Home

ଅଧିକରୁ ଅଧିକ ଗଛ ଲଗାଇବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ, ଏହାକୁ ରକ୍ଷା କରି…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ଓ୍ବିଙ୍ଗ୍‌ ଏବଂ ଜାତୀୟ ସେବା ଯୋଜନା ଶାଖା (୧) ଏନ୍‌ଏସ୍‌ଏସ୍‌ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଶୁକ୍ରବାର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ…

‘ଆମେ ସବୁ ଜାଣିଛୁ…‘, ଟ୍ରମ୍ପଙ୍କ ମୃତ ଅର୍ଥନୀତି ବୟାନକୁ ନେଇ ରାହୁଲଙ୍କୁ ଆଇନା ଦେଖାଇଲେ ଥରୁର

ନୂଆଦିଲ୍ଲୀ,୧।୮: କେରଳର ତିରୁଭାନନ୍ତପୁରମର କଂଗ୍ରେସ ନେତା ଏବଂ ଏମପି ଶଶି ଥରୁର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଭାରତର ଅର୍ଥନୀତି ମୃତ’ ବୟାନ ଉପରେ କହିଛନ୍ତି ଯେ ଏପରି କିଛି ନାହିଁ ଏବଂ ସମସ୍ତେ ଏହା ଜାଣନ୍ତି। ପ୍ରକୃତରେ, ଟ୍ରମ୍ପ ଏକ…

ଓଡ଼ିଆ ଠିକାସଂସ୍ଥା ହାତରେ ଅଣଓଡ଼ିଆଙ୍କ କ୍ରେନ୍‌, ମାଲିକ ପୋଲିସର ଦ୍ୱାରସ୍ଥ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): ମୋ’ କ୍ରେନ୍‌ ମୋତେ ଫେରାଇ ଦିଅ ମୁଁ ୬ ମାସ ପାଇଁ ଚୁକ୍ତି କରି ତେଲେଙ୍ଗାନାର ଜଣେ ଠିକାଦାରଙ୍କୁ ଦେଇଥିଲି ଆଉ ଚୁକ୍ତି ସରିବାର ୬ ମାସ ବିତିଲାଣି। ହେଲେ ଏବେ ନା ମୋ’ କ୍ରେନ୍‌ ମୋତେ ଫେରାଉଛନ୍ତି…

ଚର୍ଚ୍ଚାରେ କିଆରାଙ୍କ କ୍ୟୁଟ କେକ..

ମୁମ୍ବାଇ: ବଲିଉଡ ନାୟିକା କିଆରା ଆଡଭାନୀ ଏବେ ମାତୃତ୍ୱକୁ ଉପଭୋଗ କରୁଛନ୍ତି। ସେ ଜୁଲାଇରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ମାଆ ହେବା ପରେ, କିଆରା ୩୧ ଜୁଲାଇରେ ତାଙ୍କର ୩୪ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଜନ୍ମଦିନ କିଆରାଙ୍କ…

ଭାଜପାକୁ ଲାଗିଲା ଶକ୍ତ ଝଟକା! ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟିରେ ସାମିଲ ହେଲେ ସୁଧୀର ଶର୍ମା

ପାଟନା,୧।୮: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ନେତାମାନଙ୍କ ଦଳବଦଳର ଖେଳ ମଧ୍ୟ ଆରମ୍ଭ ହୋଇଯାଇଛି। ଭାଜପାର ଜଣେ ପୁରୁଣା ଏବଂ ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର କୁମାର ଶର୍ମା ଶୁକ୍ରବାର (୦୧ ଅଗଷ୍ଟ, ୨୦୨୫)…

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ

କଳିଙ୍ଗନଗର,୧ା୮(ଶୁଭାଶିଷ ରାଉତ): ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରୀ ବାବୁ ପଡ଼ିଛନ୍ତି। ଯାଜପୁର ଜିଲା ବ୍ୟାସନଗର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ବ ସହାୟକ କିରାଣି ହେମନ୍ତ କୁମାର ପେରେଇ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଛି ଭିଜିଲାନ୍ସ…

ସେକ୍ସ ଟେପ୍‌ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଦୋଷୀ ସାବ୍ୟସ୍ତ: କୋର୍ଟରେ ଭୋ ଭୋ ହୋଇ କାନ୍ଦିଲେ

ବେଙ୍ଗାଲୁରୁ,୧।୮: କର୍ନାଟକ ହାଇକୋର୍ଟ ବଳାତ୍କାର ଏବଂ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ଜନତା ଦଳ (ଏସ) ଏମ୍‌ପି ପ୍ରଜ୍ୱଳ ରେଭାନ୍ନାଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। କୋର୍ଟ ଏହି ମାମଲାରେ ରେଭାନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ…

