Home

୨ ଗ୍ରାମବାସୀଙ୍କ ହତ୍ୟାର ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ

ମୁଲୁଗୁ,୧।୧୨: ରବିବାର ସକାଳେ ତେଲଙ୍ଗାନାର ମୁଲୁଗୁ ଜିଲାରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଏନକାଉଣ୍ଟରରେ ୭ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ପୋଲିସ ଇନଫରମର ସନ୍ଦେହରେ ଦୁଇ ଆଦିବାସୀଙ୍କୁ ହତ୍ୟା କରିବାର ଏକ ସପ୍ତାହ ପରେ ଏହି ଘଟଣା ଘଟିଛି। ନ୍ୟୁଜ ଏଜେନ୍ସି…

ବାପାଙ୍କ ଟାଙ୍ଗିଆ ଚୋଟରେ ପୁଅ ଗୁରୁତର ଘଟଣା: ସଫଳ ଅସ୍ତ୍ରୋପଚାର ପରେ ମୁଣ୍ଡରୁ ବାହାରିଲା…

କନ୍ଧମାଳ,୧ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କଟକ ବଡ଼ ମେଡିକାଲର ସ୍ନାୟୁଶଲ୍ୟ ଚିକିତ୍ସା (ନ୍ୟୁରୋସର୍ଜରୀ) ବିଭାଗରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଟିକାବାଲି ଅଞ୍ଚଳର ବିବେକ କହଁର। ମୁଣ୍ଡରେ ଧାରୁଆ ଟାଙ୍ଗିଆ ଭିତରକୁ ପଶିଥିବା ବେଳେ ପ୍ରାୟ…

ଭାଜପା-ବିଧାୟକ ମନ୍ତ୍ରୀଙ୍କ ପାଇଁ ଆଳୁ ୩୦ ଟଙ୍କା, ଆମ ପାଇଁ ୫୦, କାହିଁକି ଏମିତି କହିଲେ ଜୟଦେବ ଜେନା

ଭୁବନେଶ୍ୱର,୧ା୧୨: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଆଳୁର ଦାମ୍‌କୁ ନେଇ ଭାଜପା ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି, ସରକାର ଖାଲି କଥାରେ କହୁଛନ୍ତି ଉତ୍ତରପ୍ରଦେଶରୁ ଶସ୍ତାରେ ଆଳୁ ଆଣି ଦେବୁ। ହେଲେ ମିଳୁନି। ମନ୍ତ୍ରୀ କହୁଛନ୍ତି ୩୦ ଟଙ୍କାରେ…

ଗାଁରୁ ଫେରି ବଡ଼ ବୟାନ ଦେଲେ ଶିନ୍ଦେ

ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ମହାୟୁତିର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ଉଦ୍ୟମ ମଧ୍ୟରେ ଏକନାଥ ଶିନ୍ଦେ କିଛି ଦିନ ପାଇଁ ନିଜ ଗାଁକୁ ଯାଇଥିଲେ। ଏହି ସମୟରେ ଶିବସେନା ମୁଖ୍ୟ କିଛି ବଡ ରଣନୀତି ପ୍ରସ୍ତୁତ କରୁଥିବା ନେଇ ରାଜନୈତିକ ମହଲରେ ଆଲୋଚନା…

ପୃଥିବୀରୁ ନିଶ୍ଚିହ୍ନ ହୋଇଯିବ ସମାଜ…ଜନସଂଖ୍ୟା ହ୍ରାସକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ମୋହନ ଭାଗବତ

ନୂଆଦିଲ୍ଲୀ,୧।୧୨: ଜନସଂଖ୍ୟା ହ୍ରାସ ନେଇ ସଂଗଠନର ମୁଖ୍ୟ ମୋହନ ଭଗବତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଭାଗବତ କହିଛନ୍ତି ଯେ ଜନସଂଖ୍ୟା ହ୍ରାସ ଏକ ଚିନ୍ତାର ବିଷୟ। ଜନସଂଖ୍ୟା ଅଭିବୃଦ୍ଧି ହାର ୨.୧ ହେବା ଉଚିତ। ଯଦି ଏହାଠାରୁ କମ ହୁଏ ତେବେ…

ଝାଡ଼ଖଣ୍ଡକୁ ବି ଆଳୁ ଦେଲା ନାହିଁ ପଶ୍ଚିମବଙ୍ଗ, ଏମିତି ନିର୍ଦ୍ଦେଶ ଦେଲେ ସୋରେନ

ରାଞ୍ଚି,୧।୧୨: ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟକୁ ଆଳୁ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାର ସବୁଠାରୁ ବଡ ପ୍ରଭାବ ଝାଡ଼ଖଣ୍ଡର ବଜାର ଉପରେ ପଡିଛି। ଏଠାରେ ଆଳୁର ମୂଲ୍ୟ ପାଞ୍ଚରୁ ଦଶ ଟଙ୍କା ବୃଦ୍ଧି ପାଇଛି। ବ୍ୟବସାୟିକ ସଂଗଠନର ଅନୁରୋଧ କ୍ରମେ…

