Home

ଖୋଲିଲା ମା’ ମଝିଘରିଆଣୀଙ୍କ ୯ ହୁଣ୍ଡି, କଡ଼ାସୁରକ୍ଷାରେ ଚାଲିଛି ଗଣତି

ରାୟଗଡ଼ା,୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ସୋମବାର ସକାଳ ୯ଟାରେ ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଚଳିତ ଥର ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ,…

କୋହଲି ଉତ୍‌ଫୁଲିତ: ଏହି ୩ ଖେଳାଳିଙ୍କୁ କହିଲେ ଚମତ୍କାର

ବର୍ମିଂହାମ,୭।୭:ବର୍ମିଂହାମ ଟେଷ୍ଟରେ ଭାରତର ବିଜୟରେ ସମସ୍ତେ ଖୁସି। ୫୮ ବର୍ଷ ପରେ ପ୍ରଥମ ଥର ପାଇଁ ଏଜବାଷ୍ଟନରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତର ବିଜୟ ଉପରେ ପୂର୍ବତନ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।…

ବିରାଟ କୋହଲିଙ୍କଠାରୁ ପ୍ରଶଂସା ଶୁଣି ଇମୋଶନାଲ ହେଲେ ସିରାଜ, ସୋସିଆଲ ମିଡ଼ିଆରେ କହିଲେ ଏମିତି କଥା

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଶେଷ ହୋଇଛି। ଯେଉଁଠାରେ ଟିମ ଇଣ୍ଡିଆ ଆୟୋଜକ ଦଳକୁ ୩୩୬ ରନରେ ପରାସ୍ତ କରିଥିଲା। ଏଜବାଷ୍ଟନରେ ଏହା ଭାରତୀୟ ଦଳର ପ୍ରଥମ ଟେଷ୍ଟ ବିଜୟ। କେତେଜଣ ଖେଳାଳିଙ୍କ ପ୍ରଦର୍ଶନ ବହୁତ ଭଲ…

କଟ୍‌ ଅଫ୍‌ ମାର୍କ ଆଗରେ ରେଭେନ୍ସା

କଟକ,୭ା୭: ସୋମବାର ପ୍ରକାଶ ପାଇଛି ଯୁକ୍ତ ଦୁଇ କଟ୍‌ ଅଫ୍‌ ମାର୍କ ତାଲିକା। ଏହି କଟ୍‌ ଅଫ୍‌ ମାର୍କରେ ରେଭେନ୍ସା ଆଗରେ ରହିଛି। କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ରେଭେନ୍ସା ଆଗରେ ରହିଛି। କଳାରେ ୮୧.୩୩% ଥିବାବେଳେ ବିଜ୍ଞାନରେ ୯୧.୮୩% ଏବଂ…

ପାକିସ୍ତାନ ପ୍ରତି ବନ୍ଧୁ ଚାଇନାର ସ୍ବର ବଦଳିଲା: ଭାରତର ବଡ଼ କୂଟନୈତିକ ବିଜୟ

ବ୍ରାସିଲିଆ,୭।୭: ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୫ ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର। ଏହି ଶିଖର ସମ୍ମିଳନୀ ଅଧୀନରେ, ପଶ୍ଚିମ ଦେଶଗୁଡ଼ିକ ବିଶେଷକରି ଆମେରିକା, ଏହି ବାର୍ତ୍ତା ପାଆନ୍ତି ଯେ, ଏହାର ସର୍ବୋଚ୍ଚତାକୁ ଚ୍ୟାଲେଞ୍ଜ କରିବା ପାଇଁ ଅନେକ ଦେଶ ଠିଆ ହୋଇଛନ୍ତି।ଏଥର ଏହି…

କେରଳ ସରକାରଙ୍କ ଟଙ୍କାରେ କେମିତି ବୁଲୁଥିଲେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରା? ସାମ୍ନାକୁ ଆସିଲା ଚମକାଇବା ଭଳି ତଥ୍ୟ

ନୂଆଦିଲ୍ଲୀ,୭।୭: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଥିଲା। ଜ୍ୟୋତିଙ୍କ ବିରୋଧରେ ପାକିସ୍ତାନକୁ ଅନେକ ଗୁପ୍ତ ସୂଚନା ପଠାଉଥିବା ଅଭିଯୋଗ ହୋଇଥିଲା। ଏବେ ଏ ସମ୍ପର୍କରେ ଆଉ ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି। ଏକ ରିପୋର୍ଟ…

ବିଜୟ ସତ୍ତ୍ୱେ ତୃତୀୟ ଟେଷ୍ଟରୁ ବିଦା ହେବେ ଏହି ଖେଳାଳି: ଗିଲ୍‌ ଦେଲେ ସଙ୍କେତ

ବର୍ମିଂହାମ,୭।୭:ଏଜବାଷ୍ଟନରେ ବିଜୟୀ ହେବା ସତ୍ତ୍ୱେ, ଭାରତର ପ୍ଲେଇଂ ୧୧ରେ ଗୋଟିଏ ପରିବର୍ତ୍ତନ ନିଶ୍ଚିତ ହୋଇଛି। କାରଣ ଶୁବମନ ଗିଲ ନିଶ୍ଚିତ କରିଛନ୍ତି ଯେ, ଜସପ୍ରିତ ବୁମରା ଲର୍ଡସରେ ଖେଳିବେ। ବୁମରା ଦ୍ୱିତୀୟ ଟେଷ୍ଟରେ ଖେଳି ନ ଥିଲେ, ତାଙ୍କ ସ୍ଥାନରେ ଆକାଶ…

କାଉବଂଶ ବୁଡ଼ାଉଛି ଅସନ୍ତୁଳିତ ପରିବେଶ

ଭାରତର ପରିବେଶ ଓ ପରମ୍ପରା ସହ କାଉ ଯୋଡ଼ି ହୋଇ ରହିଛନ୍ତି। ପକ୍ଷୀମାନଙ୍କ ମଧ୍ୟରେ କାଉକୁ ଅତ୍ୟନ୍ତ ଚତୁର ପକ୍ଷୀ ବୋଲି ବିବେଚନା କରାଯାଏ। ଦକ୍ଷିଣ ମେରୁ, ଉତ୍ତର ମେରୁ, ଦକ୍ଷିଣ ଆମେରିକାର ଦକ୍ଷିଣ ଅଂଶ ଓ ପ୍ରଶାନ୍ତ ମହାସାଗରର କେତେକ…

୪ଟି ଫଟୋ ଶେୟାର କରି ଏମିତି କ’ଣ ଲେଖିଲେ ଶୁବମନ ଯାହାକୁ ନେଇ ଇଣ୍ଟରନେଟରେ ହେଉଛି ଖୁବ ଚର୍ଚ୍ଚା? ଆପଣ ବି ଦେଖିଲେ…

ନୂଆଦିଲ୍ଲୀ,୭।୭: ବର୍ମିଂହାମର ଏଜବାଷ୍ଟନରେ ଐତିହାସିକ ବିଜୟ ପରେ, ଭାରତର ନଆ ଟେଷ୍ଟ ଅଧିନାୟକ ଶବମନ ଗିଲ ସୋସିଆଲ ମିଡିଆରେ ତାଙ୍କର ପ୍ରଥମ ପୋଷ୍ଟ ଲେଖିଛନ୍ତି। ତାଙ୍କ ପୋଷ୍ଟରେ, ଗିଲ ଚାରୋଟି ଫଟୋ ଶେୟାର କରିଛନ୍ତି। ଦୁଇଟି ବ୍ୟାଟସମ୍ୟାନ ଭାବରେ, ଗୋଟିଏ ଫିଲ୍ଡର…

ଅଟୋ ଓଲଟି ୨ ଗୁରୁତର, ୮ରୁ ଊର୍ଦ୍ଧ୍ୱ ଆହତ

ବଣାଇ,୭ା୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଡଲେଇସରା ଗ୍ରାମରୁ ପ୍ରାୟ ୨୦ ଜଣ ଶ୍ରମିକଙ୍କୁ ଶିହିଡିହା ଗ୍ରାମକୁ ଚାଷ ଜମିରେ ତଳି କାମ ପାଇଁ ଆଣୁଥିବା ବେଳେ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨…

ଚାଇନାକୁ ଜୋରଦାର୍‌ ଝଟ୍‌କା ଦେଲା ପାକିସ୍ତାନ: ଏହି କାମ କରିବାକୁ ସିଧା ସିଧା କରିଦେଲା ମନା

ଇସଲାମାବାଦ୍‌,୭।୭: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଚାଇନାର ଉନ୍ନତ J-35A ଷ୍ଟେଲ୍ଥ ଲଢ଼ୁଆ ବିମାନ କିଣିବା ରିପୋର୍ଟକୁ ଖାରଜ କରିଛନ୍ତି। ଏକ ସାକ୍ଷାତକାରରେ, ସେ ଏହି ରିପୋର୍ଟଗୁଡ଼ିକୁ ଗଣମାଧ୍ୟମର କଳ୍ପନାଜଳ୍ପନା ବୋଲି ବର୍ଣ୍ଣନା କରିଛନ୍ତି, ଯାହା କେବଳ ଚୀନର ପ୍ରତିରକ୍ଷା…

ଘର ସମ୍ମୁଖରେ ବ୍ୟକ୍ତିଙ୍କୁ ହାଣି ଗଣ୍ଡିମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ

ଗୋପାଳପୁର,୭ା୭(ନବୀନ ରାଜ ଆଚାରୀ): ଗତ କିଛି ମାସ ହେଲା ଗଞ୍ଜାମ ଜିଲା ଅଶାନ୍ତ ହୋଇପଡ଼ିଛି। କେତେବେଳେ ହତ୍ୟା ଆଉ କେତେବେଳେ ଗଣବଳାତ୍କାର ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି। କିଛି ଦିନର ନୀରବତା ପରେ ପୁଣି ରବିବାର ରାତି ଗୋଳନ୍ଥରା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?