Home

୩ ବ୍ୟବସାୟୀଙ୍କୁ ଲହୁଲୁହାଣ କରି ୧୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଉମରକୋଟ,୧୫ା୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ଥମୁନି ଲୁଟେରାଙ୍କ ଆତଙ୍କରାଜ। ସଂଘବଦ୍ଧ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଦୁଇ ଦିନ ତଳେ ନବରଙ୍ଗପୁର ସହରସ୍ଥିତ ଘରେ ପଶି ୨୦ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇ…

ପ୍ୟାରିସ ଅଲମ୍ପିକ୍ସରେ ଜିତିଥିବା ଦୁଇଟି ଯାକ ମେଡାଲ ଫେରାଇବେ ମନୁ ଭାକର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୫।୧: ପ୍ୟାରିସ ୨୦୨୪ରେ ଦୁଇଟି ମେଡାଲ ବିଜେତା ମନୁ ଭାକର ନିଜ ପଦକ ଫେରାଇବାକୁ ଯାଉଛନ୍ତି। ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ।…

ପରାଜୟ ପରେ ସ୍ମୃତି ଇରାନୀଙ୍କ କମ୍‌ବ୍ୟାକ୍‌, ମୋଦିଙ୍କ ଟିମ୍‌ରେ ପୁଣି ହେଲେ ସାମିଲ୍‌

ନୂଆଦିଲ୍ଲୀ,୧୫।୧: ୨୦୨୪ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଛଅ ମାସରୁ ଅଧିକ ସମୟ ଧରି ଲୋକଲୋଚନରୁ ଦୂରେଇ ରହିଥିଲେ ସ୍ମୃତି ଇରାନୀ। ମଝିରେ ତାଙ୍କୁ କେବଳ ଏକ ସାକ୍ଷାତକାରରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ପୁଣି ଥରେ ପ୍ରଧାନମନ୍ତ୍ରୀ ସେ…

୧୯, ୧୦୬ ଜଣ ହିତାଧିକାରୀ ପାଇଲେ ବର୍ଦ୍ଧିତ ଭତ୍ତା

ଖୋର୍ଦ୍ଧା,୧୫ା୧(ପ୍ରଭାତ ପାଣିଗ୍ରାହୀ): ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ପାଇଲା। ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା ଅଧୀନରେ ବୃଦ୍ଧାବୃଦ୍ଧଙ୍କୁ ମିଳିବ ଏହି ବର୍ଦ୍ଧିତ ଭତ୍ତା। ୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ…

‘ଶିକ୍ଷା ବିନା ଜୀବନର ମୂଲ୍ୟ କିଛି ନାହିଁ, ମା’ମାନେ ଶିକ୍ଷିତ ହେବା ଜରୁରୀ’

ଦାରିଙ୍ଗବାଡ଼ି,୧୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଉତ୍ସବକୁ ଦାରିଙ୍ଗବାଡି ତହସିଲଦାର ଶରତ ଶବର…

କଳାବାଘ ଚମଡ଼ା ଜବତ, ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

ବାରିପଦା,୧୫ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ(ଏସ୍‌ଟିଆର୍‌) ପ୍ରକଳ୍ପରୁ ଶିକାରୀ ଏବଂ ବନ୍ୟପ୍ରାଣୀ ସାମଗ୍ରୀର ଅବୈଧ ବ୍ୟବସାୟୀଙ୍କ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟରୁ ଶିକାର ହୋଇଥିବା କଳାବାଘ ଚମଡ଼ା ଓ ନଖକୁ ଜବତ କରାଯିବା ସହିତ…

ଉନ୍ନତିକରଣ ନାଁରେ ପୋତାଗଡ଼ରୁ କଟାଗଲା ଶହଶହ ଗଛ

ଗଞ୍ଜାମ,୧୫ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ଅବସ୍ଥିତ। ବର୍ତ୍ତମାନ ପୋତାଗଡ଼ର ଉନ୍ନତିକରଣ କାର୍ଯ୍ୟ ଚାଲୁ ରହିଛି। କିନ୍ତୁ ଉନ୍ନତିକରଣ ନାମରେ ସେଠାରେ ଥିବା ଶହ ଶହ ବିଭିନ୍ନ ପ୍ରକାର ଗଛକୁ କଟାଯିବାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଥିବା…

ଭାରତୀୟ ନୌସେନାରେ ଯୋଡ଼ି ହେଲା ୩ ଯୁଦ୍ଧ ଜାହାଜ, ପ୍ରଧାନମନ୍ତ୍ରୀ କହିଲେ ଦେଶର ସୁରକ୍ଷାରେ…

ନୂଆଦିଲ୍ଲୀ,୧୫ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମୁମ୍ବାଇର ଭାରତୀୟ ନୌସେନା ଡକୟାର୍ଡରେ ପହଞ୍ଚି ତିନୋଟି ନୌସେନା ଯୁଦ୍ଧଜାହାଜ-INS ସୁରତ, INS ନୀଳଗିରି ଏବଂ INS ବାଘଶୀରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ‘ନୌସେନାର ଏକ ଗୌରବମୟ ଇତିହାସ ରହିଛି।…

ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ନେଇ ରାଗିଗଲେ ଆଇନମନ୍ତ୍ରୀ, କହିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୫ା୧: ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରବଳ ରାଗି ଯାଇଛନ୍ତି। ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବୁଧବାର ବୈଠକ ବସିବ। ଏଥିରେ ନିଶ୍ଚିତ ନିର୍ଯାସ ବାହାରିବ। ୩ ଦିନ ହେଲା ଠାକୁରଙ୍କ ନୀତିକାନ୍ତି ବନ୍ଦ…

ବିସିସିଆଇ ଛାଟ! ୭ ବର୍ଷ ପରେ ରଣଜୀ ଟ୍ରଫି ପାଇଁ ଖେଳିବେ ପନ୍ତ

ନୂଆଦିଲ୍ଲୀ,୧୪।୧: ରଣଜୀ ଟ୍ରଫି ଖେଳିବେ ଭାରତର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଦିଲ୍ଲୀ ପାଇଁ ସେ ଜାନୁଆରୀ ୨୩ରେ ମ୍ୟାଚ୍‌ ଖେଳିବେ। ଏନେଇ ଦିଲ୍ଲୀ ତଥା ଜିଲା କ୍ରିକେଟ ସଂଘ(ଡିଡିସିଏ)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଡିଡିସିଏ ସଚିବ ଅଶୋକ ଶର୍ମା…

ଏକଦା ଦିନକୁ ଓଳିଏ ଖାଇ ରହୁଥିଲେ,ଏବେ ୧୦୦ କୋଟି ସମ୍ପତ୍ତିର ମାଲିକାଣୀ; ବଡ଼ ବଡ଼ ହିରୋଇନଙ୍କୁ ପଛରେ ପକାଇବେ ଏହି ସାଉଥ୍‌ ଅଭିନେତ୍ରୀ

ସାମନ୍ଥା ରୁଥ୍‌ ପ୍ରଭୁ । ଦକ୍ଷିଣ ସିନେମାର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଯାହାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏଯାଏ ସେ ବଲିଉଡରେ କାମ କରିନାହାନ୍ତି ସତ ହେଲେ ତଥାପି ତାଙ୍କର ଲୋକପ୍ରିୟତା କୌଣସି ହିନ୍ଦୀ ସିନେମା ଷ୍ଟାରଙ୍କଠାରୁ କମ ନୁହେଁ।…

କାହିଁକି ଦିଲ୍ଲୀ କଂଗ୍ରେସ ପାଇଁ ପ୍ରଚାର କରୁନାହାନ୍ତି କହ୍ନୈୟା କୁମାର, ଜଣାପଡିଲା ଭିତିରି କଥା!

ନୂଆଦିଲ୍ଲୀ,୧୪।୧: ପୂର୍ବତନ JNU ଛାତ୍ର ସଂଘ ସଭାପତି ଏବଂ କଂଗ୍ରେସ ନେତା କହ୍ନେୟା କୁମାର ଏକ ପ୍ରକାର ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଆଉ ଦିଲ୍ଲୀ ନିର୍ବାଚନ ପ୍ରଚାର ପଡିଆରେ ଦେଖିବାକୁ ମିଳୁନାହିଁ। ଦିଲ୍ଲୀ ଯୁଦ୍ଧରେ ରାହୁଲ ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri