ଭାଉଜଙ୍କୁ ଆକ୍ରମଣ ଘଟଣା: ଜେଲ ଗଲେ ଦିଅର
ଦିଗପହଣ୍ଡି,୧୬୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗିି ଗ୍ରାମର ଗାଣ୍ଡୁ ବେହେରାଙ୍କୁ ସୋମବାର ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୪୨୭/୨୪ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ…
ବେପରୁଆ ଗାଡିଚାଳନା ହେଲା କାଳ: ଟ୍ରକ ଧକ୍କାରେ ଜଣଙ୍କ ଜୀବନ ଗଲା,୨ ଗୁରୁତର ଆହତ
ଭବାନୀପାଟଣା/ଜୁନାଗଡ଼,୧୬।୬(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ସୋମବାର ମଧ୍ୟାହ୍ନରେ ଟ୍ରକ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ମୃତ ବାଇକ ଚାଳକଙ୍କ ନାମ ଜଗଦୀଶ ଧଙ୍ଗଡାମାଝୀ…
ଅଷ୍ଟମ ବେତନ କମିଶନରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଣଦେଖା
ଭଞ୍ଜନଗର,୧୬।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ଗୃହ ଠାରେ ସୋମବାର ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବ୍ଲକର ସମସ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏକ ବୈଠକ ହୋଇଥିଲା । ଏଥିରେ ସଭାପତି ବିଭୁତି ଭୂଷଣ…
ଝାଡାବାନ୍ତି ସ୍ଥିତି ସାଂଘାତିକ: ଧର୍ମଶାଳାରେ ହୋଟେଲ, ଜଳଖିଆ ଦୋକାନ ବନ୍ଦ
ଧର୍ମଶାଳା,୧୬।୬(ଶିବ ପ୍ରସାଦ ମହାନ୍ତି): ଯାଜପୁରରେ ଝାଡାବାନ୍ତି ସ୍ଥିତି ସାଂଘାତିକ ହେବା ପରେ ଧର୍ମଶାଳା ତହସିଲ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ଧର୍ମଶାଳା ତହସିଲ ଅଧୀନରେ ଥିବା ସମସ୍ତ ହୋଟେଲ, ଢାବା, ତେଲଭାଜି ଦୋକାନ, ମିଠା ଦୋକାନ, ଫାଷ୍ଟଫୁଡ଼/ଚାଟ/ଗୁପଚୁପ ଦୋକାନ, ଆଇସକ୍ରିମ…
ଇରାନ ଅପେକ୍ଷା ଅଧିକ ଭୟଭୀତ ପାକିସ୍ତାନ: ଭୟରେ କହିଲା, ଆମେ ଧ୍ୱଂସ ପାଇଯିବୁ
ଇସଲାମାବାଦ୍,୧୬।୬: ମଧ୍ୟପ୍ରାଚ୍ୟରେ ଘଟୁଥିବା ଘଟଣାଗୁଡ଼ିକର ପ୍ରତିଧ୍ୱନି ଏବେ ପାକିସ୍ତାନରେ ମଧ୍ୟ ଶୁଣାଯାଉଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ଏବେ ପରମାଣୁ ଅସ୍ତ୍ରଶସ୍ତ୍ର ଆଲୋଚନାକୁ ନେଇ ଆରମ୍ଭ ହୋଇଛି ଏବଂ ଏହା ହିଁ ପାକିସ୍ତାନକୁ ଥରହର କରିଛି। ଇସ୍ରାଏଲ…
Video: ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ବିଶ୍ୱାସ କୁମାରଙ୍କ ଆଉ ଏକ ନୂଆ ଭିଡିଓ ଭାଇରାଲ: ଆଖିକୁ ହେବନି ବିଶ୍ୱାସ
ନୂଆଦିଲ୍ଲୀ,୧୬।୪: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ। ଏହି କଥାର ଜୀବନ୍ତ ଉଦାହରଣ ହେଉଛନ୍ତି ବିଶ୍ୱାସ କୁମାର ରମେଶ। ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ବିଶ୍ୱାସ କୁମାର ରମେଶ ଏକମାତ୍ର ଯାତ୍ରୀ ଯିଏ ବଞ୍ଚି…
ବ୍ରହ୍ମପୁର-ଫୁଲବାଣୀ ରେଳ ଲାଇନ ପାଇଁ ଉଠିଲା ଦାବି
ଭଞ୍ଜନଗର,୧୬।୬(ବାବୁଲା ପ୍ରଧାନ)- ପ୍ରତ୍ୟେକ ମାସର ତୃତୀୟ ସୋମବାର ସରକାରୀ କାର୍ଯ୍ୟ ଦିବସରେ ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଗଞ୍ଜାମ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଥାଏ। ଏହିଭଳି ଆଜି ଅଭିଯୋଗ ଶୁଣାଣି ହୋଇଥିଲା। ଜିଲାପାଳଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁ ଏଡିଏମ ଦେବଦତ୍ତ ପଣ୍ଡା, ଉପଜିଲାପାଳ ଉମା…
ଗ୍ରାହକଙ୍କୁ ବଡ଼ ଝଟ୍କା ଦେଲା SBI: ପକେଟକୁ କରିବ ପ୍ରଭାବିତ
ନୂଆଦିଲ୍ଲୀ,୧୬।୬: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏକ ବଡ଼ ଝଟକା ଦେଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ସମସ୍ତ ଅବଧିର FD ଏବଂ ସଞ୍ଚୟ ଖାତା ଉପରେ ସୁଧ ହାର ହ୍ରାସ କରିଛି। SBI ସମସ୍ତ ନିୟମିତ FD ଯୋଜନାର ସୁଧ…
ମୋଦିଙ୍କୁ ମିଳିଲା ଏହି ଦେଶର ସର୍ବୋଚ୍ଚ ସମ୍ମାନ: ଖୁସିରେ ହୋଇଗଲେ ଗଦ୍ଗଦ୍
ନିକୋସିଆ,୧୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଇପ୍ରସ ଗସ୍ତରେ ଅଛନ୍ତି ଏବଂ ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ, ତାଙ୍କୁ ଏହି ୟୁରୋପୀୟ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ସାଇପ୍ରସର ସର୍ବୋଚ୍ଚ ସମ୍ମାନ ପାଇବାରେ ବିଶ୍ୱର ୨୩ତମ ନେତା। ଏହି…
BCCI ଉପରେ ଗୁରୁତର ଅଭିଯୋଗ ଆଣିଲେ ଯୁବରାଜ ସିଂଙ୍କ ପିତା! କହିଲେ…
ନୂଆଦିଲ୍ଲୀ,୧୬।୬: ୨୦୧୧ ବିଶ୍ୱକପ ଜିତିବା ପରେ, ଭାରତୀୟ କ୍ରିକେଟ ଦଳ ପରବର୍ତ୍ତୀ ଦୁଇ ବର୍ଷ ମଧ୍ୟରେ ଏକ ଅଶାନ୍ତ ପରିବର୍ତ୍ତନ ଦେଇ ଗତି କରିଥିଲା ଯେଉଁଠାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ବିଦେଶ ଟେଷ୍ଟ ସିରିଜରେ ୦-୪ ରେ ଦମଦାର ପରାଜୟ…
ଅପରେଶନ ସିନ୍ଦୂର ପରେ ପ୍ରଥମ ଥର କ୍ରିକେଟ ଖେଳିବେ ଭାରତ-ପାକିସ୍ତାନ? ICC ଘୋଷଣା କଲା ତାରିଖ
ନୂଆଦିଲ୍ଲୀ,୧୬।୬: ମହିଳା କ୍ରିକେଟ ODI ବିଶ୍ୱକପ ୨୦୨୫ ଭାରତ ଏବଂ ଶ୍ରୀଲଙ୍କାରେ ୩୦ ସେପ୍ଟେମ୍ବରରୁ ୨ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ମଧ୍ୟରେ ମୋଟ ୩୧ଟି ମ୍ୟାଚ ଖେଳାଯିବ, ଯାହାର ସମ୍ପୂର୍ଣ୍ଣ ସୂଚୀ ପ୍ରକାଶିତ ହୋଇଛି।…
ଆମେରିକାକୁ ବି ଛାଡ଼ିଲାନି ଇରାନ: ଦୂତାବାସ ଉପରେ କଲା ମିଶାଇଲ୍ ମାଡ଼
ଜେରୁଜେଲମ,୧୬।୬: ଇରାନର ମିଶାଇଲ୍ ଇସ୍ରାଏଲର ତେଲ ଅଭିଭରେ ଥିବା ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କରିଛି। ଦୂତାବାସ ଉପରେ ହୋଇଥିବା ଏହି ଆକ୍ରମଣରେ କୋଠାର ଏକ ଅଂଶ ସମ୍ପୂର୍ଣ୍ଣ ଧ୍ୱଂସ ପାଇଛି। କିନ୍ତୁ କୌଣସି କ୍ଷତିର ଖବର ନାହିଁ। ଏହି ଆକ୍ରମଣ…