ପାରମ୍ପରିକ ସମ୍ବଲପୁରୀ ପୋଷାକ ପିନ୍ଧି ନିଆରା ଢଙ୍ଗରେ ପାଳନ କଲେ ସମ୍ବଲପୁରୀ ଦିବସ

ବରଗଡ଼,୧ା୮(ପ୍ରେମାନନ୍ଦ ଖମାରୀ): ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସକୁ ଶୁକ୍ରବାର ସ୍ଥାନୀୟ ରାଣା ପ୍ରତାପ ସ୍କୁଲରେ ସମ୍ବଲପୁରୀ ଦିନଭାବେ ପାଳନ କରାଯାଇଛି। ସ୍କୁଲର ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ପାଦିକା ଛାତ୍ରୀ ଶାଳିନୀ…

ମୁଁ ଅତୁଲ ସୁବାଷ ନୁହେଁ… ସ୍ତ୍ରୀଙ୍କ ସଙ୍ଗୀନ ଅଭିଯୋଗ ପରେ ମୁହଁ ଖୋଲିଲେ ଓଏଏସ ଅଧିକାରୀ

ଭୁବନେଶ୍ୱର,୧।୮: ଓଏଏସ ଅଧିକାରୀ ତଥା OSDMAରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ଅର୍ଚ୍ଚନା ଦାସ। ଛୁଆ ଜନ୍ମ ପରଠୁ ମେଡିକାଲରୁ ସାର୍ଥକ କୁଆଡେ ପଳାଇଥିବା ତାଙ୍କ ସ୍ତ୍ରୀ କହିଛନ୍ତି। ସେପଟେ ଶୁକ୍ରବାର…

ପାଳନ ହେବ ସ୍ବାଧୀନତା ଦିବସ: ପରେଡ୍‌ ପଡ଼ିଆ ପରିଦର୍ଶନ କଲେ ବିଡିଓ, ଯନ୍ତ୍ରୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): ଆଉ ମାତ୍ର ୧୫ ଦିନର ସମୟ ରହିଲା। ସାରା ଦେଶ ପାଳନ କରିବ ସ୍ବାଧୀନତା ଦିବସ। ସବୁଠି ଶୁଭିବ ଜାତୀୟ ସଙ୍ଗୀତ। ନାଚି ଉଠିବେ ସମସ୍ତେ। ଜାତୀୟ ପତାକାକୁ ନେଇ ସବୁଠି ଉତ୍ସବମୁଖର ଆଉ ଏହି ଦିବସ ପାଳନ…

ଆମ୍ୟୁଜମେଣ୍ଟ ପାର୍କର ଛାତିଥରା ଭିଡିଓ, ଦେଖନ୍ତୁ ଆଖି ପିଛୁଳାକେ କେମିତି ଛିଡି ପଡିଲା ୩୬୦ ଡିଗ୍ରୀର ଝୁଲା

ରିୟାଦ,୧।୮: ସାଉଦି ଆରବର ତାଇଫ ସହରରେ ଅବସ୍ଥିତ ଏକ ମନୋରଞ୍ଜନ ପାର୍କ ବା ଆମ୍ୟୁଜମେଣ୍ଟ ପାର୍କରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପାର୍କରେ ଥିବା ଏକ ୩୬୦ ଡିଗ୍ରୀ ଘୁରୁଥିବା ଝୁଲା ହଠାତ ଭାଙ୍ଗଯାଇଛି। ଏହି ଦୁର୍ଘଟଣାରେ ୨୩ ଜଣ ଆହତ…

Malegaon Blast case: ପୂର୍ବତନ ATS ଅଧିକାରୀଙ୍କ ବୟାନକୁ ନେଇ ଚାଞ୍ଚଲ୍ୟ, କହିଲେ ମୋହନ ଭାଗବତଙ୍କୁ ଗିରଫ କରିବାକୁ…

ନୂଆଦିଲ୍ଲୀ,୧।୮: ମହାରାଷ୍ଟ୍ରରେ ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାର ତଦନ୍ତ କରିଥିବା ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ଦଳ (ATS)ର ଜଣେ ପୂର୍ବତନ ପୋଲିସ ଅଧିକାରୀ ଗୁରୁବାର (୩୧ ଜୁଲାଇ ୨୦୨୫) ଦାବି କରିଛନ୍ତି ଯେ ତାଙ୍କୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?