କାହା ସହ କୌଣସି ମେଣ୍ଟ କରିବୁ ନାହିଁ…ଦିଲ୍ଲୀ ନିର୍ବାଚନ ପୂର୍ବରୁ କେଜ୍‌ରିଓ୍ବାଲ କଲେ ଘୋଷଣା

ନୂଆଦିଲ୍ଲୀ,୧।୧୨: ଆସନ୍ତା ବର୍ଷ ଫେବୃଆରୀରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ସମସ୍ତ ଦଳଗୁଡ଼ିକ ଅଣ୍ଟା ଭିଡିଲେଣି। ଏସବୁ ମଧ୍ୟରେ ଆମ୍‌ ଆଦମୀ ପାର୍ଟି(ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ ନିର୍ବାଚନରେ ମେଣ୍ଟକୁ ନେଇ ବଡ଼ ଘୋଷଣା କରିଛନ୍ତି। ଖବରଦାତା…

ICC ଅଧ୍ୟକ୍ଷ ପଦ ସମ୍ଭାଳିଲେ ଜୟ ଶାହା, ଚାମ୍ପିୟନ୍ସ ଟ୍ରଫିକୁ ନେଇ ନିଷ୍ପତ୍ତି ପୂର୍ବରୁ…

ନୂଆଦିଲ୍ଲୀ,୧।୧୨: ଆଇସିସି ଅଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଛନ୍ତି ଜୟ ଶାହା। ତାଙ୍କୁ ଏବେ ୩୫ ବର୍ଷ ହୋଇଥିବା ଯୋଗୁ ସେ ସବୁଠାରୁ କମ୍‌ ବୟସର ଆଇସିସି ଅଧ୍ୟକ୍ଷ ପାଲଟିଛନ୍ତି। ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ଚାଲିଥିବା ବେଳେ ଶାହା…

ଶେଷ ହେଲା ଏହି ୩ ଭାରତୀୟ ଖେଳାଳିଙ୍କ ଆଇପିଏଲ କ୍ୟାରିୟର, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଏମାନଙ୍କ ଅନସୋଲ୍ଡ

ନୂଆଦିଲ୍ଲୀ,୧।୧୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ମେଗା ନିଲାମରେ ଖେଳାଳିଙ୍କ ଉପରେ ବହୁ ଟଙ୍କା ବର୍ଶା ହୋଇଛି। ଦଳ ପ୍ରାୟ ୬୪୦କୋଟି ଟଙ୍କା ଖର୍ଚ୍ଚ କରି ୧୮୩ ଖେଳାଳି କିଣିଥିଲେ। ଆଇପିଏଲ ଇତିହାସରେ ଋଷଭ ପନ୍ତ ସବୁଠାରୁ ମହଙ୍ଗା ଖେଳାଳି ହୋଇଥିବାବେଳେ…

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଏକାବେଳକେ ଟଳିପଡ଼ିଲେ ୭ ମାଓବାଦୀ

ମାଲକାନଗିରି,୧ା୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲା ଚାଲାପାକା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୭ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ତଥ୍ୟ ଅନୁଯାୟୀ, ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲାର ଚାଲାପାକା ଜଙ୍ଗଲରେ…

ଶକ୍ତି ଦେଖାଇବ ନୌସେନା: ୧୫ ଜାହାଜ, ୪୦ ଏୟାରକ୍ରାଫ୍ଟ ହେବ ସାମିଲ

ପୁରୀ,୧ା୧୨: ଆସନ୍ତା ୪ ତାରିଖରେ ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ଏନେଇ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ନୌସେନା ଅଧିକାରୀ ସୂଚନା ଦେଇଛନ୍ତି। ଜିଲାପାଳ ନୌସେନା ଦିବସରେ ୧୫ଟି ଜାହାଜ, ୪୦ ଏୟାରକ୍ରାଫ୍ଟ ସାମିଲ…

ଖୋଲିଲା ଇକୋ ରିଟ୍ରିଟ୍‌, ଛୁଟିଲା ପର୍ଯ୍ୟଟକଙ୍କ ସୁଅ

ଦାରିଙ୍ଗବାଡ଼ି,୧ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଚତୁର୍ଥ ଥର ପାଇଁ ଇକୋ ରିଟ୍ରିଟ୍‌ ରବିବାର ଖୋଲିଛି। ଇକୋ ରିଟ୍ରିଟ୍‌ର ଅଧ୍ୟକ୍ଷ ତଥା ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri