Home

କେତେ ଧନୀ କ୍ରିତି ସାନନଙ୍କ ବୟ ଫ୍ରେଣ୍ଡ? ଜାଣିଲେ ହୋସ୍‌ ଉଡିଯିବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି। ରିପୋର୍ଟ ଅନୁଯାୟୀ, ସେ ବ୍ୟବସାୟୀ କବୀର ବାହିଆଙ୍କୁ ଡେଟ କରୁଛନ୍ତି। ଯଦିଓ ଉଭୟ ସେମାନଙ୍କ ସମ୍ପର୍କ ବିଷୟରେ ନୀରବତା ଅବଲମ୍ବନ କରିଛନ୍ତି। କିନ୍ତୁ…

କୋରାପୁଟ ଜିଲାପାଳ ଭାବେ ଦାୟିତ୍ୱ ନେଲେ ମନୋଜ ସତ୍ୟବାନ ମହାଜନ, କହିଲେ ବିକାଶମୂଳକ କାର୍ଯ୍ୟ…

କୋରାପୁଟ,୨୮ା୭(ଅମିତାଭ ବେହେରା): ମନୋଜ ସତ୍ୟବାନ ମହାଜନ ସୋମବାର କୋରାପୁଟ ଜିଲାର ନୂଆ ଜିଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥି ପୂର୍ବରୁ ସେ ସୁନ୍ଦରଗଡ଼ ଜିଲାର ଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ। ଏଠାରେ ଯୋଗ ଦେବା ପରେ ଜିଲାରେ ଚାଲିଥିବା ସମସ୍ତ…

କୁକୁରକୁ ମିଳିଲା ବାସସ୍ଥାନ ପ୍ରମାଣପତ୍ର! ଅଜବ ଲାଗୁଥିଲେ ବି ସତ…

ପାଟନା,୨୮।୭: ବିହାରରେ SIR ସମ୍ପର୍କରେ ଏକ ଅଭିଯାନ ଚାଲିଛି। ଲୋକମାନେ ସେମାନଙ୍କର ଡକ୍ୟୁମେଣ୍ଟ ସଂଶୋଧନ କରିବାରେ ବ୍ୟସ୍ତ। ଏହାରି ଭିତରେ, ଏକ ଅଜବ ଡକ୍ୟୁମେଣ୍ଟ ମଧ୍ୟ ସାମ୍ନାକୁ ଆସୁଛି। ରାଜଧାନୀ ପାଟନା ସଂଲଗ୍ନ ମସୌଦିରେ, RTPS ପୋର୍ଟାଲ ‘ଡଗ ବାବୁ’ଙ୍କୁ ସ୍ବତନ୍ତ୍ର…

ଦାଣ୍ଡରେ ଠିଆ ହୋଇଥିବାବେଳେ ଉପରକୁ ଲମ୍ଫ ମାରିଲା ବାର୍‌ହା, ଆଉ ତା’ ପରେ…

ପାଟଣା,୨୮ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଡୁମୁରିଆ ଗାଁରେ ସୋମବାର ସକାଳୁ ଏକ ବାର୍‌ହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇ ପାଟଣା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଯୁବକ ହେଉଛନ୍ତି ଅଜିତ କୁମାର ମହାନ୍ତ। ସୋମବାର ସକାଳୁ…

କଦଳୀ ବଗିଚା ଦଳିଚକଟି ନଷ୍ଟ କରିବା ସହ ନଡ଼ିଆ ଗଛ ଭାଙ୍ଗିଲେ ହାତୀପଲ, ଘର ଭିତରେ ପଶି…

ପାଟଣା,୨୮ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଭାଗଭାଗ ହୋଇ ବୁଲୁଛନ୍ତି ୨୯ ହାତୀ। ଗତ ସପ୍ତାହକ ମଧ୍ୟରେ ୫୦ରୁ ଉଦ୍ଧର୍‌ବ ଘର ଭାଙ୍ଗିଲେଣି ଏହି ୨୯ ଟିକିଆ ହାତୀପଲ। ରବିବାର ବିଲମ୍ବିତ ରାତିରେ ୨୯ ଟିକିଆ ହାତୀପଲ ପାଟଣା ରେଞ୍ଜ…

ମାତ୍ର ୩୬ ମିନିଟ୍‌ରେ ଧ୍ୱସ୍ତବିଧ୍ୱସ୍ତ ହୋଇଯିବ ଆମେରିକା: ସବୁଠୁ ବିପଦପୂର୍ଣ୍ଣ ମିଶାଇଲ୍‌ ଆଣିଲା ଇରାନ

ତେହେରାନ,୨୮।୭: ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଯୁଦ୍ଧବିରତି ପାଇଁ ଦିଆଯାଇଥିବା ସମୟସୀମା ପୂର୍ବରୁ, ଇରାନ ଆମେରିକାକୁ ଆକ୍ରମଣ କରିବାର କ୍ଷମତାସମ୍ପନ୍ନ ଏକ ମିଶାଇଲ୍‌ ତିଆରି କରିଛି। ଖୋରମଶହର-୫ ନାମକ ଏହି ମିଶାଇଲ ଇରାନର ରାଜଧାନୀ ତେହେରାନରୁ ସହଜରେ ଆମେରିକା ଉପରେ ଆକ୍ରମଣ କରିପାରିବ।…

କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ

ଭୁବନେଶ୍ୱର,୨୮ା୭: ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ କରାଯାଇଛି। ସୋମବାର ସକାଳ ୯.୪୫ରେ ଅବଦୁଲ କଲାମ ଆଇଲାଣ୍ଡରୁ ଉତ୍‌କ୍ଷେପଣ କରାଯାଇଛି। DRDO ଦ୍ୱାରା ବିକଶିତ ଏହି କ୍ଷେପଣାସ୍ତ୍ରର ୧୫୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି। ଅତ୍ୟାଧୁନିକ ନାଭିଗେସନ…

BCCI ନେବ ବଡ଼ କାର୍ଯ୍ୟାନୁଷ୍ଠାନ! କୋଚ ଗୌତମ ଗମ୍ଭୀରଙ୍କ ସମେତ ୩ ଜଣଙ୍କ ଉପରେ ଝୁଲୁଛି ଖଣ୍ଡା

ମାଞ୍ଚେଷ୍ଟର,୨୮।୭: ମାଞ୍ଚେଷ୍ଟର ଟେଷ୍ଟର ଫଳାଫଳ ଡ୍ର ଥିଲା। ଅର୍ଥାତ୍‌ ୫ ଟିକିଆ ଟେଷ୍ଟ ସିରିଜ ଏବେ ୧-୨ ରହିଛି। BCCI ଖୁବଶୀଘ୍ର ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସମେତ ୩ ଜଣଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇପାରେ।…

ବିକ୍ରି ହୋଇଥିବା ଶିଶୁ କନ୍ୟା ଉଦ୍ଧାର: ହସ୍ପିଟାଲ୍‌ରେ ଭର୍ତ୍ତି, ମାତ୍ର ୨୦ ହଜାରେ ଟଙ୍କାରେ…

ଟିଟିଲାଗଡ,୨୮।୭(ଶରତ ମିଶ୍ର): ଟିଟିଲାଗଡ଼ ବ୍ଲକରେ ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଉଦ୍ଧାର କରିଛି ଚାଇଲ୍ଡ ହେଲ୍ପ ଲାଇନ। ପାଇକମାଳରେ ପହଞ୍ଚି ଉଦ୍ଧାର କରିଛି l ଶିଶୁ କନ୍ୟାକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,…

୨୩ ବର୍ଷ ପରେ ଏହି ବଡ଼ କାରନାମା କଲେ ରବିନ୍ଦ୍ର ଜାଡେଜା: ଭାଙ୍ଗିଦେଲେ ସବୁ ରେକର୍ଡ

ମାଞ୍ଚେଷ୍ଟର,୨୮।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ, ରବିନ୍ଦ୍ର ଜାଡେଜା ୨୩ ବର୍ଷ ପୂର୍ବେ କିମ୍ବଦନ୍ତୀ ଖେଳାଳି ଭିଭିଏସ ଲକ୍ଷ୍ମଣ କରିଥିବା କୃତିତ୍ୱ ହାସଲ କରିଛନ୍ତି। ଜାଡେଜା ଏହି ସିରିଜରେ ପଞ୍ଚମ ଥର ପାଇଁ ଅର୍ଦ୍ଧଶତକ ହାସଲ…

ଡାଇବେଟିସ୍‌ ବଡ଼ କାରଣ ହୋଇପାରେ ଏହି କାମ: ହୋଇଯାନ୍ତୁ ସତର୍କ

ଧୂମ ପାନ ଏଭଳି ଏକ ଅଭ୍ୟାସ ଯାହା ସାମୟିକ ଆନନ୍ଦ ଦେଲେ ମଧ୍ୟ ପରୋକ୍ଷରେ କେତେକ ପ୍ରମୁଖ ରୋଗର କାରଣ ସାଜିଥାଏ। ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ନିୟମିତ ଧୂମପାନ କରୁଥିବା ବ୍ୟକ୍ତି ଭବିଷ୍ୟତରେ…

ବିମାନ ବନ୍ଦରରେ ପହଞ୍ଚିଥିବା ସୁନ୍ଦରୀ ମହିଳାଙ୍କ ଅନ୍ତବସ୍ତ୍ରରୁ ମିଳିଲା ଏମିତି ଜିନିଷ ସମସ୍ତେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୮।୭: ଆମେରିକାର ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି, ଯାହା ସାରା ବିଶ୍ୱରେ ଆଲୋଚନା ହେଉଛି। ଫ୍ଲୋରିଡାର ଜଣେ ମହିଳା ଖୁବ ସୁନ୍ଦର ପୋଷାକ ପିନ୍ଧି ବିମାନବନ୍ଦରରେ ପହଞ୍ଚିଥିଲେ। ଯେତେବେଳେ ସେ ଯାଞ୍ଚ ପ୍ରକ୍ରିୟା ଦେଇ ଯାଉଥିଲେ, କର୍ମଚାରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?