ରଖାଯାଇଥିବାବେଳେ ଏହା ତାମିଲନାଡୁ ଉପକୂଳରେ ମାଡ଼ହେବା ସମ୍ଭାବନା ରହିଛି। ତେବେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା…
୯ ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ଜେଜେବାପା: ବାନ୍ଧିଲା ପୋଲିସ
ପଟ୍ଟାମୁଣ୍ଡାଇ,୩୦ା୧୧(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ ଏକ ଗ୍ରାମରେ ଜଣେ ୯ ବର୍ଷର ନାବାଳିକାଙ୍କୁ ଜଣେ ବୃଦ୍ଧ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଗ୍ରାମାଞ୍ଚଳ ଥାନା ପୋଲିସ ସମ୍ପୃକ୍ତ ବୃଦ୍ଧଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।…
Archives


