Home

ବଡ଼ ଆକ୍ରମଣର ଧମକ ଦେଲେ ନେତାନ୍ୟାହୁ

ତେଲ୍‌ ଆଭିଭ୍‌,୫ା୫: ଇରାନ ସମର୍ଥତ୍ତ ୟେମେନ୍‌ର ହୁଟି ଆତଙ୍କବାଦୀମାନେ ରବିବାର ଇସ୍ରାଏଲ୍‌ର ତେଲ୍‌ ଆଭିଭ୍‌ସ୍ଥିତ ଦେଶର ସର୍ବବୃହତ୍‌ ବିମାନବନ୍ଦରରେ ମିଶାଇଲ ମାଡ଼ କରିଛନ୍ତି। ଏହାର ଜବାବରେ ହୁଟି ବିରୋଧରେ ବଡ଼ ଆକ୍ରମଣ କରାଯିବ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସଂକଳ୍ପ…

ପଦ୍ମପୁରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସ୍ଥାପନ ଦାବି: ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ଏମ୍‌ପି

ପଦ୍ମପୁର,୫ା୫ (ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଏକ ଉପାନ୍ତ ଅଞ୍ଚଳ। ଏହାର ଛତିଶଗଡ଼ ସୀମାନ୍ତ ବର୍ତ୍ତୀ ବ୍ଲକ ଝାରବନ୍ଧ ଓ ପାଇକମାଳଠାରୁ ବରଗଡ଼ ଦୂରତା ପ୍ରାୟ ୧୨୦କିମି ପଡ଼ିଥାଏ। ପଦ୍ମପୁରର ଜନସାଧାରଣ ନିଜର ଗାଡି ମୋଟର, ଟ୍ରାକ୍ଟରର କାଗଜପତ୍ର ପାଇଁ…

ବାଘର ସୁରକ୍ଷା, ସଂରକ୍ଷଣକୁ ଗୁରୁତ୍ୱ

ବରଗଡ଼,୫।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ କ୍ରୀଷ୍ଣା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ଲିଓପାଡ୍‌ ଡେ (କଲରାପତରିଆ ଦିବସ) ପାଳିତ ହୋଇଯାଇଛି। ଆର୍ଥ କୃଷିଡେର୍ସ ଅର୍ଗାନାଇଜେଶନ, ବରଗଡ଼ ବନ ବିଭାଗ ଏବଂ କ୍ରୀଷ୍ଣା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ…

କାନପୁର ଜୋତା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୨ ମୃତ ୫ ଆହତ

କାନପୁର,୫।୫: ସମସ୍ତ ନିୟମ କାନୁନକୁ ଉଲ୍ଲଂଘନ କରି ଏକ ଆବାସିକ ଅଞ୍ଚଳରେ ଥିବା ଏକ ଚମଡା ଜୋତା ତିଆରି କାରଖାନାରେ ଅଗ୍ନିକାଣ୍ଡ ଘଟି ଦୁଇ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ପାଞ୍ଚ ମହଲା ବିଶିଷ୍ଟ କୋଠାର ପ୍ରଥମ ମହଲାରେ ସର୍ଟ ସର୍କିଟ…

ଫ୍ଲାଏ ଓଭରରୁ ତଳକୁ ଖସିଲା ଟ୍ୟାଙ୍କର, ବିଚ୍‌ ରାସ୍ତାରେ ହେଲା…

ରାୟଗଡ଼ା,୪ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ମଧ୍ୟ ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ପୁରୁଣା ତଥା ଏକମାତ୍ର ଫ୍ଲାଏ ଓଭର ଉପରେ ଭାରସାମ୍ୟ ହରାଇ ତଳକୁ ଓଲଟି ପଡ଼ିଛି ଏକ ଟ୍ୟାଙ୍କର। ଏହି ଟ୍ୟାଙ୍କର ଓଲୋଟି ପଡ଼ିବାରୁ…

୧୧ ବର୍ଷ ବୟସରେ ଭିଣୋଇଙ୍କୁ ବିବାହ, ୨୩ ବର୍ଷରେ ପଡ଼ିଲେ ଦିଅରଙ୍କ ପ୍ରେମରେ..ଘରୁ ଫେରାର ହୋଇ ମନ୍ଦିରରେ…

ଜୟପୁର,୪।୫: ନାବାଳିକା ଥିବା ବେଳେ ଭିଣୋଇଙ୍କ ସହ ବିବାହ। ପରବର୍ତ୍ତୀ ସମୟରେ ଦିଅରଙ୍କ ପ୍ରେମରେ ପଡ଼ିଗଲେ ଯୁବତୀ। ଶେଷରେ ଘରୁ ଫେରାର ହୋଇ ହରିୟାଣାର ଏକ ମନ୍ଦିରରେ ଶରଣ ପଶିଛନ୍ତି ସେ। ରାଜସ୍ଥାନର ଚୁରୁର ଏଭଳି ଏକ କାହାଣୀ ଏବେ ଚର୍ଚ୍ଚାରେ…

PM କିଷାନର ଆଗାମୀ କିସ୍ତି ଟଙ୍କାକୁ ଅପେକ୍ଷା କରିଛନ୍ତି କି? ଜାଣନ୍ତୁ କେବେ ଆସିବ, ଏଭଳି ଯାଞ୍ଚ କରନ୍ତୁ Status

ନୂଆଦିଲ୍ଲୀ,୪।୫: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ୨୦ତମ କିସ୍ତି ଖୁବଶୀଘ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିପାରେ। ତେବେ ଏହି ଯୋଜନା ଅଧୀନରେ, ଯୋଗ୍ୟ ଚାଷୀମାନଙ୍କୁ ୨୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଛି। ତଥାପି ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ…

ଭଞ୍ଜନଗରରେ ଖୋଲିଲା ରାଜ୍ୟର ପ୍ରଥମ ସରକାରୀ ଓ୍ବାଟର୍‌ ପାର୍କ, ପର୍ଯ୍ୟଟକଙ୍କ ପାଇଁ ସାଜିବ ଆକର୍ଷଣର କେନ୍ଦ୍ରବିନ୍ଦୁ

ଭଞ୍ଜନଗର,୪।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ପ୍ରଥମ ସରକାରୀ ସମ୍ପ୍ରସାରିତ ୱାଟର ପାର୍କ ରବିବାର ଉଦଘାଟିତ ହୋଇଯାଇଛି। ଏହା ଜଳସମ୍ପଦ ବିଭାଗ ଦ୍ବାରା ପରିଚାଳିତ ହେଉଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ଅଞ୍ଚଳବାସୀଙ୍କ ବହୁ ଦାବି ପରେ ୧୦.୫ କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଛି ରାସ୍ତା ନିର୍ମାଣ, କାର୍ଯ୍ୟ ଶେଷ ହେଲେ…

କେସିଙ୍ଗା,୪ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିବା ମଶାଣିବନ୍ଧ-ରେଙ୍ଗାଲିଗ୍ରାମକୁ ସଂଯୋଗ କରୁଥିବା ଆର୍‌ଡିରାସ୍ତା ବର୍ତ୍ତମାନ ନିର୍ମାଣାଧୀନ ରହିଛି। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ଏବଂ ଗଣମାଧ୍ୟମରେ ଖବର ପ୍ରକାଶ ପରେ ତତ୍ପରତା…

ମନ୍ଦିର ଜମିରେ ବେଆଇନ ଦଖଲ: ଗୃହ ନିର୍ମାଣକୁ ବିରୋଧ, ଦେବୋତ୍ତର କମିଶନକୁ ସ୍ମାରକପତ୍ର

ଦିଗପହଣ୍ଡି,୪ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବସ୍‌ଷ୍ଟାଣ୍ଡଠାରୁ ପୁଞ୍ଜିକୟାଁ ଛକ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ଦିଗପହଣ୍ଡି ମୌଜା ଖାତା ନଂ.୬୯୧ ଅନୁଯାୟୀ ରାଧାକାନ୍ତ ମହାପ୍ରଭୁ ବିଜେଙ୍କ ନାଁ ରେ ରେକର୍ଡଭୁକ୍ତ ଥିବା ଚାଷଜମିକୁ ୧୯୫୧ ଓଡ଼ିଶା ହିନ୍ଦୁ…

Mangal Gochar 2025: ମେ’ରେ ମାଲାମାଲ ହେବେ ଏସବୁ ରାଶିର ବ୍ୟକ୍ତିବିଶେଷ, ଜୀବନରେ ଧନ ସହ…

Mangal Gochar 2025: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହ ସମୟ ସମୟରେ ସେମାନଙ୍କର ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ କରନ୍ତି। ଏହି ପରିବର୍ତ୍ତନ ସମସ୍ତ ୧୨ ଟି ରାଶିର ଲୋକଙ୍କୁ ପ୍ରଭାବିତ କରିଥାଏ। ମେ’ରେ ମଙ୍ଗଳ ଗ୍ରହ ତାର ଗତିପଥ…

ଶୁଭମନ ନୁହନ୍ତି, ଏହି ଅଭିନେତାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ସାରା ତେନ୍ଦୁଲକର?ବିଗ୍‌ବିଙ୍କ ନାତୁଣୀଙ୍କ ସହ କନେକ୍ସନ!

ମୁମ୍ବାଇ: ପୁଣି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର। କେତେବେଳେ ବଲିଉଡ୍‌ ଅଭିନେତାଙ୍କ ସହ ପାର୍ଟି ତ କେବେ କ୍ରିକେଟର ଶୁଭମନ ଗିଲଙ୍କୁ ଡେଟ୍‌ କରିବା ନେଇ ସେ ଖବରରେ ରହି ଆସୁଛନ୍ତି। କିଛିଦିନ ତଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri