Budget 2025: ନ୍ୟୁକ୍ଲିୟର ପାଓ୍ବାରର ଦେଶ ହେବ ଭାରତ, ବଜେଟରେ ହେଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଦେଶକୁ ପରମାଣୁ କେନ୍ଦ୍ର କରିବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ପରମାଣୁ କ୍ଷେତ୍ର ପାଇଁ ୨୦ ହଜାର କୋଟି ଟଙ୍କାର ବଜେଟ ଆବଣ୍ଟନ କରିଛନ୍ତି। ଅର୍ଥମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ…
ଜାଣନ୍ତି କି କେତେ କୋଟି ଟଙ୍କାର ମାଲିକାଣୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ତାଙ୍କ ପାଖରେ ଅଛି…
ନୂଆଦିଲ୍ଲୀ,୧ା୨: ଶନିବାର ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇଛି ବଜେଟ୍। ଏହି ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ। ତେବେ ଅର୍ଥମନ୍ତ୍ରୀ ହୋଇ ସେ ନିଜେ କେତେ ଟଙ୍କାର ମାଲିକାଣୀ ଆପଣ ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଆଜି ଅର୍ଥମନ୍ତ୍ରୀଙ୍କ…
Budget 2025: ବର୍ଷିଲେ ଜୟରାମ କହିଲେ, ବଜେଟରେ ସାଧାରଣ ଜନତାଙ୍କ ପାଇଁ କିଛି ନାହିଁ
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି, ଯାହା ଉପରେ ବିରୋଧୀ ଦଳ ଲଗାତାର ପ୍ରତିକ୍ରିୟା ଦେଉଛନ୍ତି। ସଂସଦରେ ବଜେଟ ଉପସ୍ଥାପନ କରିବା ସମୟରେ ବିରୋଧୀ ଦଳ ହଟ୍ଟଗୋଳ କରିଥିଲେ ଏବଂ ଗୃହରୁ ଚାଲିଯାଇଥିଲେ। ବଜେଟ ଉପରେ ପ୍ରତିକ୍ରିୟା…
Union Budget 2025: ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଥର ବଜେଟରେ ୧୦ ଦିଗ ପ୍ରତି ବିଶେଷ ଧ୍ୟାନ
ନୂଆଦିଲ୍ଲୀ,୧।୨: ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ। ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଆମର ଅର୍ଥନୀତି ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଗତ ୧୦ ବର୍ଷ ଧରି ଆମର ବିକାଶ ଟ୍ରାକ…
Budget 2025: ମୋଦି ସରକାରଙ୍କ ୩.୦ର ପୂର୍ଣ୍ଣ ବଜେଟରେ କୃଷକଙ୍କ ପାଇଁ ଘୋଷଣା ହେଲା ‘ଧନଧାନ୍ୟ’ ଯୋଜନା
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଦେଶର ବଜେଟ ଉପସ୍ଥାପନ କରୁଛନ୍ତି। ଏହା ତାଙ୍କର ଅଷ୍ଟମ ବଜେଟ। ଏହି ବଜେଟ ଉପରେ ପ୍ରତ୍ୟେକ ବର୍ଗର କିଛି ବିଶେଷ ଆଶା ରହିଛି। ଏହି ସାଧାରଣ ବଜେଟକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କାରଣ…
Union Budget 2025: ଏଥର ନିର୍ମଳା ସୀତରାମନଙ୍କ ନୂଆ ଟିମ୍ ପ୍ରସ୍ତୁତ କରିଛନ୍ତି ବଜେଟ୍: ଜାଣନ୍ତୁ ପରଦା ପଛରେ କିଏ କିଏ ଅଛନ୍ତି
ନୂଆଦିଲ୍ଲୀ,୧।୨: କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ୩.୦ର ବଜେଟ ଲୋକସଭାରେ ଉପସ୍ଥାପିତ ହେଛଛି। ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତରାମନ ମୋଦି ସରକାରଙ୍କ ୧୪ତମ ବଜେଟ ଉପସ୍ଥାପନ କରୁଛନ୍ତି। ଗତ ବର୍ଷ ଜୁଲାଇ ୨୦୨୪ରେ ଭାରତୀୟ…
Budget 2025: ସଂସଦରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ଆରମ୍ଭରୁ ବିରୋଧି କଲେ ହଙ୍ଗାମା
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଶୁକ୍ରବାର (୧ ଫେବୃଆରୀ) ଦେଶର ବଜେଟ ଉପସ୍ଥାପନ କରଛନ୍ତି। ଏହା ନିର୍ମଳା ସୀତାରାମନ୍ଙ୍କ ଅଷ୍ଟମ ବଜେଟ। ଯାହାଠାରୁ ପ୍ରତ୍ୟେକ ବର୍ଗର କିଛି ବିଶେଷ ଆଶା ରହିଛି। ଏହି ସାଧାରଣ ବଜେଟକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା…
ବଡ଼ଧରଣର ଡକାୟତି: ସାଢ଼େ ୩ କୋଟି ଟଙ୍କା ଜବତ, ୮ ଜଣଙ୍କୁ ବାନ୍ଧିଲା ପୋଲିସ
ଭବାନୀପାଟଣା,୧ା୨(ଉତ୍ତମ କୁମାର ଦାଶ)): କଳାହାଣ୍ଡି ଜିଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। କଳାହାଣ୍ଡି ଏସ୍ପି ଅଭିଳାଶ ଜୀଙ୍କ ନେତୃତ୍ୱରେ ଧର୍ମଗଡ଼ ଥାନା ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ୮ ଅଭିଯୁକ୍ତଙ୍କୁ ଗିରଫ…
ଯେଉଁଦିନ ଅବସର ନେଲେ ଶିକ୍ଷକ ସେହିଦିନ ମିଳିଲା ପେନ୍ସନ୍
ରାଇକିଆ,୧ା୨(ପ୍ରଦୀପ ବେହେରା): ପେନ୍ସନ୍ ପାଇଁ ପୂର୍ବ ଭଳି ଆଉ କୌଣସି କର୍ମଚାରୀ ହଇରାଣ ହେବେନି। ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଅବସର ଦିନ ହିଁ ପେନ୍ସନ୍ ମିଳିବାର ବ୍ୟବସ୍ଥା ସରକାର କରିଛନ୍ତି। ରାଇକିଆ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ…
Budget 2025: ସାଧାରଣ ବଜେଟକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ, ୧୧ଟାରେ ଖୋଲିବ ପେଡି
ନୂଆଦିଲ୍ଲୀ,୧।୨: ଶୁକ୍ରବାର ସଂସଦରେ ଦେଶର ସାଧାରଣ ବଜେଟ ଉପସ୍ଥାପିତ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସକାଳ ୧୧ଟାରେ ଲୋକ ସଭାରେ ଅଷ୍ଟମ ଥର ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ। ସାଧାରଣ ବଜେଟ ୨୦୨୫ ରାଷ୍ଟ୍ରପତି ଏବଂ କ୍ୟାବିନେଟର ଅନୁମୋଦନ…
ବଜେଟ୍ ପୂର୍ବରୁ ଚମକିଲା ଶେୟାର ମାର୍କେଟ୍
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ ପୂର୍ବରୁ ଶେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। ଷ୍ଟକ ମାର୍କେଟ ଧୀରେ ଧୀରେ ଆରମ୍ଭ ହୋଇଛି। ସକାଳ ୯.୫୨ ସମୟରେ ବମ୍ବେ ଷ୍ଟକ…
Budget 2025: କାହିଁକି ଲାଲ ହୋଇଥାଏ ବଜେଟ ପେଡି? କ’ଣ ରହିଛି ମା’ ଲକ୍ଷ୍ମୀଙ୍କ ସହ ଏହାର ସମ୍ପର୍କ
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୫, ଶନିବାର ସଂସଦରେ ୨୦୨୫ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏହି ବଜେଟ ସମୟରେ ଅଧିକାଂଶଙ୍କ ମନରେ ପ୍ରଶ୍ନ ଆସିଥାଏ ବଜେଟ ବ୍ରିଫକେସ ଲାଲ ରଙ୍ଗର କାହିଁକି ହୋଇଥାଏ। ଏହାର କ’ଣ…
Archives


