କାଲିଫର୍ନିଆରେ ସ୍ବାସ୍ଥ୍ୟ ଏମର୍ଜେନ୍ସି
ଓ୍ବାଶିଂଟନ,୧୨।୧:ଆମେରିକାର ଲସ୍ଏଞ୍ଜେଲ୍ସରେ ମଙ୍ଗଳବାରଠାରୁ ଲାଗିରହିଥିବା ଭୟାବହ ଜଙ୍ଗଲ ନିଆଁରେ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚତ୍ଛି। ହଲିଉଡ୍ ହିଲ୍ ସମେତ ଲସ୍ଏଞ୍ଜେଲ୍ସ ଓ ଏହାର ଆଖପାଖ ଅଞ୍ଚଳରେ ୧୦ ହଜାରରୁ ଊର୍ଦ୍ଧ୍ୱ ଘର ଓ ଗାଡ଼ି ଜଳି ଧ୍ୱଂସ ହୋଇଯାଇଛି। ବିଜୁଳି ବିନା ଲକ୍ଷାଧିକ…
ମୃତ ସହଦେବଙ୍କ ସ୍ତ୍ରୀ-ଝିଅଙ୍କୁ ଭେଟି କାନ୍ଦି ପକାଇଲେ ନବୀନ, ଦେଲେ ୫୦ହଜାର ଟଙ୍କା ସହାୟତା
ଭୁବନେଶ୍ୱର, ୧୧ା୧ (ବନ୍ଦନା ସେଠୀ) – ହତ୍ୟାର ଶିକାର ହୋଇଥିବା ବିଏମ୍ସି ସଫେଇ ମଜଦୁର ସଂଘ ସଭାପତି ସହଦେବ ନାୟକଙ୍କ ସ୍ତ୍ରୀ ସୁନୀତା ନାୟକ ଏବଂ ତାଙ୍କ ଦୁଇଝିଅ ଶନିବାର ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।…
ନୂଆ ବର୍ଷରେ ନୂଆ ଖେଳ! ଏକାଠି ହେବେ ଅଲଗା ହୋଇଥିବା ଦୁଇ ବନ୍ଧୁ? ଉଦ୍ଧବ-ଫଡ଼ନଭିସଙ୍କ ସ୍ବର…
ମୁମ୍ବାଇ,୧୧।୧: ନୂଆ ବର୍ଷରେ ମହାରାଷ୍ଟ୍ରର ରାଜନୀତିରେ ନୂତନ ସମୀକରଣର ସମ୍ଭାବନା ଦୃଶ୍ୟମାନ ହେଉଛି। ଲୋକାଲ ବଡି ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ରାଜନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଦେବେନ୍ଦ୍ର ଫଡନଭିସ ଏବଂ ଉଦ୍ଧବଙ୍କ ମଧ୍ୟରେ କିଛି ଘଟିବା ଭଳି ମନେ ହେଉଛି। ପ୍ରଶ୍ନ…
ନ୍ୟାୟ ଦେବ ଭାଜପା! ବାବୁ ସିଂ କହିଲେ ‘ମୁଖ୍ୟମନ୍ତ୍ରୀଙ୍କୁ ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ ଚିଠି ଲେଖନ୍ତୁ ଦୀପାଳି’
ଭୁବନେଶ୍ୱର,୧୧ା୧(ଅନୀଲ ଦାସ): ପୁଣି ଖବର ଶିରୋନାମାକୁ ଆସିଛି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ। ଝିଅ ଦୀପାଳି ମୁଖ୍ୟମନ୍ତ୍ରୀଙ୍କୁ ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ ଚିଠି ଲେଖନ୍ତୁ। ତେବେ ରାଜ୍ୟ ସରକାର ପ୍ରକୃତ ଦୋଷୀକୁ ସର୍ବସମ୍ମୁଖକୁ ଆଣିବେ ଏବଂ ଦୋଷୀ…
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା
ନୂଆଦିଲ୍ଲୀ,୧୧।୧: ଭାରତୀୟ ଜନତା ପାର୍ଟି (ଭାଜପା) ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୨୯ ଜଣ ପ୍ରାର୍ଥୀଙ୍କ ନାମ ଅଛି। କରାୱାଲ ନଗରରୁ କପିଲ ମିଶ୍ରାଙ୍କୁ ଭାଜପା ଟିକେଟ ଦେଇଛି। ଭାଜପା ପୂର୍ବରୁ…
ରାଷ୍ଟ୍ରପତି ପଦ ଛାଡିବା ପୂର୍ବରୁ ଜୋ ବାଇଡେନ ଏମିତି ନିଷ୍ପତ୍ତି ନେଲେ ଯେ ବଢିଲା ଟ୍ରମ୍ପଙ୍କ ଟେନସନ!
