Home

ତ୍ରୁଟି ଘୋଡ଼ାଉଛନ୍ତି

ଭାରତର ନିର୍ବାଚନ କମିଶନ (ଇସି) ଏକ ସାମ୍ବିଧାନିକ ସଂସ୍ଥା। ୧୯୫୧ ସାଧାରଣ ନିର୍ବାଚନ ବେଳୁ ନିର୍ବାଚନଗୁଡ଼ିକୁ ପରିଚାଳନା କରିଆସୁଥିବା ଏହି ସଂସ୍ଥାର ଗୁରୁତ୍ୱ ଟି.ଏନ୍‌. ଶେଷାନ ମୁଖ୍ୟ ନିର୍ବାଚନ କମିଶନର ହେବା ପରେ ବଢ଼ିଥିଲା। ଭାରତୀୟଙ୍କୁ ୧୯୯୬ରେ ଭୋଟର ପରିଚୟପତ୍ର ଦିଆଯିବା…

ଜେଲେନସ୍କିଙ୍କ ସହ ଭେଟ ପରେ ବଡ଼ ଘୋଷଣା କଲେ ଟ୍ରମ୍ପ: ସାରା ବିଶ୍ୱରେ ହଲଚଲ

ଓ୍ବାଶିଂଟନ,୧୯।୮: ୟୁକ୍ରେନ୍‌ରେ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ତ୍ରିପାକ୍ଷିକ ଆଲୋଚନା ଲାଗି ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ୟୁକ୍ରେନ୍‌ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କି ଆଶାବାଦୀ ଥିବା କହିଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ୟୁକ୍ରେନ୍‌…

ପୋଲିସ ଭୂମିକାରେ ଅଲି ଫଜଲ୍‌

ମୁମ୍ବାଇ: କ୍ରାଇମ ଥ୍ରୀଲର ୱେବ୍‌ ସିରିଜ୍‌ ‘ମିର୍ଜାପୁର’ରେ ଗୁଡୁ ଭୈୟା ଚରିତ୍ର ନିଭାଇ ଦର୍ଶକଙ୍କର ପ୍ରଶଂସା ସାଉଣ୍ଟିଥିବା ଅଭିନେତା ଅଲି ଫଜଲ୍‌ ଖୁବ୍‌ଶୀଘ୍ର ୱେବ୍‌ ସିରିଜ ‘ରାଖ୍‌’ରେ ନଜରକୁ ଆସିବେ। ଏହା ଏକ ଇନ୍‌ଭେଷ୍ଟିଗେଟିଭ୍‌ କ୍ରାଇମ ଥ୍ରୀଲର ସିରିଜ୍‌ ହୋଇଥିବା ବେଳେ…

ସବୁଠୁ ବିପଦପୂର୍ଣ୍ଣ ସେଲ୍‌ଫି ପଏଣ୍ଟ

ରିଓ ଡି ଜେନିରୋ: ସମ୍ପ୍ରତି ଯୁବପିଢ଼ି ହୁଅନ୍ତୁ କି ବୟସ୍କ, ସେଲ୍‌ଫି ମାନିଆ ସମସ୍ତଙ୍କୁ ଘାରିଛି। ତେବେ ପ୍ରତିବର୍ଷ ଏହି ସେଲ୍‌ଫି କ୍ରେଜ୍‌ ପାଇଁ ଅନେକ ଶହ ଲୋକଙ୍କୁ ଜୀବନ ହରାଇବାକୁ ପଡ଼ିଥାଏ। ତଥାପି ସେଲ୍‌ଫି ପ୍ରେମୀମାନେ ନିଜକୁ ସାହସୀ ଏବଂ…

ବର୍ଷାରେ ମୁମ୍ବାଇ ବେହାଲ

ମୁମ୍ବାଇ, ୧୯ା୮: ଭୀଷଣ ବର୍ଷା ଯୋଗୁ ସୋମବାର ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ସହରର ଅନେକ ସ୍ଥାନ ବର୍ଷାପାଣିରେ ଜଳମଗ୍ନ ହୋଇଯାଇଥିବା ବେଳେ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ରିହନ୍‌ ମୁମ୍ବାଇ ମ୍ୟୁନିଶପାଲ କର୍ପୋରେଶନ (ବିଏମ୍‌ସି) ପକ୍ଷରୁ ସୋମବାର…

ଆଲାସ୍କା ସମିଟ୍‌ ନେଇ ମୋଦିଙ୍କୁ ଅବଗତ କରାଇଲେ ପୁଟିନ୍‌

ନୂଆଦିଲ୍ଲୀ,୧୯ା୮(ପି.ଟି.): ୟୁକ୍ରେନ୍‌ରେ ଯୁଦ୍ଧ ବନ୍ଦ ନେଇ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ କରିଥିବା ଆଲୋଚନା ସମ୍ପର୍କରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ ଯୋଗେ ଅବଗତ କରାଇଛନ୍ତି। ଗତ ଶୁକ୍ରବାର ଆଲାସ୍କାରେ ଟ୍ରମ୍ପ୍‌…

ଶୁଭାଂଶୁ ଶୁକ୍ଳାଙ୍କୁ ସମ୍ମାନିତ କଲା ସଂସଦ

ନୂଆଦିଲ୍ଲୀ,୧୯ା୮: ବିରୋଧୀ ସଦସ୍ୟମାନଙ୍କ ଅନୁପସ୍ଥିତି ମଧ୍ୟରେ ସଂସଦ ସୋମବାର ଭାରତୀୟ ବାୟୁସେନା ପାଇଲଟ୍‌ ତଥା ଗ୍ରୁପ୍‌ କ୍ୟାପ୍‌ଟେନ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ସମ୍ମାନିତ କରିଛି। ନିକଟରେ ସେ ଆକ୍ସିଓମ୍‌-୪ ମିଶନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ସଫଳତାର ସହ ଯାତ୍ରା…

ଭାରତ-ଚାଇନା ସମ୍ପର୍କରେ ଉନ୍ନତି ପାଇଁ ସୀମାରେ ଶାନ୍ତି ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ,୧୯ା୮: ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କରେ ଉନ୍ନତି ପାଇଁ ସୀମାରେ ଶାନ୍ତି ଜରୁରୀ ବୋଲି ନୂଆଦିଲ୍ଲୀ ଗସ୍ତରେ ଆସିଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟି’ଙ୍କୁ ଭାରତୀୟ ପ୍ରତିପକ୍ଷ ଏସ୍‌. ଜୟଶଙ୍କର ସୋମବାର କହିଛନ୍ତି। ୨ ଦେଶ ଏବେ ଏକ…

ଯୁବକଙ୍କୁ ମୋଦି ସରକାର ଦେବେ ୧୫ ହଜାର: ଆଜିଠୁ ଖୋଲିଲା ପୋର୍ଟାଲ, କେମିତି କରିବେ ପଞ୍ଜିକରଣ ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୮: ମୋଦି ସରକାର ଯୁବକମାନଙ୍କୁ ପ୍ରଥମ ଚାକିରିରେ ୧୫,୦୦୦ ଟଙ୍କା ଦେବା ପାଇଁ କାମ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲକୁ ଆଜିଠାରୁ ଲାଇଭ କରାଯାଇଛି। ଏବେ ଯୁବକମାନେ ଏହି ଯୋଜନାର ଲାଭ ଉଠାଇବା ପାଇଁ ଏହି…

ମୋଦିଙ୍କ ଗୋଟିଏ ନିଷ୍ପତ୍ତି ଯୋଗ କମିଯିବ AC ରେଟ୍‌: ଜାଣନ୍ତୁ କେତେ ଟଙ୍କା ପର୍ଯ୍ୟନ୍ତ ମିଳିବ ରିହାତି

ନୂଆଦିଲ୍ଲୀ,୧୮।୮:ସରକାରଙ୍କ ପକ୍ଷରୁ ଏୟାର କଣ୍ଡିସନର (AC) ଉପରେ ସାମଗ୍ରୀ ଏବଂ ସେବା ଟିକସ (GST)କୁ ବର୍ତ୍ତମାନର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବାର ପ୍ରସ୍ତାବ ରହିଛି। ଏହା ଯୋଗୁ AC ନିର୍ମାତାମାନେ ଆଗାମୀ ପର୍ବପର୍ବାଣୀ ସମୟରେ ଭଲ ବିକ୍ରି ଆଶା…

ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ମନ୍ତ୍ରୀ: ରାଜକୁମାରୀଙ୍କୁ ଛାଡ଼ି ଏବେ ଏହି ଯୁବତୀଙ୍କ ଧରିବେ ହାତ

ଶିମ୍‌ଲା,୧୮।୮: ହିମାଚଳ ପ୍ରଦେଶର ପିଡବ୍ଲୁଡି ମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ଅଧ୍ୟକ୍ଷା ପ୍ରତିଭା ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ତାଙ୍କର ବିବାହ ସେପ୍ଟେମ୍ବର ୨୨ରେ ଚଣ୍ଡିଗଡ଼ରେ ହେବାର କାର୍ଯ୍ୟକ୍ରମ ରହିଛି। ହିମାଚଳର…

ହଠାତ୍‌ ଯୁବକଙ୍କ ଉପରେ ପଡ଼ିଲା ୧୧ କେଭି ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧୮।୮(ବିଦ୍ୟାଧର ସାହୁ):୧୬ ନମ୍ବର ଜାତୀୟ ରାଜପଥ ଶନି ମନ୍ଦିର ନିକଟରେ ଇଲେଭେନ କେଭି ବିଦ୍ୟୁତ ତାର ହଠାତ୍‌ ଛିଡି ପଡିଛି l ସେହି ରାସ୍ତାରେ ବାଇକରେ ଯାଉଥିବା ଜଣେ ଯୁବକଙ୍କ ଉପରେ ତାର ପଡି ଯାଇଥିଲା l ଫଳରେ ଯୁବକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?