‘ମୋ ଚିନ୍ତା କର ନାହିଁ, ଭାରତ ପାଇଁ ଭଲ ଖେଳ..’, କାହିଁକି ଏମିତି ମେସେଜ ଲେଖିଲେ କ୍ରିକେଟର ଆକାଶ ଦୀପଙ୍କ ଭଉଣୀ? ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ,୭।୭: ଭାରତୀୟ ଦଳର ଦ୍ରୁତ ବୋଲର ଆକାଶ ଦୀପଙ୍କ ଭଉଣୀ ଅଖଣ୍ଡ ଜ୍ୟୋତି ସିଂହ ଏଜବାଷ୍ଟନରେ ତାଙ୍କ ଭାଇଙ୍କ ପ୍ରଦର୍ଶନ ଦେଖି ଭାବପ୍ରବଣ ହୋଇଯାଇଛନ୍ତି। ଏଜବାଷ୍ଟନରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଟିମ ଇଣ୍ଡିଆ ୩୩୬…
ଚାଇନାକୁ ଲାଗିଲା ଆଉ ଏକ ଝଟକା, ଦଲାଇ ଲାମାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, ଚାଇନା କହିଲା…
ନୂଆଦିଲ୍ଲୀ/ବେଜିଂ,୭।୭: ଚାଇନାକୁ ପୁଣିଥରେ ବଡ଼ ଝଟକା ଲାଗିଛି। ସୋମବାର ଚାଇନା କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ତାଙ୍କ ୯୦ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ଏବଂ ଉତ୍ସବରେ ଭାରତୀୟ ଅଧିକାରୀଙ୍କ ଉପସ୍ଥିତିକୁ ନେଇ ଭାରତ ନିକଟରେ…
ଡିସ୍ଚାର୍ଜ ହେଲେ ନବୀନ ପଟ୍ଟନାୟକ, ଜାଣନ୍ତୁ କେବେ ଫେରିବେ ଓଡ଼ିଶା
ମୁମ୍ବାଇ,୭।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି। ସର୍ଭାଇକାଲ୍ ଆର୍ଥ୍ରରାଇଟ୍ସ ଅସ୍ତ୍ରୋପଚାର ପାଇଁ ସେ ଏହି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ…
ଏତିକି ଟଙ୍କାରେ ବିକ୍ରି ହେଲେ କୋହଲିଙ୍କ ଭଣଜା: DPL 2025ରେ ଦେଖାଇବେ ଜଲଓ୍ବା
ନୂଆଦିଲ୍ଳୀ,୭।୭: ଦିଲ୍ଲୀ ପ୍ରିମିୟର ଲିଗ ୨୦୨୫ ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହେବ। ଏହାର ପ୍ରାୟ ଗୋଟିଏ ମାସ ପୂର୍ବରୁ ନିଲାମ ହୋଇଥିଲା। ଯେଉଁଥିରେ ଈଶାନ୍ତ ଶର୍ମା, ରିଷଭ ପନ୍ତ ଏବଂ IPL 2025 ଷ୍ଟାର ଖେଳାଳି ଦିଗବେଶ ରାଠି ସାମିଲ…
ଐତିହାସିକ ବିଜୟ ପରେ ପ୍ରିୟ ସାମ୍ବାଦିକଙ୍କୁ ଖୋଜିଲେ ଶୁମବନ ଗିଲ୍: ଜାଣନ୍ତୁ କାହିଁକି
ବର୍ମିଂହାମ,୭।୭: ଏଜବାଷ୍ଟନରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଶୁବମନ ଗିଲ କେବଳ ପ୍ରଥମ ଭାରତୀୟ ନୁହଁନ୍ତି ବରଂ ପ୍ରଥମ ଏସୀୟ ଅଧିନାୟକ ଯିଏ ଏଜବାଷ୍ଟନରେ ବିଜୟର ସ୍ବାଦ ଚାଖିଛନ୍ତି। ଏଜବାଷ୍ଟନରେ ଟିମ ଇଣ୍ଡିଆ ଜିତିବା ମାତ୍ରେ ଭାରତୀୟ ଅଧିନାୟକ ଗିଲ…
ବାପା ଚାହୁଁ ନ ଥିଲେ ପୁଅ ହୁଅନ୍ତୁ କ୍ରିକେଟର, ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ, ଏବେ ଚମକିଲା ଭାଗ୍ୟ
ନୂଆଦିଲ୍ଲୀ,୭।୭: ଆକାଶଦୀପ ଏବେ ଟିମ୍ ଇଣ୍ଡିଆ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳୁଛନ୍ତି ଏବଂ ଏହା ପରେ ସାରା ଦେଶରେ ତାଙ୍କର ଚର୍ଚ୍ଚା ହେଉଛି। କାରଣ ତାଙ୍କର ଚମତ୍କାର ପ୍ରଦର୍ଶନ, ଯାହା ଇଂଲଣ୍ଡ ବିପକ୍ଷରେ ଏଜବାଷ୍ଟନ ଟେଷ୍ଟରେ ଇତିହାସ ସୃଷ୍ଟି କରିଥିଲା।…
ଶାଶୁଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଇଞ୍ଜିନିୟର୍ ବୋହୂ: ଶ୍ୱଶୁର କହିଲେ ଭିତିରି କଥା
ଗାଜିଆବାଦ,୭।୭:ଉତ୍ତର ପ୍ରଦେଶର ଗାଜିଆବାଦରେ, ଜଣେ ସଫ୍ଟୱେର୍ ଇଞ୍ଜିନିୟର ବୋହୂ ତାଙ୍କ ଶାଶୁଙ୍କୁ ନିର୍ମମ ଭାବରେ ପିଟିଛନ୍ତି। ଏହି ଘଟଣାଟି ଗାଜିଆବାଦର ଗୋବିନ୍ଦପୁରମ ପୋଲିସ ଷ୍ଟେଶନ ଅଞ୍ଚଳର। ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସିସିଟିଭି ଫୁଟେଜ ଭାଇରାଲ ହେବା…
ବିଭିନ୍ନ ଉନ୍ନତିମୂଳକ କାମ ଠପ୍ ପ୍ରସଙ୍ଗ:ଲଗାଣ ବର୍ଷା ସତ୍ତ୍ୱେ ସମିତି ସଭ୍ୟାସଭ୍ୟଙ୍କ ଧାରଣା ଜାରି
ପାଟଣାଗଡ଼ ୭/୭ (ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକରେ ସମିତି ସଭ୍ୟସଭ୍ୟା ଓ ଏନଏସି ରେ କାଉନସିଲର ମାନଙ୍କ ଆନ୍ଦୋଳନ ଆଜି ଦଶ ଦିନରେ ପହଞ୍ଚିଛି । ଏହି ଆନ୍ଦୋଳନ ଧିରେ ଧିରେ ଉଗ୍ରରୂପ ନେଉଛି । ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ…
ଟ୍ରମ୍ପଙ୍କ ଧମକକୁ ନେଇ ବର୍ଷିଲା ଚାଇନା କହିଲା, ଟାରିଫରେ କାହାର ଲାଭ ହେଉନାହିଁ, ଏହା କେବଳ…
ବେଜିଂ,୭।୭: ବ୍ରିକ୍ସ ଦେଶଗୁଡ଼ିକ ଉପରେ ୧୦% ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଟ୍ରମ୍ପଙ୍କ ଧମକକୁ ଚାଇନା ନିନ୍ଦା କରିଛି। ଚାଇନାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଶୁଳ୍କ କାହାକୁ ଲାଭ ଦିଏ ନାହିଁ। ଏହା କେବଳ ଅନ୍ୟ ଦେଶଗୁଡ଼ିକ ଉପରେ ଚାପ…
୨ ମହିଳାଙ୍କ ସମେତ ୩ ମାଓବାଦୀଙ୍କ ଆତ୍ମସମର୍ପଣ
ଫୁଲବାଣୀ, ୭।୭(ରାକେଶ କୁମାର ରାଉତ): କନ୍ଧମାଳ ପୋଲିସ ପାଖରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ମହିଳା ଏବଂ ଜଣେ ଯୁବକ ରହିଛନ୍ତି। ସେମାନେ ହେଲେ ଛତିଶଗଡର ଚମ୍ପା, ମଞ୍ଜୁ ଏବଂ ଅଜୟ। ଚମ୍ପା ବିଜିଏନ ସଂଗଠନରେ…
ପୁନଃରୁଦ୍ଧାର ହେଉଛି ଗଦଡ଼ି-କିଲୁକୁପା ଜଙ୍ଗଲ: ୫୫ ହେକ୍ଟର ଜମିରେ ୧୮ ହଜାର ଚାରା ରୋପଣ
ଦାରିଙ୍ଗବାଡ଼ି,୭।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳରେ ଜଙ୍ଗଲ ସୁରକ୍ଷା ଓ ଉଜୁଡିଯାଇଥିବା ଜଙ୍ଗଲର ପୁନଃରୁଦ୍ଧାର ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଉକ୍ତ ବନାଞ୍ଚଳର ସିମନବାଡି ସେକ୍ସନର ବାଡାବାଙ୍ଗା ପଞ୍ଚାୟତ ଗଦଡ଼ି ଜଙ୍ଗଲର ଉଜୁଡିଯାଇଥିବା ୫୦ ହେକ୍ଟର ଜମି ଚି଼ହ୍ନଟ କରାଯିବା ସହ…
ସୌନ୍ଦର୍ଯ୍ୟ ହରାଉଛି କଫି ବଗିଚା ଅଞ୍ଚଳ: ନାକ ଟେକୁଛନ୍ତି ପର୍ଯ୍ୟଟକ
ଦାରିଙ୍ଗବାଡି, ୭/୭ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ବେସ ପରିଚିତ। କଫି ବଗିଚା ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଛି। ପର୍ଯ୍ୟଟକ କଫି ବଗିଚା ବୁଲିବାକୁ ନିୟମିତ ବର୍ଷା, ଖରା ଓ…