ଓ୍ବାଶିଂଟନ,୧୧।୧: ବିଦାୟୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳର ଶେଷ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବାଇଡେନଙ୍କ ଏହି ନିଷ୍ପତ୍ତି ପ୍ରାୟ ୧୦ ଲକ୍ଷ ପ୍ରବାସୀ ନାଗରିକଙ୍କୁ ନିର୍ବାସନରୁ ରକ୍ଷା କରିଛି। ପ୍ରକୃତରେ, ବାଇଡେନ ପ୍ରଶାସନ ଭେନେଜୁଏଲା,…
ନିଜର ଭୁଲ ମାନିଲା ୟୁନୁସ ସରକାର! ୭,୨୯୪ ଲୋକଙ୍କ ମୃତ୍ୟୁକୁ ନେଇ…
ଢାକା,୧୧।୧: ବିବାଦରେ ଘେରି ରହିଥିବା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ନିଜର ବଡ଼ ଭୁଲ ସ୍ବୀକାର କରିଛି ଏବଂ ଏହାର ଦାୟିତ୍ୱ ନେଇଛି। ସଡ଼କ ପରିବହନ ଏବଂ ସେତୁ ମନ୍ତ୍ରଣାଳୟ ପରାମର୍ଶଦାତା ମହମ୍ମଦ ଫୌଜୁଲ କବୀର ଖାନ ଶନିବାର…
ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ମିଳିଲା ନୂଆ ଅଧିନାୟକ, ଫେରିଲେ ଶାମି
ମୁମ୍ବାଇ, ୧୧ା୧: ଅପେକ୍ଷାର ଅନ୍ତ। ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଶନିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ବିସିସିଆଇର ଚୟନ କମିଟି ୧୪ ମାସ ପରେ ଭେଟେରାନ ଦ୍ରୁତ ବୋଲର୍ ମହମ୍ମଦ ଶାମି ଦଳରେ…
ଚିତା ନିଆଁରେ ଜଳିଗଲା ୩୬ ହଜାର କୋଟିର ଡ୍ରଗ୍ସ
ନିକୋବର,୧୧।୧: ଆଣ୍ଡାମାନ-ନିକୋବର ପୋଲିସ ଭାରତରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଜବତ ହୋଇଥିବା ୩୬,୦୦୦ କୋଟି ଟଙ୍କାର ଡ୍ରଗ୍ସକୁ ନଷ୍ଟ କରିବା ଆରମ୍ଭ କରିଛି। ଏହି ଅପରେସନ ଡିଜିପି ଏଚ ଏସ ଧାଲିୱାଲଙ୍କ ତତ୍ତ୍ୱାବଧାନରେ କରାଯାଉଛି। ଡିଜିପି ଧାଲିୱାଲ କହିଛନ୍ତି ଯେ ଡ୍ରଗ୍ସଗୁଡ଼ିକୁ…
‘ମୋ ପତ୍ନୀ ତ ସୁନ୍ଦର,’ L&T ଚେୟାରମ୍ୟାନଙ୍କ ବୟାନକୁ ନେଇ ମଜାଦାର ଜବାବ ଦେଲେ ଆନନ୍ଦ ମହିନ୍ଦ୍ରା
ନୂଆଦିଲ୍ଲୀ,୧୧।୧: ଓ୍ବାର୍କ ଲାଇଫକୁ ବାଲାନ୍ସ କରିବା ଉପରେ ବିତର୍କ ମଧ୍ୟରେ, ଅନେକ ପ୍ରମୁଖ ଶିଳ୍ପପତି କାର୍ଯ୍ୟ ଘଣ୍ଟା ବୃଦ୍ଧି କରିବାକୁ ପରାମର୍ଶ ଦେଉଛନ୍ତି। ଏସବୁ ମଧ୍ୟରେ, ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଶନିବାର କହିଛନ୍ତି ଯେ ସେ କାର୍ଯ୍ୟ ସମୟ…
ଧରାପଡିଲା ବାଂଲାଦେଶର ବଡ ଚାଲ୍, ନକଲି ଭାରତୀୟ ପାସପୋର୍ଟ ସାହାରାରେ ବିଦେଶ ଯାଉଥିଲେ…
ଢାକା/କୋଲକାତା,୧୧।୧: ପଶ୍ଚିମବଙ୍ଗରେ ବାଂଲାଦେଶୀ ନାଗରିକଙ୍କ ପାଇଁ ଏକ ନକଲି ପାସପୋର୍ଟ ତିଆରି ର଼୍ୟାକେଟର ପର୍ଦ୍ଦାଫାସ କରିବା ପରେ, କୋଲକାତା ପୋଲିସ ଏବେ ରାଜ୍ୟରେ ସ୍ଥାୟୀ ଠିକଣା ଥିବା ଅଣ-ଆବାସିକ ଭାରତୀୟ (NRI)ଙ୍କ ବର୍ତ୍ତମାନର ସ୍ଥିତି ଜାଣିବା ପାଇଁ ପ୍ରୟାସ ଜୋରଦାର କରିଛି,…
ଖଣିରେ ଫସିଥିବା ୪ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଏବେବି ଫସି ରହିଛନ୍ତି ୫ଜଣ
ଗୁଆହାଟି,୧୧।୧: ଶନିବାର ଆସାମର ଉମରାଙ୍ଗସୋରେ ଘଟିଥିବା କୋଇଲା ଖଣି ଦୁର୍ଘଟଣାକୁ ୬ ଦିନ ପୁରିଗଲା। ଜିଲାରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଏପର୍ଯ୍ୟନ୍ତ ଚାରି ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୋମବାର ଏକ କୋଇଲା ଖଣିରେ ହଠାତ୍ ବନ୍ୟା ଆସିବାରୁ ଏହି…
Archives


