ଅଭିନେତ୍ରୀ ସାଇରା ବାନୋ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ: ୧୯୬୦-୭୦ ଦଶକରେ ବଲିଉଡର ରାଜ୍ କରୁଥିବା ପ୍ରସିଦ୍ଧ ତଥା ଭେଟେରାନ ଅଭିନେତ୍ରୀ ସାଇରା ବାନୋ ଅସୁସ୍ଥ ହୋଇ ପଡିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ବର୍ଗତ ଅଭିନେତା ଦିଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି ଏବଂ ତାଙ୍କ…
କୋହଲିଙ୍କୁ ନେଇ ଏମିତି କମେଣ୍ଟ କଲେ ଗାଭାସ୍କର, କ୍ରିକେଟ ଜଗତରେ ଉଠିଲା ଝଡ଼
ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଶତକ ସହ ଫର୍ମକୁ ଫେରିଥିଲେ। ଆଡିଲେଡରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପ୍ରଶଂସକମାନେ ତାଙ୍କଠାରୁ ସମାନ ବ୍ୟାଟିଂ ଆଶା କରୁଥିଲେ, ଯାହା ମଧ୍ୟ ତାଙ୍କର ଫେବରେଟ ଗ୍ରାଉଣ୍ଡ। କିନ୍ତୁ ଏହା ଘଟିଲା…
ମମତାଙ୍କୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ!
ନୂଆଦିଲ୍ଲୀ,୭।୧୨: ଇଣ୍ଡିଆ ମେଣ୍ଟ ଗଠନ ହେବା ସହିତ ଏହାର ପ୍ରତିନିଧୀ ଦଳ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା। ଏହାର ସଠିକ ରୂପରେଖ ଆସିବା ପୂର୍ବରୁ ନୀତୀଶ କୁମାର ଏଥିରୁ ନିଜକୁ ଦୂରେଇ ରଖିଥିଲେ ଏବଂ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ…
ପାକିସ୍ତାନରେ ଇତିହାସ ରଚିଲେ ହିନ୍ଦୁ ଅଧିକାରୀ
ଇସଲାମାବାଦ,୭।୧୨: ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଦକ୍ଷ ଯୁବକ ଯୁବତୀ, ବିଶେଷକରି ହିନ୍ଦୁ ସମ୍ପ୍ରଦାୟ, ପ୍ରତିବନ୍ଧକ ଭାଙ୍ଗି ବଡ଼ ସଫଳତା ହାସଲ କରୁଛନ୍ତି। ରାଜେନ୍ଦ୍ର ମେଘୱାର ସେମାନଙ୍କ ମଧ୍ୟରୁ ଅନ୍ୟତମ। ପାକିସ୍ତାନ ପୋଲିସ ସେବା (ପିଏସପି) ରେ ଯୋଗ ଦେଇଥିବା ପ୍ରଥମ ହିନ୍ଦୁ…
ଖାନ ସାର୍ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ପାଟନା,୭।୧୨: ବିହାରର ଜଣେ ଚର୍ଚ୍ଚିତ ଶିକ୍ଷାବିତ୍ ତଥା ତାଙ୍କର ଭିନ୍ନ ଶିକ୍ଷଣ େ ଶଳୀ ପାଇଁ ଜଣାଶୁଣା ଖାନ ସାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ସେ ଅସୁସ୍ଥ ହେବା ପରେ ତାଙ୍କୁ ପାଟଣାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କୁହାଯାଉଛି…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ, ମୁମ୍ବାଇ ପୋଲିସକୁ ମିଳିଲା ବାର୍ତ୍ତା, ଯାଞ୍ଚ ଆରମ୍ଭ
ମୁମ୍ବାଇ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଛି। ଶନିବାର ହ୍ବାଟସ ଆପରେ ମୁମ୍ବାଇ ପୋଲିସ ଏହି ବାର୍ତ୍ତା ଗ୍ରହଣ କରିଛି। ଏହି ବାର୍ତ୍ତା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାର…
ଟ୍ରାଭିସ ହେଡଙ୍କୁ କାହିଁକି ଗାଳିଦେଲେ ମହମ୍ମଦ ସିରାଜ? ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ,୭।୧୨: ଆଡିଲେଡରେ ଖେଳାଯାଉଥିବା ଦିନରାତି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ ଏକ ଚମତ୍କାର ଶତକ ଖେଳିଥିଲେ। ଏହି ଇନିଂସ ଭାରତର ଚିନ୍ତାକୁ ବଢାଇ ଦେଇଥିଲା। ହେଡଙ୍କ ଶତକ ସହିତ ଅଷ୍ଟ୍ରେଲିଆ ଭାରତ ଉପରେ ଅଗ୍ରଣୀ ହାସଲ କରିଛି ଏବଂ…
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ହିଂସାକୁ ନେଇ ଚମକାଇବା ଭଳି ବୟାନ ଦେଲେ ଫାରୁକ ଅବଦୁଲ୍ଲା
ଶ୍ରୀନଗର,୭।୧୨: ବାଂଲାଦେଶରେ ସରକାର ପରିବର୍ତ୍ତନ ପରଠାରୁ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଲଗାତାର ଆକ୍ରମଣ ହେବାର ଖବର ରହିଛି। ଏହି ପ୍ରସଙ୍ଗରେ ସମଗ୍ର ଦେଶରେ କ୍ରୋଧର ନିଆଁ ଜଳୁଛି। ଏବେ, ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା…
ବାଂଲାଦେଶରେ ହିନ୍ଦୁ ମନ୍ଦିରରେ ଲଗାଇ ଦେଲେ ନିଆଁ, ଜଳିଗଲା ଅନେକ ମୂର୍ତ୍ତି!
ଢାକା,୭।୧୨: ବାଂଲାଦେଶରେ ହିନ୍ଦୁମାନଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି। ହିନ୍ଦୁମାନଙ୍କ ଘର ଜାଳିବା ବ୍ୟତୀତ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଘଟଣା ମଧ୍ୟ ଅନେକ ଥର ସାମ୍ନାକୁ ଆସିଥିଲା। ଏବେ ପୁଣି ଥରେ ଇସ୍କନ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଇସ୍କ ନିଜେ ଏହା…
ଶରଦ-ଉଦ୍ଧବଙ୍କୁ ଲାଗିଲା ବଡ଼ ଝଟ୍କା, ଏମଭିଏରୁ ଅଲଗା ହେଲେ…
ମୁମ୍ବାଇ,୭।୧୨: ମହାରାଷ୍ଟ୍ରର ମହାବିକାଶ ଅଘାଡିରେ ଏକ ବଡ ଓଲଟପାଲଟ ଦେଖାଦେଇଛି। ନିର୍ବାଚନରେ ପରାଜୟର କ୍ଷତ ଏପର୍ଯ୍ୟନ୍ତ ପୂରଣ ହୋଇପାରି ନଥିଲା ବେଳେ ପୁଣି ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କୁ ଆଉ ଏକ ବଡ଼ ଝଟକା ଲାଗିଥିଲା। ହଁ, ଅଖିଳେଶ ଯାଦବଙ୍କ…
ମଧ୍ୟାହ୍ନଭୋଜନ ଖାଇ ୨୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ, ବାସି ଭାତକୁ ବାସି ଡାଲି କହିଲେ…
ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଡ଼ ଅଘଟଣ ଘଟିଛି। ଶନିବାର ମଧ୍ୟାହ୍ନଭୋଜନ ଖାଇବା ପରେ ପ୍ରଥମେ ୬ ଓ ପର୍ଯ୍ୟାୟ କ୍ରମେ ପ୍ରାୟ ୨୫ ଜଣ ଛାତ୍ରୀଛାତ୍ରଙ୍କୁ ପ୍ରଥମେ ପେଟ କାଟିବା ଓ…
ଟ୍ରାଭିସ ହେଡଙ୍କ ଚମତ୍କାର ଶତକ: ଅଷ୍ଟ୍ରେଲିଆ ୩୩୭ ରନରେ ଅଲଆଉଟ୍
ଆଡିଲେଡ,୭।୧୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୭ ରନରେ ଅଲଆଉଟ୍ ହୋଇଛି। ଭାରତ ପ୍ରଥମ ଇନିଂସରେ ୧୮୦ ରନ ସଂଗ୍ରହ କରିଥିଲା। ଏହି ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆ ୧୫୭ ରନର ଅଗ୍ରଣୀ ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରାଭିସ ହେଡ…
Archives


