ଏଣିକି ବିଳମ୍ବରେ ଫୋନ୍କୁ ଆସିବ OTP, ଡିସେମ୍ବର ପହିଲାରୁ ‘ଅପେକ୍ଷାର ଫଳ ମିଠା’ ଭଳି ହେବ ସ୍ଥିତି…
ନୂଆଦିଲ୍ଲୀ,୩୦।୧୧: ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ(TRAI) ଟ୍ରେସେବିଲିଟି ଗାଇଡ୍ଲାଇନ୍ ଆଣିଛି। ଏହା ଡିସେମ୍ବର ପହିଲାରୁ ଲାଗୁ ହେବ। ଏହାର ପ୍ରଭାବ ଦେଶର ଟେଲିକମ୍ ବ୍ୟବହାରକାରୀଙ୍କ ଉପରେ ପଡ଼ିବ। ଅର୍ଥାତ ଆପଣଙ୍କୁ ନିଜ ଫୋନ୍ରେ ମେସେଜ୍ ଏବଂ ଓ୍ବାନ୍ ଟାଇମ୍ ପାସଓ୍ବାର୍ଡ(ଓଟିପି)…
କଂଗ୍ରେସକୁ ଭାଜପାର ବଡ଼ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୩୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ପରେ ଇଭିଏମ ସମ୍ବନ୍ଧୀୟ ରାଜନୀତି ଅଧିକ ତୀବ୍ର ହୋଇଛି। ଶନିବାର (ନଭେମ୍ବର ୩୦, ୨୦୨୪) ଭାଜପା ଇଭିଏମର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିବା କଂଗ୍ରେସକୁ କଟାକ୍ଷ କରି କହିଛି, ଦେଶର ସର୍ବ ପୁରାତନ ଦଳର…
ଡିସେମ୍ବର ପହିଲାରୁ ଲାଗୁ ହେବ ଏସବୁ ନୂଆ ନିୟମ, ମଧ୍ୟବିତ୍ତଙ୍କ ପକେଟ ଉପରେ ପଡ଼ିବ ବୋଝ, ଜାଣି ରଖନ୍ତୁ…
ନୂଆଦିଲ୍ଲୀ,୩୦।୧୧: ରାତି ପାହିଲେ ନୂଆ ମାସ। ସାରା ଦେଶରେ ଡିସେମ୍ବର ପହିଲାରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ୟାସ ଦରଠାରୁ ଆରମ୍ଭ କରି ଓଟିଟିକୁ ନେଇ ଲାଗୁ ହେବ ନୂଆ ନିୟମ, ଯାହାକି ମଧ୍ୟବିତ୍ତ ପରିବାରର ଆର୍ଥିକ ସ୍ଥିତିକୁ ପ୍ରଭାବିତ…
ଗାଁରେ ପହଞ୍ଚି ଅସୁସ୍ଥ ହୋଇପଡିଛନ୍ତି ଶିନ୍ଦେ, ସତ୍ତାରା ପହଞ୍ଚିଲେ ଡାକ୍ତରୀ ଟିମ୍!
ମୁମ୍ବାଇ,୩୦।୧୧: ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ଶିନ୍ଦେଙ୍କ ସ୍ବାସ୍ଥ୍ୟ ତାଙ୍କ ଗ୍ରାମରେ ହଠାତ୍ ଖରାପ ହୋଇଯାଇତ୍ୱା ସୂଚନା ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁମ୍ବାଇର ଡାକ୍ତରଙ୍କ ଏକ ଟିମ ତାଙ୍କ ଗୃହ ଜିଲା ସତ୍ତାର ଗାଁରେ ପହଞ୍ଚିଛନ୍ତି।…
EPFO ଜାରି କଲା ନୂଆ ଗାଇଡ୍ଲାଇନ୍, ଆଧାର ବିନା ଟଙ୍କା ଉଠାଇ ପାରିବେ…
ନୂଆଦିଲ୍ଲୀ,୩୦।୧୧: ଯଦିଓ ପିଏଫ୍ କ୍ଲେମ୍ ପାଇଁ ଆଧାର କାର୍ଡ ଆବଶ୍ୟକ, ହେଲେ ନିକଟରେ ଇପିଏଫ୍ଓ ଆଧାର ସହ ଜଡ଼ିତ ନୂଆ ନିୟମ ଆଣିଛି। ଏଥିରେ କିଛି ଲୋକ ଆଧାର ଲିଙ୍କ ନକଲେ ମଧ୍ୟ ପିଏଫ୍ ଟଙ୍କା ପାଇପାରିବେ। ଆସନ୍ତୁ ଜାଣିବା ଇପିଏଫ୍ଓର…
ଏବେ ମଣିଷ ଗାଧୋଇବେ ଓ୍ବାଶିଂ ମେଶିନରେ
ଟୋକିଓ: ଏବେ ପର୍ଯ୍ୟନ୍ତ ଆପଣମାନେ କେବଳ ୱାଶିଂ ମେଶିନ ଜାଣିଛନ୍ତି ଯାହା ପୋଷାକ ଧୋଇଥାଏ, କିନ୍ତୁ ବର୍ତ୍ତମାନ ଏକ ମେଶିନ ପ୍ରସ୍ତୁତ ହୋଇଛି ଯାହା ମଣିଷକୁ ଧୋଇପାରେ। ମଣିଷମାନଙ୍କ ପାଇଁ ଡିଜାଇନ ହୋଇଥିବା ଏହି ଅନନ୍ୟ ମେଶିନ ଏହାର କାର୍ଯ୍ୟକୁ ମାତ୍ର…
ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଆମେରିକାରେ ଭାରତୀୟଙ୍କୁ ବଡ଼ ଝଟ୍କା
ଓ୍ବାଶିଂଟନ,୩୦।୧୧: ଆମେରିକାର ଉଚ୍ଚଶିକ୍ଷା ପ୍ରତିଷ୍ଠାନମାନେ ବିଦେଶୀ ଛାତ୍ର ଏବଂ କର୍ମଚାରୀମାନଙ୍କୁ ଜାନୁଆରୀ ୨୦ ପୂର୍ବରୁ ଶୀତକାଳିନ ଅବକାଶରୁ ଫେରିବାକୁ ପରାମର୍ଶ ଦେଇଛନ୍ତି। ଏହି ଦିନ ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ…
ଦିଲ୍ଲୀରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ଆକ୍ରମଣ, ପଦଯାତ୍ରା ସମୟରେ…
ନୂଆଦିଲ୍ଲୀ,୩୦।୧୧: ଆମ୍ ଆଦ୍ମୀ ପାର୍ଟି(ଆପ୍) ପ୍ରମୁଖ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ଆକ୍ରମଣ। ତାଙ୍କ ଉପରେ କେହି ଜଣେ ତରଳ ପଦାର୍ଥ ଫିଙ୍ଗିଛନ୍ତି। ହେଲେ ସୌଭାଗ୍ୟବଶତଃ ସେ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ଏହି ସମୟରେ କେଜ୍ରିଓ୍ବାଲଙ୍କ…
ବାଂଲାଦେଶୀଙ୍କୁ ଚିକିତ୍ସା କରିବନି କୋଲକାତାର ଏହି ହସ୍ପିଟାଲ, ଜାଣନ୍ତୁ କାହିଁକି ଏମିତି ନେଲେ ନିଷ୍ପତ୍ତି
କୋଲକାତା,୩୦।୧୧: ବାଂଲାଦେଶରେ ହିନ୍ଦୁ ଏବଂ ହିନ୍ଦୁ ମନ୍ଦିର ଉପରେ କ୍ରମାଗତ ଆକ୍ରମଣ ହେଉଛି। ଭାରତ କ୍ରମାଗତ ଭାବେ ଏହାକୁ ବିରୋଧ କରୁଛି। ଏହା ସତ୍ତ୍ୱେ ବାଂଲାଦେଶ ସରକାର ଏକ ନିରବ ଦର୍ଶକ ସାଜିଛନ୍ତି। ଏହି କାରଣରୁ କୋଲକାତାର ଏକ ହସ୍ପିଟାଲ ବାଂଲାଦେଶରୁ…
ମହାରାଷ୍ଟ୍ର, ହରିୟାଣାରେ ହୋଇନାହିଁ କୌଣସି ପ୍ରକାର ହେରଫେର, ଜବାବ ଦେଲେ ଇସି
ନୂଆଦିଲ୍ଲୀ,୩୦।୧୧: ଗୋଟିଏ ପରେ ଗୋଟିଏ ନିର୍ବାଚନରେ ବ୍ୟାପକ ପରାଜୟ ପରେ କଂଗ୍ରେସ ନିର୍ବାଚନ ଫଳାଫଳରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି। ନିର୍ବାଚନ ଆୟୋଗ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସର ପ୍ରଶ୍ନର ଉତ୍ତର ଦେବାବେଳେ ଆୟୋଗ କହିଛନ୍ତି ଯେ କୌଣସି ଅନିୟମିତତା ହୋଇନାହିଁ।…
୨୪ ଘଣ୍ଟାରେ ପପୁ ଯାଦବଙ୍କୁ କରାଯିବ ହତ୍ୟା, ପାକିସ୍ତାନରୁ ଆସିଛି କଲ
ପାଟନା,୩୦।୧୧: ଏକଦା ଶକ୍ତିଶାଳୀ ଥିବା ବିହାର ଏମପି ପପୁ ଯାଦବଙ୍କୁ ଏବେ ହତ୍ୟା ଧମକ ଦିଆଯାଉଛି। ଏହି ଧମକପୂର୍ଣ୍ଣ ବାର୍ତ୍ତା ପୁର୍ନିଆ ଏମପି ପପୁ ଯାଦବଙ୍କ ହ୍ବାଟସ ଆପ ନମ୍ବରରେ ଆସିଛି। ବାର୍ତ୍ତାରେ ଏହା ଲେଖା ଅଛି, ‘୨୪ ଘଣ୍ଟା ମଧ୍ୟରେ…
ଡିସେମ୍ବର ପହିଲାରେ ଇକୋ ରିଟ୍ରିଟ୍ର ଶୁଭାରମ୍ଭ: ପରିଦର୍ଶନ କଲେ ବିଡିଓ, ପର୍ଯ୍ୟଟନ ଅଧିକାରୀ
ଦାରିଙ୍ଗବାଡ଼ି,୩୦ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଚତୁର୍ଥ ଥର ପାଇଁ ରବିବାର ଇକୋ ରିଟ୍ରିଟ୍ର ଶୁଭାରମ୍ଭ ହେବାକୁ ଯାଉଛି। ଏହାର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ଜିଲା ପର୍ଯ୍ୟଟନ ଅଧିକାରୀ କୁମୁଦିନୀ ମଲିକ ପ୍ରମୁଖ…
Archives


