Home

ମନରେଗା ଯୋଜନାରେ ବଡ଼ ଦୁର୍ନୀତି: ସରପଞ୍ଚଙ୍କୁ ତାଲା ପକାଇଲେ ଶତାଧିକ ମହିଳା

ତୁମୁଡିବନ୍ଧ,୧୮।୮(ଦୀପକ କୁମାର ପରାସେଠ):କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବିଲାମାଳ ପଞ୍ଚାୟତର ମନରେଗାର ମୋ ଉପକାରୀ ବଗିଚାର ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଆଜି ଶତାଧିକ ମହିଳା ତୁମୁଡି଼ବନ୍ଧ ବ୍ଲକ କାର୍ଯ୍ୟାଳୟକୁ ଆସି ବ୍ଲକ ଘେରାଉ କରିବା ସହ…

ମଶାଣି ଜମିକୁ ଜବରଦଖଲ: ବାଡ଼ ଭାଙ୍ଗିଲେ ଗ୍ରାମବାସୀ

ଦାରିଙ୍ଗବାଡି, ୧୮।୮ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତରେ ରହିଥିବା ମଶାଣି ଜମିକୁ ନେଇ ଦେଖାଯାଇଛି ଉତ୍ତେଜନା। କିଛି ବ୍ୟକ୍ତି ମଶାଣି ଜମିରେ ହଳଦୀ ଚାଷ କରୁଥିବା ଓ ଜମିକୁ ବେଆଇନ ଭାବେ ଜବରଦଖଲ କରିବା ଘଟଣାକୁ ନେଇ…

ଭାଉଜଙ୍କୁ ବଳାତ୍କାର କଲେ ଦିଅର: ବିବାହ ପ୍ରଲୋଭନ ଦେଖାଇ ସବୁକିଛି…

ମୋହନା,୧୮।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ମୋହନାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ନିଜ ଭାଉଜଙ୍କୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଦିଅର ତାଙ୍କୁ ବିବାହ ପ୍ରଲୋଭନ ଦେଖାଇଥିଲେ।…

ଏଣିକି ଖାଇବା ତେଲରେ ଉଡ଼ିବ ବିମାନ: ଇଣ୍ଡିଆନ ଅଏଲକୁ ମିଳିଲା ଗ୍ରୀନ୍‌ ସିଗ୍‌ନାଲ

ନୂଆଦିଲ୍ଲୀ,୧୮।୮: ସାଧାରଣତଃ ଲୋକମାନେ ନଷ୍ଟ କିମ୍ବା ବ୍ୟବହୃତ ରୋଷେଇ ତେଲକୁ ଫିଙ୍ଗି ଦିଅନ୍ତି। କିନ୍ତୁ ଏବେ ଏହି ତେଲକୁ ବିମାନ ଉଡ଼ାଣ ପାଇଁ ବ୍ୟବହାର କରାଯିବ। ଦେଶର ସର୍ବବୃହତ ରିଫାଇନିଂ ଏବଂ ଇନ୍ଧନ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (IOC)…

ମାତ୍ର ୫ ହଜାର ଟଙ୍କାରେ ଖର୍ଚ୍ଚ କରି ମାଲାମାଲ୍‌ ହେଲେ ଏହି ମହିଳା: ଏବେ ଘରେ ବସି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ୟୁପିର ଫିରୋଜାବାଦର ଜଣେ ମହିଳା ଘରେ ଆଚାର ବ୍ୟବସାୟ ମାଲାମାଲ ହୋଇଯାଇଛନ୍ତି। ଏକ ଗାଁରେ ରହୁଥିବା ଜଣେ ମହିଳା ଘରେ ବିଭିନ୍ନ ପ୍ରକାରର ଆଚାର ପ୍ରସ୍ତୁତ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ମହିଳା ଜଣକ ଏଥିପାଇଁ ତାଲିମ ମଧ୍ୟ…

୮୦ ବର୍ଷର ବୃଦ୍ଧାଙ୍କ କାନ୍ଧରେ ଦୁଇ ନାତୁଣୀ-ନାତିଙ୍କ ବୋଝ: ବୋହୂ ଶୁଦ୍ଧିକ୍ରିୟା ପାଇଁ ନାହିଁ ଟଙ୍କା

କର୍ଲାମୁଣ୍ଡା:୧୮/୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ଗ୍ରାମ ପଞ୍ଚାୟତ ଯୋଗିପଲା ଗ୍ରାମ ଶିଶୋପଡାଠାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ୮୦ ବର୍ଷିୟା ବୃଦ୍ଧାଙ୍କ କାନ୍ଧରେ ଦୁଇ ନାତି ନାତୁଣୀଙ୍କ ବୋଝ ଲଦି ହୋଇଛି। ସୂଚନାଯୋଗ୍ୟ, ନେତ୍ରୀ…

ଭାରତୀୟ ମିଶାଇଲ୍‌ ଭୟରେ ଲୁଚିଲା ପାକିସ୍ତାନୀ ନୌସେନା: ସାଟେଲାଇଟ୍‌ ଜଣାପଡ଼ିଲା ସତ

ନୂଆଦିଲ୍ଲୀ,୧୮।୮: ଭାରତୀୟ ସେନା ଅପରେଶନ ସିନ୍ଦୂର ସମୟରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ଏହି ସମୟରେ ଶହେରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଅପରେଶନ ବିଷୟରେ ଏକ ବଡ଼ ଖୁଲାସା ହୋଇଛି। ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନୀ ନୌସେନା…

ଭାଜପା ଏମ୍‌ପି ଆଣିଲେ ସଙ୍ଗୀନ ଅଭିଯୋଗ: ଏଠି ହୋଇଛି ଭୋଟ ଚୋରି

ନୂଆଦିଲ୍ଲୀ,୧୮।୮: ଦେଶବ୍ୟାପୀ କଂଗ୍ରେସ ଏବଂ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ ବିରୋଧରେ ‘ଭୋଟ ଚୋରି’ର ଗମ୍ଭୀର ଅଭିଯୋଗ ଆଣୁଛନ୍ତି। ଭାଜପା ଏମ୍‌ପି ଜନାର୍ଦନ ମିଶ୍ର ମଧ୍ୟ ପ୍ରଦେଶର ରେୱାରେ ଭୋଟ ଚୋରି ସମ୍ପର୍କରେ ଏକ ବୟାନ ଦେଇଛନ୍ତି। ଏବେ ତାଙ୍କର ଭିଡିଓ…

ଆଜିଠୁ IGNOUରେ ଓଡ଼ିଆରେ ଡିଇସିଇ ପାଠ୍ୟକ୍ରମ

ଭଞ୍ଜନଗର,୧୮ା୮(ବାବୁଲା ପ୍ରଧାନ): ସୋମବାରଠାରୁ IGNOUରେ ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷାରେ ଡିପ୍ଲୋମା (ଡିଇସିଇ) ପାଠ୍ୟକ୍ରମ ଓଡ଼ିଆରେ ପଢ଼ାହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠ୍ୟକ୍ରମର ଶୁଭାରମ୍ଭ ଭୁବନେଶ୍ୱରରେ କରିଥିଲେ। ଏହି ଅବସରରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,…

ଏଥର ‘ଫ୍ଲାଓ୍ବାର’ ନୁହେଁ ‘ଫାୟାର’ ହୋଇ ଆମେରିକା ଯାଇଛନ୍ତି ଜେଲନ୍ସକି, ଘଟିପାରେ ବଡ଼…

କ୍ୱିଭ,୧୮।୮: ଯେତେବେଳେ ବି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୁଏ, ଫେବୃଆରୀ ୨୮ର ଦୃଶ୍ୟ ଆଖି ସାମ୍ନାରେ ଝଲସି ଉଠେ, ଯେତେବେଳେ ଜେଲେନ୍ସକିଙ୍କୁ ଅନ୍ତର୍ଜାତୀୟ କ୍ୟାମେରା ସାମ୍ନାରେ ଅପମାନିତ କରାଯାଇଥିଲା।…

ଚଳନ୍ତା ଅଟୋରେ ନାବାଳିକାଙ୍କୁ ଅସଦାଚରଣ, ଆଉ ତା’ ପରେ…

କଟକ,୧୮ା୮: ଚଳନ୍ତା ଅଟୋରେ ନାବାଳିକାଙ୍କୁ ଜଣେ ଅଟୋଚାଳକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଅଧାର କରି ଅଭିଯୁକ୍ତ ଅଟୋ ଚାଳକଙ୍କୁ ପୋଲିସ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରୀ। ଗିରଫ ଅଟୋ ଚାଳକ ଜଗତସିଂହପୁରର…

ବର୍ଷାରେ ଧୋଇଗଲା ରାସ୍ତା, ୩ ପଞ୍ଚାୟତବାସୀ ହନ୍ତସନ୍ତ

ମୋହନା,୧୮ା୮(ମନ୍ମଥ ମିଶ୍ର): କିଛିଦିନ ହେଲା ଲଘୁଚାପ ଯୋଗୁ ପ୍ରବଳ ବର୍ଷା ଲାଗିରହିଛି। ଗଜପତି ଜିଲା ମୋହନା ବ୍ଲକ କର୍ଚବାଡ଼ି ପଞ୍ଚାୟତଠାରୁ ବୁଡ଼ରିଙ୍ଗ ଦେଇ ଅନ୍ତରବା, ଚୁଡଙ୍ଗପୁର ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଧୋଇହୋଇ ଯାଇଛି। ଫଳରେ ଲୋକେ ଯାତାୟାତରେ ବହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?