Home

କିଏ ସେହି ବେଟିନା ଆଣ୍ଡରସନ? ଜୁନିଅର ଟ୍ରମ୍ପଙ୍କ ସହ ଯାହାଙ୍କ ଫଟୋ ହେଉଛି ଭାଇରାଲ

ଓ୍ବାଶିଂଟନ,୧୧।୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଜୁନିଅର ଡୋନାଲ୍ଡଙ୍କ ଫ୍ଲୋରିଡା ସମାଜସେବୀ ବେଟିନା ଆଣ୍ଡରସନଙ୍କ ସହ ଫଟୋ ଭାଇରାଲ ହେବାରେ ଲାଗିଛି। ଜୁନିଅର ଟ୍ରମ୍ପ ବେଟିନା ଆଣ୍ଡରସନଙ୍କ ସହ ହାତ ଧରିଥିବାର ନଜର ଆସିଛନ୍ତି। ଜୁନିଅର ଡୋନାଲ୍ଡ…

ମାସେ ପୂର୍ବରୁ ମଦ ବନ୍ଦ ପାଇଁ ଅଭିଯୋଗ କରିଥିଲେ ଗ୍ରାମର ମହିଳା, ଫଳ ଶୂନ

ଫୁଲବାଣୀ/ଦାରିଙ୍ଗବାଡ଼ି,୧୧ା୧୨(ରାକେଶ କୁମାର ରାଉତ/ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଚୋରାମଦ କାରବାର ବୃଦ୍ଧି ପାଇଛି। ଅଞ୍ଚଳରେ ପୋଲିସ, ଅବକାରୀ ବିଭାଗ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ବିଶେଷକରି…

କଂଗ୍ରେସରୁ ଭରିଗଲା ମନ! ଏକାକି ବିଏମ୍‌ସି ନିର୍ବାଚନ ଲଢିବେ ଉଦ୍ଧବ ସେନା, କେଜରିଓ୍ବାଲ ବି ଫେରାଇଲେ ମୁହଁ

ନୂଆଦିଲ୍ଲୀ,୧୧।୧୨: ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପରେ ଇଣ୍ଡିଆ ମେଣ୍ଟରେ ସବୁକିଛି ଠିକ ଚାଲିନାହିଁ। ଏବେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି। ସର୍ବପ୍ରଥମେ, ମମତା ବାନାର୍ଜୀ ନେତୃତ୍ୱ ଗ୍ରହଣ କରିବାକୁ ସଙ୍କେତ ଦେଇଥିଲେ। ଏହା ପରେ ବିହାରର…

ମିଶନ ଶକ୍ତିକୁ ନେଇ ବଡ଼ ବୟାନ ଦେଲେ ପ୍ରଭାତୀ, ରଡି ଛାଡିଲେ ମହିଳା

ଭୁବନେଶ୍ୱର,୧୧।୧୨: ଆଜି ବି ଆନ୍ଦୋଳନରେ ମିଶନ ଶକ୍ତି ମହିଳା । ୩ ଦିନ ହେଲା ଲୋୟର ପିଏମଜିରେ ଗର୍ଜୁଛନ୍ତି ମହିଳା । ମିଶନ ଶକ୍ତି ଅଧିନରେ ୬ଟି କ୍ୟାଡର କାମ କରୁଥିବା ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର,…

ପହିଲାରୁ ନୂଆ କାର୍‌ ଦର

ନୂଆଦିଲ୍ଲୀ,୧୧।୧୨: ନୂଆ ବର୍ଷ ଆରମ୍ଭରୁ ନୂଆ ଦର ଲାଗୁହେବ ବୋଲି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ଏସ୍‌ୟୁଭି ଏବଂ ସିଭି ମଡେଲଗୁଡ଼ିକ ଉପରେ ନୂଆ ଦର ୨୦୨୫ ଜାନୁଆରୀ ୧ରୁ ଲାଗୁହେବ।

୫ ଦଫା ଦାବି ନେଇ ଜିଲାପାଳଙ୍କୁ ସ୍ମାରକ ପତ୍ର

ଛତ୍ରପୁର,୧୧।୧୨(ଦିଲ୍ଲୀପ ସାମଲ):ଅଖିଳ ଭାରତ ଲୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ଜିଲା ସଭାପତି ତଥା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ୫ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।…

ଆନ୍ଦୋଳନକୁ ଓହ୍ଲାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ: ରୋଗୀ ହନ୍ତସନ୍ତ

ଛତ୍ରପୁର,୧୧।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ରହିଛି। ଫଳରେ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏହି ସେବା ନ ମିଳିବାରୁ ବହୁ ଲୋକ ଅଟୋରେ ଭଡାକରି…

ଗୁଗ୍‌ଲ୍‌ରେ ଭିନେଶ୍‌ଙ୍କୁ ସର୍ବାଧିକ ସର୍ଚ୍ଚ କରିଛନ୍ତି ଲୋକେ, ଟପ୍‌-୧୦ରେ ନାହାନ୍ତି କୋହଲି କି ରୋହିତ

ନୂଆଦିଲ୍ଲୀ,୧୧।୧୨:୨୦୨୪ରେ ଗୁଗଲରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଭାରତୀୟ ତାଲିକାରେ କ୍ରୀଡା ତାରକାମାନେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। କୌଣସି ରାଜନେତା କିମ୍ବା କୌଣସି ଚଳଚ୍ଚିତ୍ର ତାରକା କିମ୍ବା ବ୍ୟବସାୟୀ ଏହି ତାଲିକାରେ ଶୀର୍ଷରେ ରହି ନାହାଁନ୍ତି। ଶ୍ରେଷ୍ଠ ୧୦ ଜଣଙ୍କୁ ପାଞ୍ଚ ଜଣ…

ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌: ଜଣେ ମୃତ୍ୟୁ, ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

ଗଜପତି, ୧୧।୧୨(ଗିରିଧାରୀ ପରିଛା):ଗଜପତି ଜିଲା ମୋହନା ଥାନା ଚିଟିଙ୍ଗ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା l ଏକ ପିକଅପ୍‌ ଭ୍ୟାନ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି l ମୃତକ ଜଣେଙ୍କ ହେଉଛନ୍ତି…

ମୋଦିଙ୍କୁ ଭେଟିଲେ କପୁର ପରିବାର, କରିନା ନେଲେ ଅଟୋଗ୍ରାଫ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୧।୧୨: ଭାରତୀୟ ସିନେମାର ମହାନ ଶୋ’ମ୍ୟାନ ରାଜ କପୁରଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଧୁମଧାମରେ ପାଳନ କରାଯିବ। କପୁର ପରିବାର ପୁରା ଦମରେ ଉତ୍ସବର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ଏହାକୁ…

କୋଭିଡ ଭ୍ୟାକ୍ସିନ ପାଇଁ ହେଉଛି ହାର୍ଟ ଆଟାକ୍‌? ଜାଣନ୍ତୁ ସରକାରଙ୍କ ଜବାବ

ନୂଆଦିଲ୍ଲୀ,୧୧।୧୨: ଦେଶରେ ହୃଦଘାତରେ ଏବେ ଅନେ ଲୋକଙ୍କର ମୃତ୍ୟୁ ହେଉଥିବା ଖବର ଆସୁଛି। ବେଳେବେଳେ ନାଚୁଥିବା ବେଳେ କେବେ ଜିମରେ, ଲୋକମାନେ ଏହାକୁ କରୋନା ଟିକା ସହିତ ସଂଯୋଗ କରୁଛନ୍ତି। ସୋସିଆଲ ମିଡିଆରେ ଲୋକମାନେ କହିଛନ୍ତି ଯେ କରୋନା ଟିକା ଯୋଗୁଁ…

ନିର୍ବାଚନ ପୂର୍ବରୁ ମନୀଷ ସିସୋଡିଆଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୧।୧୨: ବୁଧବାର ସୁପ୍ରିମକୋର୍ଟରେ ଆମ ଆଦିମୀ ପାର୍ଟି(ଏଏପି) ନେତା ମନୀଷ ସିସୋଡିଆଙ୍କ ଆବେଦନର ଶୁଣାଣି ହୋଇଥିଲା। ଏଥିରେ ସୁପ୍ରିମକୋର୍ଟ ମନୀଷ ସିସୋଡିଆଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ତାଙ୍କ ଏକ୍ସ ଆକାଉଣ୍ଟରେ ସେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri